Latest Odisha News
Browsing Category

କୋରାପୁଟ

Koraput

ଚୋରା ମୋବାଇଲ ରାକେଟର ପର୍ଦ୍ଦାଫାସ, ୯ ଗିରଫ

କୋରାପୁଟ: ବିସିଂହପୁର ପୋଲିସକୁ ବଡ ସଫଳତା । ଚୋରା ମୋବାଇଲ ରାକେଟର ପର୍ଦ୍ଦାଫାସ କରିବା ସହ ୯ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କଠାରୁ ୧୨ଟି ମୋବାଇଲ ଜବତ କରିଛି ପୋଲିସ । ସୂଚନା ଅନୁସାରେ, ଗତ ଫ୍ରେବୁୟାରୀ ମାସରେ ସ୍ଥାନୀୟ ଭାତପାଇ ଗୁଡା ଗ୍ରାମରେ ଗୋଟିଏ ଦିନରେ ୧୧ ଟି ମୋବାଇଲ…

କୋରାପୁଟରେ ଚାଞ୍ଚଲ୍ୟ: ଘର ଭିତରୁ ମିଳିଲା ମନ୍ଦିର ପୂଜକଙ୍କ ମୃତଦେହ

କୋରାପୁଟ: କୋରାପୁଟରେ ଚାଞ୍ଚଲ୍ୟ । ମା ବୁଢୀ ଠାକୁରାଣୀ ମନ୍ଦିରର ପୂଜକଙ୍କ ମୃତଦେହ ଉଦ୍ଧାର । ଘର ଭିତରୁ ମିଳିଲା ପୂଜକଙ୍କ ମୃତଦେହ । କୋରାପୁଟ ଟାଉନ୍ ଥାନା ଅନ୍ତର୍ଗତ ବୁଢୀ ଠାକୁରାଣୀ ମନ୍ଦିର ପଛପଟେ ଥିବା ପୂଜକଙ୍କ ଘରୁ ତାଙ୍କର ମୃତଦେହ ଉଦ୍ଧାର କରିଛି ପୋଲିସ । ପୂଜକଙ୍କ ନାଁ ରମେଶ…

କୋରାପୁଟ ମାଛକୁଣ୍ଡରୁ ବିପୁଳ ଗଞ୍ଜେଇ ଜବତ, ମାଫିଆ ଫେରାର

ଲମତାପୁଟ: ରାଜ୍ୟରେ ବୃଦ୍ଧି ପାଉଥିବା ବେଆଇନ ଗଞ୍ଜେଇ କାରବାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ କୋରାପୁଟ ମାଛକୁଣ୍ଡ ପୋଲିସ କୌଣସି ବିଶେଷ ସୂତ୍ରରୁ ଖବର ପାଇ  ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ସକାଳେ ଏକ କାରଟି ଗଞ୍ଜେଇ ନେଇ ବଦଲିଗୁଡା ଜଙ୍ଗଲକୁ ଯାଉଥିବା ବେଳେ…

ଜୟପୁର ବସ୍ ଟର୍ମିନାଲରେ ଭୟାବହ ଅଗ୍ନିକାଣ୍ଡ, ଏକାଧିକ ବସରେ ନିଆଁ

କୋରାପୁଟ: ଜୟପୁର ବସ୍ ଟର୍ମିନାଲରେ ଭୟାବହ ଅଗ୍ନିକାଣ୍ଡ। ବସ୍ ଟର୍ମିନାଲରେ ଅଛି ୨୦ରୁ ଅଧିକ ପରିତ୍ୟକ୍ତ ବସ୍। ଜାତୀୟ ରାଜପଥ ୨୬ କଡ଼ରେ ଥିବା ବସ ଟର୍ମିନାଲରେ ଅଗ୍ନିକାଣ୍ଡ ଘଟିଛି। ପ୍ରଥମେ ଏକ ପରିତ୍ୟକ୍ତ ବସରେ ନିଆଁ ଲାଗିବା ପରେ ଏହା ଏକାଧିକ ବସକୁ ବ୍ୟାପି ଯାଇଛି। ଏକାଧିକ ବସରେ ନିଆଁ…

ଆସ ବୁଲିଯିବା ଓଡିଶା: ପାହାଡର ବୁକୁ ଚିରି କୁଳୁକୁଳୁ ନାଦରେ ବୋହି ଯାଉଛି ଡୁଡୁମା ଜଳପ୍ରପାତ

କୋରାପୁଟ: ଆସିଛି ପର୍ଯ୍ୟଟନ ଋତୁ। ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ପାହାଡର ବୁକୁ ଚିରି କୁଳୁକୁଳୁ ନାଦରେ ବୋହି ଯାଉଛି ଜଳପ୍ରପାତର ସୁଅ । ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଏହି ସ୍ଥାନ ପାଲଟି ଥିବାବେଳେ ଜଳପ୍ରପାତର ଉଭୟ ପାର୍ଶ୍ଵରେ ସବୁଜ ଘଞ୍ଚ ଜଙ୍ଗଲ ପ୍ରକୃତି ପ୍ରେମୀଙ୍କୁ କରୁଛି…

କୋରାପୁଟରେ ଡବଲ୍ ମର୍ଡର, ବାପା-ପୁଅଙ୍କ ଠେଙ୍ଗାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ

କୋରାପୁଟ: ବାପା-ପୁଅଙ୍କ ଠେଙ୍ଗାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ। ମୃତ୍ୟୁ ପ୍ରତିଶୋଧରେ ଗାଁର ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି। ଏଭଳି ଅଭାବନୀୟ ଘଟଣା ଘଟଣା ଘଟିଛି କୋରାପୁଟ ପଟ୍ଟାଙ୍ଗି ଥାନା କୁନ୍ଦୁଲି ହାଟପଦାରେ। ବାପା ଏବଂ ପୁଅର ଆକ୍ରମଣରେ ଟେମା ଗାଁର ଯୁବକଙ୍କ ମୃତ୍ୟୁ…

କୋରାପୁଟରେ ପୁଣି ବ୍ୟାପିଲା ଝାଡ଼ାବାନ୍ତି: ଜଣଙ୍କର ମୃତ୍ୟୁ ଓ ୪ ଆକ୍ରାନ୍ତ

କୋରାପୁଟ: ଗତ କିଛିଦିନର ବ୍ୟବଧାନ ପରେ ପୁଣି କୋରାପୁଟ ଜିଲ୍ଲାରେ ଆତଙ୍କ ଖେଳାଇଲାଣି ଝାଡାବାନ୍ତି । ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡା ପଦର ପଞ୍ଚାୟତ ଅଧୀନସ୍ଥ ଦେଓ ଖଡକ ଗାଁରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ଓ ୪ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ସେମାନଙ୍କୁ ଡାକ୍ତରଖାନାରେ…

କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ମୁଖ୍ୟ ମୁଖପାତ୍ର ଭାବେ ବିନୋଦ ମହାପାତ୍ର ନିଯୁକ୍ତ

ଭୁବନେଶ୍ୱର: କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ଗଣମାଧ୍ୟମ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ, ରୂପକ ତୁରୁକଙ୍କ ସ୍ଥାନରେ ବିନୋଦ ମହାପାତ୍ରଙ୍କୁ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ମୁଖ୍ୟ ମୁଖପାତ୍ର ଭାବରେ ନିଯୁକ୍ତି…

ରେଲୱେ ଟ୍ରାକକୁ ଖସିଲା ପଥର, ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ଜୟପୁର: ପାହାଡ଼ ଉପରୁ ଖସିଲା ବଡ଼ ବଡ ପଥର ଖଣ୍ଡ । ପଥର ଖଣ୍ଡ ଖସିବାରୁ ଅଟକିଲା ଯାତ୍ରୀବାହୀ ଟ୍ରେନ୍‌। ଟ୍ରେନ ଚଳାଚଳ ବାଧାପ୍ରାପ୍ତ । କୋରାପୁଟ ଜୟପୁର ରେଳ ପଥର ଜରଟି ଓ ମାନବର ମଧ୍ୟରେ ରେଳ ଧାରଣା ଉପରେ ମାଟି ଅତଡ଼ା ଓ ପଥର ଖସି ରେଳ ଚଳା ଚଳ ବନ୍ଦ ରହିଛି। ଏନେଇ ଆଜି ୮ ଟି ଟ୍ରେନକୁ ବାତିଲ…

ପ୍ରାକୃତିକ ସୌନ୍ଦର୍ଯ୍ୟର ପେଣ୍ଠସ୍ଥଳୀ କୋରାପୁଟ, ଯେଉଁଠାରେ ଗୁପ୍ତେଶ୍ଵର ଶିବଲିଙ୍ଗ ସ୍ଥାପନ କରିଥିଲେ ସ୍ଵୟଂ ଶ୍ରୀରାମ

କୋରାପୁଟ: ପ୍ରାକୃତିକ ସୌନ୍ଦର୍ଯ୍ୟର ପେଣ୍ଠସ୍ଥଳୀ କୋରାପୁଟ ଜିଲ୍ଲା । ଆଉ ସେଠାରେ ଥିବା ଗୁପ୍ତେଶ୍ୱର ପାହାଡ଼ରେ ରହିଛି ଗୁପ୍ତେଶ୍ୱର ଗୁମ୍ଫା । ଗୁମ୍ଫାର ଅନ୍ଧକାର ଭିତରେ ଅବସ୍ଥାନ କରୁଛନ୍ତି ଦେବାଧିଦେବ ମହାଦେବ । ପାହାଡ଼ର ଶୀର୍ଷ ଦେଶର ଏକ ଗୁମ୍ଫା ମଧ୍ୟରେ ରହିଥିବା ବାବା ଗୁପ୍ତେଶ୍ୱରଙ୍କର…