ଭାଷା ଭାଗବତ : ଉପଯୋଗୀ ବନାନ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଗ : ୩୫
କୁଜ୍ଝଟିକା କି କୁଜ୍ଝଟିକା
ହେବ ଆମ ଲିପିରେ ଲେଖା
ଏବେ ହିଁ ନିର୍ଣୟ କରିବା
ନ ହେଲେ ଧଂଦି ହେଉଥିବା
ଉଦ୍ଗିରଣ କି ଉଦ୍ଗିରଣ
ଉଡ୍ଡୟନ କି ଉଡ୍ଡୟନ
ଅକ୍ଟୋବର୍ କି ଅକ୍ଟୋବର
ଏବେ କରିବା ମନ ସ୍ଥିର…