Latest Odisha News

BREAKING NEWS

Yearly Archives

2024

କଂଗ୍ରେସ, ରାହୁଲଙ୍କୁ ନେଇ ବିବାଦୀୟ ବୟାନ ଦେଲେ ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣାନ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣାନ ସୋମବାର ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ ଏହି ବୟାନରେ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ ଏବଂ ତାଙ୍କ ଟିମ କୌଣସି ନା କୌଣସି ବାହାନରେ ଦେଶକୁ ଭାଙ୍ଗିବାକୁ ଚାହୁଁଛନ୍ତି । ସେତେବେଳର…

ସାମ୍ନାକୁ ଆସିଲା ପୁଞ୍ଚ ଆକ୍ରମଣରେ ସାମିଲ ପାକିସ୍ତାନୀ ଆତଙ୍କବାଦୀଙ୍କ ସ୍କେଚ

ପୁଞ୍ଚ: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ଭାରତୀୟ ବାୟୁସେନା କନଭେନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଦୁଇ ଆତଙ୍କବାଦୀଙ୍କ ଉପରେ ୨୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି। ଏହା ସହିତ ଉଭୟ ପାକିସ୍ତାନୀ ଆତଙ୍କବାଦୀଙ୍କ ସ୍କେଚ ମଧ୍ୟ ପ୍ରକାଶ ପାଇଛି ଏବଂ…

୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ ରହିଛି ଅପରାଧିକ ମାମଲା, ୪୮ ଜଣଙ୍କ ନାଁରେ ରହିଛି ଜଘନ୍ୟ ଅପରାଧ

ଭୁବନେଶ୍ବର: ଏଡିଆର ଓ ଇଲେକସନ ୱାଚ ରିପୋର୍ଟ ଅନୁସାରେ ଓଡ଼ିଶାରେ ହେବାକୁ ଥିବା ଚଳିତ ନିର୍ବାଚନରେ ମୋଟ ୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ ରହିଛି ଅପରାଧିକ ମାମଲା । ୪୮ ଜଣଙ୍କ ନାଁରେ ରହିଛି ଜଘନ୍ୟ ଅପରାଧ । ଏଡିଆର ଓ ଇଲେକସନ ୱାଚ ରିପୋର୍ଟ ଅନୁଯାୟୀ ବ୍ରହ୍ମପୁରରୁ ସ୍ବାଧୀନ…

୪୧ ତମ ରାଜ୍ୟସ୍ତରୀୟ ଚାରୁକଳା ପ୍ରଦର୍ଶନୀ ଉଦଘାଟିତ

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏକାଡେମୀର ୪୧ ତମ ରାଜ୍ୟସ୍ତରୀୟ ଚାରୁକଳା ପ୍ରଦର୍ଶଳୀ କଳିଙ୍ଗ ଆwର୍ଟ ଗ୍ୟାଲେରୀରେ ଉଦଘାଟିତ ହୋଇଯାଇଛି । ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ଚିତ୍ରଶିଳ୍ପୀ ବିନୋଦ ମହାରଣା ଏବଂ…

ଅବକାରୀ ଦୁର୍ନୀତି ମାମଲାରେ କେ.କବିତାଙ୍କୁ ପୁଣି ଝଟ୍‌କା, ମିଳିଲାନି ଜାମିନ୍‌

ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତ୍ରୀ କେ.କବିତା ଗିରଫ ହୋଇଛନ୍ତି। ସୋମବାର ରାଉଜ ଆଭେନ୍ୟୁ କୋର୍ଟରୁ କବିତାଙ୍କୁ ଏକ ବଡ଼ ଝଟକା ଲାଗିଛି। ରାଉଜ ଆଭେନ୍ୟୁ କୋର୍ଟ କେ.କବିତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ଉଭୟ ଇଡି ଏବଂ ସିବିଆଇ…

ମୋଦୀଙ୍କ ବକ୍ତବ୍ୟକୁ ପାଣ୍ଡିଆନଙ୍କ କଡା ଜବାବ, ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଉଛି ବିଜେପି

ଭବାନୀପାଟଣା: ବ୍ରହ୍ମପୁରରେ ମୋଦୀଙ୍କ ବକ୍ତବ୍ୟ ଉପରେ କଡା ଜବାବ ଦେଇଛନ୍ତି ବିଜେଡି ପ୍ରମୁଖ ରଣନୀତିକାର ଭି. କେ ପାଣ୍ଡିଆନ୍ । ‘ଓଡିଶାବାସୀଙ୍କ ଆର୍ଶୀବାଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇତିହାସ ରଚିବେ । ଜୁନ୍ ୯ରେ ୧୧ ଟା ୩୦ରୁ ୧ ଟା ୩୦ ଭିତରେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ…

ଇଡିର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ହେମନ୍ତ ସୋରେନ୍‌

ରାଞ୍ଚି: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। ଝାଡଖଣ୍ଡ ହାଇକୋର୍ଟରେ ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ସେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ମନିଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ସୋରେନ ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ…

ଭୁବନେଶ୍ବରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

ଭୁବନେଶ୍ବର: ଭୁବନେଶ୍ବରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିମାନ । କାଳବୈଶାଖୀ ପବନ ଯୋଗୁ ଭୁବନେଶ୍ବରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ  ବିମାନ। ପରେ ଭୁବନେଶ୍ବରରେ ଓହ୍ଲାଇ ନ ପାରି ଝାରସୁଗୁଡା ଫେରିଲା ହେଲିକପ୍ଟର । ପାଗ ବଦଳିବା ପରେ ଝାରସୁଗୁଡାରୁ…

ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ କୃତ୍ରିମ ପିଚ୍ ?

ଭୁବନେଶ୍ବର : ପିଚ୍ ତ ପିଚ୍। ସେଥିରେ ପୁଣି କୃତ୍ରିମ ପିଚ୍ କଣ? ଆଇପିଏଲର ୨୦୨୪ ସଂସ୍କରଣ ପରେ ଆମେରିକା ଓ ୱେଷ୍ଟଇଣ୍ଡିଜର ମିଳିତ ଆୟୋଜନରେ ଟି-୨୦ ବିଶ୍ୱକପ୍ ଖେଳାଯିବ । ଆଉ ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। କିନ୍ତୁ ଏହାରି ଭିତରେ ନ୍ୟୁୟର୍କରେ ଯେଉଁ ପିଚ୍ ପ୍ରସ୍ତୁତ କରାଯାଇଛି,…

ତୃତୀୟ ଥର ପାଇଁ ମହାକାଶକୁ ଉଡାଣ ଭରିବେ ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ  

ନୂଆଦିଲ୍ଲୀ: ପୁଣି ଥରେ ମହାକାଶକୁ ଯିବେ ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ  । ଆସନ୍ତାକାଲି କେନେଡ଼ି ସ୍ପେଶ୍ ସେଣ୍ଟରରୁ ମହାକାଶକୁ ତୃତୀୟ ଥର ପାଇଁ ଉଡାଣ ଭରିବେ ନାସା ମହାକାଶଚାରୀ କ୍ୟାପ୍ଟେନ ସୁନୀତା ୱିଲିୟମ୍ସ । ବଚ ୱିଲମୋର ମଧ୍ୟ ତାଙ୍କ ସହ ମହାକାଶ ଯାତ୍ରା କରିବେ । ବୋଇଂର…