Latest Odisha News

BREAKING NEWS

Yearly Archives

2024

କନ୍ନୌଜରୁ ନିର୍ବାଚନ ଲଢିବେ ଅଖିଳେଶ, ପରିବାର ସହ ଆସି ନାମାଙ୍କନ ଭରିଲେ

ଲକ୍ଷ୍ନୌ: କନ୍ନୌଜ ଲୋକସଭା ଆସନରୁ ନିର୍ବାଚନ ଲଢିବେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖଳେଶ ଯାଦବ । ଏନେଇ ସେ ଆଜି ପତ୍ନୀ ଡିମ୍ପଲ ଯାଦବ, ଦାଦା ଶିବପାଲ ଯାଦବ ଓ ରାମଗୋପାଳ ଯାଦବଙ୍କ ସହ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହାପୂର୍ବରୁ ସମାଜବାଦୀ ପର୍ଟ୍ଟି ତେଜ୍ ପ୍ରତାପ ଯାଦବଙ୍କୁ ଏହି…

ପଟାଙ୍ଗୀରୁ ଜୋରଦାର ପ୍ରଚାର ଆରମ୍ଭ କଲେ ପାଣ୍ଡିଆନ, ବିରୋଧୀଙ୍କ ଉପରେ ବର୍ଷିଲେ

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗୀ ଓ ଲକ୍ଷ୍ମୀପୁରର ଦଶମନ୍ତପୁରରେ ଆଜି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ନିର୍ବାଚନ ପ୍ରଚାର ଆରମ୍ଭ କରି ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ଭୋଟ୍ ରେ ଜିତାଇବାକୁ ନିବେଦନ କରିଛନ୍ତି । ପଟାଙ୍ଗୀର ବିକାଶ ପାଇଁ…

ତାତିରେ ସନ୍ତୁଳି ହେଉଛନ୍ତି ଓଡିଶାବାସୀ, ଦିନ ସାଢେ ୨ଟା ସୁଦ୍ଧା ୪୩ ଡିଗ୍ରୀ ଟପିଲା ତାପମାତ୍ରା

ଭୁବନେଶ୍ଵର: ତତଲା କଡେଇରେ ଭାଜି ହେଉଛି ସାରା ରାଜ୍ୟ। ରାଜ୍ୟରେ ଜାରି ରହିଛି ଅସମ୍ଭାଳ ତାତି । ଅଗ୍ନିବର୍ଷୀ ଖରାରେ ସମଗ୍ର ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି। ସକାଳ ୮ଟାରୁ ଆରମ୍ଭ ହୋଇଯାଉଛି ଖରାର କର୍ଫ୍ୟୁ। ଦିନ ୧୧ରୁ ତାପମାତ୍ରା ୪୦ ଡିଗ୍ରୀ ଡେଉଁଛି। ତେବେ ଆଜି ୪୩ ଡିଗ୍ରୀ ତାପମାତ୍ରା ସହ…

ସାଂସଦ ସୁରେଶ ପୂଜାରୀଙ୍କ ଘର ପାଖରେ ପଡ଼ିଲା ଡ୍ରୋନ୍

ଝାରସୁଗୁଡା: ସାଂସଦ ସୁରେଶ ପୂଜାରୀଙ୍କ ଘର ପାଖରେ ଖସି ପଡ଼ିଲା ଡ୍ରୋନ୍‌ । ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ପଡିଛି ଏହି ଡ୍ରୋନଟି । ତେବେ ସନ୍ଦିଗ୍ଧ ଡ୍ରୋନ୍ କାହାର ଜଣାପଡ଼ିନଥିବା ବେଳେ ବେଲପାହାଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଜାରି ରଖିଛି । ସେପଟେ…

ଦିଲ୍ଲୀରେ କିପରି ନିର୍ବାଚିତ ହୁଅନ୍ତି ମେୟର, ଏମସିଡିର କାମ କ’ଣ ?

ନୂଆଦିଲ୍ଲୀ: ଏପ୍ରିଲ ୨୬ ତାରିଖରେ ଦିଲ୍ଲୀରେ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହେବାକୁ ଯାଉଛି। ଦିଲ୍ଲୀର ଛୋଟ ସରକାର ବାଛିବା ପାଇଁ ୨୫୦ ୱାର୍ଡରେ ଭୋଟ୍ ଦିଆଯିବ। ଆମ୍ ଆଦମୀ ପାର୍ଟି ମେୟର ପଦ ପାଇଁ ମହେଶ ଖିଚି ଏବଂ ରବିନ୍ଦର ଭରଦ୍ୱାଜଙ୍କୁ ଡେପୁଟି ମେୟର ପଦ ପାଇଁ ମନୋନୀତ…

ଅମିତାଭ ବଚ୍ଚନଙ୍କୁ ମିଳିଲା ‘ଲତା ଦିନାନାଥ ମଙ୍ଗେସକର ଆୱାର୍ଡ’

ମୁମ୍ବାଇ: ବୁଧବାର ମୁମ୍ବାଇରେ 'ଲତା ଦିନାନାଥ ମଙ୍ଗେସକର ଆୱାର୍ଡ' ଶୋ' ଆୟୋଜିତ ହୋଇଯାଇଛି । ଏହି ଆଓ୍ବାର୍ଡ ସେଇମାନଙ୍କୁ ଦିଆଯାଏ ଯିଏ ରାଷ୍ଟ୍ର ଓ ସମାଜ ପାଇଁ ଉତ୍କୃଷ୍ଟ ମାନର କାମ କରିଥାନ୍ତି । ଏହି ସମ୍ମାନ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ଦିଆଯାଇଥିଲା । ଚଳିତବର୍ଷ…

ପାକିସ୍ତାନୀ ଯୁବତୀଙ୍କ ଦେହରେ ପ୍ରତିରୋପଣ ହେଲା ଭାରତୀୟଙ୍କ ହୃଦୟ

ନୂଆଦିଲ୍ଲୀ: ନୂଆ ଜୀବନ ପାଇଲେ ପାକିସ୍ତାନୀ ଯୁବତୀ । ପାକିସ୍ତାନୀ ଯୁବତୀଙ୍କ ଦେହରେ ଲାଗିଲା ଭାରତୀୟଙ୍କ ହୃଦୟ । ଏହି କାହାଣୀ ହେଉଛି ଫ୍ୟାଶନ୍ ଡିଜାଇନର ହେବାକୁ ଚାହୁଁଥିବା ଜଣେ ୧୯ ବର୍ଷିୟ ପାକିସ୍ତାନୀ ଝିଅ ଆୟେଶା ରଶନର । ସୂଚନା ଅନୁସାରେ, ଆୟେଶା ରଶନ ଗତ ୧୦ ବର୍ଷ ଧରି ହୃଦଘାତରେ…

ହୋଟେଲରେ ଅଗ୍ନିକାଣ୍ଡ, ଏଯାବତ ୬ ଜଣଙ୍କର ମୃତ୍ୟୁ ସୂଚନା

ପାଟଣା: ପାଟନା ରେଳ ଷ୍ଟେସନ ଜଙ୍କସନରେ ଥିବା ଏକ ହୋଟେଲରେ ଗୁରୁବାର ଅଗ୍ନିକାଣ୍ଡ ଘଟି ୬ ଜଣଙ୍କର ମୃତ୍ୟୁ ଘଟିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ୨୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇ ପାରିଛି। ବରିଷ୍ଠ ଆରକ୍ଷୀ ଅଧୀକ୍ଷକ ରାଜୀବ ମିଶ୍ରଙ୍କ ସୂଚନା ଅନୁଯାୟୀ,…

ବିପୁଳ ଜନ ସମର୍ଥକଙ୍କ ଗହଣରେ ଆସି ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ଅଧିରାଜ୍

ନୂଆପଡା: ୨୦୨୪ ସାଧାରଣ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନାମାଙ୍କନ ପ୍ରକ୍ରିୟା ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଭିନ୍ନ ଦଳର ପ୍ରାର୍ଥୀମାନେ ପ୍ରୟାତଃ ପ୍ରାର୍ଥୀପତ୍ର ଦାଖଲ କରିସାରିଛନ୍ତି । ଏହା ଭିତରେ ଅଭୂତପୂର୍ବ ଜନ ସମର୍ଥକଙ୍କ ଗହଣରେ ଆସି ନାମାଙ୍କନ ପତ୍ର ଦାଖଲ…

ସ୍ତ୍ରୀର ସମ୍ପତ୍ତି ଉପରେ ସ୍ବାମୀ ଅଧିକାର ଜାହିର କରିପାରିବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ଐତିହାସିକ ରାୟରେ କହିଛନ୍ତି ଯେ ବିବାହ ସମୟରେ କିମ୍ବା ପରେ ମହିଳାଙ୍କୁ ଦିଆଯାଇଥିବା ସମ୍ପତ୍ତି 'ସ୍ତ୍ରୀଧନ' ହିଁ ତାଙ୍କର ସ୍ୱତନ୍ତ୍ର ସମ୍ପତ୍ତି। ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ୍ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ପତ୍ନୀଙ୍କ…