Latest Odisha News

BREAKING NEWS

Yearly Archives

2022

ମୃତକଙ୍କ ଚକ୍ଷୁଦାନ କଲେ ପରିବାର ବର୍ଗ

ବ୍ରହ୍ମପୁର:ବ୍ରହ୍ମପୁର ଦଳୁଆ ସାହିର କେ.ସୁଭଦ୍ର ରାଓଙ୍କ ୮୩ ବର୍ଷ ବୟସରେ ରବିବାର ଅପରାହ୍ନରେ ପରଲୋକ ହୋଇଯାଇଛି । ସ୍ବର୍ଗତ ସୁଭ୍ରଦ ଏକ ବ୍ୟାଙ୍କର ମ୍ୟାନେଜର ଭାବେ ଦୀର୍ଘ ବର୍ଷ କାର୍ଯ୍ୟ କରିବା ପରେ ଅବସର ଗ୍ରହଣ କରିଥିଲେ । ମୃତ୍ୟୁ ପରେ ପରିବାର ବର୍ଗ ତାଙ୍କ ଚକ୍ଷୁଦାନ କରିଛନ୍ତି।…

ଶିଶୁ ମୃତ୍ୟୁ ପରେ ଡାକ୍ତରଙ୍କୁ ଆକ୍ରମଣ

ଭଦ୍ରକ : ଭଦ୍ରକ ସହରର ଘରୋଇ  କ୍ଲିନିକରେ ଉତ୍ତେଜନା । ଆରଡ଼ି ଛକ ନିକଟ ଏକ କ୍ଲିନିକରେ ଡାକ୍ତର ଓ ସହଯୋଗୀଙ୍କୁ ମାଡ଼। କରଞ୍ଜଆଡ଼ିଆ ଗାଁର ୧୧ ବର୍ଷୀୟ ଶିଶୁ ରାଜମୋହନ ପଣ୍ଡାଙ୍କର ସ୍ୱାସ୍ଥ୍ୟ ଖରାପ ଥିବାରୁ ଏହି ଘରୋଇ କ୍ଲିନିକକୁ ଆଣିଥିଲେ । ସେଠାରେ ଡ଼ାକ୍ତର ଓ କର୍ମଚାରୀ ଗୋଟିଏ…

୩୨ ବର୍ଷ ପରେ ଘାଟୀରେ ଖୋଲିଲା ସିନେମା ହଲ

ପୁଲୱାମା: ଦୀର୍ଘ ୩୨ ବର୍ଷ ପରେ କଶ୍ମୀରରେ ଫିଲ୍ମ ହଲ ଖୋଲିଛି । ରବିବାର ଜମ୍ମୁ-କଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା ପୁଲୱାମା ଓ ଶୋପିୟାଁରେ ଥିଏଟରର ଉଦଘାଟନ କରିଥିଲେ । ଖୁବ ଶୀଘ୍ର ପ୍ରତ୍ୟେକ ଜିଲ୍ଲାରେ ଥିଏଟର ଖୋଲାଯିବ ବୋଲି ସେ ଏହି ଅବସରରେ ଘୋଷଣା କରିଥିଲେ । ଶ୍ରୀନଗରର ସୋମବାରା…

କାଠ ଭର୍ତ୍ତି ଗାଡ଼ି ଜବତ, ୨ ଗିରଫ

ସୁବର୍ଣ୍ଣପୁର: କାଠ ବୋଝେଇ ଗାଡ଼ି ଜବତ । ମାମଲାରେ ୨ ଜଣ ଗିରଫ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ମହାନଦୀ ବ୍ରିଜ୍ ଉପରେ ବନ ବିଭାଗ କର୍ମଚାରୀ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଏକ ଟାଟା ଏସି ଦ୍ରୁତଗତିରେ ଉଲୁଣ୍ଡା ପଟୁ ଆସୁଥିବା ବେଳେ ଅଟକାଇ ଥିଲେ ବନ ବିଭାଗ କର୍ମଚାରୀ । ଯାଞ୍ଚ…

ଆଚାର୍ଯ୍ୟ ପରେ ଚିରଞ୍ଜୀବଙ୍କ ଗଡଫାଦର ଫିଲ୍ମ ପ୍ରତି ଆଗ୍ରହ ଦେଖାଉ ନାହାନ୍ତି ଡିଷ୍ଟ୍ରିବ୍ୟୁଟର

ମାଡ୍ରାସ: ଦକ୍ଷିଣ ଭାରତର ମେଗାଷ୍ଟାର ଚିରଞ୍ଜୀବଙ୍କ ଆଗାମୀ ଫିଲ୍ମ ଗଡଫାଦରକୁ ନେବା ପାଇଁ ଡିଷ୍ଟ୍ରବ୍ୟୁଟର ରାଜି ହେଉ ନାହାନ୍ତି । ୫ ଅକ୍ଟୋବରରେ ଏହି ଫିଲ୍ମ ରିଲିଜ ହେବାକୁ ଥିଲେ ମଧ୍ୟ ଏହାକୁ ଘୁଂଚାଇ ଦିଆଯାଇଛି । ଚିରଞ୍ଜୀବଙ୍କ ୪୦ ବର୍ଷ ଫିଲ୍ମ କ୍ୟାରିୟରରେ ପ୍ରଥମ ଥର ପାଇଁ ଏ ଭଳି…

ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟ ସ୍ତରୀୟ ସମ୍ମିଳନୀ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ସ୍ଥିତ ଗଡ଼ଜାତଭବନ ଠାରେ ନିଖିଳ ଉତ୍କଳ ଅନୁଦାନ ପ୍ରାପ୍ତ ୪୮୮ ବର୍ଗ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ଏକ ରାଜ୍ୟ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ରାଜ୍ୟ ଶିକ୍ଷକ ଓ କର୍ମଚାରୀ ସଂଘ…

ଏହି ଲକ୍ଷଣକୁ ଅବହେଳା କରନ୍ତୁ ନାହିଁ, ନଚେତ୍ ହୋଇପାରେ ବ୍ରେନ୍ ଷ୍ଟ୍ରୋକ୍

ମସ୍ତିଷ୍କ ହେଉଛି ଆମ ଶରୀରର ସବୁଠାରୁ ସମ୍ବେଦନଶୀଳ ଏବଂ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଯଦି ଏହା କୌଣସି ପ୍ରକାରେ ପ୍ରଭାବିତ ହୁଏ, ତେବେ ଏହାର ପ୍ରଭାବ ଆମ ଶରୀର ଉପରେ ଦେଖାଯାଏ। ଆମର ମସ୍ତିଷ୍କ ଏକ ଉପାୟରେ କମ୍ପ୍ୟୁଟରର ଭୂମିକା ଗ୍ରହଣ କରେ, ଯାହା ସମଗ୍ର ଶରୀରକୁ ନିର୍ଦ୍ଦେଶ ଦେବା ପାଇଁ କାର୍ଯ୍ୟ…

ସାମୀଙ୍କୁ କରୋନା, ଭାରତୀୟ ଦଳରେ ସାମିଲ ହେଲେ ଉମେଶ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ସିରିଜରୁ ଭାରତର ପେସ ବୋଲର ମହମ୍ମଦ ସାମୀ ଓହରି ଯାଇଛନ୍ତି । ସେ କରୋନା ସଂକ୍ରମିତ ହୋଇଥିବାରୁ ଏହି ପଦକ୍ଷେପ ନେଇଛନ୍ତି । ସାମୀଙ୍କ ସ୍ଥାନରେ ୩ ବର୍ଷ ପରେ ଉମେଶ ଯାଦବ ଦଳରେ ସ୍ଥାନ ପାଇଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପୂର୍ବରୁ ସାମି ସୁସ୍ଥ ହୋଇ…

ମାର୍ଚ୍ଚ ୨୦୨୩ ସୁଦ୍ଧା ନୂଆ ବସ ଟର୍ମିନାଲ

ଭୁବନେଶ୍ୱର: ବରମୁଣ୍ଡା ସ୍ଥିତ ଆନ୍ତ ରାଜ୍ୟ ବସ ଟର୍ମିନାଲର ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି  5T ସଚିବ ଭି. କେ. ପାଣ୍ଡିଆନ  । ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ଆନ୍ତ ରାଜ୍ୟ ବସ ଟର୍ମିନାଲରେ ପ୍ରତିଦିନ  ରାଜ୍ୟର ବିଭିନ୍ନ ଅଞ୍ଚଳ କୁ ଶହ ଶହ ବସ  ଚଳା ଚଳ  ହୋଇଥାଏ  । ଏହା ଏକ…

ପ୍ରତିକୂଳ ପାଗରେ ପରାକ୍ରମ ଦେଖାଇଲା ବାୟୁସେନା, ବନ୍ଦେ ମାତରମ୍ ଧ୍ୱନିରେ କମ୍ପିଲା ବେଳାଭୂମି

ପୁରୀ: ସମୟ ସକାଳ ୧୦ଟା ୪୫ । ପ୍ରତିକୂଳ ପାଗ, ଏୟାର ଶୋକୁ ନେଇ ସମସ୍ତଙ୍କ ମନରେ ଆଶଙ୍କା ସହ ଥିଲା ଉତ୍କଣ୍ଠା । ଚାହୁଁ ଚାହୁଁ ପୁରୀ ବେଳାଭୂମିର ନୀଳଆକାଶ ଚିରି ସମୁଦ୍ର ଉରେ ଘୂରି ବୁଲିଥିଲା ଭାରତୀୟ ବାୟୁ ସେନାର ୯ଟି ଲଢ଼ୁଆ ହକ୍ ବିମାନ । ସମୁଦ୍ର ଉପରେ ବିମାନରେ ଗୋଟିଏ ପରେ ଗୋଟିଏ ରଣକୌଶଳ…