Latest Odisha News

BREAKING NEWS

Yearly Archives

2020

ନଭେମ୍ୱର ୨୯ ପୂର୍ବରୁ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ

ନୂଆଦିଲ୍ଲୀ: ବିହାର ବିଧାନସଭା ସାଧାରଣ ନିର୍ବାଚନ ସହ ଦେଶରେ ଖାଲି ପଡ଼ିଥିବା ବାକି ୬୫ଟି ଆସନ ଲାଗି ଉପନିର୍ବାଚନ ଏକ ସମୟରେ କରାଯିବ । ଏହି ସୂଚନା ଦେଇଛନ୍ତି ନିର୍ବାଚନ କମିଶନ । ଆଜି ଏସମ୍ପର୍କିତ ବୈଠକରେ ବିସ୍ତୃତ ଭାବରେ ବିଚାବିମର୍ଶ ହୋଇଥିଲା । ଏହାସହ ଓଡ଼ିଶାରେ ଖାଲି ପଡ଼ିଥିବା ଦୁଇଟି…

ଚୀନର ସୁଖୋଇ ବିମାନ ଖସାଇଲା ତାଇୱାନ, ବିବାଦ ଘନେଇଲା !

ବେଜିଂ: ଦକ୍ଷିଣ ଚୀନ ସାଗର ସୀମା ବିବାଦ ନେଇ ଚୀନ ଓ ତାଇୱାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଶୁକ୍ରବାର ଚୀନର ଏକ ସୁଖୋଇ ବିମାନ ତାଇୱାନ ସୀମାରେ ପ୍ରବେଶ କରିବାରୁ ସୁରକ୍ଷା ଦୃଷ୍ଟିକୋଣରୁ ଏହାକୁ ଖସାଇ ଦିଆଯାଇଛି । ସୋସିଆଲ ସାଇଟରେ ଏହି ଖବର ଭାଇରାଲ ହେଉଥିଲେ ମଧ୍ୟ ଏ…

SBI ଷ୍ଟ୍ରଙ୍ଗ ରୁମରେ ନାଗ ସାପ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର: ବ୍ୟାଙ୍କ ଭିତରେ ନାଗ ସାପ । ଏସବିଆଇ ଷ୍ଟ୍ରଙ୍ଗ ରୁମ ଭିତରେ ଥିଲା । ଟଙ୍କା ଆଣିବାକୁ ଯିବା ବେଳେ ଦେଖିଲେ କର୍ମଚାରୀ । ରାଜଧାନୀରେ ଏମିତି ଘଟଣା ସାମନାକୁ ଆସିଛି । ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ ଏଣ୍ଡ ମେଟେରିଆଲ୍ ଟେକ୍ନୋଲୋଜି ବା ଆଇଏମଏମଟି ପରିସରରେ ଥିବା…

ଓଡିଶାର ୫ ସ୍ଥାନରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୫ଟି ସ୍ଥାନରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶୁକ୍ରବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ କେନ୍ଦୁଝରଗଡ, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ…

ପରିବା ହାଟ ଭିତରକୁ ମାଡ଼ିଗଲା ଟ୍ରକ; ଜଣେ ମୃତ, ୩ ଆହତ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ବାରବାଟୀ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ଯ ହରାଇ ରାସ୍ତା କଡ଼ରେ ଥିବା ପରିବା ବଜାର ଉପରେ ମାଡିଗଲା ଟ୍ରକ । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ କଟକ ବଡ଼…

ଭୁବନେଶ୍ୱର ବିମାନ ବନ୍ଦର ବିଲ୍ଡିଂ କାମ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ବିଲ୍ଡିଂ କାମ ପୁନଃ ଆରମ୍ଭ ହୋଇଛି । ସୁତ୍ରରୁ ପ୍ରକାଶ ଯେ ଗତ ଜାନୁଆରୀ ୨୪ରେ ବିଲ୍ଡିଂ ଭୁଶୁଡିବା ପରେ କାମ ବନ୍ଦ ରହିଥିଲା । ବିମାନବନ୍ଦରର ଟର୍ମିନାଲ୍‌-୧ ସହ ଟର୍ମିନାଲ୍ ୨କୁ ସଂଯୋଗ କରୁଥିବା ଉକ୍ତ ନିମାଣଧିୀନ…

ଫ୍ୟାକ୍ଟ୍ରି ଓ ବଏଲର୍ସ ବିଭାଗ ଉପନିର୍ଦ୍ଦେଶକ ରମେଶ ଚନ୍ଦ୍ର ବେହେରା ଗିରଫ

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିବା । ବନ୍ଧା ହେଲେ ଫ୍ୟାକ୍ଟ୍ରି ଓ ବଏଲର୍ସ ବିଭାଗ ଉପନିର୍ଦ୍ଦେଶକ ରମେଶ ଚନ୍ଦ୍ର ବେହେରା । ତାଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ । କୋଟିପତି ସରକାରୀ ବାବୁ ଠୁଳ କରିଛନ୍ତି ଦେଢ଼ କୋଟିରୁ ଅଧିକ ଟଙ୍କା ସ୍ଥାବର ଓ ଅସ୍ଥାବର…

୧୬ ହଜାର ନାଗରିକଙ୍କ ପ୍ରାଣ ନେଇଥିବା କାମ୍ବୋଡିଆର ଜେଲର କିଆଙ୍ଗଙ୍କ ମୃତ୍ୟୁ, କମ୍ରେଡ ଡଚ ଭାବେ କୁଖ୍ୟାତ ଥିଲେ

ଫୋନମ ପେନହ: କାମ୍ବୋଡିଆର ଏକଚ୍ଛତ୍ରବାଦ ଶାସକ ଖେମର ରୁଜଙ୍କ ଜେଲର କିଆଙ୍ଗ ଇୟାଭ ୭୭ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି । ସେ ଜେଲର ଥିବା ବେଳେ ୧୬ ହଜାର ସାଧାରଣ ନାଗରିକଙ୍କୁ ନିର୍ଯ୍ୟତନା ଦେଇ ହତ୍ୟା କରିଥିଲେ । ୧୯୭୦ରେ କିଆଙ୍ଗଙ୍କ ରାଜୁତିରେ ଲୋକମାନେ ଅତିଷ୍ଠ ହୋଇ ଆନ୍ଦୋଳନ କରିଥିଲେ ।…

ଚେନ୍ନାଇ ସୁପର କିଙ୍ଗସରେ ଚଡକ, ବାଦ୍ ପଡିଲେ ହରଭଜନ !

ଦୁବାଇ: ଧୋନୀଙ୍କ ସେନାରୁ ଶୁଣିବାକୁ ମିଳୁଛି ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର । ସୁରେଶ ରାଇନାଙ୍କ ପରେ ଏବେ ଆଉ ଜଣେ ବରିଷ୍ଠ ଖେଳାଳି ଆଇପିଏଲରୁ ବାଦ ପଡିଛନ୍ତି । ଫଟାଫଟ୍ କ୍ରିକେଟ ଫର୍ମାଟ ଆଇପିଏଲ୍‌ରେ ଦେଖିବାକୁ ମିଳିବନି ଟର୍ବିନେଟର୍ ଓରଫ ହରଭଜନ ସିଂଙ୍କ ଯାଦୁଗରି ସ୍ପିନ୍ ବୋଲିଂ ।…

ମୌସୁମୀ ଅଧିବେଶନ ପୂର୍ବରୁ ଓଡ଼ିଶାର ଆଉ ଜଣେ ସାଂସଦ କରୋନା ସଂକ୍ରମିତ

ଭୁବନେଶ୍ୱର: ଆସନ୍ତା ୧୪ ତାରିଖରୁ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ । ତାପୂର୍ବରୁ କରୋନା ସଂକ୍ରମିତ ହୋଇଛନ୍ତି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ । ଏନେଇ ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ରମେଶ ମାଝୀ କହିଛନ୍ତି, କୋଭିଡ ପିଟିଜିଭ ଚିହ୍ନଟ ପରେ ସେ ଏବେ ହୋମ୍…