Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜଗତ ଜାଣିବ ଜଗନ୍ନାଥଙ୍କ ଗାଥା, ଗଡ଼ିଲା ‘ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ’

ନୂଆଦିଲ୍ଲୀ: ଗଡ଼ିଲା ‘ଶ୍ରୀଜଗନ୍ନାଥ ଯାତ୍ରା’ ଟ୍ରେନ୍‌। ଘରୋଇ ପର୍ଯ୍ୟଟନର ପ୍ରସାର କରିବା ଦିଗରେ ଭାରତ ସରକାରଙ୍କ ‘ଦେଖୋ ଅପ୍‌ନା ଦେଶ’ର ଏକ ଅଂଶ ଭାବେ ଭାରତ ଗୌରବ ଟୁରିଷ୍ଟ ଟ୍ରେନ ଚଳାଚଳ ଆରମ୍ଭ କରାଯାଇଛି। ବୁଧବାର ଏହାର ଶୁଭାରମ୍ଭ ହୋଇଛି।  ଶୁଭାରମ୍ଭ ବେଳେ ଓଡ଼ିଶାକୁ ଆସୁଥିବା…

ଦେଶବାସୀଙ୍କୁ ଏକାଠି କରି ରଖିଛି ଭାଷା ଓ ସଂସ୍କୃତି: ରାଷ୍ଟ୍ରପତି

ନୂଆଦିଲ୍ଲୀ: ୭୪ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଏଭଳି ସମ୍ଭୋଧିତ କରିଛନ୍ତି। ସେ କହିଛନ୍ତି, ଆମେ ଯେତେବେଳେ ଗଣତନ୍ତ୍ର ଦିବସ ପାଳନ କରୁ ସେତେବେଳେ ଆମେ ଏକ ରାଷ୍ଟ୍ର ହିସାବରେ…

ଘୋଷଣା ହେଲା ସମ୍ମାଜନକ ପଦ୍ମ ପୁରସ୍କାର, ୬ ଜଣଙ୍କୁ ପଦ୍ମ ବିଭୂଷଣ

ନୂଆଦିଲ୍ଲୀ: ୨୦୨୩ ବର୍ଷ ଲାଗି ସମ୍ମାଜନକ ପଦ୍ମ ପୁରସ୍କାର ଘୋଷଣା ହୋଇଛି । ୬ ଜଣ ପଦ୍ମ ବିଭୂଷଣ ପୁରସ୍କାର ପାଇଥିବା ବେଳେ ୯ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୯୧ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । ସ୍ଥାପତ୍ୟ କଳା ପାଇଁ ଗୁଜରାଟର ବାଲକ୍ରୀଷ୍ଣ ଦୋଷୀ, କଳାରେ ମହାରାଷ୍ଟ୍ରର ଜାକିର…

ଭାଲେଣ୍ଟାଇନ୍ସ ଡ଼େ ପାଳିବାକୁ ୧୪ଶହ କିଲୋମିଟର ପଦଯାତ୍ରାରେ ବାହାରିଲେ ପ୍ରେମିକ

ଆଗକୁ ଆସୁଛି ଭାଲେଣ୍ଟାଇନ୍ସ ଡ଼େ । ଏହାକୁ ଧୁମ୍‌ଧାମ୍‌ରେ ପାଳିବା ପାଇଁ ପ୍ରେମୀଯୁଗଳ ପ୍ରସ୍ତୁତ ହେଲେଣି । କିଏ ଦାମି ଉପହାର ଦେବ ତ ଆଉ କିଏ କେଉଁଆଡ଼େ ବୁଲିବାକୁ ଯିବେ ପ୍ଲାନିଂ କରିସାରିଲେଣି । ଥାଇଲ୍ୟାଣ୍ଡର ଏମିତି ଜଣେ ଯୁବକ ଯିଏ ଏହି ଦିନ ନିଜ ପ୍ର୍ରେମିକାଙ୍କ ଆଗରେ ନିଜର ପ୍ରେମ ବ୍ୟକ୍ତ…

ଯୋଗୀ ସରକାରଙ୍କ ମନ୍ତ୍ରୀ ଗୋପାଳ ନନ୍ଦିଙ୍କୁ ଜେଲ୍ ଦଣ୍ଡାଦେଶ

ଲକ୍ଷ୍ନୌ: ଯୋଗୀ ସରକାରର ମନ୍ତ୍ରୀ ନନ୍ଦ ଗୋପାଳ ନନ୍ଦିଙ୍କୁ ଏମପି ଏମଏଲଏ କୋର୍ଟ ବର୍ଷେ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ୨୦୧୪ ଲୋକସଭା ନିର୍ବାଚନ ସହ ଜଡ଼ିତ ଏକ ମାମଲାର ଶୁଣାଣି କରି କୋର୍ଟ ବର୍ଷେ ଜେଲ୍ ସହ ଜରିମାନା ଦଣ୍ଡାଦେଶ କରିଛନ୍ତି । ନନ୍ଦିଙ୍କୁ ଆଇପିସି ଧାରା ୧୪୭ ଓ ୩୨୩ ଅନୁସାରେ…

ଅଜବ ନିଶା: ବିଜ୍ଞାପନ ଦେଇ ଲୋକଙ୍କୁ ମାଗନ୍ତି ସେଓ

ଟଙ୍କା ହେଉ ବା ଖାଦ୍ୟ କିମ୍ବା ଡ଼୍ରେସ, ଅନେକ ସମୟରେ ବୁଲି ବୁଲି କିଏ ଏଭଳି ମାଗୁଥିବା ଶୁଣିଥିବେ କିମ୍ବା ଦେଖିଥିବେ । କିନ୍ତୁ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ କି ଘର ଘର ବୁଲି ସେଓ ମାଗିଥାନ୍ତି । ଏମିତି କି ଖବରକାଗଜରେ ବିଜ୍ଞାପନ ଜରିଆରେ ଲୋକଙ୍କଠୁ ଆଦାୟ କରନ୍ତି ସେଓ । ଏହା ଟିକେ…

୨୪ରୁ ଅଧିକ ବର୍ଷ ଧରି ଗୋଟିଏ ଥାଳିରେ ଖାଉଥିଲେ ମା’, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଛୋଟ ବେଳେ ଜିତିଥିବା ପୁରସ୍କାର, ବଡ଼ ହେଲେ ପ୍ରେରଣା ଦିଏ । ହେଲେ ଅନେକ ସେ ସବୁକୁ ଭୁଲି ଯାଉଥିବା ବେଳେ ମାଆ ଯତ୍ନର ସହ ସାଇତି ରଖିଥାନ୍ତି । କାରଣ ବାପା-ମାଆଙ୍କ ପାଇଁ ସେମାନଙ୍କର ପିଲାମାନଙ୍କର ଛୋଟ ଛୋଟ ସଫଳତା ବି ବହୁତ ମୂଲ୍ୟବାନ । ଟ୍ୱିଟରରେ ଜଣେ ବ୍ୟକ୍ତି ନିଜ ମା’ଙ୍କୁ ନେଇ ଏକ…

ଘରୋଇ ସାମଗ୍ରୀ ମାଧ୍ୟମରେ ଗୋଇନ୍ଦାଗିରି କରୁଛି ଚୀନ !

ଲଣ୍ଡନ: ବ୍ରିଟେନରେ ଘରୋଇ ସାମଗ୍ରୀ ଏବଂ ଏଲଇଡି ମାଧ୍ୟମରେ ଚୀନ ଗୋଇନ୍ଦାଗିରି କରୁଥିବା ଖବର ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ବ୍ରିଟିଶ ସରକାର ବିଭିନ୍ନ ଚୀନ ସାମଗ୍ରୀ ଉପରେ ତଦନ୍ତ କରିବା ପରେ ଏହି ତଥ୍ୟ ସମ୍ମୁଖକୁ ଆସିଛି । କାରରେ ବ୍ୟବହୃତ ହେଉଥିବା ପାର୍ଟସ, ଏଲଇଡି ଏବଂ ଅନ୍ୟ…

ମହିଳା IPL: ଆଦାନୀ ଓ ଅମ୍ବାନୀ କିଣିଲେ ଟିମ୍

ମୁମ୍ବାଇ: ଆଇପିଏଲ୍ ପରେ ଡବ୍ଲୁପିଏଲ୍ । ୱିମେନ୍ ପ୍ରିମିୟର ଲିଗ୍ (WPL)ର ପ୍ରଥମ ସଂସ୍କରଣ ଶୀଘ୍ର ଆରମ୍ଭ ହେବ । ଏଥିପାଇଁ ବିସିସିଆଇ ୫ଟି ଟିମକୁ ବିକ୍ରି କରି ମୋଟା ଅଙ୍କର ଟଙ୍କା ଆୟ କରିଛି । ୫ଟି ଟିମରୁ ବିସିସିଆଇକୁ ମିଳିଛି ୪୬୬୯.୯୯ କୋଟି ଟଙ୍କା ।…

ହାଇଟେକ ମୋଡ଼୍‌ରେ ଭାରତୀୟ ସେନା

ନୂଆଦିଲ୍ଲୀ: ଏଣିକି ଶୂନ୍ୟରେ ଉଡ଼ିବେ ଭାରତୀୟ ସୈନ୍ୟ । ଜେଟପ୍ୟାକ ସୁଟ୍ ଆସିବ ସେମାନଙ୍କ ଲାଗି । ଏହି ସୁଟ୍ ବଳରେ ସେମାନେ ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରେ ଉଡିପାରିବେ, ସେ ପୁଣି ୮୦ କିଲୋଗ୍ରାମ୍‌ ଭିତରେ  । ଏନେଇ ଆରମ୍ଭ ହୋଇଯାଇଛି ପ୍ରାଥମିକ ଟେଣ୍ଡର ପ୍ରକ୍ରିୟା । ଫାଷ୍ଟଟ୍ରାକ…