Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ଗୋଟିଏ ମେଡିକାଲ ସିଟକୁ ୨୦ ଲକ୍ଷ ଟଙ୍କାରେ ବିକ୍ରି ହେଉଥିଲା: ସିବିଆଇ

ନୂଆଦିଲ୍ଲୀ: ସାରା ଦେଶରେ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ହୋଇଥିବା ଏନଇଇଟି ପରୀକ୍ଷାରେ ବ୍ୟାପକ ଦୂର୍ନୀତି ହୋଇଥିବା ସାମ୍ନାକୁ ଆସିଛି। ତଦନ୍ତ ଅଧିକାରୀ ସଂସ୍ଥା ସିବିଆଇ ଏ ନେଇ ଏକ ବଡ଼ ଖୁଲାସା କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୋଟିଏ ଲେଖାଏଁ ମେଡିକାଲ ସିଟ୍ ୨୦ ଲକ୍ଷ…

ବଡ ଭାଇର ମୃତ୍ୟୁ ଖବର ଶୁଣିବା ମାତ୍ରେ ଚାଲିଗଲା ସାନର ଜୀବନ

ମୈନପୁରୀ: ଆଗ୍ରାର ମୈନପୁରୀରେ ଏ ଭଳି ଏକ ଦୁଃଖଦ ଘଟଣା ଘଟିଛି ଯାହାକି ସମ୍ପୂର୍ଣ୍ଣ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି । ମୋହନପୁର ରୁରିୟା ଅଂଚଳର ଦୁଇ ଭାଇ ଅନାର ସିଂ ପାଲ (୮୫) ଓ ତେଜ ସିଂ ପାଲ(୮୩)ଙ୍କ ସ୍ନେହ ସମ୍ପର୍କ ସାରା ଅଂଚଳରେ ଚର୍ଚ୍ଚାର କାରଣ ସାଜିଥାଏ । ଦୁଇ ପରିବାର ସୁଖ…

ନୁପୂରଙ୍କୁ ମାରିବା ପାଇଁ ୧୧ ଇଂଚର ଛୁରୀ ଧରି ପାକିସ୍ତାନରୁ ଆସିଥିଲା ଆତତାୟୀ

ନୂଆଦିଲ୍ଲୀ: ଶ୍ରୀଗଙ୍ଗାନଗର ଜିଲା ନିକଟରେ ଥିବା ହିନ୍ଦୁମଲକୋଟ ବର୍ଡର ନିକଟରେ ବର୍ଡର ସିକ୍ୟୁରିଟି ଫୋର୍ସ ଜଣେ ଆତତାୟୀକୁ ଧରିଛି । ଆନ୍ତର୍ଜାତୀୟ ବର୍ଡର ଡେଇଁ ସେ ଭାରତରେ ପଶିବା ପାଇଁ ଉଦ୍ୟମ କରୁଥିଲା । ପ୍ରାରମ୍ଭିକ ତଦନ୍ତରେ ସେ ବିଜେପିର ପୂର୍ବତନ ପ୍ରବକ୍ତା ନୁପୂର ଶର୍ମାଙ୍କୁ ମାରିବା…

[ଦେଖନ୍ତୁ ଭିଡିଓ] ବିଚରେ ବିବାହ ଉତ୍ସବ ବେଳେ ମାଡ଼ି ଆସିଲା ଜୁଆର, ତା’ପରେ…

ନୂଆଦିଲ୍ଲୀ: ବିଚ୍ ବିବାହକୁ ନେଇ ଯୁବପିଢିଙ୍କ ମଧ୍ୟରେ ଟ୍ରେଣ୍ଡ ବଢ଼ୁଛି । ଚାହିଦାରେ ଥିବା ଏଭଳି ଏକ ଫ୍ୟାନ୍ସି ୱେଡିଂ ସମୁଦ୍ର ଢେଉରେ ଧୋଇ ଯାଇଛି । ଆମେରିକୀୟ ଦ୍ୱୀପ ହୱାଇ ବିଚରେ ଧୁମଧାମରେ ଆୟୋଜିତ ହୋଇଥିଲା ବାହାଘର । ହେଲେ ବିବାହର ଆରମ୍ଭ ମାତ୍ର ୫ ମିନିଟ୍ ପୂର୍ବରୁ ସମୁଦ୍ର ଲହଡ଼ିରେ…

ରାଷ୍ଟ୍ରପତି ନିର୍ବାଚନରେ କେଉଁ କେଉଁ ରାଜ୍ୟରେ ହେଲା କ୍ରସ ଭୋଟିଂ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶର ପଞ୍ଚଦଶ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ଏବେ ଅପେକ୍ଷା ଜୁଲାଇ ୨୧ରେ ହେବାକୁ ଥିବା ସଂସଦ ଓ ବିଧାନସଭାର ଭୋଟ୍ ଗଣତିକୁ । ଭୋଟ୍ ଶେଷ ହେବା ବେଳକୁ ଅନେକ ସ୍ଥାନରେ କ୍ରସ ଭୋଟିଂ ହୋଇଥିବାର ସୂଚନା ମିଳିଛି । ଯାହା ଏନଡିଏ ରାଷ୍ଟ୍ରପତି…

ବିଧାୟକ ପରେ ସାଂସଦ ଦେବେ ଉଦ୍ଧବଙ୍କୁ ଝଟକା ? ଅନେକ ସିନ୍ଦେଙ୍କ ସାଙ୍ଗରେ ଆସିବେ ସୂଚନା

ମୁମ୍ବାଇ: ଶିବସେନାରେ ବିଧାୟକଙ୍କ ବିଦ୍ରୋହ ପରେ ଉଦ୍ଧବ ଠାକରେଙ୍କୁ ଲଗାତାର ଝଟକା ପରେ ଝଟକା ଲାଗିଛି। ବିଧାୟକଙ୍କ ବିଦ୍ରୋହ ପରେ ଉଦ୍ଧବ ଠାକରେ କ୍ରମାଗତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉଦ୍ଧବଙ୍କ ନିକଟବର୍ତ୍ତୀ ବରିଷ୍ଠ ଶିବସେନା ନେତା ଉଦ୍ଧବ ଶିବିରକୁ ବାଏ ବାଏ କହିଥିବା ସୂଚନା ରହିଛି।…

ମୋଦୀଙ୍କୁ କେଜ୍ରିୱାଲଙ୍କ ଚିଠି: ‘ବିଦେଶ ଗସ୍ତ ପାଇଁ କେନ୍ଦ୍ର ଦେଉନି ଅନୁମତି’

ନୂଆଦିଲ୍ଲୀ: ଦିଲ୍ଲୀର କେଜ୍ରିଓ୍ୱାଲ ସରକାର ଏବଂ କେନ୍ଦ୍ର ସରକାର ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ସିଙ୍ଗାପୁର ଯିବାକୁ ଅନୁମତି ନଦେବା ଅଭିଯୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି।…

୫ ବର୍ଷ ଜେଲରେ କାଟିଲେ ୧୨୧ ଆଦିବାସୀ, ଏବେ ହେଲେ ଦୋଷମୁକ୍ତ

ରାୟପୁର: ଛତିଶଗଡର ନକ୍ସଲ ପ୍ରଭାବିତ ସୁକମା ଜିଲ୍ଲାର ବୁର୍କାପାଲରେ ୨୫ ଜଣ ସିଆରପିଏଫ କର୍ମଚାରୀଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ୧୨୧ ସ୍ଥାନୀୟ ଆଦିବାସୀଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି। ପାଖାପାଖି ୫ ବର୍ଷ ଜେଲରେ ରହିବା ପରେ ଏହି ଆଦିବାସୀମାନେ ମୁକୁଳିଛନ୍ତି । ଏବେ ସେମାନେ…

ପରୀକ୍ଷା ହଲକୁ ପ୍ରବେଶ ପୂର୍ବରୁ ଛାତ୍ରୀଙ୍କୁ ଅନ୍ତବସ୍ତ୍ର ଖୋଲିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ

ଥିରୁଅନନ୍ତପୁରମ: ଏନଇଇଟି ପ୍ରବେଶିକା ପରୀକ୍ଷା ଦେଉଥିବା ଛାତ୍ରୀଙ୍କ ସହ ଅଶାଳୀନ ବ୍ୟବହାର ଅଭିଯୋଗ । ପୋଲିସ ରୁଜୁ କଲା ମାମଲା। ପରୀକ୍ଷା ଦେଉଥିବା ଛାତ୍ରୀଙ୍କର ଚେକିଂ ନାଁରେ ତାଙ୍କ ଅନ୍ତବସ୍ତ୍ର ଖୋଲିବାକୁ ବାଧ୍ୟ କରାଯାଇଥିବାର ଅଭିଯୋଗ ସାମ୍ନାକୁ ଆସିଛି। କେରଳର କୋଲାମର ମାର୍ଥୋମା…

ନକଭି ହେବେ କି ବେଙ୍ଗଲର ରାଜ୍ୟପାଳ ?

କୋଲକାତା: ମୁଖତାର ଅବାସ ନକଭି ବେଙ୍ଗଲର ନୂତନ ରାଜ୍ୟପାଳ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନ ଥିଲେ ମଧ୍ୟ ବିଜେପି ଏମପି ହଂସରାଜ ହଂସ ବେଙ୍ଗଲର ରାଜ୍ୟପାଳ ହେବା ନେଇ ନକଭିଙ୍କୁ ଟୁଇଟରରେ ଅଭିନନ୍ଦନ ଜଣାଇଥିଲେ । ଅବଶ୍ୟ ଏହାର କିଛି ସମୟ ପରେ ସେ ଏହି…