Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଜିଓ ବିଶ୍ୱ ସ୍ତରରେ ପଂଚମ ସୁଦୃଢ଼ ବ୍ରାଣ୍ଡ୍ ବିବେଚିତ

ଭୁବନେଶ୍ୱର: ରିଲାଏନ୍ସ ଜିଓ ପ୍ରଥମ ଥର ପାଇଁ ର‌୍ୟାଙ୍କିଙ୍ଗ୍‌ରେ ପ୍ରବେଶ କରି ବିଶ୍ୱର ପଂଚମ ସୁଦୃଢ଼ ବ୍ରାଣ୍ଡ୍‌ର ମାନ୍ୟତା (ଟାଇଟଲ୍‌) ହାସଲ କରିଛି । ଭାରତର ଏହି ଅଗ୍ରଣୀ ଟେଲିକମ୍ କଂପାନିର ବିଏସ୍‌ଆଇ ସ୍କୋର୍ ୧୦୦ରୁ ୯୧.୭ ରହିଛି ଏବଂ ଏହାକୁ ଇଲାଇଟ୍ (ସଂଭ୍ରାନ୍ତ) ଏଏଏ+ ବ୍ରାଣ୍ଡ୍ ଦୃଢ଼ତା…

ଅର୍ଥନୀତିକ ସର୍ଭେ ରିପୋର୍ଟ ଆସିବା ପୂର୍ବରୁ ସେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ସଂସଦର ବଜେଟ୍ ଅଧିବେଶନ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ ହେବ । ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥନୀତିକ ସର୍ଭେ ରିପୋର୍ଟ ୨୦୨୦-୨୧ ସଂସଦରେ ଉପସ୍ଥାପିତ କରିବେ । ସଂସଦରେ ଅର୍ଥନୀତିକ ରିପୋର୍ଟ ଆଗତ ହେବା…

ଅନୁଗୁଳ ନାଲକୋ ପ୍ଲାଂଟର ସଂପ୍ରସାରଣ ପାଇଁ ପୁଞ୍ଜିନିବେଶର ଦ୍ୱାର ଫିଟିଲା: ଧର୍ମେନ୍ଦ୍ର ପ୍ରଧାନ  

ଅନୁଗୁଳ: ଅନୁଗୁଳ ଜିଲ୍ଲାର ନ୍ୟାସନାଲ ଆଲୁମିନିୟମ କମ୍ପାନୀ (ନାଲକୋ) ଆଲୁମିନିୟମ ପ୍ଲାଂଟ ସଂପ୍ରସାରଣର ପ୍ରକଳ୍ପ ଗୁଡିକ ପାଇଁ ଭାରତ ସରକାରଙ୍କ ଖଣି ଓ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ସବୁ ପଦକ୍ଷେପ ନିଆଯାଉଛି ବୋଲି ଗତ ଜାନୁଆରୀ ୪ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ସମ୍ବନ୍ଧରେ…

ଆର୍ଥିକ ଅଭିବୃଦ୍ଧି ହାରରେ ଭାରତଠାରୁ ପଛରେ ପଡ଼ିବେ ଚୀନ, ଫ୍ରାନ୍ସ: IMF

ନୂଆଦିଲ୍ଲୀ: ଅନ୍ତଃରାଷ୍ଟ୍ରୀୟ ମୁଦ୍ରାକୋଷ (IMF) ଭାରତୀୟ ଅର୍ଥ ବ୍ୟବସ୍ଥାକୁ ନେଇ ଭଲ ସଂକେତ ଦେଇଛି । ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ୨ ଅଙ୍କ ଛୁଇଁବ । ଆଇଏମଏଫ ଅନୁମାନ ଅନୁସାରେ ଦେଶର ଜିଡିପି ଅଭିବୃଦ୍ଧି ହାର ୧୧.୫ ପ୍ରତିଶତ ବଢ଼ିବ । କରୋନା ସଂକଟ କାଳରେ…

GST ଚୋରି ରାକେଟ୍‌ର ପର୍ଦ୍ଦାଫାସ୍ : ୫ ଜଣ ଗିରଫ

ଜୟପୁର  : ରାଜସ୍ଥାନରେ ଏକ ଜିଏସ୍‌ଟି ଠକେଇ ରାକେଟ୍‌ର ପର୍ଦ୍ଦାଫାସ ହୋଇଛି । ଏଥିରେ ଅଭିଯୁକ୍ତ ପାଖାପାଖି ୧ ହଜାର କୋଟିରୁ ଅଧିକ ଟଙ୍କାର ଜାଲ୍ ବିଲ୍ କରି ୧୪୬ କୋଟି ଟଙ୍କା ବେଆଇନ୍ ଭାବେ ଜିଏସ୍‌ଟି ରିଫଣ୍ଡ ଲୁଟି ନେଇଥିବା ଜଣାପଡିଛି । ସୂଚନା ଅନୁସାରେ ଜୟପୁରର ବୈଶାଳୀ ନଗର ବାସିନ୍ଦା…

ବଜେଟ ବିଷୟରେ ୧୦ ଅଜଣା କଥା

ନୂଆଦିଲ୍ଲୀ:କରୋନା ମହାମାରୀ ପରେ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି । ଏହା ଫେବୃୟାରୀ ପ୍ରଥମ କାର୍ଯ୍ୟ ଦିବସରେ ପ୍ରସ୍ତୁତ କରାଯିବ । ଆସନ୍ତୁ ଜାଣିବା ଏହି ବଜେଟର ୧୦ ଅଜଣା କଥା । ୧.ବଜେଟର ଉତ୍ପତି: ବଜେଟ ଶବ୍ଦ ଲ୍ୟାଟିନ ଭାଷା ବୁଲଗାରୁ ଉତ୍ପତି । ଏହାର…

ଜିଓ ପ୍ଲାଟଫର୍ମସ୍ ଲିମିଟେଡର ତୃତୀୟ ତ୍ରୟମାସିକ ନିଟ୍ ଲାଭ ୧୫.୫%କୁ ବୃଦ୍ଧି

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସିକ (ଅକ୍ଟୋବର-ଡିସେମ୍ବର)ରେ ଜିଓ ପ୍ଲାଟଫର୍ମସ୍‌ର ନିଟ୍ ଲାଭ ତାହାର ପୂର୍ବ ତିନିମାସ ତୁଳନାରେ ୧୫.୫%କୁ ବୃଦ୍ଧି ପାଇଛି। ଶୁକ୍ରବାର ସନ୍ଧ୍ୟାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଓ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍‌ର ତୃତୀୟ ତ୍ରୟମାସିକ…

ରିଲାଏନ୍ସ-ଫ୍ୟୁଚର ଗ୍ରୁପ୍ ଡିଲ୍‌କୁ ସେବିର ମଞ୍ଜୁରି

ନୂଆଦିଲ୍ଲୀ : ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) ଫ୍ୟୁଚର ଗ୍ରୁପ୍‌ର ବ୍ୟବସାୟିକ ସମ୍ପତ୍ତି ରିଲାଏନ୍ସକୁ ବିକ୍ରି ପ୍ରକ୍ରିୟାକୁ ଅନୁମୋଦନ ପ୍ରଦାନ କରିଛି । ଏହାଦ୍ୱାରା ଆମାଜନ୍‌କୁ ଶକ୍ତ ଧକ୍କା ଲାଗିଛି । ୨୪,୭୧୩ କୋଟି ଟଙ୍କାର ଏହି କାରବାରକୁ ସେବିର ମଞ୍ଜୁରି ମିଳିବା ଦ୍ୱାରା…

ଆରବିଆଇର ପଦକ୍ଷେପ ମହାମାରୀର ଆର୍ଥିକ ପ୍ରଭାବକୁ ସୀମିତ କରିବାରେ ସାହାଯ୍ୟ କରିଛି; ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ: ଆର୍ଥିକ ସ୍ଥିରତାକୁ ସାମ୍ନା ନକରି ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ରିଜର୍ଭ ବ୍ୟାଙ୍କ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେବାକୁ ପ୍ରସ୍ତୁତ। ଭାରତୀୟ ରିଜର୍ଭ ବ୍ୟାଙ୍କର (ଆରବିଆଇ) ରାଜ୍ୟପାଳ ଶକ୍ତିକାନ୍ତ ଦାସ ଶନିବାର ଏହା କହିଛନ୍ତି। ୩୯ ତମ ନାନି ପାଲକିୱାଲା ସ୍ମୃତି ଅଧ୍ୟାୟରେ…

ଟେସଲା ସହ ସହଭାଗିତାକୁ ନେଇ ନୀରବତା ଭାଙ୍ଗିଲା ଟାଟା

ନୂଆଦିଲ୍ଲୀ: ଟେସଲା ଭାରତ ଆସିବା ନିଶ୍ଚିତ ହେବା ପରେ ବୖ‌େଦ୍ୟୁତିକ ଯାନଗୁଡ଼ିକର ଆଲୋଚନା ତୀବ୍ର ହୋଇଛି। ନିକଟରେ ଟାଟା ମୋଟର୍ସ ଟେସଲା ସହିତ ଏକ ସହଭାଗୀତା ଲାଭ କଲା। ଏହି ସମୟରେ, ଟାଟା ମୋଟର୍ସ ଇଲେକ୍ଟ୍ରିକ୍ ମୋବିଲିଟି ତରଫରୁ ଟେସଲାକୁ ଭାରତରେ ପ୍ରବେଶ କରିଥିବାରୁ ଅଭିନନ୍ଦନ ଜଣାଇବା…