Latest Odisha News

BREAKING NEWS

Yearly Archives

2024

ମିଶ୍ରଣ ପର୍ବ: ବିଜେଡି ଛାଡି ବିଜେପିରେ ସାମିଲ ହେଲେ ରଣପୁର ବିଧାନସଭା ମଣ୍ଡଳୀର ଶତାଧିକ ନେତା ଓ କର୍ମୀ

ଭୁବନେଶ୍ୱର: ବିଜେଡି ଛାଡି ବିଜେପିରେ ସାମିଲ ହେଲେ ପୁରୀ ଲୋକସଭା ଅନ୍ତର୍ଗତ ରଣପୁର ବିଧାନସଭା ମଣ୍ଡଳୀର ଶତାଧିକ ନେତା ଓ କର୍ମୀ । ଏହା ମଧ୍ୟରେ ରହିଛନ୍ତି ରଣପୁର ବିଧାନସଭା ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ଯଥା- ଗୋପାଳପୁର, ବଡିପୋରଡା, ନରେନ୍ଦ୍ରପୁର, ବରସାହି, ହରିହରପୁର ଓ ବଳଭଦ୍ରପୁରର ବହୁ…

ହାତରୁ ଗଲେ `ଅଧିରାଜ’ କରିବେ କି ଶଙ୍ଖନାଦ ?

ଭୁବନେଶ୍ବର: ଖରିଆର ବିଧାନସଭା ନିର୍ବାଚନମଣ୍ଡଳୀରେ ଅଧିରାଜ ଟୁଇଷ୍ଟ। ଗତଥର କଂଗ୍ରେସରୁ ବିଜୟୀ ହୋଇଥିବା ଅଧିରାଜ ପାଣିଗ୍ରାହୀ ଏଥର ହାତ ଛାଡି ଶଙ୍ଖ ଫୁଙ୍କିଛନ୍ତି । ବିଜେଡି ତାଙ୍କୁ ଖରିଆରରୁ ପ୍ରାର୍ଥୀ କରିଛି । ଗତଥର ବିଜେଡିର ଲମ୍ବୋଦର ନିଆଳଙ୍କୁ ହରାଇ ବିଧାନସଭାରେ ପହଞ୍ଚିଥିଲେ ଅଧିରାଜ…

ସୋନପୁରରେ ଗର୍ଜିଲେ ଶାହ; କହିଲେ, ‘ଓଡ଼ିଶାରେ ବିଜେପି ସରକାର ଆସିଲେ ଗରିବି ଦୂର ହେବ’

ସୋନପୁର: ଓଡିଶାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସୋନପୁର ଜିଲ୍ଲାର ରାମେଶ୍ବର ଷ୍ଟାଡିୟମ୍‌ରେ ଆୟୋଜିତ ବିଶାଳ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି ଶାହ । ପ୍ରଥମେ ଜୟ ଜଗନ୍ନାଥ ଓ ଜୟ ଶ୍ରୀରାମ କହି ନିଜର ଭାଷଣ ଆରମ୍ଭ କରିଥିଲେ ଶାହ । ସେ କହିଛନ୍ତିଯେ, ନବୀନ ସରକାରଙ୍କ ୨୦ ବର୍ଷ…

ନର୍ଲାରେ ନୂଆ ପୁରୁଣା ଲଢେଇ

ଭୁବନେଶ୍ବର: କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ଆସୁଥିବା ନର୍ଲା ବିଧାନସଭା ଦେଖିବ ବଡ ଲଢେଇ । ନର୍ଲା, ଏମ ରାମପୁର, କର୍ଲାମୁଣ୍ଡା ବ୍ଲକ ସହ କେସିଙ୍ଗାର ୯ଟି ପଞ୍ଚାୟତକୁ ନେଇ ରହିଥିବା ନର୍ଲାରେ ଏଥର ଦେଖିବାକୁ ମିଳିବ ତ୍ରିମୁଖୀ ଲଢେଇ । ଗତଥରର ବିଜେତା ବିଜେଡିର ଭେଟେରାନ୍ ନେତା ଭୂପିନ୍ଦର…

ପାଟକୁରା ଲଢେଇରେ `ବିଜୟ’ ଟୁଇଷ୍ଟ

ଭୁବନେଶ୍ବର: ଫୋକସରେ ରହିଛି କେନ୍ଦ୍ରାପଡାର ପାଟକୁରା ବିଧାନସଭା ଲଢେଇ । ଚବିଶ ନିର୍ବାଚନରେ ପାଟକୁରାରେ ବିଜୟ ମହାପାତ୍ର ଟୁଇଷ୍ଟ। ବିଜେଡି ବିପକ୍ଷରେ ଥିବା ବିଜୟ ଏଥର ବିଜେଡି ପାଇଁ ଭୋଟ୍ ମାଗିଛନ୍ତି । ବିଜୟ ଓ ବିଜେଡି ମଧ୍ୟରେ ସେତୁ ସାଜିଛନ୍ତି ପୁଅ ଅରବିନ୍ଦ ମହାପାତ୍ର । ବରିଷ୍ଠ…

ବବିଙ୍କ ବିନା ଯାଜପୁର ଲଢେଇ

ଭୁବନେଶ୍ବର : ବିଜେଡିର ଗଡ ଯାଜପୁରରେ ଏଥର ବବିଙ୍କ ବିନା ଚବିଶ ଲଢେଇ ଲଢିବ ଦଳ । ନିଜ କିଲ୍ଲା ଛାଡି ସମ୍ବଲପୁର ଲୋକସଭା ଲଢୁଛନ୍ତି ବିଜେଡିର ହେଭିଓ୍ବେଟ୍ ପ୍ରଣବ ପ୍ରକାଶ ଦାସ । ଆଉ ବବିଙ୍କ ଅନୁପସ୍ଥିତିରେ ମିଶନ ଶକ୍ତି ମାଆଙ୍କୁ ସେନାପତି କରିଛି ବିଜେଡି। ବିଜେପିରୁ ଗୌତମ ରାୟ ରିପିଟ୍…

ସୁପ୍ରିମକୋର୍ଟଙ୍କ ନୂତନ ପଦକ୍ଷେପ,ଆରମ୍ଭ ହେଲା ହ୍ବାଟସଆପ୍ ସେବା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆରମ୍ଭ କଲେ ହ୍ବାଟସଆପ୍ ସେବା। ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ ଏହାକୁ ଆଜି ଆରମ୍ଭ କରିଛନ୍ତି ।ଏହି ସେବା ଦ୍ବାରା ମାମଲା ସମ୍ପର୍କିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ 'ଆଡଭୋକେଟ୍ ଅନ୍ ରେକର୍ଡ' ଏବଂ ମାମଲାରେ ସଂପୃକ୍ତ ପକ୍ଷ ସିଧା ହ୍ବାଟସଆପ୍ ମାଧ୍ୟମରେ…

ପଦ୍ମ ଧରିଲେ ପୂର୍ବତନ ହକି ଖେଳାଳି ପ୍ରବୋଧ ତିର୍କୀ

ଭୁବନେଶ୍ବର: କଂଗ୍ରେସରୁ ଇସ୍ତଫା ଦେବାପରେ ବିଜେପିରେ ମିଶିଲେ ପୂର୍ବତନ ହକି ଖେଳାଳି ପ୍ରବୋଧ ତିର୍କୀ । ଆଜି ସୋନପୁର ବିଜେପିର ବିଜୟ ସଂକଳ୍ପ ସଭାରେ ବିଜେପି ବିଧିବଦ୍ଧ ଭାବେ ସାମିଲ ହେଲେ ପ୍ରବୋଧ । ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ…

ଭୋଟ ଦେଲେ ମାଗଣାରେ ପାଇବେ ବିୟର ଓ ଦୋସା

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ । ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବାବେଳେ ଆସନ୍ତାକାଲି ପଡିବ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହେବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି ନିର୍ବାଚନ ଆୟୋଗ । ସେପଟେ ଭୋଟରଙ୍କୁ ଆକୃଷ୍ଟ…

ତୃତୀୟଥର ପାଇଁ ମହାକାଶକୁ ଯାତ୍ରା କରିବେ ସୁନିତା ୱିଲିୟମ୍ସ

ନୂଆଦିଲ୍ଲୀ: ତୃତୀୟ ମହାକାଶ ମିଶନ ପାଇଁ ପ୍ରସ୍ତୁତ ହେଉଛନ୍ତି ନାସାର ମହାକାଶଚାରୀ ସୁନୀତା  ୱିଲିୟମ୍ସ । ସୁନୀତା ୱିଲିୟମ୍ସ ନାସାର ବୋଇଙ୍ଗ କ୍ରୁ ଫ୍ଲାଇଟ୍ ଟେଷ୍ଟରେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ଯୋଗଦେବେ । ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ସୁନୀତାଙ୍କର ଏହା ତୃତୀୟ ମିଶନ । କେପ୍…