Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିବିସି ଡକ୍ୟୁମେଣ୍ଟାରୀ: ଗଣମାଧ୍ୟମର ସ୍ୱାଧୀନତାକୁ ସମର୍ଥନ କରିବୁ ବୋଲି କହିଲା ଆମେରିକା

ନୂଆଦିଲ୍ଲୀ: ବିବିସି ଡକ୍ୟୁମେଣ୍ଟାରିକୁ ଭାରତରେ ବ୍ୟାନ୍ କରିବା ଘଟଣାକୁ ବିରୋଧ କରିଛି ଆମେରିକା। ଗଣମାଧ୍ୟମର ସ୍ୱାଧୀନତା ଗଣତନ୍ତ୍ରର ପରିଚୟ ବୋଲି ଆମେରିକା ବିଦେଶ ମନ୍ତ୍ରାଳୟ କହିଛି। ଗଣତନ୍ତ୍ରର ମହତ୍ୱ ଗଣମାଧ୍ୟମର ସ୍ୱାଧୀନତାକୁ ଭାରତ ସମେତ ସାରା ବିଶ୍ୱରେ ଗୁରୁତ୍ୱ ଦିଆଯିବା ଦରକାର…

ଦୁଇ ବର୍ଷର ବ୍ୟାନ୍ ପରେ ଫେସ୍‌ବୁକ୍‌ସ ଓ ଇନ୍‌ଷ୍ଟାଗ୍ରାମ୍‌କୁ ଫେରିଲେ ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ: ପୁଣିଥରେ ଫେସ୍‌ବୁକ୍‌ସ ଓ ଇନ୍‌ଷ୍ଟାଗ୍ରାମ୍‌କୁ ଫେରିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଦୁଇ ବର୍ଷ ବ୍ୟାନ୍ ଲାଗିବା ପରେ ‘ମେଟା’ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟକୁ ପୁନଃ ସକ୍ରିୟ କରି ଦେଇଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ହାରିବା ପରେ ଡୋନାଲ୍ଡ…

SCO ବୈଠକରେ ଭୁଟ୍ଟୋଙ୍କ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ନିମନ୍ତ୍ରଣ କରିବ ଭାରତ

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ସମ୍ପର୍କ ଧୀରେ ଧୀରେ ସୁଧୁରିବା ଭଳି ମନେ ହେଉଛି। ନିକଟରେ ଦୁବାଇରେ ଭାରତ ଉତ୍ତମ ସମ୍ପର୍କ ରଖିବା କଥା କହିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହେବାଦ ସରିଫ। ଆଉ ଏବେ ଭାରତ ଗୋଆରେ ହେବାକୁ ଥିବା ସାଂଘାଇ କୋପରେସନ ଅର୍ଗାଇନାଇଜେସନ(SCO) ମିଟିଂରେ ଯୋଗ ଦେବାକୁ…

ବିନାଶ ମୁହାଁ ବିଶ୍ବ !

ନୂଆଦିଲ୍ଲୀ: ବିନାଶ ମୁହାଁ ଏବେ ସାରା ବିଶ୍ବ । ବିଧ୍ବଂସ ଆଉ କିଛି ଦୂରରେ । ହେଲେ ଡୁମ୍ସଡେ କ୍ଲକରୁ ବୈଜ୍ଞାନିକମାନେ କମ୍ କରିଛନ୍ତି ୧୦ସେକେଣ୍ଡ । ଦୀର୍ଘ ତିନି ବର୍ଷ ଧରି ଡୁମ୍ସଡେ ଘଣ୍ଟାରେ ପୃଥିବୀ ଧ୍ବଂସ ହେବାକୁ ଆଉ ଶହେ ସେକେଣ୍ଡ ରହିଥିବା ବେଳେ ୨୦୨୩ରେ ଏଥିରୁ ୧୦ସେକେଣ୍ଡ କମାଇ…

ବିଶ୍ୱର ପ୍ରଥମ ଉଡ଼ନ୍ତା ବାଇକ୍

ନୂଆଦିଲ୍ଲୀ: ବେଳେବେଳେ ଟ୍ରାଫିକ୍ ଜାମରେ ଫସିଥିଲେ କିମ୍ବା କୈାଣସି ସ୍ଥାନକୁ ଜଲଦି ଯିବାର ଥିଲେ, ମନରେ ଧାରଣା ଆସେ ଯଦି ଆମ ପାଖରେ ଫ୍ଲାଇଙ୍ଗ୍ ବାଇକ୍ କିମ୍ବା କାର୍ ଥାନ୍ତା ସତରେ କେତେ ଭଲ ହୁଅନ୍ତା  । ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି ସ୍ୱପ୍ନରେ ଭାବୁଥିବା କଥା ଏବେ ସତ ହୋଇଛି ।…

ଦେଶ ପାଳୁଛି ୭୪ ତମ ସାଧାରଣତନ୍ତ୍ର ଦିବସ

ନୂଆଦିଲ୍ଲୀ : ଆଜି ୭୪ ତମ ସାଧାରଣତନ୍ତ୍ର ଦିବସ । ଗଣତନ୍ତ୍ରର ମହାପର୍ବ । ଗଣତନ୍ତ୍ର ଦିବସ ଉପଲକ୍ଷେ ସାରା ଦେଶ ଉତ୍ସବ ମୁଖର  । ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଆଜିର ଦିନରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଥିଲା…

୨୬ ଜାନୁଆରୀ, ଭାରତ ପାଇଁ କାହିଁକି ସ୍ୱତନ୍ତ୍ର?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଇତିହାସ ବିଷୟରେ କହିବାକୁ ଗଲେ ଏହି ଦିନ ଭାରତର ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା। ୧୫ ଅଗଷ୍ଟ ୧୯୪୭ ରେ ଭାରତ ବ୍ରିଟିଶମାନଙ୍କଠାରୁ ସ୍ୱାଧୀନତା ପାଇଥିଲା, କିନ୍ତୁ ୨୬ ଜାନୁଆରୀ ୧୯୫୦ରେ ଭାରତକୁ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ଘୋଷଣା କରାଯାଇଥିଲା।…

ବାବା ବାଗେଶ୍ୱରଙ୍କୁ ନେଇ ଭିଡିଓ ଜାରି କରି ଆପତ୍ତି ଉଠାଇଲେ ‘ଶକ୍ତିମାନ୍’

ଓଡ଼ିଶା ସମ୍ବାଦ ବ୍ୟୁରୋ: ବାଗେଶ୍ୱର ଧାମ ପୀଠର ବାବା ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଏବେ ଚର୍ଚ୍ଚାରେ। ଜଣେ ସାମ୍ବାଦିକଙ୍କ ପରିବାର ବାବଦରେ ଧିରେନ୍ଦ୍ର ଶାସ୍ତ୍ରୀ ଦେଇଥିବା ମନ୍ତବ୍ୟ ପରେ ସେ ଏବେ ସୋସିଆଲ ମିଡିଆରେ ବିତର୍କକ ପ୍ରସଙ୍ଗ ପାଲଟିଛନ୍ତି। ସେ ପ୍ରକୃତରେ ଚମତ୍କାର କରୁଛନ୍ତି ନା…

ସୁଷମାଙ୍କୁ ମାଇକ ପୋମ୍ପିଓଙ୍କ ‘ଅପମାନକଜନକ’ ମନ୍ତବ୍ୟ, କଡ଼ା ଜବାବ ଦେଲେ ଜୟଶଙ୍କର

ନୂଆଦିଲ୍ଲୀ: ଆମେରିକାର ଡୋନାଲ୍ଡ ଟ୍ରମ୍ପ ସରକାରରେ ବୈଦେଶିକ ମନ୍ତ୍ରୀ  ଥିବା ମାଇକ ପୋମ୍ପିଓ ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ସ୍ୱର୍ଗତ ନେତ୍ରୀ ସୁଷମା ସ୍ୱରାଜଙ୍କ ବିଷୟରେ ଅତ୍ୟନ୍ତ ଅପମାନଜନକ ଭାଷା ବ୍ୟବହାର କରିଛନ୍ତି। ପୋମ୍ପିଓ ଏକ ବହି ଲେଖିଛନ୍ତି, ଯେଉଁଥିରେ ସୁଷମା…

ଗଣତନ୍ତ୍ର ଦିବସ ପୂର୍ବରୁ ବିସ୍ଫୋରଣ, ୩ ଆହତ

ଇମ୍ଫାଲ: ଆଜି ଗଣତନ୍ତ୍ର ଦିବସ। ଏହାର ଦିନକ ପୂର୍ବରୁ ଅର୍ଥାତ ଗତକାଲି (ବୁଧବାର) ମଣିପୁରରେ ଏକ ବଡ଼ ବିସ୍ଫୋରଣ ଘଟିଛି।  ଉଖରୁଲ ଜିଲ୍ଲାରେ ଏକ ବିସ୍ଫୋରଣ ହୋଇଛି। ଏଥିରେ ତିନି ଜଣ ଆହତ ହୋଇଥିବା ଜଣାପଡିଛି। ଏମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ବୋଲି କୁହାଯାଉଛି। ବିସ୍ଫୋରଣରେ ଆହତ…