ସାହିତ୍ୟର ସମସ୍ତ ବିଭାଗକୁ ସମୃଦ୍ଧ କରି ଉଦାହରଣ ସୃଷ୍ଟି କରିଛନ୍ତି କବି ପ୍ରସନ୍ନ ମିଶ୍ର
କଟକ : ଉତ୍କଳ ସାହିତ୍ୟ ସମାଜ, କଟକ ପକ୍ଷରୁ ଶ୍ରୀରାମଚନ୍ଦ୍ର ଭବନରେ, ବିଶିଷ୍ଟ କବି ପ୍ରସନ୍ନ କୁମାର ମିଶ୍ରଙ୍କ ତୈଳଚିତ୍ର ଉନ୍ମୋଚିତ ହୋଇଯାଇଛି।
ଉତ୍କଳ ସାହିତ୍ୟ ସମାଜର ସଭାପତି ତରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉନ୍ମୋଚନ ପର୍ବରେ ବିଶିଷ୍ଟ କବି ଅମରେଶ ପଟ୍ଟନାୟକ ମୁଖ୍ୟ…