ଧାରାବାହିକ ଉପନ୍ୟାସ : ଚୋରାବାଲି (୪୨)
ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ ୪୨
ସୁକାନ୍ତି ତୁ’ ମତେ ୠଣୀ କରିଦେଲୁ । ମୋ’ର ମନେ ଅଛି, ଏମିତି ସେବା ଯତ୍ନ ପିଲାଦିନେ ମୋ’ ବୋଉ ନେଉଥିଲା । ଯେବେ ବି’ ମୋ ଦେହ
ଖରାପ ହୁଏ, ସେ ମୋ’ ପାଖଛାଡି କୁଆଡେ ଯାଏନା ।
ମା' ଏଇ ତ’ ମୋ…