Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଦୁଇ ଦିନ ଧରି ତେଲ ଦର ଅପରିବର୍ତ୍ତିତ, କେବେ ଶସ୍ତା ହେବ ପେଟ୍ରୋଲ ଓ ଡିଜେଲ ଦର ?

ନୂଆଦିଲ୍ଲୀ: ଲଗାତର ପାଖାପାଖି ୮୦ ପଇସା ତେଲ ଦର ବଢିଚାଲିଥିଲା । ଏବେ କିନ୍ତୁ ଦୁଇ ଦିନ ହେବ ତେଲ ଦର ଅପରିବର୍ତ୍ତିତ ରହିଛି । ଦର ଏଭଳି ବଢୁଛି ଯେ ଲୋକେ ଗ୍ରୀଷ୍ମ ପ୍ରବାହରେ ଖରାର ତାତି ତୁଳନାରେ ତେଲର ତାତିକୁ ଅଧିକ ଭୟ କରୁଛନ୍ତି। ରୁଷ-ୟୁକ୍ରେନ ଯୁଦ୍ଧ ୪୪ ଦିନରେ ପହଞ୍ଚିଛି । ଯୁଦ୍ଧ…

ପକେଟ ଉପରେ ବୋଝ ବଢ଼ାଉଛି ପେଟ୍ରୋଲ ଓ ଡିଜେଲ, ଆଜି ପୁଣି ବଢ଼ିଲା

ନୂଆଦିଲ୍ଲୀ: ଅଶୋଧିତ ତେଲ ଦର ବୃଦ୍ଧି ସହିତ ଘରୋଇ ବଜାରରେ ତେଲର ଦର ରକେଟ୍ ଭଳି ବଢି ଚାଲିଛି। ଶୁକ୍ରବାର ଦର ଅପରିବର୍ତ୍ତିତ ରହିବା ପରେ ଶନିବାର ପୁଣି ଥରେ ତେଲ ପାଇଁ ଅଧିକ ଟଙ୍କା ପକେଟରୁ ଗଣିବାକୁ ହେବ । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଲିଟର ପିଛା ୮୦-୮୦ ପଇସା ବୃଦ୍ଧି ହୋଇଥିବା ତେଲ…

୧୧ ଦିନରେ ଦ୍ୱିତୀୟ ଥର ତେଲ ଦର ଅପରିବର୍ତ୍ତିତ, ବଢ଼ିଲା ରୋଷେଇ ଗ୍ୟାସର ଦାମ

ଭୁବନେଶ୍ୱର: ନୂଆ ଆର୍ଥିକ ବର୍ଷ ଆରମ୍ଭରୁ ବ୍ୟବସାୟୀଙ୍କ ଉପରେ ମହଙ୍ଗା ମାଡ଼ ଆରମ୍ଭ ହୋଇଛି । ଯାହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ମଧ୍ୟ ପଡ଼ିବ । ନିକଟରେ ଘରୋଇ ସିଲିଣ୍ଡର ଦାମ ବଢ଼ିଥିଲା ଆଜି ୧୯ କେଜି ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ୨୫୦ ଟଙ୍କା ବୃଦ୍ଧି ହୋଇଛି। ଦିଲ୍ଲୀରେ…

ପୁଣି ବଢ଼ିଲା ପେଟ୍ରୋଲ ଏବଂ ଡିଜେଲ ଦର

ନୂଆଦିଲ୍ଲୀ: ଚାରି ଦିନରେ ତୃତୀୟ ଥର ତେଲ ଦର ବଢିଛି । ଆଜି ବିଭିନ୍ନ ସ୍ଥାନରେ ତେଲ ଦର ଭିନ୍ନ ଭିନ୍ନ ଭାବରେ ବଢିଛି । ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତ୍ୟେକ ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି ।  ଭୁବନେଶ୍ୱରରେ ପେଟ୍ରୋଲ ୮୬ ପଇସା ଏବଂ ଡିଜେଲ ୮୫ ପଇସା…

ପୁଣି ବଢ଼ିଲା ପେଟ୍ରୋଲ ଏବଂ ଡିଜେଲ ଦର

ନୂଆଦିଲ୍ଲୀ: ଲଗାତର ଦ୍ୱିତୀୟ ଦିନ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ବୁଧବାର ଦିନ ପୁଣି ଥରେ ତୈଳ କମ୍ପାନୀ ପେଟ୍ରୋଲ ଏବଂ ଡିଜେଲର ଦାମ ବଢାଇଛନ୍ତି । ଉଭୟ ପେଟ୍ରୋଲ ଏବଂ ଡିଜେଲ ଦର ଲିଟର ପିଛା ୮୦ ପଇସା ବୃଦ୍ଧି ହୋଇଛି। ରାଜଧାନୀ ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୯୭.୦୧…

ଚା’, ନୁଡୁଲ୍ସ ପରେ ବଢିଲା ସାବୁନ ଏବଂ ଡିଟରଜେଣ୍ଟ ଦାମ୍

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ଚା', ନୁଡୁଲ୍ସ ଏବଂ କ୍ଷୀରର ଦାମ ବଢିଥିଲା। ଏବେ ସାବୁନ ଏବଂ ଡିଟରଜେଣ୍ଟର ଦାମ ବଢିଛି । ହିନ୍ଦୁସ୍ଥାନ ୟୁନିଲିଭର କମ୍ପାନୀ ଏହି ଦାମ ବଢାଇବାକୁ ନିଷ୍ପତ୍ତି ନେଇଛି। ବିଗତ ୬ ମାସ ମଧ୍ୟରେ ଏଫଏମସିଜି କମ୍ପାନୀ ହିନ୍ଦୁସ୍ଥାନ ୟୁନିଲିଭର ଲିମିଟେଡ (ଏଚୟୁଏଲ) ୨୫ରୁ…

ପେଟିଏମକୁ ଝଟକା, ନୂଆ ଗ୍ରାହକ ଯୋଡିବା ଉପରେ ଲାଗିଲା ରୋକ୍

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପେଟିଏମ୍ ଉପରେ ରୋକ୍ ଲଗାଇଛନ୍ତି । ଏଣିକି ଏହି ପେଟିଏମ୍ ବ୍ୟାଙ୍କ ନୂଆ ଗ୍ରାହକ ଯୋଡିପାରିବ ନାହିଁ । ଆରବିଆଇ ଏପରି ଆଦେଶ ଦେବା ପୂର୍ବରୁ ମେଟେରିଆଲ ସୁପରଭାଇଜର ସହିତ ଜଡିତ ଅନେକ ପ୍ରସଙ୍ଗ ଉପରେ ଚିନ୍ତାବ୍ୟକ୍ତ କରିଥିଲା । ଏପରି ଚିନ୍ତାବ୍ୟକ୍ତ…

ପାଞ୍ଚ ରାଜ୍ୟର ନିର୍ବାଚନ ଗଣତି ଜାରି, ସେୟାର ବଜାର ଉପର ମୁହାଁ

ମୁମ୍ବାଇ: ପାଞ୍ଚ ରାଜ୍ୟର ବିଧାନସଭା ଫଳାଫଳ ଗଣତି ଜାରି ରହିଛି। ଏହାରି ଭିତରେ ଷ୍ଟକ୍ ମାର୍କେଟ ବା ସେୟାର ବଜାର ଉପର ମୁହାଁ ରହିଛି । ଅର୍ଥାତ୍ ବଜାର ଖୋଲିବା ପରଠୁ ଏଯାବତ ଉପରମୁହାଁ ରହିଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (BSE)ରେ ସେନ୍ସେକ୍ସ ୧,୧୨୮.୨୨ ପଏଣ୍ଟ (୨.୦୬ ପ୍ରତିଶତ) ବୃଦ୍ଧି…

ଋୁଷର ତେଲ କିଣିବନି ଆମେରିକା, ଭାରତ ଉପରେ ଏହାର ପ୍ରଭାବ ପଡିବ କି ?

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଅଶୋଧିତ ତେଲ ଦର ରକେଟ ବେଗରେ ଉପରମୁହାଁ ହୋଇଚାଲିଛି । ଏପରି ସ୍ଥିତିରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବଢିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହାରି ଭିତରେ ଆମେରିକାର ଜୋ ବାଇଡେନ ସରକାର ଋଷର ତେଲ ଏବଂ ଗ୍ୟାସ ଉପରେ ରୋକ୍ ଲଗାଇଛି । ବ୍ରିଟେନ ମଧ୍ୟ ଏ…

SAIL ର ନୂତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅତନୁ ଭୌମିକ

ଭୁବନେଶ୍ୱର: ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (SAIL) ର କାର୍ଯ୍ୟନିର୍ଦ୍ଦେଶକ ଅତନୁ ଭୌମିକଙ୍କୁ ରାଉଲକେଲା ଷ୍ଟିଲ୍ ପ୍ଲାଣ୍ଟର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ଇସ୍ପାତ ମନ୍ତ୍ରଣାଳୟର ଏକ ସରକାରୀ ଆଦେଶ ଅନୁଯାୟୀ, ଭୌମିକ ତାଙ୍କ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଡିସେମ୍ବର…