Latest Odisha News

BREAKING NEWS

Browsing Category

ଆଲେଖ

ଶ୍ରୀମନ୍ଦିରରେ ପତିମହାପାତ୍ର ସେବା

ଦେବୀ ପ୍ରସନ୍ନ ନନ୍ଦ ନୀଳକନ୍ଦରରେ ମହାପ୍ରଭୁଙ୍କ ଆବିର୍ଭାବ ବିଷୟରେ ବର୍ଣ୍ଣିତ ନୀଳମାଧବ ରହସ୍ୟ ଅନୁସାରେ ସେହି ଦିବ୍ୟରୂପକୁ ଉଦ୍ଧାର କରି ଆଣିଥିବା ବ୍ରାହ୍ମଣ ସେବକ ବିଦ୍ୟାପତିଙ୍କ ବଂଶଧର ଭାବେ ଶ୍ରୀମନ୍ଦିରରେ ପତିମହାପାତ୍ର ସେବା କାର୍ଯ୍ୟ କରିଥାନ୍ତି । ଦଇତା ସମ୍ପ୍ରଦାୟରେ ଭାଇ ହେଲେ…

ଛାୟାଲିପି : ରୂପକଥାରୁ ଚିତ୍ର ଜଗତ

ଏହି ସମୟ ପର୍ଯ୍ୟନ୍ତ ଯେତିକି ଚଳଚ୍ଚିତ୍ର ପତ୍ରିକା ପ୍ରକାଶିତ ହୋଇଛି ଓ  ଯେଉଁସବୁର ଚର୍ଚ୍ଚା ଏହି ସ୍ତମ୍ଭରେ ହୋଇସାରିଛି, ତାହାର ଭାଷାଗତ ବୈଚିତ୍ରକୁ ଏଥର ସୂଚୀତ କରିଦିଏ । ସହଜ ଭାଷାର ପ୍ରୟୋଗ ଓ ଅଳଙ୍କାରହୀନ ବାକ୍ୟଗଠନର ଯେଉଁ ପ୍ରକ୍ରିୟା ପ୍ରଥମ ଚଳଚ୍ଚିତ୍ର ପତ୍ରିକା ‘ସିନେ…

ଶ୍ରୀମନ୍ଦିରରେ ଦଇତା ସେବା

ଦେବୀ ପ୍ରସନ୍ନ ନନ୍ଦ ଶ୍ରୀମନ୍ଦିରର ବୈଚିତ୍ର‌୍ୟମୟ ସେବା ବ୍ୟବସ୍ଥା ମଧ୍ୟରୁ ଗୋଟିଏ ପ୍ରମୁଖ ସେବା ହେଉଛି ଦଇତାସେବା । କେଉଁ ପ୍ରାଚୀନ କାଳରୁ ଆଦିବାସୀ ସଂପ୍ରଦାୟର ଶବର ଭାବେ କୁହାଯାଇଥିବା ଏହି ସେବକମାନେ ସେବାକାର୍ଯ୍ୟ କରି ଆସୁଛନ୍ତି । ‘ବାମଦେବ ସଂହିତା’ରେ ଏମାନଙ୍କୁ ବିଶ୍ୱାବସୁ…

ଅଭିମାନୀ ଅବଧେଶ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’)  ଗାଁର ଅଧିକାଂଶ ଲୋକଙ୍କ ସହିତ ତାର କୌଣସି ସମ୍ପର୍କ ନାହିଁ । ସେ ନିଜ ଦୁନିଆ ଭିତରେ ନିଜେ ଥାଏ । କେବେ କେମିତି କାଁ ଭାଁ ଇଚ୍ଛା ହେଲେ ଜଣେ ଅଧେ ଲୋକଙ୍କ ସହିତ କଥାହୁଏ ଅବଧେଶ ଆଚାରୀ। ତା ପୂର୍ବପୁରୁଷଙ୍କ କୁଆଡ଼େ ବହୁତ ସୁନା ଥିଲା…

କଳିଙ୍ଗ ମନ୍ଦିର ସ୍ଥାପତ୍ୟ ଓ ନିର୍ମାଣ ଶୈଳୀର ପରିବର୍ତ୍ତନର ପରିଚାୟକ ବୌଦ୍ଧର ଗନ୍ଧରାଡି ବା ଚାରିଶମ୍ଭୁ ମନ୍ଦିର ଯୁଗଳ

କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ଆମ ଐତିହ୍ୟ କଳିଙ୍ଗ ସ୍ଥାପତ୍ୟ ଓ ମନ୍ଦିର ଶୈଳୀର ଅଭ୍ୟୁଦୟ ଷଷ୍ଠ ଶତାବ୍ଦୀରୁ ଆରମ୍ଭ ହୋଇ ପଞ୍ଚଦଶ ଶତାବ୍ଦୀ ଯାଏ ବିଭିନ୍ନ ମନ୍ଦିରର ନିର୍ମାଣରେ ପରିଲକ୍ଷିତ ହୋଇଛି । ସେହିଭଳି ଏକ ପରିବର୍ତ୍ତନ କାଳର ପରିଚାୟକ ହେଉଛି ବୌଦ୍ଧ ସହର ଠାରୁ ପ୍ରାୟ…

ଦେବାଶିଷ ପାଣିଗ୍ରାହୀଙ୍କ ସାହିତ୍ୟ ତାଙ୍କ ଜୀବନକୁ ଅତିକ୍ରାନ୍ତ କରିବ

"ଚାକିରି ସରିଯିବ । ଦିନେ ଆମେ ଅବସର ନେବା । ଶେଷରେ ଦେହତ୍ୟାଗ କରିବା । କିନ୍ତୁ ଆମେ ସୃଷ୍ଟିକରିଥିବା ସାହିତ୍ୟ ରହିଯିବ । Our books will outlive us." ଗଲା କିଛି ବର୍ଷ ହେଲା ଦେବାଶିଷ, ଯାହାଙ୍କୁ ମୁଁ ଗଲା ତିରିଶବର୍ଷ ହେଲା 'ଭାଇନା' ଭାବେ ସମ୍ବୋଧନ କରୁଥିଲି, ପ୍ରତ୍ୟେକ ଦେଖାରେ ଏଇ…

କ୍ରାନ୍ତିର କ୍ରୋଡ଼ପତ୍ରରେ କ୍ରୋମାଇଟ୍‌ 

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…   ଲକ୍ଷ୍ୟ କରନ୍ତୁ , ଏସିଆ ମହାଦେଶରେ କେବଳ ସୁକିନ୍ଦାରେ ହିଁ କ୍ରୋମପଥର ଅଛି । ପୃଥିବୀରେ ଭାରତ ବ୍ୟତୀତ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ, କଜାକ୍‌ସ୍ଥାନରେ କ୍ରୋମ ପଥର ଉପରେ ସମଗ୍ର ବିଶ୍ୱ ନିର୍ଭରଶୀଳ । କ୍ରୋମର ବ୍ୟବହାର ସମ୍ପର୍କରେ…

ଗୋଦରା କୋଡ଼େ ଯେତେ ମାଡ଼େ ସେତେ

ଆମ ଓଡ଼ିଆରେ ଗୋଟେ କଥା ଅଛି ଗୋଦରା କୋଡ଼େ ଯେତେ ମାଡ଼େ ସେତେ । ଅର୍ଥ ସମସ୍ତେ ଜାଣନ୍ତି । ଆଜି ପୁଣି ସେ କଥା କାହିଁକି ?ଆଜିକାଲି ଆମ ସରକାର ଜନସାଧାରଣଙ୍କ ଗମନାଗମନ ଉପରେ ଅଗ୍ରାଧିକାର ଦେଉଛନ୍ତି । ଭଲ କଥା । ଖରାପ କିଏ କହିବ? କାହିଁକି ବା କହିବ? ହଁ ବିରୋଧି ଦଳଙ୍କ କଥା ଅଲଗା । ଅନେକ…

ସିନେମା: ‘ଆସନ୍ତାକାଲି’ର ପ୍ରକାଶନ

ଭାଗ-୭ ପଚାଶ ଦଶକର କଲିକତାରେ ଓଡ଼ିଆଙ୍କ ସଂଖ୍ୟା ଥିଲା ଖୁବ୍ ଅଧିକ । ଅଧକାଂଶ ଓଡ଼ିଆ ଶ୍ରମିକ ଝୋଟ ମିଲ୍‌ରେ କାମ କରୁଥିଲେ, ପ୍ରକାଶନ ଶିଳ୍ପ ସହ ବି ଅଧିକ ସଂପୃକ୍ତ ଥିଲେ । ବ୍ୟବସାୟ କ୍ଷେତ୍ରରେ ବି ସେତେବେଳେ ଓଡ଼ିଆଙ୍କ ପ୍ରାଧାନ୍ୟ ଥିଲା । ଏବେ ହୁଏତ ଆଶ୍ଚର୍ଯ୍ୟ ମନେହୋଇପାରେ ତତ୍କାଳୀନ…

ଚାମ୍ପିଅନ୍

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ସେଦିନ ପିଲାମାନେ ଗାଁ ସ୍କୁଲ ପଡ଼ିଆରେ କ୍ରିକେଟ୍ ଖେଳୁଥିଲେ । ଅଧିକାଂଶଙ୍କ ବୟସ ଏଇ ତେରରୁ ଷୋହଳ ବର୍ଷ ଭିତରେ । ମାନେ ସିଧାଭାଷାରେ କହିଲେ, ନବମ ଶ୍ରେଣୀରୁ ପ୍ଲସ୍ ଟୁ ଭିତରେ ସମସ୍ତେ ପଢୁଛନ୍ତି । ସେମାନଙ୍କଠୁ ବଡ଼ ପିଲା ଆଉ କେହି…