Special Squad Of Commissionerate Police Arrested 4 Lootera In City

ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ପୋଲିସ ଅଧିକାରୀ

ନୟାଗଡ: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ନୟାଗଡ ବାଣୀଗୋଛା ଏଏସ୍‌ଆଇ । ଆଜି ଜଣେ ବ୍ୟକ୍ତିଙ୍କଠାରୁ ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଛନ୍ତି । ସୂଚନା ଅନୁଯାୟୀ, ବାଣୀଗୋଛା ଥାନା ଅନ୍ତର୍ଗତ କୁଳକୁମ୍ଫା...

ନିଖୋଜର ପାଞ୍ଚ ଦିନ ପରେ ପୋଖରୀରୁ ମିଳିଲା ୩ବର୍ଷ ଶିଶୁ କନ୍ୟାର ମୃତଦେହ

ନୟାଗଡ଼: ପାଞ୍ଚ ଦିନ ପରେ ମିଳିଲା ନିଖୋଜ ଶିଶୁ କନ୍ୟାର ମୃତଦେହ । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବଧିପାଟଣା ଗାଁର ନିଖୋଜ ୩ବର୍ଷର ଝିଅର ମୃତଦେହ ଗାଁ ପୋଖରୀରୁ ଉଦ୍ଧାର ହୋଇଛି । ମୃତକ ହେଲେ ସଞ୍ଜୟ କୁମାର ସାହୁଙ୍କ ଝିଅ...
Odisha High Court Cancelled Education Department Notification

ନୟାଗଡ଼ ନାବାଳିକା ହତ୍ୟା ମାମଲା: ପୂର୍ଣ୍ଣାଙ୍ଗ ତଦନ୍ତ ରିପୋର୍ଟ ଦାଖଲ ପାଇଁ SITକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା ଶୁଣାଣି ହୋଇଛି । ଆଜି ହାଇକୋର୍ଟରେ ମାମଲାର ଷ୍ଟାଟସ ରିପୋର୍ଟ ଦାଖଲ କଲାନି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍- SIT । ଗତ ଡିସେମ୍ବର ୧୬ ତାରିଖରେ SIT ଦେଇଥିବା ଷ୍ଟାଟସ ରିପୋର୍ଟ...

ଯୁବକଙ୍କ ଅଧା ପୋଡ଼ା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ନୟାଗଡ଼: ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ନୟାଗଡ଼ ଜିଲ୍ଲା ରଣପୁରରୁ ଉଦ୍ଧାର ହୋଇଛି ମୃତଦେହ । ମୃତକ ହେଲେ ଭୂତଡିହି ଗାଁର ବଳଭଦ୍ର ବଳିଆରସିଂ । ଗୁଣ୍ଡୁରାବାରି ଜଙ୍ଗଲରୁ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ବଳଭଦ୍ରଙ୍କୁ...

ନୟାଗଡ ଷ୍ଟେସନରେ ଗୁଣ୍ଡାଗିରି: ପୋଡ଼ାଜଳା ଓ ଭଙ୍ଗାରୁଜା କଲେ ଦୁର୍ବୃତ୍ତ

ନୟାଗଡ଼: ରେଳ ଷ୍ଟେସନରେ ମଦ୍ୟପଙ୍କ ଆତଙ୍କରାଜ । ରାତିରେ ଷ୍ଟେସନ ମ୍ୟାନେଜରଙ୍କୁ ଆକ୍ରମଣ କରିବା ସହ ପୋଡ଼ାଜଳ ଓ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ । ନୟାଗଡ଼ ଷ୍ଟେସନରେ ଏଭଳି ଘଟଣା ଘଟିଛି । ଏନେଇ ଟାଉନ ଥାନାରେ ୧୫ ଜଣଙ୍କ ନାଁରେ ଅଭିଯୋଗ...

ପରୀ ହତ୍ୟା ମାମଲା: ଚାର୍ଜସିଟ ଦାଖଲ ପାଇଁ SITକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ବହୁଚର୍ଚ୍ଚିତ ନୟାଗଡ ଯଦୁପୁର ନାବାଳିକା ହତ୍ୟା ମାମଲାରେ ଚାର୍ଜସିଟ ଦାଖଲ ପାଇଁ ନିର୍ଦ୍ଦେଶ । ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ବା ଏସାଇଟିକୁ ଚାର୍ଜସିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଘଟଣାକୁ ବହୁ ଦିନ ବିତିଯାଇଥିବାରୁ ଶୀଘ୍ର ଚାର୍ଜସିଟ୍ ଦାଖଲ...

ନୟାଗଡ଼ ପକସୋ କୋର୍ଟରେ ହାଜର ହେଲା ପରୀ ହତ୍ୟାର ଅଭିଯୁକ୍ତ ସରୋଜ ସେଠୀ

ନୟାଗଡ: ଯଦୁପୁର ପରୀ ହତ୍ୟା ମାମଲାରେ ନୟାଗଡ଼ ପକସୋ କୋର୍ଟରେ ହାଜର ହେଲା ଅଭିଯୁକ୍ତ । ସରୋଜ ସେଠୀକୁ ହାଜର କରାଇଲା ଏସଆଇଟି । ଆଜି କୋର୍ଟରେ ସରୋଜର ମାଆ ଓ ଭଉଣୀ ବି ଉପସ୍ଥିତ ଅଛନ୍ତି । ନାବାଳକ ଦର୍ଶାଇ ଗତକାଲି...

ସ୍ତ୍ରୀକୁ ମାରିବା ପାଇଁ ସ୍ୱୀମା ଦେଇଥିଲା ସୁପାରୀ, ୪ ଜଣ ଗିରଫ

ନୟାଗଡ଼: ସାତ ଜନ୍ମର ସାଥି ପାଲଟିଲା ସୈତାନ । ପରକୀୟ ପ୍ରୀତିକୁ ସ୍ତ୍ରୀ ବିରୋଧ କରିବାରୁ ପିଶାଚ ପାଲଟିଗଲା ସ୍ୱାମୀ । ସବୁଦିନ ପାଇଁ ସ୍ତ୍ରୀକୁ ନିଜ ରାସ୍ତାକୁ ହଟାଇ ଦେବାକୁ ଯୋଜନା କଲା । ଶେଷରେ ସୁପାରୀ କିଲର ଲଗାଇ ପତ୍ନୀଙ୍କୁ...

ଡିଲ୍ ବେଳେ ବାଘ ଛାଲ ଶିକାରୀ ଓ ବେପାରୀଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍

ଭୁବନେଶ୍ୱର: ରାଜ୍ୟରେ ବାଘ ଛାଲ ରାକେଟର ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି । ପୁଣି ଦୁଇ ଜଣ ବାଘ ଛାଲ ଶିକାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ନୟାଗଡ଼ ଅଞ୍ଚଳରୁ ଜଣେ ଶିକାରୀ ଓ ସହଯୋଗୀଙ୍କୁ ଗିରଫ କରାଯାଇଛି ।...

ଯଦୁପୁର ଗାଁ ପୋଖରୀରୁ ପାଣି ଶୁଖାଉଛି ଏସଆଇଟି, ମିଳିପାରେ ଅଧିକ ତଥ୍ୟ ପ୍ରମାଣ

ନୟାଗଡ: ବହୁ ଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟା ମାମଲାରେ ଖୋଳତାଡ ଜାରି ରଖିଛି ଏସଆଇଟି । ଅଧିକ ପଚରାଉଚରା ପାଇଁ ଆଜିଠାରୁ ଅଭିଯୁକ୍ତକୁ ତିନି ଦିନିଆ ରିମାଣ୍ଡରେ ନେଇଛି । ଏପଟେ ଯଦୁପୁର ଗାଁ ପୋଖରୀରୁ ପାଣି ଶୁଖାଇବା ଆରମ୍ଭ ହୋଇଛି ।...

ସାହିତ୍ୟ