Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚାଇନାରେ କୋଭିଡ୍ ସଂକ୍ରମଣ ବଢିବା ପରେ ରାଜ୍ଯମାନଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର କଡା ନିର୍ଦ୍ଦେଶ

ନୂଆଦିଲ୍ଲୀ: ଚାଇନା ଏବଂ ଅନ୍ୟାନ୍ୟ ଦେଶରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ରାଜେଶ ଭୂଷଣ ରାଜ୍ୟ ସରକାରଙ୍କୁ ପ୍ରାଥମିକ ଆଧାରରେ ଜେନୋମ ସିକ୍ୱେନ୍ସିଂ ଲାବୋରେଟୋରୀରେ କୋଭିଡ୍ ପଡିଟିଭ ମାମଲାର ନମୁନା ଦାଖଲ କରିବାକୁ କହିଛନ୍ତି। ଜାପାନ,…

ଚାଷୀ ସମସ୍ୟା ନେଇ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ମଣ୍ଡି ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ବିଜେପି ଘେରିବା ପରେ ଏବେ ଦିଲ୍ଲୀରେ ଏହି ପ୍ରସଙ୍ଗ ଉଠାଇଛି। ରାଜ୍ୟରେ କ୍ରମାଗତ ଧାନ କିଣାରେ ଦୁର୍ନୀତି, ମଣ୍ଡି ପରିଚାଳନାରେ ଅବ୍ୟବସ୍ଥା ଓ ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ହସ୍ତକ୍ଷେପ କରିବାକୁ…

ଖାଇବା ଟେବୁଲରେ ଏକାଠି ନଜର ଆସିଲେ ପିଏମ୍ ମୋଦି ଓ ମଲ୍ଲିକାର୍ଜୁନ ଖଡ଼ଗେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବିରୋଧୀ ଦଳ ନେତା । ତାହା ପୁଣି ଗୋଟିଏ ଟେବୁଲରେ । ଆଜ୍ଞା ହଁ ପରପ୍ୱକ ଭାରତୀୟ ଗଣତନ୍ତ୍ରରେ ଏଭଳି ଦେଖିବାକୁ ମିଳିଛି । ସଂସଦ ଭିତରେ ସରକାରଙ୍କୁ ସମାଲୋଚନା କରୁଥିବା ବିରୋଧୀ, ସଂସଦ ବାହାରେ ବନ୍ଧୁ । ଆଜି ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ସହ ବିରୋଧୀ…

୩୩ ତାଲିବାନୀଙ୍କୁ ମାରିଲେ ପାକ ସେନା, ଶେଷ ହେଲା ବନ୍ଧକ ଡ୍ରାମା

ଲାହୋର: ପାକିସ୍ତାନର ବନ୍ନୁ ଜିଲ୍ଲାରେ ୪୦ ଘଂଟା ଧରି ଚାଲିଥିବା ବନ୍ଧକ ଡ୍ରାମାର ପରିସମାପ୍ତି ଘଟିଛି । କାଂଉଟର ଟେରୋଜିମ ସେଂଟରକୁ କବଜା କରିଥିବା ତେହେରିକ ଇ ତାଲିବାନର ୩୩ ଆତଙ୍କାଦୀଙ୍କୁ ପାକ ସେନା ମାରିବାରେ ସଫଳ ହୋଇଛନ୍ତି । ରକ୍ଷା ମନ୍ତ୍ରୀ ଖ୍ୱାଜା ଅସିଫ ସଂସଦରେ ଆଜି ଏ ସମ୍ପର୍କରେ…

ବ୍ରିଟେନ ନୋଟରେ ଏଥର କିଙ୍ଗ ଚାର୍ଲସଙ୍କ ଫଟୋ ରହିବ

ଲଣ୍ଡନ: ରାଣୀ ଏଲିଜାବେଥଙ୍କ ମୃତ୍ୟୁ ପରେ ଏବେ ବ୍ରିଟେନ ନୋଟରେ କିଙ୍ଗ ଚାର୍ଲସଙ୍କ ଫଟୋ ରହିବ । ବ୍ରିଟେନ ସେଂଟ୍ରାଲ ବ୍ୟାଙ୍କ ଏ ନେଇ ଚାର୍ଲସଙ୍କ ଫଟୋ ଥିବା ନୂତନ ନୋଟର ଡିଜାଇନ ଜାରୀ କରିଛି । ସେପ୍ଟମ୍ବରରେ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ଚାର୍ଲସଙ୍କୁ ରାଜା କରାଯାଇଥିଲା ।…

ଫୁଟବଲ ଖେଳାଳିଙ୍କ ଜର୍ସି ପିନ୍ଧି ବାହାହେଲେ, ବିବାହ ବେଦିରୁ ଫାଇନାଲ ମ୍ୟାଚ ଦେଖିବାକୁ ଧାଇଁଲେ

ଥିରୁଅନନ୍ଦପୁରମ: ଫିଫା ୱାର୍ଲଡ କପ ନିଶା ଏବେ ବି ଉତୁରନି ଫ୍ୟାନ୍ସ ମନରୁ । ନିଜ ପ୍ରିୟ ଖେଳାଳିଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି  ପାଗଳ ଫୁଟବଲପ୍ରେମୀ । ଏମିତି ଏକ ଫୁଟବଲ ପ୍ରେମୀ ଯୋଡିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭାଇରାଲ ହୋଇଥିବା ଏହି ଫଟୋ କେରଳର…

୧୬ ଭାରତୀୟ ଔଷଧ କମ୍ପାନୀ ଉପରେ କାହିଁକି ପ୍ରତିବନ୍ଧକ ଲଗାଇଲା ନେପାଳ ?

ନୂଆଦିଲ୍ଲୀ: ଭାରତର ୧୬ଟି ଔଷଧ କମ୍ପାନୀ ଉପରେ ପଡ଼ୋଶୀ ନେପାଳ ପ୍ରତିବନ୍ଧକ ଲଗାଇଛି । କଟକଣା ଯୋଗୁ ୧୬ଟି କମ୍ପାନୀ ନେପାଳକୁ ଔଷଧ ରପ୍ତାନୀ କରି ପାରିବେ ନାହିଁ । ଭାରତୀୟ କଫ୍ ସିରପ ପାଇଁ ଆଫ୍ରିକାରେ ଶିଶୁ ମୃତ୍ୟୁ ପରେ ଡବ୍ଲୁଏଚଓ ଚେତାବନୀ ଜାରି କରିଥିଲା । ଡବ୍ଲୁଏଚଓର ଆଲର୍ଟ ପରେ ନେପାଳ…

‘କୁକୁର’ ବୟାନ ପାଇଁ କ୍ଷମା ମାଗିଲେନି ଖଡଗେ, ତାତିଲା ବିଜେପି

ନୂଆଦିଲ୍ଲୀ: ଆଜି ସଂସଦରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ବୟାନକୁ ନେଇ ଜୋରଦାର ହଙ୍ଗାମା ହୋଇଛି । କେନ୍ଦ୍ରୀୟ ମନ୍ତ୍ରୀ ପୀୟୁଷ ଗୋୟଲ ଖରଗେଙ୍କ ଭାଷାକୁ ଅଭଦ୍ର ବୋଲି କହିଛନ୍ତି  ।ଏପରି ବୟାନ ପାଇଁ କଂଗ୍ରେସ ଅଧ୍ୟକ୍ଷ କ୍ଷମା ମାଗନ୍ତୁ ବୋଲି  ଦାବି କରିଛି ବିଜେପି ।…

ଭାରତୀୟ ସେନାରେ ସାମିଲ୍ ହେବ କ୍ଷେପଣାସ୍ତ୍ର ‘ପ୍ରଳୟ’, ଚୀନ ସୀମାରେ ହେବ ମୁତୟନ

ନୂଆଦିଲ୍ଲୀ: ନଜର ରଖିବ, ଅମାନିଆ ହେଲେ ନିମିଷକେ ଧ୍ୱଂସ କରି ଦେବ । ଏଲଏସିରେ ଚୀନକୁ ନେଇ ବିବାଦ ଭିତରେ ଭାରତୀୟ ସେନା ‘ପ୍ରଳୟ’ ବାଲିଷ୍ଟିକ ମିସାଇଲକୁ ସୀମାରେ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି । ଭାରତୀୟ ସେନାର ଏହି ନିଷ୍ପତ୍ତି ଚୀନ ମନରେ ଭୟ ସଞ୍ଚାର କରିଥିବା କୁହାଯାଉଛି । ୧୫୦ରୁ…