Latest Odisha News

BREAKING NEWS

Yearly Archives

2022

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବୟସ ପାର୍ଥକ୍ୟ କେତେ ରହିବା ଉଚିତ୍ ?

କଥାରେ ଅଛି, 'ବୟସ କେବଳ ଏକ ମାତ୍ର ସଂଖ୍ୟା'। ଏହି ଉକ୍ତିଟି ଆତ୍ମାକୁ ସନ୍ତୁଷ୍ଟ କରେ କିମ୍ବା ଆତ୍ମ-ପ୍ରେରଣା ପାଇଁ ଭଲ। କିନ୍ତୁ ଯେତେବେଳେ ବିବାହାକୁ ନେଇ ପ୍ରଶ୍ନ ଉଠେ ସେତେବେଳେ ଏହି ବୟସ ସମ୍ପର୍କରେ ଚିନ୍ତା କରିବାକୁ ବାଧ୍ୟ ହୁଅନ୍ତି ଲୋକେ। ଜଣେ ବ୍ୟକ୍ତିର ବୟସ ବଢିବା ସହିତ ତାର…

ଏଜେଣ୍ଟ ୪୨୦; SHG ସହ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ

ଯାଜପୁର: ଜଣେ ମହିଳା ଶହ ଶହ ମହିଳାଙ୍କୁ ଠକି ଛନ୍ତି । ଝାଳବୁହା ଧନକୁ ନକଲି ରସିଦ୍ ଦେଇ ନେଇ ଯାଇଛନ୍ତି । ଜଣେ କି ଦୁଇ ଜଣ ନୁହଁ ପ୍ରାୟ ୮୦ରୁ ଅଧିକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସହ ଅନେକ ଗରିବ ଲୋକ ଠକାମୀର ଶିକାର ହୋଇଥିବା ଅଭିଯୋଗ ହୋଇଛି । କବାଟବନ୍ଧ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ…

ଯୁବପିଢ଼ିଙ୍କ ଭବିଷ୍ୟତକୁ ନଷ୍ଟ କରିପାରେ ଏହି ଅଭ୍ୟାସ !

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି କେବଳ ଯେ ଶାସନ ପାଇଁ ନୁହେଁ ବରଂ ମାନବ ଜୀବନରେ ମଧ୍ୟ ବହୁତ ସହାୟକ ହୋଇଛି। ଚାଣକ୍ୟ ନିଜ ନୈତିକତା ଏବଂ ସଫଳ ବ୍ୟକ୍ତିଙ୍କ ବିଷୟରେ ଅନେକ କଥା କହିଛନ୍ତି। ଆଜିର ଯୁବପିଢି ଦୈନନ୍ଦିନ ଜୀବନଶୈଳୀକୁ ଏପରି ତିଆରି କରିଛନ୍ତି ଯାହା ଖରାପ ଦିଗକୁ ଗତି କରୁଛି। ତେବେ ଏପରି…

ଅକ୍ଟୋବର ୩୧ରୁ ଓଡ଼ିଶାରେ ‘ଭାରତ ଯୋଡ଼ୋ’ ଯାତ୍ରା

ଭୁବନେଶ୍ୱର :  ଅକ୍ଟୋବର ୩୧ରୁ ଆରମ୍ଭ ହେବ ‘ଭାରତ ଯୋଡ଼ୋ’ ଯାତ୍ରା । ଭୁବନେଶ୍ୱର ଇନ୍ଦିରା ପାର୍କରୁ ଆରମ୍ଭ ହେବ ‘ଭାରତ ଯୋଡ଼ୋ’ ଯାତ୍ରା । ଏହା ପ୍ରାୟ ଶହେ ଦିନ ଯାଏଁ ହେବ । ୨୨୫୦ କିଲୋମିଟର ପଦଯାତ୍ରା ହେବ। ୨୦ ସଂସଦୀୟ କ୍ଷେତ୍ରରେ ହେବ ଏହି  ଯାତ୍ରା।  ଏଥିରେ ବିଭିନ୍ନ ସାମାଜିକ କର୍ମୀଙ୍କୁ…

ହକି ଇଣ୍ଡିଆର ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ଦିଲୀପ ତିର୍କୀ

ଭୁବନେଶ୍ୱର: ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ଅଲମ୍ପିଆନ୍ ଦିଲୀପ ତିର୍କୀ ହକି ଇଣ୍ଡିଆର ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପରେ ପ୍ରତିକ୍ରିୟାରେ ଦିଲୀପ ତିର୍କୀ କହିଛନ୍ତି, ଭାରତୀୟ ହକିକୁ ଉଚ୍ଚକୁ ନେବାକୁ ମୁଁ ବଦ୍ଧ ପରିକର । ସମସ୍ତଙ୍କ…

୬୦ ଛାତ୍ରୀଙ୍କ ଏମଏମଏସ୍ ଭାଇରାଲ, ଆତ୍ମହତ୍ୟା ଉଦ୍ୟମ କଲେ ୮ ଛାତ୍ରୀ

ଚଣ୍ଡିଗଡ଼: ପଞ୍ଜାବର ମୋହାଲୀ ସ୍ଥିତ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ଅଭାବନୀୟ କାଣ୍ଡ। ଏଠାରେ ଜଣେ ଛାତ୍ରୀ ଅନ୍ୟ ଛାତ୍ରୀମାନଙ୍କର ସ୍ନାନ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଛି। ଯେଉଁଥିପାଇଁ ଗତକାଲି ବିଳମ୍ବିତ ରାତିରେ ଚଣ୍ଡୀଗଡ଼ ୟୁନିଭର୍ସିଟିରେ ହଙ୍ଗାମା ହୋଇଥିବା ସୂଚନା…

ରତ୍ନଭଣ୍ଡାର ଖୋଲିବା ନେଇ ବିଜୟ ମହାପାତ୍ରଙ୍କ ଦାବୀ

ଭୁବନେଶ୍ୱର : ରତ୍ନଭଣ୍ଡାର ଖୋଲିବା ନେଇ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଆଇନ ମନ୍ତ୍ରୀ ବିଜୟ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ଦାବୀ କରିଛନ୍ତି  । ସେ କହିଛନ୍ତି  ନିକଟରେ ଆମିକ୍ୟସ କ୍ୟୁରି କୋର୍ଟଙ୍କ ନିର୍ଦ୍ଦେଶରେ ପୁରୀ ଆସିଥିଲେ। ସେ ଅନୁଭବ କରିଛନ୍ତି ସୁରକ୍ଷା ଓ ମରାମତି ଦିଗରେ…

ଭଲ ପାଇ ପଳାଇଥିଲେ… ଖୋଜି ଆଣିଲା ପୋଲିସ

ରାୟଗଡ଼ା: ମାଓ ପ୍ରବଣ ଅଞ୍ଚଳରୁ ଅପହୃତ ଯୁବତୀଙ୍କୁ ଉଦ୍ଧାର କରିଛି ପୋଲିସ । ବିଷମ କଟକ ଥାନାରେ ମହିଳା ଏଏସ୍ଆଇ ସାହସିକତାର ସହ ମାଓ ଅଞ୍ଚଳରୁ ଅପହୃତ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି । ଗତ ଅକ୍ଟୋବର ୭ ତାରିଖରେ ଯୁବତୀ ନିଖୋଜ ନେଇ ପରିବାର ଲୋକ ଏତଲା ଦେଇଥିଲେ । ଅପହରଣ ମାମଲା ରୁଜୁ କରି…

[ଦେଖନ୍ତୁ ଭିଡିଓ] ଆଦିବାସୀଙ୍କ ନିଆରା ବିଶ୍ୱାସର ପର୍ବ ଜନା ସରଣୀ ପୂଜା

ରାୟଗଡ଼ା: ଏଠି ବିଶ୍ୱାସରେ ବନ୍ଧା ଆଦିବାସୀ ସମ୍ପ୍ରଦାୟ । ବିଶ୍ୱାସ ହେଉଛି ସେମାନଙ୍କ ଜୀବନ ଯାପନର ପୁଞ୍ଜି । ଏହାକୁ ଆଧାର କରି ସେମାନେ ବଞ୍ଚିଥାନ୍ତି । ପ୍ରକୃତି ଉପାସନା ସେମାନଙ୍କ ଆଉ ଏକ ପରମ୍ପରା । ସେଥିପାଇଁ ଋତୁ ଅନୁଯାୟୀ ଏମାନଙ୍କ ନିୟାରା ପୂଜା ପରମ୍ପରା ରହିଛି । ପୂଜା ପାର୍ବଣ ସତେ…

ପୀଡିତା ବାପାଙ୍କ ଅଭିଯୋଗ : ହୀନ ରାଜନୀତି କରୁଛି ପାରାଦ୍ଵୀପ ବିଜେପି

ପାରାଦ୍ଵୀପ :  ଅଗଷ୍ଟ ୨୬ ତାରିଖରେ ପାରାଦ୍ଵୀପ ଠାରେ ଆଶା କର୍ମୀ ବଳତ୍କାର ଘଟଣାକୁ ନେଇ ରାଜନୀତି ଆରମ୍ଭ ହେଇଯାଇଛି  । ଏହାକୁ ନେଇ ପାରାଦ୍ଵୀପ ବିଜେପି ହୀନ ରାଜନୀତି କରୁଥିବାର ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଛନ୍ତି ପୀଡିତା ଙ୍କ ବାପା  । ଘଟଣାକୁ ଭୁଲି ବଞ୍ଚିବା ପାଇଁ ଚେଷ୍ଟା…