Latest Odisha News

BREAKING NEWS

Browsing Category

ରହସ୍ୟ

ରହସ୍ୟମୟ ଜଙ୍ଗଲରେ ଚାନ୍ଦି ମହଲ

ଭୁବନେଶ୍ୱର: ଆମ ଚାରିପଟେ ଅନେକ ରହସ୍ୟ ରହିଛି । ବହୁ ରହସ୍ୟ ଆମ ଆଖି ଆଗରେ ରହିଥିଲେ ବି ତାହା ଭେଦ କରିବା ସମମ୍ଭ ହୋଇପାରିନି । ସେମିତି ବିଶ୍ୱର ସବୁଠୁ ରହସ୍ୟମୟ ଜଙ୍ଗଲ ହେଉଛି ଆମାଜନ୍ ଜଙ୍ଗଲ । ଯେଉଁଠି ଘଂଚ ଅରଣ୍ୟ ଭିତରେ ରହିଛି ମାଳ ମାଳ ରହସ୍ୟ ଆଉ ପ୍ରତିଦିନ ଘଟୁଛି ଅଦଭୁତ ଘଟଣା ମାନ ।…

ଇଣ୍ଡୋନେସିଆ ସମୂଦ୍ରକୂଳର ନିର୍ମିତ ଏହି ମନ୍ଦିରକୁ ସୁରକ୍ଷା ଦିଅନ୍ତି ବିଷଧର ସର୍ପ

ଜାକାର୍ତା: ଭାରତୀୟ ମନ୍ଦିରର ରହସ୍ୟ ସାରା ବିଶ୍ୱକୁ ଚକିତ କରିଥାଏ । ତେବେ ଇଣ୍ଡୋନେସିଆର ସମୂଦ୍ର କୂଳରେ ନିର୍ମିତ ଏକ ମନ୍ଦିରକୁ ବିଷଧର ସର୍ପମାନେ ସୁରକ୍ଷା ଦେଉଛନ୍ତି ଶୁଣିଲେ ନିଶ୍ଚିତ ଭାବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିବ । ସ୍ଥାନୀୟ ଭାଷାରେ ଏହା ତନାହ ଲୋକ ମନ୍ଦିର ଭାବେ ପରିଚିତ ।…

ସାତ ରଙ୍ଗର ପାହାଡ଼ ଉଲୁରୁ

ଭୁବନେଶ୍ୱର: ଆମ ଚାରିପଟେ ଥିବା ରହସ୍ୟ ଗୁଡିକ ଉପରେ ଅଳ୍ପ ବହୁତ ଜାଣିଲେ । ହେଲେ ଏବେ ଦେଖିବା କିଛି ବିଚିତ୍ର ପାହାଡକୁ ନେଇ ଖବର । ଏ କୌଣସି ସାଧାରଣ ପାହାଡ ନୁହେଁ । ତୁୂହାକୁ ତୁହା ରଙ୍ଗ ବଦଳାଉଥିବା ପାହାଡ । ଏହାକୁ ଉଲୁରୁ ପାହାଡ ବୋଲି କୁହନ୍ତି ଜୀବ ଜନ୍ତୁ ରଙ୍ଗ ବଦଳାଉଥିବା ଆମେ…

ଆସନ୍ତୁ ଜାଣିବା ଶୈତାନ ବାଇବେଲ ସମ୍ପର୍କରେ..

ନୂଆଦିଲ୍ଲୀ: ଖ୍ରୀଷ୍ଟଧର୍ମର ପବିତ୍ର ଗ୍ରନ୍ଥ ହେଉଛି ବାଇବେଲ । ଏହା ବିଷୟରେ ଆପଣମାନେ ନିଶ୍ଚିତ ଭାବେ ଜାଣିଥିବେ । ମାତ୍ର ଡେଭିଲ୍ସ ବାଇବେଲ (ଶୈତାନର ବାଇବେଲ) ବିଷୟରେ ଆସନ୍ତୁ ଜାଣିବା । ଡେଭିଲ୍ସ ବାଇବେଲର ପ୍ରଚ୍ଛଦ ପୃଷ୍ଠାରେ ଏକ ଦୁଷ୍ଟ ଆତ୍ମାର ଚିତ୍ର ରହିଛି । ଏହା ଭିତରେ ବିଭିନ୍ନ…

ପାଣି ଛୁଇଁଲେ ପଥର!

ବିଜ୍ଞାନ ଯୁଗରେ ନୁଆ ନୂଆ ଆବିଷ୍କାର ଆମକୁ ବିସ୍ମୟ କରିଆସୁଛି । ବୈଜ୍ଞାନିକଙ୍କ ପାଖରେ ସବୁ ସମ୍ଭବକୁ ଅସମ୍ଭବ କରିବାର ରହିଛି କ୍ଷମତା । ହେଲେ ପ୍ରକୃତି ଭିିତରେ ଏମିତି କିଛି ଘଟଣା ଘଟୁଛି ଯାହାକି ଭେଦ କରିବାକୁ ବୈଜ୍ଞାନିକ ବି ସଫଳ ହୋଇନାହାନ୍ତି । ଆମ ଚାରିପଟେ ଏମିତି ବହୁ ରହସ୍ୟ ରହିଛି ।…

ବିଦେଶ ଯିବା ପାଇଁ ଏହି ଗୁରୁଦ୍ୱାରରେ ଖେଳଣା ବିମାନ ପୂଜା କରାଯାଏ

ଜଳନ୍ଧର: ପଂଜାବରେ ଏକ ନିଆରା ଗୁରୁଦ୍ୱାର ରହିଛି । ଏହାର ନାମ ଶହୀଦ ବାବା ନିହାଲ ସିଂ ଗୁରଦ୍ୱାର । ଏଠାରେ ଭକ୍ତଙ୍କ ମାନସିକତା ପୂରଣ କରିବା ପାଇଁ ଯେଉଁ ପଦ୍ଧତି ଅବଲମ୍ବନ କରାଯାଇଥାଏ ତାହା ଶୁଣିଲେ ଆପଣମାନେ ନିଶ୍ଚିତ ଭାବେ ଚକିତ ହୋଇଯିବେ । ବିଦେଶ ଯିବା ପଂଜାବୀ ଯୁବପିଢ଼ୀର ଏକ ସ୍ୱପ୍ନ…

କାନପୁରର ଜଗନ୍ନାଥ ମନ୍ଦିରରୁ ବର୍ଷା କେତେ ହେବ ଆଗୁଆ ଜଣା ପଡିଥାଏ !

କାନପୁର: କାନପୁରର ବେହଟା ଗ୍ରାମରେ ମହାପ୍ରଭୁ ଜଗନ୍ନାଥଙ୍କ ଏକ ମନ୍ଦିର ରହିଛି । ଭଗବାନ ବଳଭଦ୍ର ଏବଂ ମାଆ ସୁଭଦ୍ରା ମଧ୍ୟ ଏଠାରେ ପୂଜା ପାଇଥାନ୍ତି । ଏହି ମନ୍ଦିରରେ ପ୍ରତ୍ୟେକ ବର୍ଷ କେତେ ବର୍ଷା ହେବ ତାହା ଆଗୁଆ ଜଣା ପଡିଥାଏ । ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଅନୁସାରେ ୫ ହଜାର ବର୍ଷ ତଳର ଏହି…

ମେହନ୍ଦୀପୁରର ବାଲାଜୀ ମନ୍ଦିର: ଦୁର୍ବଳ ହୃଦୟଙ୍କ ପାଇଁ ଏଠାକୁ ଆସିବା ମନା

ଜୟପୁର: ରାଜସ୍ଥାନର ମେହେନ୍ଦୀପୁର ବାଲାଜୀ ମନ୍ଦିର ଏକ ବଡ ତନ୍ତ୍ର ପୀଠ କହିଲେ ଭୁଲ ହେବ ନାହିଁ । ଭୂତ, ପ୍ରେତଙ୍କ କବଳରୁ ନିଜକୁ ଛଡାଇବା ପାଇଁ ଦେଶର କୋଣ ଓ ଅନୁକୋଣରୁ ଲୋକମାନେ ଏଠାକୁୁ ଆସିଥାନ୍ତ । ପ୍ରାୟ ସମୟରେ ମନ୍ଦିରର ପରିବେଶ ଏତେ ଭୟଙ୍କର ହୋଇଥାଏ ଯେ ଦୁର୍ବଳ ହୃଦୟ ଥିବା…

ସନ୍ଧ୍ୟା ପରେ ଏହି ଦୁର୍ଗକୁ ଯିବା ମନା

ଅଲବର: ରାଜସ୍ଥାନର ଅଲୱରରେ ରହିଛି ରହସ୍ୟରେ ଭରପୂର ଭାନଗଡ ଦୁର୍ଗ । ଭୂତ, ପ୍ରେତ ଏବଂ ଆତ୍ମାକୁ ନେଇ ଭିନ୍ନ ଭିନ୍ନ କାହାଣୀ ଏଠାରେ ଶୁଣିବାକୁ ମିଳିଥାଏ । ସୁନ୍ଦର ବାସ୍ତୁକଳାରେ ନିର୍ମିତ ଏହି ଦୁର୍ଗରେ େ ସମୟରେ ମନ୍ଦିରଠାରୁ ଆରମ୍ଭ କରି ଉଦ୍ୟାନ ପର୍ଯନ୍ତ ଥିଲା । ଏହା ଭାଙ୍ଗି ଯାଇଥିଲେ…

ରାଣୀ ପଦ୍ମାବତୀଙ୍କ ଜୋହର କୁଣ୍ଡ !

ଚିତ୍ତୋରଗଡର ରାଣୀ ପଦ୍ମାବତୀଙ୍କ ଜୋହର କୁଣ୍ଡ । ଯେଉଁଠି ରହିଛି ଅନେକ ଲୋମଟାଙ୍କୁରା ରହସ୍ୟ । ହେଲେ କଣ୍ ସେ ରହସ୍ୟ ତାହା ଆଜି ଯାଏ କେହି ବି ଜାଣିପାରିନାହିଁ । ବହୁ ଲୋକ ସେ ସ୍ଥାନକୁ ଯିବାର ପ୍ରୟାସ କରିଥିଲେ ବି ସଫଳ ହୋଇନାହାନ୍ତି । ତେବେ ଜୋହର କୁଣ୍ଡ ନେଇ ଦେଖିବା ଏହି ରିପୋର୍ଟ ।