Latest Odisha News

BREAKING NEWS

Yearly Archives

2024

ନୀଳାଚଳ ସାରସ୍ୱତ ସଙ୍ଘର ୭୪ତମ ଭକ୍ତ ସମ୍ମିଳନୀ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର : ପରମହଂସ ସଦଗୁରୁ ସ୍ୱାମୀ ନିଗମାନନ୍ଦ ସରସ୍ୱତୀ ଦେବଙ୍କ ପ୍ରତିଷ୍ଠିତ ପୁରୀସ୍ଥିତ ନୀଳାଚଳ ସାରସ୍ୱତ ସଙ୍ଘ ଦ୍ୱାରା ଅନୁଷ୍ଠିତ ହେଉଥିବା ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀର ୭୪ତମ ଅଧିବେଶନ ପାଇଁ ଏକ ପ୍ରସ୍ତୁତି ବୈଠକ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି ।…

ବିନା ଶୋଭାଯାତ୍ରାରେ ପ୍ରାର୍ଥୀ ପତ୍ର ଦାଖଲ କଲେ ପୁରୀ କଂଗ୍ରେସ ସାଂସଦ ପ୍ରାର୍ଥୀ ଜୟ ନାରାୟଣ ପଟ୍ଟନାୟକ

ପୁରୀ: ବିନା ଶୋଭାଯାତ୍ରାରେ ପ୍ରାର୍ଥୀ ପତ୍ର ଦାଖଲ କଲେ ପୁରୀ କଂଗ୍ରେସ ସାଂସଦ ପ୍ରାର୍ଥୀ ଜୟ ନାରାୟଣ ପଟ୍ଟନାୟକ। ପ୍ରାର୍ଥୀ ପତ୍ର ଦାଖଲ ପାଇଁ ପ୍ରାୟ ସବୁ ଦଳର ବଡ ବଡ଼ ଶୋଭାଯାତ୍ରା ଦେଖିବାକୁ ମିଳୁଥିବା ବେଳେ ଆଜି ପୁରୀ କଂଗ୍ରେସ ସାଂସଦ ପ୍ରାର୍ଥୀଙ୍କୁ ନିଜର ହାତ ଗଣତି ଦୁଇ ଚାରିଜଣ…

ସୁଶାନ୍ତ ନା ଇରାଶିଷ, କାହାକୁ ଭରସା କରିବ ଭଟଲି?

ଭୁବନେଶ୍ବର: ଭଟଲି ଦେଖିବ ହାଇଭୋଲଟେଜ୍ ଲଢେଇ । ସୁଶାନ୍ତ ନା ଇରାଶିଷ, କାହାକୁ ଭରସା କରିବେ ଭୋଟର? ବିଜୟର ଚଉକା ଲଗାଇବେ କି ସୁଶାନ୍ତ? ନା ବାଜି ବଦଳାଇ ଦେବେ ଇରାଶିଷ ? ବିଜେଡିର ଅଭେଦ୍ୟ ଦୁର୍ଗରେ ଫୁଟାଇବେ କି ପଦ୍ମ ? ଭଟଲିରେ କାହା ସପକ୍ଷରେ ବହୁଛି ହାଓ୍ବା ? ଦିନେ କଂଗ୍ରେସର ଗଡ ଥିବା…

ଟିକେଟ କାଟିବା ପରେ ଅସନ୍ତୁଷ୍ଟଙ୍କ ପିଠି ଥାପୁଡଉଛି ବିଜେଡି, ତାଲିକାରେ ଯୋଡ଼ି ହେଲେ ସମୀର ଦାସ ଏବଂ ଅରୁନ୍ଧତୀ

ଭୁବନେଶ୍ୱର: ପାଖାପାଖି ୨୪ ବିଧାୟକ ଏବେ ବିଜେଡିରୁ ଟିକେଟ୍ ପାଇ ନାହାନ୍ତି। ଅନେକ ସ୍ଥାନରେ ଆଶାୟୀ ଏକରୁ ଅଧିକ ଥିବା ବେଳେ ସ୍ଥାନୀୟ ସମୀକରଣକୁ ଦେଖି ଦଳୀୟ ଟିକେଟ୍ ନପାଇ ନିରାଶ ହୋଇଛନ୍ତି। ହେଲେ ନିର୍ବାଚନ ବେଳେ ଅନେକ ସ୍ଥାନରେ ଅସନ୍ତୁଷ୍ଟ ନେତା ବିଦ୍ରୋହ କରିବାର ସମ୍ଭାବନା ରହିଛି।…

ଭାରତୀୟ ସେନାରେ ପ୍ରଥମ ଥର ପାଇଁ ନୂତନ ବ୍ରାଂଚରେ ମହିଳା ଅଫିସର ହେବେ ବ୍ରିଗେଡିୟର

ନୂଆଦିଲ୍ଲୀ: ଇଣ୍ଡିଆନ ଆର୍ମିରେ ପ୍ରଥମ ଥର ପାଇଁ ମହିଳା ଅଧିକାରୀ ନୂତନ ବ୍ରାଂଚର ବ୍ରିଗେଡିୟର ହେବେ । ରିପୋର୍ଟ ମୁତାବକ ଆସନ୍ତା ବର୍ଷ ଅଗଷ୍ଟ-ସେପ୍ଟମ୍ବରରେ ବ୍ରିଗେଡିୟର ନିମନ୍ତେ ପ୍ରମୋଶନ ବୋର୍ଡ ବସିବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୨୦୨୦ରେ ଆର୍ମି ମହିଳାଙ୍କୁ ସମସ୍ତ ବ୍ରାଂଚରେ…

ରଣନୀତି ଅନୁସାରେ ଧୋନୀ ଖେଳୁଛନ୍ତି ନାଁ ଅଛନ୍ତି ଅନଫିଟ

ଚେନ୍ନାଇ: ଭାରତୀୟ କ୍ରିକେଟର ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଚଳିତ ଆଇପିଏଲରେ ଲୋୟର ଅର୍ଡରରେ ବ୍ୟାଟିଂ କରୁଛନ୍ତି । ଏହା ଚେନ୍ନାଇ ସୁପର କିଙ୍ଗସର ରଣନୀତି ନାଁ ଧୋନୀ ସମ୍ପୂର୍ଣ୍ଣ ଫିଟ ନ ଥିବା ଯୋଗୁ ଏ ଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି । ଖରାପ ସ୍ଥିତିରେ ଦଳ ରହିଥିଲେ ମଧ୍ୟ ଧୋନୀ ୮ମ,…

ପ୍ରତିଶ୍ରୁତି ଦେଇ ଟିକେଟ ଦେଲାନି ବିଜେଡି, ସ୍ୱାଧିନ ଭାବରେ ପ୍ରାର୍ଥୀ ପତ୍ର ଦାଖଲ କଲେ ଦମ୍ପତି

ପୁରୀ: ପ୍ରତିଶ୍ରୁତି ଦେଇ ଟିକେଟ ଦେଲାନି ବିଜେଡି। ପ୍ରତିବାଦ ସ୍ବରୂପ ୪ ବିଧାନସଭା ଓ ୪ ଲୋକସଭା ଆସନ ପାଇଁ ସ୍ବାଧିନ ଭାବରେ ପ୍ରାର୍ଥୀ ପତ୍ର ଦାଖଲ କଲେ ଦମ୍ପତି। ଆଜି ପୁରୀ ଲୋକସଭା ଆସନ ପାଇଁ ରିଟର୍ଣ୍ଣିଂ ଅଫିସର ଜିଲ୍ଲାପାଳଙ୍କ ନିକଟରେ ସ୍ବାଧିନ ଭାବରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି…

ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ସୁଜିତ୍ ମହାପାତ୍ର ଓ ଉମାବଲ୍ଲଭ ରଥ

ପୁରୀ: ଆଜି ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପୁରୀ ସଦର ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଭାବେ ଉଭୟ ସୁଜିତ୍ ମହାପାତ୍ର ଓ ଉମାବଲ୍ଲଭ ରଥ। କଂଗ୍ରେସ ଟିକେଟ କାଟିବା ପରେ ସୁଜିତ୍ ନିଜର ସମର୍ଥକଙ୍କ ସହ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଉମାବଲ୍ଲଭ ରଥ…

ଦେଇଦେଲେ ତାରିଖ

ଭୁବନେଶ୍ବର : ଓଡିଶାରେ କିଏ ଗଢିବ ସରକାର? ମୋଦି ଦେଲେ ତାରିଖ ପାଣ୍ଡିଆନ ବତାଇଲେ ସମୟ। ମୋଦି କହିଲେ, ଜୁନ୍ ୪ ବିଜେଡିର ଏକ୍ସପାରୀ ତାରିଖ। ନବୀନ କହିଲେ, ଦିନରେ ସ୍ବପ୍ନ ଦେଖୁଛି ବିଜେପି। ଚବିଶ ମଇଦାନରେ କାହାର କେତେ ଦମ୍ ? କେଉଁ ଆଡକୁ ବହିବ ନିର୍ବାଚନୀ ହାଓ୍ବା ? କାହାକୁ ନିର୍ବାଚନୀ…

ବଢିଲା କ୍ରେଜିୱାଲଙ୍କ ଅଡୁଆ: ଆତଙ୍କବାଦୀଙ୍କଠାରୁ ଚାନ୍ଦା ନେବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ଉପରାଜ୍ୟପାଳ

ନୂଆଦିଲ୍ଲୀ: ଦିଲ୍ଲୀ ମୂଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୂଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ କମିବାରେ ନାମ ଧରୁନି । ମଦ ଦୁର୍ନୀତି ମାମଲାରେ ସେ ଏବେ ତିହାର ଜେଲରେ ବନ୍ଦ ଅଛନ୍ତି । ଏବେ ପ୍ରତିବନ୍ଧିତ ଆତଙ୍କୀ ସଂଗଠନ ଶିଖ ଫର ଜଷ୍ଟିସ ନିକଟରୁ ରାଜନୈତିକ ଚାନ୍ଦା ନେବା ଅଭିଯୋଗ ହୋଇଛି ।…