Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

‘ବନକଲାଗି’ ନୀତି ପାଇଁ ୪ଘଣ୍ଟା ଯାଏଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିରରେ ବୁଧବାର ହେବାକୁ ଥିବା ମହାପ୍ରଭୁଙ୍କ ଗୁପ୍ତନୀତି ପାଇଁ ପାଖାପାଖି ୪ ଘଣ୍ଟା ଧରି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ମିଳିଥିବା ସୂଚନା ଅନୁଯାୟୀ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ଅପରାହ୍ନ ସାଢ଼େ ୪ଟାରୁ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ…

ଜୁଲାଇ ୩୧ ଯାଏଁ ପର୍ଯ୍ୟଟକଙ୍କ ଲାଗି ‘ଭିତରକନିକା ଜାତୀୟ ଉଦ୍ୟାନ’ ବନ୍ଦ

ଭୁବନେଶ୍ୱର : ବଉଳା କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଥିବା ଯୋଗୁଁ କେନ୍ଦ୍ରାପଡା ଜିଲ୍ଳାସ୍ଥିତ ‘ଭିତରକନିକା ଜାତୀୟ ଉଦ୍ୟାନ’ ମେ’ ୧ ତାରିଖ ଠାରୁ ଜୁଲାଇ ୩୧ ତାରିଖ ଯାଏଁ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ । ଏହି ଅବଧି ମଧ୍ୟରେ ଭିତରକନିକାକୁ ଦେଶବିଦେଶର ସମସ୍ତ ପର୍ଯ୍ୟଟକଙ୍କ…

ସାମୁଦ୍ରିକ ଝଡ ‘ଫନି’: ମେ’ ୧ରୁ ଚିଲିକାରେ ଡଙ୍ଗା ଚାଳନା ବନ୍ଦ

ବାଲୁଗାଁ : ସାମୁଦ୍ରିକ ଝଡ଼ ‘ଫନି’କୁ ଦୃଷ୍ଟିରେ ରଖି ଚିଲିକାରେ ମୋଟରବୋଟ୍ ଆସୋସିଏସନ୍ ପକ୍ଷରୁ ଆଗାମୀ ମେ’ ମାସ ୧ ରୁ ପ୍ରାୟ ୫ ଦିନ ଯାଏଁ ଡଙ୍ଗା ଚଳାଚଳକୁ ନିଷିଦ୍ଧ କରିବା ଲାଗି ନିଷ୍ପତ୍ତି ନେଇଛି । ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଯାଇ କାଳିଜାଇ…

ଓଜେଇଇ ୱେବସାଇଟରେ ଆଜିଠୁ ଆଡମିଟ୍ କାର୍ଡ ଉପଲବ୍ଧ

ଭୁବନେଶ୍ୱର : ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଲାଗି ଶୁକ୍ରବାର ଦିନ ଠାରୁ www.ojee.nic.in ୱେବସାଇଟରେ ଆଡମିଟ୍ କାର୍ଡ ଉପଲବ୍ଧ ହୋଇଛି । ଆଜି ସନ୍ଧ୍ୟା ୫ଟାରୁ ଛାତ୍ରଛାତ୍ରୀମାନେ ଓଜେଇଇ ଅଫିସିଆଲ୍ ୱେବସାଇଟରୁ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ ବୋଲି ଓଜେଇଇ ବୋର୍ଡ ପକ୍ଷରୁ…

ନୀଳଚକ୍ର ବାନା କାଢିବା ପ୍ରସଙ୍ଗ: ୩ ଜେଟିପି କର୍ମଚାରୀଙ୍କୁ ନୋଟିସ୍ ଜାରି

ପୁରୀ : ପୁରୀ ଜଗନ୍ନାଥ ମନ୍ଦିର ଉପରୁ ଜଣେ ମାନସିକ ବିକୃତ ନାବାଳକ ମନ୍ଦିରର ବାନା କାଢିବା ଘଟଣାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଶସନ ଶୁକ୍ରବାର ଦିନ ଜଗନ୍ନାଥ ମନ୍ଦିର ପୋଲିସ (ଜେଟିପି)ର ୩ ପୋଲିସ ଅଧିକାରୀଙ୍କୁ ନୋଟିସ୍ ଜାରି କରିଛି । ସେମାନଙ୍କୁ ପ୍ରାୟ ୨ ସପ୍ତାହ ମଧ୍ୟରେ ଜବାବ ରଖିବା…

ପୁରୀରେ ମିଥୁନ ଚକ୍ରବର୍ତ୍ତୀ, ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କଲେ

ପୁରୀ: ଭେଟେରାନ୍ ବଲିଉଡ଼ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ପୁରୀରେ ପହଞ୍ଚି ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା ଗ୍ରହଣ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ, ଅନେକ ଦିନ ପୂର୍ବରୁ ମିଥୁନ ପୁରୀ ଆସି ଶ୍ରୀଜୀଉମାନଙ୍କୁ ଦର୍ଶନ କରିବେ ବୋଲି ମନସ୍ଥ କରିଥିଲେ । ପୁରୀରେ ଗୁରୁବାର ଦିନ ତାଙ୍କ…

ମେ’ ୧ରୁ ବନ୍ଦ ରହିବ ‘ଭିତରକନିକା ଜାତୀୟ ଉଦ୍ୟାନ’

ଭୁବନେଶ୍ୱର : ବଉଳା କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଥିବା ଯୋଗୁଁ କେନ୍ଦ୍ରାପଡା ଜିଲ୍ଳା ଭିତରକନିକା ଜାତୀୟ ଉଦ୍ୟାନ ମେ’ ୧ ତାରିଖ ଠାରୁ ଜୁଲାଇ ୩୧ ତାରିଖ ଯାଏଁ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ । ଏସମ୍ପର୍କରେ ରାଜନଗର ବନପ୍ରାଣୀ ଡିଭିଜନର ଡିଏଫଓ ବିମଳ ପ୍ରସନ୍ନ ଆଚାର୍ଯ୍ୟ…

‘ଗୁଡ୍ ଫ୍ରାଇଡେ୍’ ଅବସରରେ ମୋଦୀ ଓ ନବୀନଙ୍କ ଶୁଭେଚ୍ଛା

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ‘ଗୁଡ୍ ଫ୍ରାଇଡେ୍’ ତଥା ‘ଶୁଭ ଶୁକ୍ରବାର’ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।…

ଫ୍ୟାଶନରେ ଷ୍ଟାଇଲିସ୍ ୱାଚ୍…

ଭୁବନେଶ୍ୱର : ସଫଳତା ପାଇବାକୁ ହେଲେ ସମୟ ଉପଯୋଗୀ ରହିବା ନିହାତି ଆବଶ୍ୟକ । ଏଥିପାଇଁ ଆଧୁନିକ ଟେକ୍ନୋଲୋଜି ତଥା ମୋବାଇଲ୍ ଯୁଗରେ ମଧ୍ୟ ଲୋକମାନେ ହାତ ଘଣ୍ଟାକୁ ଭୁଲି ନାହାନ୍ତି। ଖାସ୍ କରି ଯୁବପିଢି ମଧ୍ୟରେ ନୂଆ ବ୍ରାଣ୍ଡ୍ ଓ ନୂଆ ଡିଜାଇନର ହାତ ଘଣ୍ଟା ର କ୍ରେଜ୍ ସବୁବେଳେ…

ମାଉସୀ ମା’ ମନ୍ଦିର ପହଞ୍ଚି ପାରିଲାନି ରୁକୁଣା ରଥ, ଆଜି ମଧ୍ୟ ଟାଣୁଛନ୍ତି ଶ୍ରଦ୍ଧାଳୁ

ଭୁବନେଶ୍ୱର : ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଅଶୋକାଷ୍ଟମୀ ଅବସରରେ ରବିବାର ଦିନ ରୁକୁଣା ରଥଯାତ୍ରା ଆରମ୍ଭ ହୋଇଥିଲେ ମଧ୍ୟ ଆଜି ୨ୟ ଦିନରେ ମାଉସୀ ମା’ ମନ୍ଦିରରେ ରଥ ପହଞ୍ଚିପାରିନାହିଁ । ମିଳିଥିବା ସୂଚନାନୁଯାୟୀ ଭକ୍ତ ରଥକୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ପାରୁପର୍ଯ୍ୟନ୍ତ ଚେଷ୍ଟା…