Latest Odisha News

BREAKING NEWS

Browsing Category

ବାଣିଜ୍ୟ

ପେଟିଏମ ଉପରେ RBI ଛାଟ ପରେ ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ପେଟିଏମ ଫାଉଣ୍ଡର

ନୂଆଦିଲ୍ଲୀ: ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ ଆରବିଆଇର ଛାଟ ପରେ ପେଟିଏମ୍ ସିଇଓ ତଥା ଫାଉଣ୍ଡର ବିଜୟ ଶେଖର ଶର୍ମା ମଙ୍ଗଳବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି। ଏହାପୂର୍ବରୁ ଶ୍ରୀ ଶର୍ମା ଏହି ସଂକଟକୁ ନେଇ ଆରବିଆଇ ଅଧିକାରୀଙ୍କୁ ମଧ୍ୟ ଭେଟିସାରିଛନ୍ତି।…

ଆକାଉଣ୍ଟ ବନ୍ଦ ହେବା ପୂର୍ବରୁ PayTm ୱାଲେଟରୁ ଏଭଳି ବ୍ୟାଙ୍କ ଖାତାକୁ ପଠାନ୍ତୁ ଜମା ରାଶି

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପେଟିଏମ୍ ପେମେଣ୍ଟ ବ୍ୟାଙ୍କ (ପିପିବିଏଲ) ଉପରେ ପ୍ରତିବନ୍ଧକ ଲଗାଇଛି। ଆରବିଆଇର ଏହି କାର୍ଯ୍ୟାନୁଷ୍ଠାନ ପରେ ପେଟିଏମ୍ ବ୍ୟବହାରକାରୀମାନେ ଦ୍ୱନ୍ଦ୍ୱରେ ଅଛନ୍ତି। ଉପଭୋକ୍ତାମାନଙ୍କ ମନରେ ସବୁଠାରୁ ବଡ ପ୍ରଶ୍ନ ହେଉଛି ପେଟିଏମ୍ ୱାଲେଟରେ…

ଋଷକୁ ବଡ଼ ଝଟକା, ଅଶୋଧିତ ତୈଳ ଆମଦାନୀ କମାଇଲା ଭାରତ

ନୂଆଦିଲ୍ଲୀ: ଋଷରୁ ସର୍ବାଧିକ ଅଶୋଧିତ ତୈଳ କିଣୁଥିବା ନେଇ ଏକ ରିପୋର୍ଟ ଗତମାସରେ ପ୍ରକାଶ ପାଇଥିଲା। 2023 ମସିହାରେ ଭାରତ ରୁଷରୁ ପ୍ରତିଦିନ ୧୬.୬ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିବ। ଏକ ବର୍ଷ ପୂର୍ବେ ୨୦୨୨ରେ, ଏହି ସଂଖ୍ୟା ଦିନକୁ ମାତ୍ର ୬.୫୧ ଲକ୍ଷ ବ୍ୟାରେଲ ରହିଥିଲା। ଏହାର ଅର୍ଥ…

PNBରେ ବାହାରିଲା ବମ୍ପର ନିଯୁକ୍ତି, ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB)ରେ ବାହାରିଲା ବମ୍ପର ନିଯୁକ୍ତି। ସ୍ପେଶାଲିଷ୍ଟ ଅଫିସର ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି ବ୍ୟାଙ୍କ। ଏଥିପାଇଁ ପଞ୍ଜୀକରଣ ପ୍ରକ୍ରିୟା ୭ ଫେବୃଆରୀ ୨୦୨୪ରୁ ଆରମ୍ଭ ହେବ। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ pnbindia.in ର ଅଫିସିଆଲ୍…

୧୫୦ ଥର ଖାରଜ ହେବା ପରେ ୬୪୦୦୦ କୋଟି ଟଙ୍କାର କମ୍ପାନୀ ଛିଡ଼ା କଲେ ଏହି ଯୁବକ, ଜାଣନ୍ତୁ ତାଙ୍କର ସଫଳତାର ଯାତ୍ରା

ନୂଆଦିଲ୍ଲୀ: ସଂଘର୍ଷରେ ରହିଛି ସଫଳତାର ରହସ୍ୟ। ଏହା କହିବା ଅତ୍ୟନ୍ତ ସହଜ, କିନ୍ତୁ ଏହାକୁ ପ୍ରମାଣ କରିବାକୁ ତମାମ ଜୀବନ ଲାଗିଯାଇଥାଏ। ହର୍ଷ ଜୈନଙ୍କ ସହ ସମାନ ଘଟଣା ଘଟିଥିଲା। ସେ ଏକ ଧାରଣା ଉପରେ ଆଧାର କରି ବ୍ୟବସାୟ ଆରମ୍ଭ କରିବାକୁ ଚିନ୍ତା କରିଥିଲେ, କିନ୍ତୁ ଏହାକୁ ଆରମ୍ଭ କରିବା ପାଇଁ…

୧୦୦ ଟଙ୍କା ଆୟ ପାଇଁ କେତେ ଟଙ୍କା ଖର୍ଚ୍ଚ କରେ ରେଳ ବିଭାଗ, ଜାଣନ୍ତୁ ପୂରା ହିସାବ

ନୂଆଦିଲ୍ଲୀ: ଭାରତୀୟ ରେଳ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ। ପ୍ରତିଦିନ ଭାରତରେ ଟ୍ରେନ୍ ଯୋଗେ ଲକ୍ଷ ଲକ୍ଷ ଲୋକ ଯାତ୍ରା କରୁଛନ୍ତି। ଆମ ଦେଶରେ ପ୍ରତ୍ୟେକ ସବୁ ଟ୍ରେନରେ ଯାତ୍ରୀଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ରହିଛି। ଏଭଳି ସ୍ଥିତିକୁ ଦେଖି ରେଳ ବିଭାଗ ଅଧିକ ଲାଭ କମାଉଥାଇପାରେ…

ଏହି ସ୍କିମରେ କରନ୍ତୁ ନିବେଶ, ମିଳିବ ବଡ ଫାଇଦା

ନୂଆଦିଲ୍ଲୀ: ଆଜିକାଲି ଯୁବଗୋଷ୍ଠୀଙ୍କ ପାଇଁ ସଞ୍ଚୟ କରିବା ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି। ଆୟ ଠାରୁ ଅଧିକ ମାତ୍ରାରେ ଖର୍ଚ୍ଚ ହେଉଥିବା କାରଣରୁ ସଞ୍ଚୟ ଶୂନ ହୋଇଯାଇଥାଏ। ଯଦିଓ ଆଜିଠାରୁ ସଠିକ ଢଙ୍ଗରେ ଯୋଜନା କରାଯାଏ ତେବେ ଭବିଷ୍ୟତ ପାଇଁ ଆପଣ ସଞ୍ଚୟ କରିପାରିବେ। ଆପଣଙ୍କୁ ବର୍ତ୍ତମାନ…

ରଦ୍ଦ ହୋଇପାରେ ପେଟିଏମର ଲାଇସେନ୍ସ, RBI ଦେଲା ଏହି ବଡ଼ କାରଣ

ନୂଆଦିଲ୍ଲୀ: ଅନଲାଇନ୍ ପେମେଣ୍ଟ ଆପ୍ ପେଟିଏମ୍ ର ସମସ୍ୟା ଦିନ କୁ ଦିନ ବଢିବାରେ ଲାଗିଛି। ୨ ଦିନ ପୂର୍ବରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ କ୍ରେଡିଟ୍ କାରବାର ଏବଂ କୌଣସି ପ୍ରକାର ଜମା ନେବାକୁ ବାରଣ କରିଛି। ଏଥି ସହିତ, ଜମାକାରୀଙ୍କ ଅର୍ଥକୁ…

ସେୟାର ବଜାରରେ ପେଟିଏମ ଚିନ୍ତା 

ନୂଆଦିଲ୍ଲୀ :ଏବେ ସେୟାର ବଜାରରେ ଅନଲାଇନ୍ ପେମେଣ୍ଟ ସେବା ପ୍ରଦାନ କରୁଥିବା କମ୍ପାନୀ ପେଟିଏମକୁ ନେଇ ଚିନ୍ତା କରୁଛନ୍ତି ନିବେଶକ। ଲଗାତାର ପେଟିଏମର ସଙ୍କଟ ବଢ଼ି ବଢ଼ି ଯାଉଛି। ଗୁରୁବାର ଦିନ କମ୍ପାନୀର ସେୟାରରେ ୨୦% ହ୍ରାସ ପାଇଥିଲା। କମ୍ପାନୀର ବ୍ୟାଙ୍କିଙ୍ଗ ସେବା ଉପରେ ଆରବିଆଇର କଟକଣା…

ଅନ୍ତରୀଣ ବଜେଟରେ ଓଡ଼ିଶାର ରେଳବାଇକୁ ମିଳିଲା ୧୦ ହଜାର ୫୩୬ କୋଟି ଟଙ୍କା, ପାଇପ୍ ଲାଇନରେ ରହିଛି ଅଧିକ ପ୍ରକଳ୍ପ

ଭୁବନେଶ୍ବର : କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷପାଇଁ ଅନ୍ତରୀଣ ବଜେଟରେ ଓଡ଼ିଶାରେ ରେଳବାଇର ବିକାଶ ପାଇଁ ୧୦,୫୩୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ କହିଛନ୍ତି ଯେ ରେଳବାଇ ପାଇଁ ଗତ ତିନି ବର୍ଷ…