Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ଶିଶୁ କନ୍ୟାକୁ ଜନ୍ମ ଦେଲେ ଆଲିଆ

ମୁମ୍ଵାଇ: ଫ୍ୟାନ୍ସଙ୍କୁ ଖୁସି ଖବର ଦେଲେ ଆଲିଆ । ଶିଶୁ କନ୍ୟାର ପିତାମାତା ହୋଇଛନ୍ତି ରଣବୀର-ଆଲିଆ। ଏନେଇ ଆଲିଆ ଭଟ୍ଟ ଏକ ଇନଷ୍ଟାଗ୍ରାମ ପୋଷ୍ଟ କରିଛନ୍ତି, ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି। କିଛି ସମୟ ପୂର୍ବରୁ ଆଲିଆ ଭଟ୍ଟ ଇନଷ୍ଟାରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି…

ରାହୁଲ ଗାନ୍ଧିଙ୍କ ନାଁରେ ମାମଲା ଦାୟର

ବେଙ୍ଗାଲୁରୁ: କଂଗ୍ରେସ ନେତା ରାହୁଲ ଗାନ୍ଧି ନାଁରେ ମାମଲା ରୁଜୁ । ଭାରତ ଯୋଡ ଯାତ୍ରା ସମୟରେ ବିନା ଅୁମତିରେ କନ୍ନଡ ଚଳଚ୍ଚିତ୍ର କେଜିଏଫ୍ 2 ସଙ୍ଗୀତର ବ୍ୟବହାର କରିଥିଲା କଂଗ୍ରସ  । ଏହାକୁ ନେଇ ଏମଆରଟି ମ୍ୟୁଜିକ୍ ଲେବଲ୍ ଦ୍ବାରା ଅଭିଯୋଗ ହୋଇଥିଲା । ଏନେଇ ବେଙ୍ଗାଲୁରୁ ପୋଲିସ କଂଗ୍ରେସ…

ଦିଲ୍ଲୀରେ ଗଡ଼ିବନି ଡିଜେଲ କାର୍‌, ଦିଲ୍ଲୀ ପରିବହନ ବିଭାଗ ଦେଲେ ସୂଚନା

ନୂଆଦିଲ୍ଲୀ : ଦିନ କୁ ଦିନ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି । ଅଣନିଶ୍ବାସୀ ହୋଇଗଲେଣି ଲୋକେ  । ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏନେଇ ଦିଲ୍ଲୀ ପରିବହନ ବିଭାଗ ନେଇଛନ୍ତି ବଡ଼ ନିଷ୍ପତ୍ତି । ରାଜଧାନୀରେ ଗାଡ଼ି ଚାଲିବା ଉପରେ ଲାଗିଲା ପ୍ରତିବନ୍ଧକ। ଦିଲ୍ଲୀରେ ଗଡ଼ିବନି ଡିଜେଲ…

ଡେଲିଭରି ପାଇଁ ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ଆଲିଆ ଭଟ୍ଟ

ନୂଆଦିଲ୍ଲୀ : ଡେଲିଭରି ପାଇଁ ଏଚ୍‌.ଏନ୍‌ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ଆଲିଆ ଭଟ୍ଟ । ଆଜି ସକାଳ ୭.୩0ରେ ଆଲିଆ ସ୍ୱାମୀ ରଣବୀରଙ୍କ ସହ ଡାକ୍ତରଖାନାରେ ପହଞ୍ଚିଥିଲେ। ଭାଇରାଲ୍ ଭାୟାନୀଙ୍କ ଅଫିସିଆଲ୍ ଇନଷ୍ଟା ହ୍ୟାଣ୍ଡଲ୍ ଏହି ଖବର ସେୟାର କରାଯାଇଛି | ସେୟାର…

କର୍ମଚାରୀଙ୍କ ଛଟେଇକୁ ନେଇ କ୍ଷମା ମାଗିଲେ ଟ୍ୱିଟରର ପୂର୍ବତନ କୋ-ଫାଉଣ୍ଡର ଜ୍ୟାକ୍ ଡୋର୍ସି

ନୂଆଦିଲ୍ଲୀ: ଆକ୍ସନ ମୋଡରେ ଏଲନ୍ ମସ୍କ  । ସେ ଟ୍ୱିଟର୍‌ର ନୂଆ ସିଇଓ ହେବା ପରେ କମ୍ପାନୀର ଅଧାରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ଏଥିରେ ଅଧିକାଂଶ କର୍ମଚାରୀ ଭାରତୀୟ ବୋଲି ଜଣାପଡ଼ିଛନ୍ତି।  କର୍ମଚାରୀଙ୍କ ଛଟେଇକୁ ନେଇ ଟ୍ୱିଟର୍ର ପୂର୍ବତନ କୋ-ଫାଉଣ୍ଡର ଜ୍ୟାକ୍ ଡୋର୍ସି…

ନାବାଳିକା ଝିଅକୁ ହତ୍ୟା କଲା ବାପା; କାରଣ କ’ଣ ଜାଣନ୍ତୁ..

ଅମରାବତୀ: ନାବାଳିକା ଝିଅର ପ୍ରେମକୁ ସ୍ୱୀକାର କରିପାରିନପାରି ଜନ୍ମ କଲା ଝିଅକୁ ବାପ କଲା ହତ୍ୟା। ପରେ ସୋଶିଆଲ ମିଡିଆରେ ଘଟଣା ବାବଦରେ ବଖାଣିଲା ସେହି ମୁହୂର୍ତ୍ତର ସତ। ମିଳିଥିବା ସୂଚନା ଅନୁସାରେ ଝିଅଟି ପଡ଼ୋଶୀରେ ରହୁଥିବା ଜଣେ ବ୍ୟକ୍ତିଙ୍କ ସହ ପ୍ରେମକରୁଥିଲା। ଏହାକୁ ନେଇ ଝିଅର ବାପା…

ସାଇରସ ମିସ୍ତ୍ରୀ କାର ଦୁର୍ଘଟଣା: ଡ୍ରାଇଭର ସିଟରେ ବସିଥିବା ଡାକ୍ତରଙ୍କ ବିରୋଧରେ ରୁଜୁ ହେଲା ମାମଲା

ମୁମ୍ବାଇ: ଶିଳ୍ପପତି ସାଇରସ ମିସ୍ତ୍ରୀଙ୍କ କାର ଦୁର୍ଘଟଣାରେ କାର ଚଳାଉଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ। ସେପ୍ଟେମ୍ବର ମାସରେ ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ କାର ଦୁର୍ଘଟଣାରେ ଶିଳ୍ପପତି ସାଇରସ୍ ମିସ୍ତ୍ରୀଙ୍କର କାର ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ପୋଲିସ ଏହି ମାମଲାରେ ଶନିବାର…

କିଏ କହିଲେ, ମୁଁ ଠକ ହେଲେ କେଜ୍ରିୱାଲ ମହାଠକ

ନୂଆଦିଲ୍ଲୀ: ମନି ଲଣ୍ଡ୍ରିଂ କେସରେ ମଣ୍ଡୋଲି ଜେଲରେ ଥିବା ଠକ ସୁକେଶ ଚନ୍ଦ୍ରଶେଖର ପୁନର୍ବାର ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ରାଜ୍ୟସଭା ଟିକେଟ ପାଇଁ ମୁଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ପ୍ରମୁଖ ଅରବିନ୍ଦ କେଜ୍ରିୱାଲଙ୍କୁ ୫୦ କୋଟି ଟଙ୍କା ଦେଇଛି । ଯଦି ମୁଁ ଠକ ତାହାହେଲେ…

ନିର୍ବାଚନ ଜିତିଲେ ଭାରତଠାରୁ ଜମି ଫେରାଇ ଆଣିବି: ଓଲି

କାଠମାଣ୍ଡୁ: ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି କହିଛନ୍ତି ଯେ ନଭେମ୍ବର ୨୦ ନିର୍ବାଚନରେ ​​ଯଦି ତାଙ୍କ ଦଳ କ୍ଷମତାକୁ ଫେରିବ, ତେବେ ଭାରତ ସହ ଯୋଡି ଦାବି କରିଥିବା ହିମାଳୟ ଅଞ୍ଚଳକୁ ସେ ଫେରାଇ ଆଣିବ। ନେପାଳ-ଭାରତ ସୀମା ନିକଟ ଦୂର ପଶ୍ଚିମ ନେପାଳର ଡାର୍କୁଲା ଜିଲ୍ଲାରେ…

ରୁଷର ଏକତା ଦିବସରେ ଭାରତୀୟଙ୍କୁ ପୁଟିନଙ୍କ ପ୍ରଶଂସା

ମସ୍କୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିବା ପରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବେ ଭାରତବାସୀଙ୍କୁ ପ୍ରଶଂସା କରିଛନ୍ତି। ଭାରତୀୟମାନଙ୍କୁ ଦକ୍ଷ ବୋଲି କହି ସେ ପ୍ରଶଂସା କରିଛନ୍ତି। ଆଗାମୀ ଦିନରେ ଭାରତ ଅନେକ ସଫଳତା ହାସଲ କରିବ ବୋଲି ସେ ଆଶାବାଦୀ। ରୁଷର ଏକତା…