Latest Odisha News
Browsing Category

ପୁରୀ

Puri

ଶ୍ରୀମନ୍ଦିରରେ ରାଧାଷ୍ଟମୀ, ନଗର ପରିକ୍ରମା କରିବେ ଚକ୍ରରାଜ ସୁଦର୍ଶନ

ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାଧାଷ୍ଟମୀ । ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିକୁ ରାଧାଷ୍ଟମୀ ଭାବେ ପାଳନ କରାଯାଇଥାଏ । ଏହି ତିଥି ଶ୍ରୀକୃଷ୍ଣଙ୍କ ଜନ୍ମ ବା ଜନ୍ମାଷ୍ଟମୀର ୧୫ ଦିନ ପରେ ଆସିଥାଏ । ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ଯେପରି “ଜନ୍ମାଷ୍ଟମୀ” ଭାବେ ପାଳନ…

ଡାକ୍ତରୀ ଛାତ୍ର ନାମଲେଖାରେ ବ୍ୟାପକ ଅନିୟମିତତା: ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଭିଜିଲାନ୍ସର ଦ୍ୱାରସ୍ଥ ହେଲା ଜିଲ୍ଲା…

ପୁରୀ: ପୁରୀ ଗୋପବନ୍ଧୁ ଆୟୁର୍ବେଦ କଲେଜରେ ବଡଧରଣର କେଳେଙ୍କାରୀ । ବିନା ଯୋଗ୍ୟତାରେ ଡାକ୍ତରୀ ଡିଗ୍ରୀ ପାଇଁ କଲେଜରେ ଆଡମିଶନ ନେଇଛନ୍ତି ଛାତ୍ରଛାତ୍ରୀ । ଯାହାକୁ ନେଇ ପୂର୍ବରୁ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯିବାରୁ କଲେଜର ପ୍ରିନ୍ସପାଲ୍ ସୁଦର୍ଶନ ବେହେରାଙ୍କ…

ଶ୍ରୀମନ୍ଦିର ଚାରିଦ୍ବାର ଖୋଲାଯିବା ପ୍ରସଙ୍ଗ : ଅକ୍ଟୋବର ୩ ତାରିଖରେ ଓଡିଶା ବନ୍ଦ ଡାକରା ଦେଲା ଶ୍ରୀଜଗନ୍ନାଥ ସେନା

ପୁରୀ: ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦୁଆର ଖୋଲାଯିବା ପ୍ରସଙ୍ଗ  । ଶ୍ରୀମନ୍ଦିର ରତ୍ନଭଣ୍ଡାର ସୁରକ୍ଷା ଦାବି କରି ଆସନ୍ତା ମାସ ଅକ୍ଟୋବର ୩ ତାରିଖରେ ଓଡିଶା ବନ୍ଦ ଡାକରା ଦେଇଛି ଶ୍ରୀଜଗନ୍ନାଥ ସେନା। କାଳିଆ ଠାକୁର ଓ ତାଙ୍କ ଭକ୍ତଙ୍କ ପାଇଁ ଗୋଟିଏ ଦିନ ଅଖଚକ ବନ୍ଦ କରାଯିବ ବୋଲି ସେନାର…

ବାଲୁକା କଳାରେ ନୂଆଁଖାଇ ଜୁହାର ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ

ପୁରୀ: ଆଜି ପଶ୍ଚିମ ଓଡିଶାର କୃଷିଭିତ୍ତିକ ପର୍ବ  ନୂଆଁଖାଇ  ।  ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ସମଗ୍ର ପଶ୍ଚିମ ଓଡିଶା । ଚାଷୀ ବର୍ଷର ପହିଲି ଶସ୍ୟକୁ ନିଜର ଇଷ୍ଟଦେବୀଙ୍କ ନିକଟରେ ଅର୍ପଣ କରିଛି  ।   ଏଥିପାଇଁ କେତେ ସଜବାଜ । ଘରକୁ ସଫାସୁତରା ସହ ଲିପାପୋଛା କରାଯାଇଛି  । ଘରେ ଘରେ…

ଆଜି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ : ୧୨ଟା ୪୫ରେ ରାଉରକେଲାରେ ପହଞ୍ଚିବ ଟ୍ରେନ୍

ପୁରୀ:  ଟ୍ରାଏଲ ରନ କରିଛି ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ । ଆଜି ଭୋର ୫ଟାରୁ ଟ୍ରାଏଲ ରନ ଆରମ୍ଭ କରିଛି ଏହି ସେମି ହାଇସ୍ପିଡ଼ ଟ୍ରେନ । ଏହା ୧୨ଟା ୪୫ ରେ ରାଉରକେଲାରେ ପହଞ୍ଚିବ  । ପ୍ରାୟ ୬ଘଣ୍ଟାରେ ରାଉରକେଲା ପହଁଚିବାକୁ ଥିବା ଏହି ଏକ୍ସପ୍ରେସ ଟ୍ରେନ ଟି ପରେ ଅହରାହ୍ଣ ୨ଟା…

ବାଲୁକାରେ ୧ ହଜାର ଷ୍ଟିଲ ବାସନରେ ଗଣେଶ ମୂର୍ତ୍ତି ନିର୍ମାଣ କରି ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ପୁରୀ: ଆଜି ହେଉଛି ପବିତ୍ର ଗଣେଷ ଚତୁର୍ଥୀ  । ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ବିରାଜମାନ କରିଛନ୍ତି ପ୍ରଭୁ ଗଜାନନ  । ପ୍ରଭୁଙ୍କ ଆଗମନକୁ ନେଇ ସବୁଆଡେ ବ୍ୟାପକ ପ୍ରସ୍ତୁତି କରାଯାଇଛି  । ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ ମଧ୍ୟ ବେଶ୍ ଧୂମଧାମ…

ଆସୁଛି ଧର୍ମ ମାସ କାର୍ତ୍ତିକ, ଆରମ୍ଭ ହେଲାଣି ପ୍ରସ୍ତୁତି

ପୁରୀ: ଆଗକୁ ଆସୁଛି ଧର୍ମ ମାସ କାର୍ତ୍ତିକ ମାସ । ସେଥିପାଇଁ ଶ୍ରୀମନ୍ଦିରରେ ଆରମ୍ଭ ହେଲାଣି ପ୍ରସ୍ତୁତି । ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ କାର୍ତ୍ତିକ ମାସରେ ହବିଶ୍ୟାଳି ମାନଙ୍କ ପାଇଁ ଶ୍ରୀକ୍ଷେତ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ  । ସେଥିପାଇଁ ଆଜିଠୁ ଆରମ୍ଭ ହୋଇଛି…

ଆସୁଛନ୍ତି ମା’, ଖିଲି ଖିଲି ହସିଲାଣି କାଶତଣ୍ଡି

ଡେଲାଙ୍ଗ: ଋତୁଚକ୍ର ପରିବର୍ତ୍ତନର ତାଳେତାଳେ ବଦଳିଥାଏ ପ୍ରକୃତିର ଚିତ୍ର । ଶରତର ଆଗମନରେ ପାର୍ବଣର ବାର୍ତ୍ତା ନେଇ ଧରା ପୃଷ୍ଠରେ ତା’ର ପସରା ମେଲିଥାଏ କାଶତଣ୍ଡି । ପ୍ରକୃତିର ଏଇ ଅମୂଲ୍ୟ ଉପହାର ଦେଖାଦିଏ ବିଲମାଳ, ରାସ୍ତାକଡ, ନଈପଠା ଓ ଖାଲୁଅ ଜମିରେ । ନୀଳ ଆକାଶର ତଳେ ହସୁଥାଏ ଶୁଭ୍ର…

ପୁରୀରେ ଶୁଭାରମ୍ଭ ହେଲା ବିଶ୍ଵକର୍ମା ଯୋଜନା, ଭର୍ଚୁଆଲରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ପୁରୀ: ଶୁଭାରମ୍ଭ ହୋଇଛି ପିଏମ ବିଶ୍ଵକର୍ମା ଯୋଜନା । ଏହି ଯୋଜନା ମାଧ୍ୟମରେ କୌଳିକ ବୃତ୍ତିଗତଙ୍କୁ ମିଳିବ ବିଶ୍ୱକର୍ମା ପରିଚୟ । ୫% ସୁଧ ହାରରେ ୨ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଋଣ ଯୋଗାଇଦେବେ କେନ୍ଦ୍ର ସରକାର ।  ଏଥିପାଇଁ ୫ ବର୍ଷରେ ୧୩ ହଜାର କୋଟି ଖର୍ଚ୍ଚ କରିବେ କେନ୍ଦ୍ର ସରକାର । ପ୍ରାୟ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ନିଆରା ଢଙ୍ଗରେ ଜନ୍ମଦିନ ଶୁଭେଛା ଜଣାଇଲେ ଭାସ୍କର୍ଯ୍ୟ ଶିଳ୍ପୀ…

ପୁରୀ: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୩ତମ ଜନ୍ମ ଦିବସ । ମୋଦିଙ୍କ ଜନ୍ମଦିବସ ଅବସରରେ ଚାରିଆଡୁ ଛୁଟୁଛି ଶୁଭେଛାର ସୁଅ । ତେବେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ନିଆରା ଢଙ୍ଗରେ ଜନ୍ମଦିନର ଶୁଭେଛା ଜଣାଇଛନ୍ତି ପୁରୀ ଅଠରନଳାର ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀଧର ଦାସ । ୭୩ ତମ ଜନ୍ମ ଦିନ…