ବ୍ୟାଙ୍କ ଅଫ୍ ଇଣ୍ଡିଆରୁ କୋଟି କୋଟି ଟଙ୍କା ଚେକ୍ କ୍ଲୋନିଂ ଠକେଇ, କିଏ ଏବଂ କେମିତି କରିଥିଲା?
ଭୁବନେଶ୍ୱର: ବ୍ୟାଙ୍କ ଅଫ୍ ଇଣ୍ଡିଆ ଚେକ୍ କ୍ଲୋନିଂ ମାମଲାରେ ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)କୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି। ଅଭିଯୁକ୍ତ ପମେଶ ତେମ୍ଭରେଙ୍କୁ ଏପ୍ରିଲ ୨୬ ତାରିଖରେ ମଧ୍ୟପ୍ରଦେଶର ଏକ ଗାଁରୁ ଠାବ କରି ଗିରଫ କରାଯାଇଛି। ଏବେ ଓପିଆଇଡି ଆକ୍ଟ ଅନୁଯାୟୀ…