Latest Odisha News

BREAKING NEWS

Yearly Archives

2022

ଭାଷା ଭାଗବତ : ଭାଷା ସହ ହେଉଁ ଯୋଡ଼ି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୦୧ ଆଉ ବେଶି ଶିଖିନୁ କରି ବଂଚିଅଛୁଁ ସ୍ବଭାଷା ଧରି ଆମେ ଦିନେ ଗଲେ ବି ମରି ଜିଇଁରହୁ ଭାଷା ଆମରି ଧନ, ଦ୍ରବ୍ୟ ପଛରେ ପଡ଼ି ନିଜ ଭାଷା ଦେଉଛୁଁ ଛାଡ଼ି ଆପେ ଭାଷା ପାରେନି ବଢ଼ି ଲୋଡ଼ାପଡ଼େ ଅକ୍ଷର ଧାଡ଼ି ସାହିତ୍ୟ ଅକ୍ଷର ନିର୍ଭର…

କବିତା : ପିତା

ପ୍ରସେନଜିତ୍ ସେଠୀ ଇଚ୍ଛା ହୁଏ ଦୌଡ଼ି ଯିବାକୁ ସକଳ ବୋଝକୁ ଅଜାଡ଼ି ଦେଇ ଅଧା ରାସ୍ତାରେ ଶାନ୍ତିର ନିଃଶ୍ୱାସଟେ ମାରି ନିଜେ ବାଛିଥିବା ରାସ୍ତାରେ ଆଗକୁ ଆଗକୁ ଯୋଉଠି କେବେ ବି ନଥିବ ଥକିବାର। କେତେ କଳ୍ପନା ଓ ସ୍ବପ୍ନ ସେ ରାସ୍ତାକୁ ନେଇ ଯାହା ଭରି ହୋଇ ରୁହନ୍ତା କୋମଳ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୫୮   ଜୟ ଜଗନ୍ନାଥ, ଓଁ, ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନାମ ମହାତ୍ମ୍ୟ ଆଲୋଚନା ଜାରି ଥିବା ବେଳେ ପଞ୍ଚ ସଖାଙ୍କ ବ୍ୟତୀତ ସେହି ସମସlମୟିକ କିଛି କଵି ମଧ୍ୟ ଏହାକୁ (ନାମ ମାହାତ୍ମ୍ୟ )ଖୁବ ସୁନ୍ଦର ଭାବରେ…

ଶ୍ରୀଲଙ୍କାକୁ ସାହାଯ୍ୟ କରିବ ତାମିଲନାଡୁ, କେନ୍ଦ୍ର ଦେଉନି ଅନୁମତି

ଚେନ୍ନାଇ: ସଂକଟ ଜର୍ଜରିତ ଶ୍ରୀଲଙ୍କା କୁ ସାହାଯ୍ୟ କରିବ ତାମିଲନାଡୁ । ସବୁ ପ୍ରସ୍ତୁତ ହୋଇ ଅଛି । କେବଳ ଭାରତ ସରକାର ଅନୁମତି ଦେଲେ ହେଲା । ଶୁକ୍ରବାର ତାମିଲନାଡୁ ସରକାର ଏ ସକାଶେ ବିଧାନସଭାରେ ଏକ ପ୍ରସ୍ତାବ ଗୃହୀତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ନିଜେ ଶୁକ୍ରବାର…

ବଡ଼ଭାଇ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଗାଁରେ ସ୍କୁଲ ନଥିଲା ବୋଲି ପାଖ ଗାଁର ଗୋଟିଏ ସ୍କୁଲରେ ପାଠ ପଢୁଥିଲେ ଆକାଶ ଓ ବିଘ୍ନେଶ। ଦୁହେଁ ଦୁଇ ଭାଇ। ଜଣେ ଦାଦା ପୁଅ, ଆଉ ଜଣେ ବଡ଼ବାପା ପୁଅ। ବୟସ ଏଇ ଅଢ଼େଇ ବର୍ଷର ଫରକ। କିନ୍ତୁ ପାଠ ପଢ଼ାରେ ତଳ ଉପର ଶ୍ରେଣୀରେ ଦୁଇ ଜଣ। ଆକାଶ…

ଖରା ଛୁଟି ପାଇଁ ପଶ୍ଚିମବଙ୍ଗ ଦୁଇ ଭାଗ, ନୂଆ ରାଜ୍ୟ ଦାବି

କୋଲକାତା: ଖରା ପାଇଁ ପଶ୍ଚିମବଙ୍ଗ ଦୁଇ ଭାଗ ହୋଇଗଲାଣି । ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଜୁନ୍ ୧୫ ଯାଏଁ ସ୍କୁଲ ଗୁଡ଼ିକୁ ଖରା ଛୁଟି ଘୋଷଣା କରିଛନ୍ତି । ଏହି ଛୁଟି ସର୍କୁଲାର ଜାରି ହେବା ପରେ ରାଜ୍ୟ ବିଭାଗୀକରଣ ରାଜନୀତି ଆରମ୍ଭ ହୋଇଯାଇଛି । ଏହି ସର୍କୁଲାର ରାଜ୍ୟକୁ ଦୁଇ ଭାଗରେ ବିଭକ୍ତ…

ପାକିସ୍ତାନରେ ଚୀନ ନାଗରିକଙ୍କ ପାଇଁ ଯମ ସାଜିଛନ୍ତି ବାଲୋଚି ବିଦ୍ରୋହୀ

କରାଚୀ: ପାକିସ୍ତାନରେ ଚୀନ ନାଗରିକଙ୍କ ପାଇଁ ଯମ ସାଜିଛନ୍ତି ବାଲୋଚି ବିଦ୍ରୋହୀ । ରିପୋର୍ଟ ମୁତାବକ ଅଳ୍ପ ଦିନ ମଧ୍ୟରେ ବିଏଲଏ ୧୫ରୁ ଊର୍ଦ୍ଧ୍ୱ ଚୀନ ନାଗରିକଙ୍କୁ ମାରି ସାରିଲାଣି । ଏଥିନେଇ ଚୀନ ଅସନ୍ତୋଷ ବ୍ୟକ୍ତ କରିବା ସହ ନାଗରିକଙ୍କ ସୁରକ୍ଷା ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ…

କରୋନା ମହାମାରୀର କ୍ଷତି କେବେ ଭରଣ ହେବ?

ନୂଆଦିଲ୍ଲୀ: କରୋନା ମହାମାରୀ ଦେଶର ଅର୍ଥନୀତିକୁ ଏକ ଶକ୍ତ ଧକ୍କା ଦେଇଛି । ଏହାରି ଭିତରେ ଦୁଇ ବର୍ଷ ବିତିଗଲାଣି । କରୋନାର ପ୍ରକୋପ ପୂର୍ବଭଳି ମଣିଷ କିମ୍ବା ବ୍ୟବସାୟ ଉପରେ ସେପରି ନାହିଁ । ଏପରି ସ୍ଥିତିରେ ଆହୁରି କେତେ ଦିନ ପରେ ଦେଶର ଅର୍ଥନୀତି ଟ୍ରାକକୁ ଫେରିବ ସେ ନେଇ ଆରବିଆଇ ଜବାବ…

ଏୟାର ବିଏନବି ୱାର୍କ ଫ୍ରମ ଏନିହ୍ୱେୟାର; ୧୭୦ ଦେଶରେ ବୁଲି କରିବେ କାମ

ଭୁବନେଶ୍ୱର: ସବୁଠାରୁ ବଢ଼ିଆ କମ୍ପାନୀ । କର୍ମଚାରୀ ବିଶ୍ୱର ୧୭୦ ଟି ଦେଶରେ ରହି କାମ କରିପାରିବେ । ବୁଲି ପାରିବେ, ପାର୍ଟି କରିପାରିବେ । ଯାହା ମନ ତାହା କରିପାରିବେ । ୱାର୍କ ଫ୍ରମ୍ ହୋମ୍ ରୁ ଆରମ୍ଭ ହୋଇଛି ଏହି ବ୍ୟବସ୍ଥା । ତେବେ ୱାର୍କ ଫ୍ରମ୍ ହୋମ୍ ଜିନିଷ ଟି ଏବେର ନୁହେଁ । ଏହା ବହୁ…

ଟେନିସ ଖେଳାଳି ବୋରିସ ବେକରଙ୍କୁ ୨.୫ ବର୍ଷ ଜେଲ ଦଣ୍ଡାଦେଶ

ଲଣ୍ଡନ: ପୂର୍ବତନ ଟେନିସ ଚାମ୍ପିୟନ ତଥା ମହାନ ଖେଳାଳି ବୋରିସ ବେକରଙ୍କୁ ଆଜି ସ୍ଥାନୀୟ କୋର୍ଟ ଦଣ୍ଡାଦେଶ ଶୁଣାଇଛି । ବ୍ୟାଙ୍କ ଲୋନ ନ ଶୁଝିବା ପାଇଁ ସେ ଠକାମୀର ଆଶ୍ରୟ ନେଇଥିଲେ । ଏଥିପାଇଁ ତାଙ୍କୁ ୨.୫ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ୫୪ ବର୍ଷୀୟ ଏହି ଟେନିସ ଖେଳାଳି ନିଜକୁ ଦେବାଳିଆ…