Latest Odisha News

BREAKING NEWS

Yearly Archives

2022

ନରେନ୍ଦ୍ର ମୋଦି ଷ୍ଟାଡିୟମ ନାମ ପରିବର୍ତ୍ତନ ପାଇଁ ପଟିଦାର ଆନ୍ଦୋଳନ

ଅହମଦାବାଦ: ମୋଟେରା ଷ୍ଟାଡିୟମ ନାମକରଣକୁ ବିରୋଧ କରି ପଟିଦାର ମାନେ ରବିବାର ଠାରୁ ଆନ୍ଦୋଳନ କରିବାକୁ ଯାଉଛନ୍ତି । ଗତ ବର୍ଷ ବିଶ୍ୱର ଏହି ବୃହତ୍ତ ଷ୍ଟାଡିୟମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ପରିବର୍ତ୍ତନ କରାଯାଇଥିଲା । ସେତେବେଳେ ଏହାକୁ ଘୋର ବିରୋଧ କରାଯାଇଥିଲା । କାରଣ…

ରଣଜୀ ଟ୍ରଫି କ୍ରିକେଟରେ ବିବାଦ: ଉତ୍ତାରଖଣ୍ଡ ଆସୋସିଏସନ ଖେଳାଳିଙ୍କ କଦଳୀ, ପାଣିରେ ଖର୍ଚ୍ଚ କରିଛି ୫୭ ଲକ୍ଷ !

ଡେରାଡୁନ: ରଣଜୀ ଟ୍ରଫି କ୍ରିକେଟରେ ୪୧ ଥର ଚାମ୍ପିୟନ ମୁମ୍ବାଇ ଠାରୁ ରେକର୍ଡ ୭୨୫ ରନ ବ୍ୟବଧାନରେ ହାରିଥିବା ଉତରାଖଣ୍ଡ ଟିମକୁ ନେଇ ଏକ ବିବାଦ ମୁଣ୍ଡ ଟେକିଛି । ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଉତରାଖଣ୍ଡ ଆସୋସିଏଶନ କାଗଜ କଲମରେ ଟିମ ପିଛା କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା…

କିଟି କ୍ୟାସ୍ ଗ୍ରୁପ ଜରିଆରେ ଅନଲାଇନ ଠକେଇ, ମଧ୍ୟପ୍ରଦେଶର ଠକକୁ ଧରିଲା ସାଇବର ଥାନା

ଭୁବନେଶ୍ୱର: ୧୦୦୦ ଟଙ୍କା ବିନିଯୋଗରେ ମିଳିବ ୧୦୦ ଟଙ୍କା ସୁଧ । ୧୦ ପ୍ରତିଶତ ସୁଧ ଲୋଭ ଦେଖାଇ ମୋବାଇଲ ଗ୍ରୁପ୍ ଜରିଆରେ ଠକାମିର ଜାଲ ବିଛାଇଥିଲେ । ଗ୍ରାହକଙ୍କ ମନ ଜିଣିବା ପାଇଁ ପ୍ରଥମେ ପ୍ରଥମେ ଭଲ ରିଟର୍ଣ୍ଣ ଦେଉଥିଲେ । ଆଉ ବଡ଼ ଧରଣର ଟଙ୍କା ବିନିଯୋଗ ପରେ ଠକେଇ କରୁଥିଲେ । ସୁଧ ଟଙ୍କାକୁ…

ଆଣ୍ଟାର୍କଟିକା: ଦେଖନ୍ତୁ କିପରି ଦେଖାଯାଉଛି ସ୍ପେସ୍ ସେଣ୍ଟରରୁ

ସ୍ଥାୟୀ ମାନବ ବାସସ୍ଥାନ ନଥିବା ଆଣ୍ଟାର୍କଟିକା ହେଉଛି ଏକମାତ୍ର ମହାଦେଶ । ତଥାପି, ସେଠାରେ ସ୍ଥାୟୀ ମାନବ ବସତି ଅଛି, ଯେଉଁଠାରେ ବୈଜ୍ଞାନିକ ଏବଂ ସହାୟକ କର୍ମଚାରୀମାନେ ବର୍ଷ ର କିଛି  ଦିନ ବାସ କରନ୍ତି । ଆପଣମାନେ ଆଣ୍ଟାର୍କଟିକା ବିଷୟରେ ପଢ଼ିଛନ୍ତି  । ତେବେ ଦେଖନ୍ତୁ ସ୍ପେସ୍…

ବେଆଇନ୍ ଲୋନ୍ ଆପ୍ ମାମଲାରେ ୨ ଜଣଙ୍କୁ ଗିରଫ କଲା EOW

ଭୁବନେଶ୍ୱର: ଗୁଗୁଲ ପ୍ଲେ ଷ୍ଟୋରରେ ବେଆଇନ୍ ଲୋନ୍ ଆପ୍ ମାମଲାରେ କାର୍ଯ୍ୟାନୁଷ୍ଠାନ । ରାଜ୍ୟ ସରକାରଙ୍କ ଅର୍ଥନୈତିକ ଅପରାଧ ଶାଖା ୨ ଜଣଙ୍କୁ ଗିରଫ କରିଛି । ଗିରଫ ୨ ଜଣ ହେଉଛନ୍ତି କର୍ଣ୍ଣାଟକ ଉଡୁପି ଜିଲ୍ଲାର ରକସିତ ଓ ସୁଶାନ୍ତ । ଉଭୟଙ୍କ ବିରୋଧରେ ଇଓଡବ୍ଲୁ ଆଇପିସି ଧାରା…

ଜଳବାୟୁ ପରିବର୍ତନ ନେଇ ଭବିଷ୍ୟବାଣୀ: ୧୦୦ ଦିନ ହିଟୱେଭ, ସବୁ କିଛି ଜଳିଯିବ !

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତନ ଗବେଷକମାନଙ୍କୁ ଚିନ୍ତାରେ ପକାଇ ଦେଲାଣି । ପରିସ୍ଥିତି ଏପରି ହେଲାଣି ଯେ, ଜଳବାୟୁ ସମ୍ପର୍କରେ ଭବିଷ୍ୟବାଣୀ କରିବା କଷ୍ଟକର ହେଲାଣି । ଗ୍ରୀନପିସ ଇଣ୍ଡିଆର ସର୍ଭେ ଅନୁସାରେ ୧୯୯୧ରୁ ୨୦୧୮ ପର୍ଯ୍ୟନ୍ତ ୦.୭ ଡିଗ୍ରୀ ତାପମାତ୍ରା ବଢ଼ିଥିଲା । ମାତ୍ର ୨୦୨୨ରେ ଏହା…

[ଦେଖନ୍ତୁ ଭିଡିଓ] ବାପା ଖୋଳିଥିବା ବୋରୱେଲରେ ପଡ଼ିଗଲା ୧୦ ବର୍ଷର ପୁଅ, ଉଦ୍ଧାର କାର୍ଯ୍ୟ ଜାରି

ରାୟପୁର: ୮୦ ଫୁଟ୍ ତଳେ ୧୦ ବର୍ଷ ଛୁଆ । ବାପା ଖୋଳିଥିବା ବୋରୱେଲରେ ଫସିଲା ପୁଅ । ଚାଷ ପାଇଁ ବାପା ଘର ପଛପଟେ ବୋରୱେଲ୍ ଖୋଳିଥିଲେ । ହେଲେ ପାଣି ନମିଳିବାରୁ ପୋତିଲେନି, ସେମିତି ଛାଡ଼ି ଦେଇଥିଲେ । ଏବେ ସେ ବୋରୱେଲରେ ଫସିଛି ପୁଅ । ଏଭଳି ଘଟଣା ଘଟିଛି ଛତିଶଗଡ଼ର ଜଞ୍ଜଗିର ଚମ୍ପା ଜିଲ୍ଲାରେ…

[ଦେଖନ୍ତୁ ଭିଡିଓ] ମହାବିଦ୍ୟାଳୟ ଜମା ଖାତାରୁ ଗାଏବ ହୋଇଗଲା ୭୦ ଲକ୍ଷରୁ ଅଧିକ ଟଙ୍କା

ସୁବର୍ଣ୍ଣପୁର : ମହାବିଦ୍ୟାଳୟ ଜମା ଖାତାରୁ ଗାଏବ ହୋଇଗଲା ୭୦ ଲକ୍ଷରୁ ଅଧିକ ଟଙ୍କା । ବିଭିନ୍ନ ସମୟରେ ମହାବିଦ୍ୟାଳୟକୁ ଆସିଥିବା ସରକାରୀ ଅନୁଦାନ ଟଙ୍କା ବ୍ୟାଙ୍କରେ ଥିବା କଲେଜ ଆକାଉଣ୍ଟରେ ଜମା ହୋଇଥାଏ। ମହାବିଦ୍ୟାଳୟ ଜମା ଖାତାରୁ ଗାଏବ ହୋଇଗଲା ୭୦ ଲକ୍ଷରୁ ଅଧିକ ଟଙ୍କା। ଜମାଖାତା…

ସୋଲ ଶିଳ୍ପ ପରମ୍ପରା

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର” ଓଡ଼ିଶାର ପ୍ରାୟ ସମସ୍ତ ପାରମ୍ପରିକ ହସ୍ତଶିଳ୍ପଗୁଡ଼ିକ ଶ୍ରୀମନ୍ଦିରର ରୀତିନୀତି ସହିତ ବହୁଳ ଭାବେ ସମ୍ପୃକ୍ତ । ଶ୍ରୀକ୍ଷେତ୍ର ହିଁ ଏହି ହସ୍ତଶିଳ୍ପଗୁଡ଼ିକର ଷଠୀଘର ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଶ୍ରୀମନ୍ଦିରରେ…

ଅଙ୍କୁର ତରଫରୁ ‘ପକ୍ଷୀ ପାଇଁ ବସାଟିଏ’ କାର୍ଯ୍ୟକ୍ରମ

ଭୁବନେଶ୍ୱର: ବ୍ୟାପକ ସହରୀକରଣ ଓ କଂକ୍ରିଟ ବଳୟ ଭିତରେ ପକ୍ଷୀମାନଙ୍କ ପାଇଁ ବସା ବାନ୍ଧିବାର ସୁଯୋଗ ସଙ୍କୁଚିତ ହୋଇ ଚାଲିଛି । ପକ୍ଷୀମାନଙ୍କୁ ସୁରକ୍ଷିତ ଭାବରେ ବସା ବାନ୍ଧି ରହିବାର ସୁଯୋଗ ସୃଷ୍ଟି କରିବାକୁ ରାଜଧାନୀର ପ୍ରତିଷ୍ଠିତ ସାମାଜିକ ଅନୁଷ୍ଠାନ ‘ଅଙ୍କୁର ଫାଉଣ୍ଡେସନ’ ତରଫରୁ ‘ପକ୍ଷୀ…