Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଟ୍ରକ ଓ କାର୍‌ ମୁହାଁମୁହିଁ ଧକ୍କା, ଚାଲିଗଲା ୯ ଜଣଙ୍କ ଜୀବନ

ମୁମ୍ବାଇ : ମୁମ୍ବାଇ-ଗୋଆ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଗୁରୁବାର ସକାଳ ପ୍ରାୟ ପାଞ୍ଚଟା ବେଳେ ଗୋରେଗାଓଁ ପୋଲିସ ଷ୍ଟେସନ ଅନ୍ତର୍ଗତ ରୋପୋଲି ଗ୍ରାମ୍ୟ ନିକଟ ମୁମ୍ବାଇ-ଗୋଆ ରାଜପଥରେ ଏକ ଟ୍ରକ ଏବଂ…

ଚୀନରେ ଗୋଟିଏ ଦିନରେ ୩୬ ହଜାର ପ୍ରାଣ ହରାଇବେ!

ନୂଆଦିଲ୍ଲୀ: ଚୀନ ଅପେକ୍ଷା କରିଛି କରୋନାର ଏକ ଘାତକ ଲହରକୁ। ଯେଉଁଥିରେ ଗୋଟିଏ ଦିନରେ ୩୬ ହଜାର ଜଣ ପ୍ରାଣ ହରାଇବାର ଆଶଙ୍କା ରହିଛି। ଏକ ଆକଳନରୁ ଜଣାପଡିଛି ଯେ ଚୀନରେ କୋଭିଡ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାକୁ ଯାଉଛି । ଏବଂ ୨୬ ଜାନୁଆରୀରେ ଗୋଟିଏ ଦିନରେ ପ୍ରାୟ ୩୬,୦୦୦ ମୃତ୍ୟୁ ହେବାର…

ମାଇକ୍ରୋସଫ୍ଟ ପରେ ଆମାଜନର ଛଟେଇ; ବିଦା ହେବେ ୧୮ ହଜାରରୁ ଅଧିକ କର୍ମଚାରୀ

ୱାଶିଂଟନ:ପ୍ରମୁୁଖ ସଫ୍ଟଓୟାର କମ୍ପାନୀ ମାଇକ୍ରୋସଫ୍ଟ ନିଜର ୧୦ ହଜାର କର୍ମଚାରୀଙ୍କୁ ଚାକିରୀରୁ ହଟାଇବା ପରେ ଏବେ ଆମାଜନ ତାର କର୍ମଚାରୀ ହଟାଇବା ଆରମ୍ଭ କରିଛି । ମାଇକ୍ରୋସଫ୍ଟ କମ୍ପାନୀ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାରୁ ଏପରି ପଦକ୍ଷେପ  ନେଇଥିବା କହୁଥିବାବେଳେ ଅମାଜନ ବି ସମାନ କଥା…

ହାଇଦ୍ରାବାଦରେ କେସିଆରଙ୍କ ମୋଦୀ ବିରୋଧୀ ମେଳି, କେତେ ସଫଳ ହେବ?

ହାଇଦ୍ରାବାଦ: ଆସନ୍ତା ଲୋକସଭା ନିର୍ବାଚନ ଉପରେ ​​ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) ନଜର ରଖିଛନ୍ତି। ବୁଧବାର ତାଙ୍କ ଦଳ ଭାରତ ରାଷ୍ଟ୍ର ସମିତି ନେତୃତ୍ବରେ ଏକ ମେଗା ରାଲି କରିଛନ୍ତି କେସିଆର। ଅଣ କଂଗ୍ରେସ ଓ ଅଣ ବିଜେପି ତଥା ମୋଦୀ ବିରୋଧୀଙ୍କୁ ଏକାଠି କରି…

ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ; ଅନେକ ଦୂର ପର୍ଯ୍ୟନ୍ତ ଦିଶୁଛି ନିଆଁ

ନୂଆଦିଲ୍ଲୀ: ଦକ୍ଷିଣ ପୂର୍ବ ଦିଲ୍ଲୀର ନଏଡା ସୀମାବର୍ତ୍ତୀ ଏକ ପାର୍କରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ସୋସିଆଲ ମିଡିଆରେ ଏହାର ଭୟଙ୍କର ଦୃଶ୍ୟକୁ ଅନେକ ୟୁଜର୍ସ ଟୁଇଟ କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ସାରା ଆକାଶ ଧୂଆଁମୟ ହୋଇଯାଇଛି । ଅନେକ ଦୂର ପର୍ଯ୍ୟନ୍ତ ଏହି ଦୃଶ୍ୟ ଦେଖିବାକୁ…

ଛାଡପତ୍ର ଖୁସିରେ ଧୁମ୍‌ଧାମ୍‌ରେ ଉତ୍ସବ ପାଳିଲେ ମହିଳା

ଲଣ୍ଡନ: ଧୂମ୍‌ଧାମରେ ବିବାହ ଉତ୍ସବ ପାଳିବା ଖୁବ୍ ସାଧାରଣ କଥା । କିନ୍ତୁ ଛାଡ଼ପତ୍ର ଖୁସିରେ ପାର୍ଟି କରିବା ଓ ପୁରା ଜୋସ୍‌ରେ ନାଚଗୀତରେ ମସ୍‌ଗୁଲ ହେବା କଥା ନିହାତି ଅଡ଼ୁଆ ଲାଗୁଥାଇପାରେ । ଏଭଳି ଘଟଣା ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଲଣ୍ଡନର ଜଣେ ମହିଳା । ଲାସ୍ ଭେଗାସ୍ ସହରରେ ସେ ନିଜର କିଛି…

କିଭରେ ବିମାନ ଦୁର୍ଘଟଣା; ଗୃହମନ୍ତ୍ରୀଙ୍କ ସମେତ ୧୬ ମୃତ

କିଭ:ୟୁକ୍ରେନ ରାଜଧାନୀ କିଭ ନିକଟସ୍ଥ ଏକ ସହରରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଗୃହମନ୍ତ୍ରୀଙ୍କ ସମେତ ୧୬ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଥିବା ଜଣାଯାଇଛି । ମୃତକମାନଙ୍କ ମଧ୍ୟରୁ ଅଧିକାଂଶ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ । ଏମାନଙ୍କ…

ଯେଉଁ ଦିନ ପ୍ରଥମ ଥର ପାଇଁ ପୃଥିବୀ ହଳ ହେଲା, ସେଦିନୁ ବିନାଶର କାହାଣୀ ଆରମ୍ଭ ହେଲା

 ଆଜିକାଲିର ଆଧୁନିକ ସମାଜ ଆଳରେ ହଜି ଯାଉଛି ବନ୍ୟଜନ୍ତୁଙ୍କ ବାସସ୍ଥାନ | ବୈଜ୍ଞାନିକମାନେ ଆକଳନ କରିଛନ୍ତି ଯେ ଏହି ଶତାବ୍ଦୀର ଶେଷ ସୁଦ୍ଧା ପୃଥିବୀର ପ୍ରାୟ ୫୦ ପ୍ରତିଶତ ଜୀବ ବିଲୁପ୍ତ ହୋଇଯିବେ। ଧରା ପୃଷ୍ଠରୁ ଜୀବମାନେ ବିଲୁପ୍ତ ହେବାରେ ସବୁଠୁ ବଡ଼ ଭୂମିକା ରହିଛି ଆମର ଆଧୁନିକ ପ୍ରଣାଳୀର…

ଗୁପ୍ତ ସ୍ଥାନରେ ଭେଟ ହେଲେ ଆମେରିକା-ୟୁକ୍ରେନ ସେନାଧିକାରୀ, କିଛି ବଡ ହେବ କି ?

କୀଭ:ରୁଷ-ୟୁକ୍ରେନ ଯୁଦ୍ଧ ଶେଷ ହେବାର ନାଁ ଧରୁନି । ବିଭିନ୍ନ ପ୍ରକାରର ଚାପ ଏବଂ ପ୍ରତିବନ୍ଧ ସତ୍ୱେ ରୁଷ ଘନ ଘନ ଆକ୍ରମଣ ଜାରୀ ରଖିଛି । ତେବେ ଏହା ମଧ୍ୟରେ ପ୍ରଥମ ଥର ଆମେରିକାର ଶୀର୍ଷ ଜେନେରାଲ ମାର୍କ ମିଲେ ୟୁକ୍ରେନର ସମକକ୍ଷଙ୍କ ସହ ଏକ ଗୁପ୍ତ ବୈଠକ କରିଥିବା ଜଣାପଡିଛି ।…

ଲିଭୁନି ପର୍ବତର ନିଆଁ; କ’ଣ ରହିଛି ରହସ୍ୟ

ପାହାଡ଼ରୁ ଉଠୁଛି ନିଆଁ । ଦିନ ରାତି ଜଳୁଛି । ଲିଭିବାର ନାଁ ଧରୁନି । ଏହି ନିଆଁକୁ କୁହାଯାଉଛି ଯାନର ଡାଗ ବା ଜଳୁଥିବା ଥିବା ପାହାଡ। ବିଚିତ୍ର ଏ ବିଶ୍ୱ । ଅନେକ ଅବିଶ୍ୱାସନୀୟ ଜିନିଷ ଏଇ ପୃଥିବୀରେ ଭରି ରହିଛି । ସୋସିଆଲ ମିଡ଼ିଆ ଯୋଗୁ ଏହି ଅଜବ ଜିନିଷ ଆଜି ସମସ୍ତଙ୍କ ସାମ୍ନାକୁ ଆସି…