Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନେପାଳକୁ ଉପହାର ଦେଲା ଭାରତ: ୭୫ ଆମ୍ବୁଲାନ୍ସ ଏବଂ ୧୭ଟି ସ୍କୁଲ ବସ୍

ଭୁବନେଶ୍ୱର: ଭାରତ ହିମାଳୟ ପଡ଼ୋଶୀ ନେପାଳକୁ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଉପହାର ଦେଇଛି । ନେପାଳରେ ଅବସ୍ଥାପିତ ଭାରତୀୟ ହାଇକମିଶନ ପଡ଼ୋଶୀ ଦେଶର ଶିକ୍ଷା ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଦେବେନ୍ଦ୍ର ପୌଡେଲଙ୍କୁ ଉପହାର ସ୍ବରୂପ ୭୫ଟି ଆମ୍ବୁଲାନ୍ସ ଏବଂ ୧୭ଟି…

ୟୁକ୍ରେନର ୟାସିନୋଭାତାୟାରେ ଋଷର ଏୟାର ଷ୍ଟ୍ରାଇକ୍‌

କିଭ୍: ଥମିବାରେ ନାଁ ନେଉନି ଋଷ-ୟୁକ୍ରେନ ଯୁଦ୍ଧ । ୟୁକ୍ରେନ ଉପରରେ ଲଗାତର ଭାବରେ ଆକ୍ରମଣ ଜାରି ରଖିଛି ଋଷ । ୟୁକ୍ରେନର ୟାସିନୋଭାତାୟାରେ ପୁଣି ଋଷ ଏୟାର ଷ୍ଟ୍ରାଇକ କରିଛି । ଋଷର ରକେଟ ମାଡ଼ରେ ଧ୍ୱଂସ ହୋଇଛି ଅନେକ ଘର ଓ କୋଠା । ଆକ୍ରମଣ ଯୋଗୁ ସହରରେ ପ୍ରକାଶ ପାଇଛି ଆତଙ୍କ । ଗତ…

ଆତ୍ମ ବିବାହ କରିଥିବା କ୍ଷମା ବିନ୍ଦୁଙ୍କ ପାଇଁ ବଢିଲା ଅଡୁଆ । ଚାକିରି ଗଲା, ଘରୁ ତଡିଦେଲେ ଘର ମାଲିକ

ଦିଲ୍ଲୀ : କିଛିଦିନ ତଳେ ନିଜକୁ ନିଜେ ବିବାହ କରି ଚର୍ଚ୍ଚାକୁ ଆସିଥିବା ଗୁଜରାଟ ଭଦୋଦରାର କ୍ଷମା ବିନ୍ଦୁ ଏବେ ନିଜ ସହର ଛାଡିବାକୁ ବାଧ୍ୟ ହୋଇଛନ୍ତି । କେବଳ ସେତିକି ନୁହେଁ ସେ ଆତ୍ମ ବିବାହ କରିବା ପରେ ଏଭଳି ପରିସ୍ଥିତି ଦେଖାଦେଇଥିଲା କି ଶେଷରେ ସେ ଚାକିରି ବି ଛାଡି ସାରିଛନ୍ତି ।…

ଅମରାବତୀ ହତ୍ୟାକାଣ୍ଡର ଚାଞ୍ଚଲ୍ୟକର ଖୁଲାସା, ହତ୍ୟା କରିଛି ବନ୍ଧୁ

ଅମରାବତୀ: ମହାରାଷ୍ଟ୍ର ଅମରାବତୀରେ ପ୍ରାଣ ହରାଇଥିବା ଔଷଧ ଦୋକାନୀ ଉମେଶ କୋଲ୍ହେଙ୍କ ସାନ ଭାଇ ମହେଶ କୋଲ୍ହେଙ୍କ ଚାଞ୍ଚଲ୍ୟକର ବୟାନ । ହତ୍ୟାରେ ସାମିଲ ଅଭିଯୁକ୍ତ ୟୁସୁଫ ଉମେଶଙ୍କ ଅତି ନିକଟତର ବନ୍ଧୁ । ଏପରିକି ଉମେଶଙ୍କ ଅନ୍ତିମ ସଂସ୍କାରରେ ବି ସାମିଲ ହୋଇଥିଲେ ୟୁସୁଫ  । ଉମେଶ…

ବିଜେପି ପ୍ରାର୍ଥୀ ରାହୁଲ ନାର୍ଭେକର ମହାରାଷ୍ଟ୍ର ବାଚସ୍ପତି ନିର୍ବାଚିତ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାର ନୂଆ ବାଚସ୍ପତି ହୋଇଛନ୍ତି ରାହୁଲ ନାର୍ଭେକର । MVA ପ୍ରାର୍ଥୀ ରାଜନ ସାଲଭିଙ୍କୁ ପରାସ୍ତ କରି ନୂଆ ବାଚସ୍ପତି ହୋଇଛନ୍ତି ରାହୁଲ । ବାଚସ୍ପତି ଥିବା ନାନା ପାଟୋଲ କଂଗ୍ରେସର ରାଜ୍ୟ ସଭାପତି ହେବା ପରଠାରୁ ବାଚସ୍ପତି ପଦବି ଖାଲିଥିଲା । ଉପବାଚସ୍ପତି ନରହରି…

ସିନ୍ଦେ ସମର୍ଥକ ସିଲ କଲେ ମହାରାଷ୍ଟ୍ର ଶିବସେନା ଅଫିସ

ମୁମ୍ବାଇ:ମହାରାଷ୍ଟ୍ର ମହାନାଟକରେ ଏକନାଥ ସିନ୍ଦେଙ୍କ ଗ୍ରୁପ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛନ୍ତି । ଇତି ମଧ୍ୟରେ ଖବର ଅନୁସାରେ ମହାରାଷ୍ଟ୍ର ଶିବସେନା ଅଫିସ ହାତେଇବା ପାଇଁ ୨ ଗୋଷ୍ଠୀ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗିଥିଲା । ତେବେ ସିନ୍ଦେ ଗୋଷ୍ଠୀ ଅଫିସକୁ ସିଲ କରିଛି । ମରାଠୀରେ…

ମହାରାଷ୍ଟ୍ର ବାଚସ୍ପତି ନିର୍ବାଚନ:ରାହୁଲ ନାର୍ବେକର ହେଲେ ବାଚସ୍ପତି

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାରେ ରାହୁଲ ନାର୍ବେକର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ବିଜେପି ପ୍ରାର୍ଥୀ ରାହୁଲଙ୍କୁ 164 ବିଧାୟକଙ୍କ ସମର୍ଥନ ମିଳିଛି ।  ତାଙ୍କୁ ବାଚସ୍ପତି ଭାବେ ଘୋଷଣା କରାଯାଇଛି । https://twitter.com/ANI/status/1543482395243847680…

ହାଜର ହେଲେନି ନୂପୁର ଶର୍ମା, ଜାରି ହେଲା ଲୁକ୍ ଆଉଟ୍ ନୋଟିସ

କୋଲକାତା: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିବା ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି କୋଲକାତା ପୋଲିସ । ପ୍ରଫେଟ ମହମ୍ମଦଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ନୂପୁରଙ୍କ ବିରୋଧରେ ପୁଲିସ ଏଫଆଇଆର ରୁଜୁ କରିଛି। ଏଥିସହ…

ବାଚସ୍ପତି ନିର୍ବାଚନ: ସଣ୍ଡେରେ ସିନ୍ଦେ ଦେଖାଇବେ ଦମ୍?

ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। କେବଳ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଗଲେ କିମ୍ବା ଦେବେନ୍ଦ୍ର ଫଡନାଭିସ୍ ଉପମୁଖ୍ୟମନ୍ତ୍ରୀ ହୋଇଗଲେ ମହାରାଷ୍ଟ୍ର ରାଜନୀତିର ମହାନାଟକ ଶେଷ ହୋଇନି । ବରଂ ଆଜି ସଣ୍ଡେରେ (ରବିବାର) ସିନ୍ଦେ ନିଜ ନେତୃତ୍ୱ ଦେଖାଇବାର…

“କହ୍ନେୟାଲାଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛି ବିଜେପି ସଦସ୍ୟ”

ଉଦୟପୁର: ରାଜସ୍ଥାନର ଉଦୟପୁର ସ୍ଥିତ ଟେଲର ଦୋକାନୀ କହ୍ନେୟାଲାଲଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ବିଜେପି ସଦସ୍ୟ । ବରିଷ୍ଠ କଂଗ୍ରେସ ନେତା ତଥା ଏଆଇସିସି ମିଡିଆ ଅଧ୍ୟକ୍ଷ ପଓ୍ବନ ଖେରା ଏହି ଆରୋପ ସହ ପ୍ରମାଣ ପାଇଁ କିଛି ଫେସବୁକ ଫଟୋ ପୋଷ୍ଟ ସେୟାର କରିଛନ୍ତି ।…