Latest Odisha News

BREAKING NEWS

Browsing Category

ଆଲେଖ

ଦେବଙ୍କ ଗହଣେ ଦେବସ୍ନାନ

ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା । ଶାସ୍ତ୍ରଜ୍ଞଙ୍କ ମତରେ ଏହି ପବିତ୍ର ତିଥି ଉଦୟା ପୂର୍ଣ୍ଣିମା ବା ଉଦୟବ୍ୟାପିନୀ ପୂର୍ଣ୍ଣିମା ଭାବେ ବି ପରିଚିତ । ତେବେ ଲୋକାଚାରରେ ଏବଂ ଧର୍ମାଚାରରେ ଏହି ପାବନ ଦିନଟି ଦେବସ୍ନାନ ପୂର୍ଣ୍ଣିମା ରୂପେ ଅତି ପ୍ରଚଳିତ । ଏହି ତିଥିଟି ଦେବତାମାନଙ୍କ ସ୍ନାନ…

ଆମ ଐତିହ୍ୟ : ଏକାମ୍ର କ୍ଷେତ୍ରର ପ୍ରମୁଖ ପ୍ରାଚୀନ ବିଷ୍ଣୁ ମନ୍ଦିର ‘ଅନନ୍ତ ବାସୁଦେବ’

କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ଆମ ଐତିହ୍ୟ ମନ୍ଦିର ମାଳିନୀ ସହର ଭୁବନେଶ୍ୱରରେ ଏକ ସମୟରେ ୭୦୦ରୁ ଉର୍ଦ୍ଧ୍ବ ପ୍ରାଚୀନ ମନ୍ଦିର ରହିଥିବା ବିଶ୍ୱାସ କରାଯାଉଥିବାବେଳେ ଏବେ ସେଥି ମଧ୍ୟରୁ ପ୍ରାୟ ୩୦୦ ମନ୍ଦିର ଭିନ୍ନ ଭିନ୍ନ ସ୍ଥିତିରେ ରହିଛି । ଚକ୍ରକ୍ଷେତ୍ର ଭାବେ ଅଭିହିତ…

ଗଣ ଆନ୍ଦୋଳନ ଆଜି ବିପଥଗାମୀ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର… ଆମେ ଜାଣନ୍ତି, ଟ୍ରେଡ୍‌ ୟୁନିୟନ ଓ ଗଣତାନ୍ତ୍ରିକ ଆନ୍ଦୋଳନ ଧାରା ଅତି ପୁରୁଣା ଓ ଚିରାଚରିତ । ଶହେ ବର୍ଷ ପୂର୍ବେ ସେତେବେଳର ପୁଞ୍ଜିବାଦର ଉତ୍ପତ୍ତି ଓ କ୍ରମୋନ୍ନତିକୁ ବିରୋଧ କରିବା ପାଇଁ ଶ୍ରମିକ ଆନ୍ଦୋଳନ ଜନ୍ମ ନେଇଥିଲା ।…

୫ ବର୍ଷରୁ କମ୍ ପିଲାମାନେ କାହିଁକି ମାସ୍କ ପିନ୍ଧିବା ଉଚିତ ନୁହେଁ ?

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅଧୀନରେ ଥିବା ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ (DGHS) ନିର୍ଦ୍ଦେଶନାମା ଜାରି କରି କହିଛି ଯେ ପାଞ୍ଚ ବର୍ଷରୁ କମ୍ ବୟସର ପିଲାମାନେ ମାସ୍କ ପିନ୍ଧିବା ଆବଶ୍ୟକ କରନ୍ତି ନାହିଁ ଏବଂ ୬ ରୁ ୧୧ ବର୍ଷ ମଧ୍ୟରେ ପିଲାମାନେ ସେମାନଙ୍କ…

ଆସାମରେ ଦୁଇ ଶିଶୁ ନୀତି ଲାଗୁ

ଦାରିଦ୍ର୍ୟ ତଥା ଦୀର୍ଘସ୍ଥାୟୀ ସାମାଜିକ ସମସ୍ୟାର ମୁକାବିଲା ପାଇଁ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ରାଜ୍ୟର ସଂଖ୍ୟାଲଘୁ ମୁସଲମାନ ସମ୍ପ୍ରଦାୟକୁ ଏକ ଉପଯୁକ୍ତ ପରିବାର ଯୋଜନା ନୀତି ଆପଣାଇବାକୁ ଅନୁରୋଧ କରିବାର କିଛିଦିନ ପରେ ଏବେ ଦୁଇ ଶିଶୁ ନୀତି ଲାଗୁ କରିଛନ୍ତି ।…

ଗାୟକ ଜଗତର ମୁକ୍ତା : ନୃସିଂହ ଚରଣ ହୋତା

ସାମ୍ପ୍ରତିକ ପାଲା ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଜଣେ ସଫଳ ପାଲା ଗାୟକ ହେଉଛନ୍ତି ଗାୟକ ଯୁବ ସମ୍ରାଟ୍ ନୃସିଂହ ଚରଣ ହୋତା । ରାଜ୍ୟରେ ଯେଉଁ କେତେ ଜଣ ଯୁବ ଗାୟକ ବର୍ତ୍ତମାନ ପାଲାରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି, ସବୁ ବର୍ଗର ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ…

ଜଷ୍ଟିସ ଇନ୍ଦିରା ବାନାର୍ଜୀ ବଙ୍ଗଳା ରାଜନୈତିକ ହିଂସା ମାମଲାରୁ ନିଜକୁ ଦୂରେଇଲେ

କୁହାଯାଏ ଯେ ସରକାର ସେମାନଙ୍କ ଦାୟିତ୍ୱରୁ ଦୂରେଇ ଯାଆନ୍ତି, ତାପରେ କୋର୍ଟ ଏହାର ନେତୃତ୍ୱ ନିଅନ୍ତି, କିନ୍ତୁ ଯେତେବେଳେ ବିଚାରପତି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରୁ ନିଜକୁ ଦୂରେଇ ରଖନ୍ତି ସେତେବେଳେ ସମସ୍ୟା ଉପୁଜେ । ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ପରେ ହିଂସା ମାମଲାର ଶୁଣାଣି କରିବାକୁ…

ମୋଦିଙ୍କ ବିରୋଧରେ ବିଦେଶୀ ଧନୀକଙ୍କ ପସନ୍ଦ ପି.ଚିଦାମ୍ବରମ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ମତଦାତାଙ୍କୁ ଆକୃଷ୍ଟ କରିବାକୁ ଏକ ଦୃଢ଼ ବିରୋଧୀ ଚେହେରା ଖୋଜିବା ପାଇଁ ଗତ ସାତବର୍ଷ ଧରି କସରତ ଚାଲିଛି । ଯେଉଁ ରାଜ୍ୟର ନିର୍ବାଚନରେ ବିଜେପି ପରାଜିତ ହେଉଛି, ବିଜେତା ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିଦ୍ୱନ୍ଦ୍ୱୀ ବୋଲି…

ଅପରାଧବୋଧ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ଭାରତୀୟ ସ୍ଥଳସେନାରେ ଦୀର୍ଘଦିନ କାମ କରିବା ପରେ ଆସନ୍ତାକାଲି ସେବାନିବୃତ୍ତ ହେବେ କର୍ଣ୍ଣେଲ ମନ୍ମଥ ମହାନ୍ତି । ନିଜ ବୈଠକଖାନାରେ ବସିଥିବା ବେଳେ ହିଁ ହଠାତ୍ ଅନ୍ୟମନସ୍କ ହୋଇଗଲେ ସେ । ଆଖି ଆଗରେ ନାଚି ଉଠିଲା ପିଲାଦିନରୁ ଆଜି…

ନକଲି ଔଷଧର ଅସଲି ଚେର

ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ଆଗରୁ ସବୁ ନକଲି ହୋଇ ସାରିଥିଲା । ଖାଦ୍ୟ, ବସ୍ତ୍ର, ବାସଗୃହ, ଶିକ୍ଷା । ଯାହା ଆମେ ନିତିଦିନିଆ ଜୀବନରେ ଦେଖୁ, ବ୍ୟବହାର କରୁ । ସେସବୁର ନକଲି ସାମଗ୍ରୀ ପ୍ରସ୍ତୁତ ହୋଇ ବର୍ଷ ବର୍ଷ ଧରି ବିକ୍ରି ହୋଇ ଆସୁଛି । ଗରିବ,…