Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ନିତିନ ଓ ପ୍ରତାପଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର : ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ମଙ୍ଗଳବାର ଦିନ ନୂଆଦିଲ୍ଲୀଠାରେ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀଯୁକ୍ତ ଗଡକରୀଙ୍କ ସହ ଏମଏସଏମଇ ରାଷ୍ଟ୍ରମନ୍ତ୍ରୀ ଭାବେ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମଧ୍ୟ ମନ୍ତ୍ରଣାଳୟର ଦାୟିତ୍ୱ…

ପବିତ୍ର ‘ସାବିତ୍ରୀ ଅମାବାସ୍ୟା’ରେ ଚଳଚଞ୍ଚଳ ଦେବାଳୟ

ଭୁବନେଶ୍ୱର : ପବିତ୍ର ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ଚଳଚଞ୍ଚଳ ହୋଇଉଠିଛି ସାରା ରାଜ୍ୟ । ହିନ୍ଦୁଧର୍ମର ପର୍ବପର୍ବାଣୀ ମଧ୍ୟରୁ ଏହା ଅନ୍ୟତମ । ଓଡିଆ ମାସ ଜ୍ୟେଷ୍ଠ ମାସରେ ପଡୁଥିବା ଅମାବାସ୍ୟାକୁ ସାବିତ୍ରୀ ଅମାବାସ୍ୟା ମଧ୍ୟ କୁହାଯାଏ । ଯାହାକୁ ଆମ ରାଜ୍ୟରେ ସାବିତ୍ରୀ ବ୍ରତ ଭାବେ…

ନିର୍ଭୀକ ପାଲା ଗାୟନାଚାର୍ଯ୍ୟ: ଗାୟକ ରତ୍ନ ନରୋତ୍ତମ ମହାପାତ୍ର

ଭୁବନେଶ୍ୱର: ସଂଭ୍ରାନ୍ତ ପରିବାରରେ ଜନ୍ମ, ଉଚ୍ଚ ଶିକ୍ଷିତ, ଚାହିଁଥିଲେ ବଡ ଚାକିରି କରିପାରିଥାନ୍ତେ, ହେଲେ ସେ ବାଛିନେଲେ କଳାକାରର ଜୀବନ । ସାହିତ୍ୟ ସାଧନାର ରାସ୍ତା ବାଛିନେଲେ । ଜଣେ ନିର୍ଭୀକ ପାଲା ଗାୟକ ଭାବେ ସାରା ଓଡିଶାରେ ପରିଚିତ ସେହି ବିରଳ ପ୍ରତିଭାର ଅଧିକାରୀ ହେଉଛନ୍ତି ଗାୟକ…

ଜୁନ୍ ୧୬ରୁ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ

ଭୁବନେଶ୍ୱର : ମୟୂରଭଞ୍ଜ ଜିଲ୍ଲାସ୍ଥିତ ଶିମିଳିପାଳ ଜାତୀୟ ଅଭୟାରଣ୍ୟ ଚଳିତ ବର୍ଷ ଜୁନ୍ ୧୬ ତାରିଖରୁ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ । ଏନେଇ ବନବିଭାଗ ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇଛି । ବର୍ଷା ଋତୁକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଚଳିତ ଥର ପିଠାବଟା ରେଞ୍ଜ ଅନ୍ତର୍ଗତ ଲୁଲୁଙ୍ଗ ଓ…

ଜୀବନ୍ତ ହେଇଯାଉଛି ୩ହଜାର ୮ଶହ ବର୍ଷ ତଳର ମୂର୍ତ୍ତି !

ଅଦେଖା ହାତର ଖେଳ ଜୀବନ୍ତ ହେଇଯାଉଛି ୩ହଜାର ୮ଶହ ବର୍ଷ ତଳର ମୂର୍ତ୍ତି ! ସମରେନ୍ଦ୍ର ବଳିଆରସିଂହ ଛାଇଆଲୁଅର ଲୁଚକାଳି ଖେଳ ଭିତରେ କେଉଁ ଏକ ଅଦେଖାହାତର ଖେଳ । ଜୀବନ୍ତ ହେଇଯାଉଛି ୩ହଜାର ୮ଶହ ବର୍ଷ ତଳର ମୂର୍ତ୍ତି । ବିଶ୍ୱାସ ହେଉନାହିଁ, କିନ୍ତୁ ଏହା ସତ । ତେବେ କେମିତି ଏହା ସଂଭବ ?…

ସୁଖ ଓ ଶାନ୍ତିର ସରଳ ଉପାୟ…

ଜୀବଜଗତରେ ଶ୍ରେଷ୍ଠ ଜୀବ ମନୁଷ୍ୟହିଁ ଏକମାତ୍ର ପ୍ରାଣୀ ଯାହାର ମନ, ଚିନ୍ତା, ଭାବନା ଓ ବିବେକ ରହିଛି, କିନ୍ତୁ ଆଧୁନିକ ସମାଜରେ ମଣିଷ ମନକୁ ହିଁ ନେଇ ବିଭିନ୍ନ ସମସ୍ୟ।।ର ସମ୍ମୁଖୀନ ହେଉଛି । ଏକ ଅସନ୍ତୁଳିତ ମନହିଁ ଅନେକ ବ୍ୟାଧିର ମୂଳ କାରଣ ଅଟେ । ନିଜର ଆଭ୍ୟନ୍ତରୀଣ ମନକୁ ଆମେ…

ପୁରୀରେ ବାତ୍ୟା ଭାଙ୍ଗିଦେଲା ମାଟି କୁଡ଼ୁଆ, ଚକ ଓ କୁମ୍ଭାରଙ୍କ ମେରୁଦଣ୍ଡ…

ପୁରୀ: ପ୍ରଳୟଙ୍କରୀ ବାତ୍ୟା ପରେ ଏବେ ପୁରୀରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ରଥଯାତ୍ରା ସମୟରେ ଭକ୍ତମାନେ ମହାପ୍ରସାଦ କିପରି ଘରକୁ ନେଇକି ଯିବେ? କେବଳ ପୁରୀର ପାରମ୍ପରିକ କୁମ୍ଭାର ନୁହେଁ ବରଂ ଏହି ପ୍ରଶ୍ନଟି ପ୍ରଶାସନ ଏବଂ ଭକ୍ତଙ୍କ ମନରେ ଭାଳେଣୀ ସୃଷ୍ଟି କରିଛି ।…

ଆଜିଠୁ ପର୍ଯ୍ୟଟକଙ୍କ ଲାଗି ଖୋଲିଲା କୋଣାର୍କ ‘ସୂର୍ଯ୍ୟ ମନ୍ଦିର’

କୋଣାର୍କ : ପ୍ରଳୟଙ୍କରୀ ବାତ୍ୟା ଫନି ପ୍ରଭାବରେ ବନ୍ଦ ଥିବା ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଆଜି ପୁଣି ଥରେ ପର୍ଯ୍ୟଟକଙ୍କ ଦର୍ଶନ ନିମନ୍ତେ ଖୋଲିଛି । ମନ୍ଦିର ଖୋଲାଯିବା ପରେ ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବାକୁ ଆସିଥିବାନେଇ ସୂଚନା…

ଆଉ ୩ ଦିନ ପରେ ପର୍ଯ୍ୟଟକଙ୍କ ଲାଗି ଖୋଲିବ କୋଣାର୍କ ସୂର୍ଯ୍ୟ ମନ୍ଦିର

କୋଣାର୍କ: ପ୍ରଳୟଙ୍କରୀ ବାତ୍ୟା ପନି ପ୍ରଭାବରେ ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଯୋଗୁଁ ଗତ ୩ ତାରିଖଠାରୁ ଏହା ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିଛି । ତେବେ ଆଉ ୨ ରୁ ୩ ଦିନ ପରେ ଏହା ପରିଦର୍ଶକଙ୍କ ଲାଗି ଖୋଲିବ ବୋଲି ଶୁକ୍ରବାର ଦିନ…

ଶ୍ରୀମନ୍ଦିରରେ ପୁଣି ଉଡିଲା ପତିତପାବନ ବାନା

ପୁରୀ : ବାତ୍ୟା ‘ଫନି’ ପ୍ରଭାବରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନୀଳଚକ୍ରରୁ ବାନା ଉଡିଯାଇଥିଲା ବେଳେ ଗୁରୁବାର ଦିନ ସେବାୟତମାନଙ୍କ ପକ୍ଷରୁ ମନ୍ଦିରରେ ୧୪ ଫୁଟ୍ ଲମ୍ବ ବିଶିଷ୍ଟ ବାନା ଲଗାଯାଇଛି । ମେ’ ୧ ତାରିଖ ଦିନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପତିତପାବନ ବାନା ବଦଳା ଯାଇ ୫ ଫୁଟ୍…