Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସୋଲାପୁରର ବ୍ରିଜରୁ ଡେଇଁ ୧୨ ହରିଣଙ୍କର ମୃତ୍ୟୁ

ମହାରାଷ୍ଟ୍ର: ଏକ ପୋଲରୁ ଡେଇଁ ୧୨ କୃଷ୍ଣସାର ମୃଗଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି  ମହାରାଷ୍ଟ୍ରର ସୋଲାପୁରସ୍ଥିତ ସୋଲାପୁର-ମାଣ୍ଡ୍ରୁପ ରାସ୍ତାରେ ଥିବା ଏକ ବ୍ରିଜ୍ ନକଟରେ । ହଠାତ୍ ପୋଲରୁ ଡେଇଁବାରୁ ୧୨ ମୃଗଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଟି ଆହତ ହୋଇଛନ୍ତି।…

ସର୍ବସାଧାରଣ ପାଇଁ ମଙ୍ଗଳବାରଠାରୁ ଖୋଲିବ ‘ଅମୃତ ଉଦ୍ୟାନ’

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ଉଦ୍ୟାନ ଉତ୍ସବ ୨୦୨୩ର ଉଦ୍‌ଘାଟନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଥିବା ଐତିହାସିକ ମୋଗଲ ଗାର୍ଡେନର ନାମ ବଦଳାଇ ଶନିବାର ଏହାର ନୂତନ ନାମ ରଖାଯାଇଥିଲା ‘ଅମୃତ ଉଦ୍ୟାନ’। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ‘ଅମୃତ ଉଦ୍ୟାନ’ ପରିଦର୍ଶନ…

ଶରୀର ପାଇଁ ଯୋଗ ସହିତ ମିଲେଟ ଆବଶ୍ୟକ: ମୋଦୀ

ନୂଆଦିଲ୍ଲୀ: ବର୍ଷର ପ୍ରଥମ ମନ୍ କୀ ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଲେଟ୍ ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି, ଯୋଗ ଦିବସ ଏବଂ ଆମର ବିଭିନ୍ନ କ୍ଷୁଦ୍ର ଶସ୍ୟ ବା ମିଲେଟ୍ସରେ ସାଧାରଣ ଜିନିଷ ରହିଛି। ଏହି ଦୁଇଟି ମଧ୍ୟରେ ବହୁତ କିଛି ସାଧାରଣ ରହିଛି। ଉଭୟ ଶରୀର ପାଇଁ ଜରୁରୀ…

ମହାଙ୍ଗା ପଡ଼ିଲା ଚାବିରେ ଖେଳିବା: ପଶିଗଲା ମୁହଁରେ, ହେଲା ପ୍ଲାଷ୍ଟିକ୍ ସର୍ଜରୀ

ଗାଡ଼ି ଚାବିରେ ଖେଳି ଖେଳି ଯିବା ଅନେକଙ୍କର ଅଭ୍ୟାସ । ହେଲେ ଏହା ବଦ୍‌ଅଭ୍ୟାସ ଅନେକ ସମୟରେ ପ୍ରମାଣିତ ହୁଏ । ଏମିତି ଏକ ବଦଅଭ୍ୟାସ ଜଣେ ମହିଳାଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଛି । ନିଜ କାର ଚାବିରେ ଅନ୍ୟମନସ୍କ ଭାବେ ଖେଳି ଖେଳି ଯାଉଥିବା ସମୟରେ ଚାବି ତାଙ୍କ ମୁହଁରେ ପଶିଯିବା ସହ ସେ…

୫୦ ହଜାର ବର୍ଷ ପରେ ଦୃଶ୍ୟମାନ ହେବ ଧୂମକେତୁ; ସୋମବାରଠାରୁ ଓଡ଼ିଶାରେ ଖାଲି ଆଖିରେ ଦେଖିବେ ଲୋକେ

ଭୁବନେଶ୍ୱର: ପ୍ରାୟ ୫୦ ହଜାର ବର୍ଷ ପରେ ପ୍ରଥମ ଥର ପାଇଁ ଏକ ଧୂମକେତୁ ଦୃଶ୍ୟମାନ ହୋଇଛି । ଏହି ନୂଆ ଧୂମକେତୁ ଖାଲି ଆଖିକୁ ଦେଖାଯିବ । ସବୁଠାରୁ ବଡ କଥା ହେଉଛି ଏହି ଧୂମକେତୁ ଖାଲି ଆଖିରେ ଓଡ଼ିଶାରେ ୪ ଦିନ ପାଇଁ ଦେଖାଯିବ । ଏହି ଧୂମକେତୁର ନାମ C/2022 E3 ରଖାଯାଇଛି । ଏହି ଧୂମକେତୁ…

କାଶ୍ମୀରକୁ ଭୁଲିଯାଅ ଭାରତ ସହ ବନ୍ଧୁତା କର : ସାଉଦି ଆରବ

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ  ପାକିସ୍ତାନରେ ଭୟଙ୍କର ଆର୍ଥିକ ସଙ୍କଟ ଦେଖାଦେଇଛି । ଦେଶରେ ସମସ୍ତ ଦୈନିକ ବ୍ୟବହାର ସାମଗ୍ରୀର ଦର ଆକାଶଛୁଆଁ ହୋଇଯାଇଛି । ସବୁଠୁ ବଡ଼ କଥା ହେଉଛି ଏଭଳି ସ୍ଥିତିରେ ମୁସଲିମ୍ ଦେଶମାନେ ପାକିସ୍ତାନର ହାତ ମଧ୍ୟ ଛାଡ଼ିବାରେ ଲାଗିଛନ୍ତି । ଯେଉଁମାନେ ପୂର୍ବରୁ…

ରାମ ଜନ୍ମଭୂମିରୁ ଶ୍ରୀ ଜଗ୍ନନାଥ ଧାମ, ତାହା ପୁଣି ଶୂନ ଗାଡିରେ

ସୁବର୍ଣ୍ଣପୁର(ପ୍ରକାଶ ଚନ୍ଦ୍ର ବେବର୍ତ୍ତା): କୁହାଯାଏ ଦୃଢ ଇଚ୍ଛା ଶକ୍ତି ଥିଲେ ସବୁ କାର୍ଯ୍ୟ ସମ୍ଭବ । ବ୍ୟକ୍ତି ଯଦି କିଛି କରିବା ପାଇଁ ଭାବେ ତାହା ନିଶ୍ଚିନ୍ତ ସଫଳ ହୁଏ । ଏମିତି ମନୋବଳ ନେଇ ଅଯୋଧ୍ୟାରୁ ପୁରୀ ଆସିଛନ୍ତି ଶ୍ରୀ ଜଗଦୀଶ ମହାରାଜ ।  ବୟସ ୮୦ ଟପିଲାଣି । ହାତ ଗୋଡ ଥରୁଛି ।…

ଗାଁରେ ରୁହନ୍ତି କେବଳ ବଳାତ୍କାରୀ

ଶୀର୍ଷକ ପଢିଲା ପରେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ । ଆପଣମାନେ ଭାବୁଥିବେ ଏମିତି ଏକ ଗାଁ ଅଛି ଯେଉଁଠି କେବଳ ହୁଏତ ବଳାତ୍କାରୀ ହିଁ ବସବାସ କରନ୍ତି । କଥାଟି ସତ , କିନ୍ତୁ ସତ ପଛର କାହାଣୀ କିଛି ଅଲଗା । ଆମେରିକାର ଫ୍ଲୋରିଡ଼ା ସହରଠାରୁ ପ୍ରାୟ ଦୁଇ ମାଇଲ ଦୂରରେ ରହିଛି ଏମିତି ଏକ…

ଚୀନ୍‌ ପାଇଁ ୧୩୫ କିଲୋମିଟର ରାସ୍ତା ପ୍ରସ୍ତୁତ କଲା ଭାରତ

ନୂଆଦିଲ୍ଲୀ : ଭାରତୀୟ ସୀମା ପ୍ରତି ଚୀନ୍‌ର ମନୋଭାବ କେବେ ବିଶ୍ୱାସଯୋଗ୍ୟ ନୁହେଁ। ସମୟ ସମୟରେ ଚୀନ୍ ଏପରି କାର୍ଯ୍ୟ କରିଥାଏ, ଯାହା ନିଜକୁ ଭୁଲ ବୋଲି ପ୍ରମାଣ କରିଥାଏ  । ହେଲେ ଗତ କିଛି ବର୍ଷ ମଧ୍ୟରେ ଭାରତର ଆକ୍ରମଣାତ୍ମକ ଆଭିମୁଖ୍ୟ ଚୀନ୍‌କୁ ଅନେକ ଥର ପଛକୁ ଫେରାଇ ଆଣିବା ପାଇଁ କାର୍ଯ୍ୟ…

ମା’ଙ୍କ ଭିଡିଓ ଶେୟାର କରି ଭାବବିହ୍ୱଳ ହେଲେ ରାକ୍ଷୀ, କହିଲେ ମୁଣ୍ଡ ଉପରୁ ମା’ର ହାତ ଉଠିଗଲା

ନୂଆଦିଲ୍ଲୀ : ମା’ ଚାଲିଯିବା ପରେ ରାକ୍ଷୀ ସାଓ୍ବନ୍ତ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । ରାଖୀଙ୍କ ଆଖିରୁ ଶୁଖୁନି ଲୁହ । ସମସ୍ତଙ୍କୁ ହସାଉଥିବା ରାଖୀ ଆଜି ନିଜେ ହସିବା ଭୁଲି ଯାଇଛନ୍ତି । ରାଖୀ ସାଓ୍ବନ୍ତଙ୍କ ମା ଜୟା ଭେଡ଼ା  । ମା ଜୟା ବ୍ରେନ ଟ୍ୟୁମର ଏବଂ କ୍ୟାନସର ରୋଗରେ ପୀଡ଼ିତ ଥିଲେ…