Latest Odisha News

BREAKING NEWS

Yearly Archives

2022

ପ୍ରଫେଟଙ୍କୁ ନେଇ ବିବାଦ ଭିତରେ ଚଳିତ ମାସରେ ମୋଦୀ ଯିବେ ୟୁଏଇ

ନୂଆଦିଲ୍ଲୀ: ୟୁୁନାଇଟେଡ୍ ଆରବ ଏମରେଟସ (ୟୁଏଇ) ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଚଳିତ ମାସ ଶେଷ ସପ୍ତାହରେ ମୋଦୀ ୟୁଏଇ ଯିବେ ବୋଲି ସୂଚନା ରହିଛି। ୟୁଏଇ ପରେ ମୋଦୀ ଜର୍ମୀନୀ ଯିବେ। ଯେଉଁଠି ସେ ଜି-ସେଭେନ ବୈଠକରେ ଯୋଗ ଦେବେ। ଏହି ବୈଠକ ଜୁନ ୨୬ରୁ ଆରମ୍ଭ ହୋଇ ଜୁନ୍…

ମମତା ଲେଖିଲେ ଚିଠି: 22 ଜଣିଆ ଟିମକୁ ନେଇ 2022 ରେ ଖେଳ କରିବାକୁ ଚାହୁଁଛନ୍ତି ଦିଦି !

କୋଲକତା: ରାଜ୍ୟ ନିର୍ବାଚନରେ ଖେଳ କରି ବିଜେପିକୁ ହରାଇଥିବା ଦିଦି ମମତା ପୁଣି ଜାତୀୟ ରାଜନୀତିରେ ଖେଳ କରିବାକୁ ଚାହିଁଲେଣି । ସିଧା ରାଜନୀତିରେ ମୋଦିଙ୍କ ଟକ୍କର ଦେବା ଅପେକ୍ଷା ପୁଣି ସେ ପ୍ଲାନିଂ କରି ଖେଳ କରିବାକୁ ଚାହୁଁଛନ୍ତି । ଜାତୀୟ ରାଜନୀତିର ଦୃଶ୍ୟପଟରେ ମମତା ଚାହୁଁଛନ୍ତି…

କାନପୁର ହିଂସା: ଆଉ ଜଣେ ମାଷ୍ଟର ମାଇଣ୍ଡ ଗିରଫ

କାନପୁର: କାନପୁର ହିଂସା ଘଟଣାରେ ସ୍ଥାନୀୟ ପୋଲିସକୁ ଆଜି ବଡ ସଫଳତା ହାତ ଲାଗିଛି । ଏହାର ଷଡଯନ୍ତ୍ର ରଚିଥିବା ଦ୍ୱିତୀୟ ମାଷ୍ଟରମାଇଣ୍ଡ ତଥା ସମାଜବାଦୀ ପାର୍ଟି ନେତା ନିଜାଜ କ୍ୟୁରେଶୀଙ୍କୁ ପୋଲିସ ଗିରଫ କରିଛି । ପୋଲିସ ଏଫଆଇଆରରେ ନିଜାମଙ୍କ ନାମ ୫ରେ ଥିଲା । ହିଂସା ପରେ ସେ ଫେରାର ହୋଇ…

[ଦେଖନ୍ତୁ ଭିଡିଓ] ୨ହଜାର ବର୍ଷ ହେଲା ଜଳୁଛି ମାଆ ହରସିଦ୍ଧିଙ୍କ ଅଖଣ୍ଡ ଜ୍ୟୋତି

 ମଧ୍ୟପ୍ରଦେଶ : ମାଆର ନାମ ସ୍ମରଣ କରିଲେ ସମସ୍ତ ଦୁଃଖ କଷ୍ଟ ହରଣ ହୁଏ। ମାଆ ନିକଟରେ ଯାହା ମାନସକି କରିଲେ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ ।  ପ୍ରତ୍ୟେକ୍ଷ ଠାକୁରାଣୀର ଚମତ୍କାରୀ ଆସ୍ଥାନ। ଏହି ସ୍ଥାନକୁ ଯିଏଆସିଲେ ଖାଲି ହାତରେ କେହି ବି ଫେରିନାହିଁ ।  ଉଜ୍ଜୟିନୀର ବିଜାନଗରୀରେ ହଜାର…

ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରି କଂଗ୍ରେସ ବିଧାୟକ ନିଲମ୍ବିତ

ଚଣ୍ଡିଗଡ଼: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ପାଇଁ କଂଗ୍ରେସ ବିଧାୟକ କୁଲଦୀପ ବିଷ୍ଣୋଇ ଦଳରୁ ନିଲମ୍ବିତ ହୋଇଛନ୍ତି । ହରୟାଣାର ଆଦମପୁର ବିଧାୟକ କୁଲଦୀପ ବିଷ୍ଣୋଇ ଶୁକ୍ରବାର ଦଳ ବିରୋଧରେ ଭୋଟ୍ ଦେଇଥିବାରୁ ତାଙ୍କୁ କଂଗ୍ରେସ ନିଲମ୍ବିତ କରିଛି । ଦଳ ବିରୋଧରେ ଭୋଟ୍ ଦେବା ଯୋଗୁଁ ଫଳସ୍ୱରୂପ…

ବାଥରୁମରୁ ଫ୍ୟାସନ ଡିଜାଇନରଙ୍କ ମୃତ ଦେହ ଉଦ୍ଧାର

ହାଇଦ୍ରାବାଦ: ଟଲିଉଡ ଫ୍ୟାସନ ଡିଜାଇନର ପ୍ରତ୍ୟୁଷା ଗରିମେଲା (୩୫)ଙ୍କ ମୃତ୍ୟୁ । ଶନିବାର ହାଇଦ୍ରାବାଦର ବନଜାରା ହିଲ୍ସରେ ଥିବା ତାଙ୍କ ଆପାର୍ଟମେଣ୍ଟର ବାଥରୁମରୁ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତାଙ୍କ ଘର ଭିତରୁ କାର୍ବନ ମନୋକ୍ସାଇଡର ଏକ ବୋତଲ ମିଳିଥିଲା। ଯାହାକୁ ନେଇ ସେ ଶ୍ୱାସରୁଦ୍ଧ…

କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଚଢ଼ାଉକୁ ବିରୋଧ, ୧୩ରେ ପ୍ରତିବାଦ କରିବ ରାଜ୍ୟ କଂଗ୍ରେସ

ଭୁବନେଶ୍ୱର: ସିବିଆଇ, ଇଡି ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର କରୁଛି ବିଜେପି । କଂଗ୍ରେସ ଏଭଳି ଅଭିଯୋଗ ବାରମ୍ବାର କରି ଆସୁଛି । ଦଳର ବିଭିନ୍ନ ନେତାଙ୍କ ଘରେ ସିବିଆଇ, ଇଡି ରେଡ୍ ପରେ ଏହାକୁ ବିଜେପିର ଚକ୍ରାନ୍ତ ବୋଲି କହୁଛି କଂଗ୍ରେସ । ରେଡକୁ ବିରୋଧ କରି ଆସନ୍ତା ୧୩…

ମ୍ୟାଚ୍ ଦେଖିବାକୁ ବାରବାଟି ଯାଉଛନ୍ତି କି ? ଜାଣନ୍ତୁ କଣ କରିବେ…

କଟକ: ଆସନ୍ତାକାଲି ରବିବାର ବାରବାଟି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ଦ୍ୱିତୀୟ ଟି-ଟ୍ୱେଣ୍ଟି ପାଇଁ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଥିବାବେଳେ ଆଜି ବାରବାଟିରେ ଅଭ୍ୟାସ କରିଛନ୍ତି ଦୁଇ ଦଳ । ରାତି ୭ଟାରେ ମ୍ୟାଚ୍ ଆରମ୍ଭ ହେବ । ତା ପୂର୍ବରୁ ଅପରାହ୍ଣ ୩ଟାରେ…

ରାଷ୍ଟ୍ରପତି ନିର୍ବାଚନ: ମମତାଙ୍କ ମେଳିରେ ସାମିଲ ହେବେ କି ନବୀନ ?

ଭୁବନେଶ୍ୱର:  ଇଟାଲୀ ଗସ୍ତରେ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦିଲ୍ଲୀରେ ଏକ ବୈଠକରେ ଯୋଗ ଦେବାକୁ ଆମନ୍ତ୍ରଣ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଏହି ବୈଠକ ପାଇଁ ନବୀନଙ୍କୁ ଆମନ୍ତ୍ରଣ କରିଛନ୍ତି। ନବୀନଙ୍କ…

ସମବାୟ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ: ବିଜେପି

ଭୁବନେଶ୍ୱର : ଚଳିତ ସମବାୟ ନିର୍ବାଚନରେ ପ୍ରାଥମିକ ସ୍ତରରେ ହେଉଥିବା ଲ୍ୟାମ୍ପ୍ସ ଓ ପ୍ୟାକ୍ସ ନିର୍ବାଚନରେ ଶାସକ ବିଜେଡି ସରକାରୀ କର୍ମଚାରୀଙ୍କ ସହାୟତାରେ ନିର୍ବାଚନକୁ ସଂପୂର୍ଣ୍ଣ ଭାବେ ପ୍ରଭାବିତ କରିବା ସହିତ ଚାଷୀମାନଙ୍କୁ ଧୋକା ଦେଉଛି । ଅନେକ ପ୍ରାଥମିକ ସମବାୟ ସମିତିରେ ଶାସକ ଦଳକୁ…