Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶେଷରେ ବଦଳିଲା ସାଂଜ୍ଞା, କୁତ୍ତା ହେଲା ‘ଦତ୍ତ’

ବାଙ୍କୁଡା:ଶେଷରେ ବଦଳିଲା ସାଂଜ୍ଞା । କୁତ୍ତା ବଦଳରେ ନାଁରେ ଯୋଡା ହେଲା ଦତ୍ତ । ନାଁ ହେଲା ଶ୍ରୀକାନ୍ତ କୁମାର ଦତ୍ତ । ତେବେ ସରକାରୀ ସ୍ତରର ଏହି ଭୁଲ ଗୋଟିଏ ଦିନରେ ଯେପରି ସଂଶୋଧନ ହେଲା ତାହାକୁ ପ୍ରଶଂସା ନ କରି ରହି ହେବନି । ରାସନ କାର୍ଡରେ  ଶ୍ରୀକାନ୍ତଙ୍କ ନାଁ ଭୁଲ ପ୍ରିଣ୍ଟିଂ…

ଅଶ୍ଳୀଳ ଭିଡିଓ ସୁଟିଂ ମାମଲାରେ ରାଜ୍‌ଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ

ନୂଆଦିଲ୍ଲୀ : ସମସ୍ୟାରେ ପଡ଼ିଲେ ବଲିଉଡ ସୁନ୍ଦରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ୍‌ କୁନ୍ଦ୍ରା । ରାଜ୍‌ କୁନ୍ଦ୍ରାଙ୍କ ପିଛା ଛାଡ଼ିବାର ନାଁ ଧରୁନି  ସମସ୍ୟା । ଅଶ୍ଳୀଳ ଭିଡିଓ ଉତ୍ତୋଳନ ମାମଲାରେ ରାଜ୍‌ କୁନ୍ଦ୍ରା, ଶର୍ଲିନ ଚୋପ୍ରା ଓ ପୁନମ ପାଣ୍ଡେଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ…

ଇତିହାସରେ ବଡ଼ ରେଳ ଦୁର୍ଘଟଣା, ଯାଇଥିଲା ୬ ଶହ ଜୀବନ

ଭୁବନେଶ୍ୱର: ଯାଜପୁର ଜିଲ୍ଲା କୋରାଇରେ ମାଲବାହୀ ଟ୍ରେନ୍ ଦୁର୍ଘଟଣା ପରେ ଷ୍ଟେସନ୍ ଦେଇ ଟ୍ରେନ୍ ଅତିକ୍ରମ ବେଳେ ବେଗକୁ ନେଇ ପ୍ରଶ୍ନ ଉଠୁଛି । କୁହାଯାଉଛି ଟ୍ରେନର ବେଗ ଅଧିକ ଥିବାରୁ ଏଭଳି ଭୟାବହ ଦୁର୍ଘଟଣା ଘଟି ୩ ଜଣଙ୍କ ଜୀବନ ଚାଲିଗଲା । ତେବେ ଏନସିଆରବି ରିପୋର୍ଟ ଅନୁସାରେ, ୨୦୨୦…

ଇଣ୍ଡୋନେସିଆରେ ଭୂମିକମ୍ପ, ୪୪ ମୃତ

ଜାକର୍ତ୍ତା: ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ ହୋଇ ୪୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିରେ ଅନେକ ଆହତ ହୋଇଥିବା ଜଣାପଡିଛି । ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲେଯେ, ହଜାର ହଜାର ଘର ଭାଙ୍ଗିରୁଜି ଯାଇଛି । ଓ୍ୱେଷ୍ଟ ଜାଭାର ସିଆଞ୍ଜୁର ଠାରେ ଭୂମିକମ୍ପ ବ୍ୟାପକ କ୍ଷୟକ୍ଷତି…

ହାଇୱେରେ ଦୁର୍ଘଟଣା, ପଛକୁ ପଛ ପିଟି ହେଲା ୪୮ ଗାଡ଼ି

ବାଙ୍ଗାଲୁରୁ:  ପୁଣେ-ବାଙ୍ଗାଲୁରୁ ହାଇଓ୍ୱେ ଉପରେ ଗତକାଲି ଏକ ବଡ ଧରଣର ଦୁର୍ଘଟଣା ଘଟିଯାଇଛି   । ଦୁର୍ଘଟଣାରେ ୪୮ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଛି ।   ୪୮ଟି ଗାଡି ପରସ୍ପର ସହିତ ଧକ୍କା ହୋଇଥିଲା  । ଦୁର୍ଘଟଣାରେ ଯଦିଓ କାହାର ମୃତ୍ୟ ହୋଇନାହିଁ, ୩୦ରୁ ଅଧିକ ଆହତ ହୋଇଥିବା ଜଣାଯାଇଛି ।…

ପୂର୍ବ ପ୍ରେମିକାକୁ ୬ ଖଣ୍ଡ କରି କୂଅରେ ଫିଙ୍ଗିଲା ନୃଶଂସ ପ୍ରେମିକ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ଦୋହରାଇଲା ଶ୍ରଦ୍ଧା ମର୍ଡର କେସ୍‌ ଘଟଣା । ପୁଣି ସାମ୍ମାକୁ ଆସିଲା ପ୍ରେମିକାକୁ କାଟି ଫୋପାଡ଼ିବା ଭଳି ଅମାନବୀୟ କାଣ୍ଡ । ପୂର୍ବରୁ ଦିଲ୍ଲୀରେ ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣା ସମସ୍ତଙ୍କ ହୃଦୟ ଥରାଇ ଦେଇଥିବା ବେଳେ ଏବେ ଉତ୍ତର ପ୍ରଦେଶ ଆଜମଗଡ଼ରେ ସେହି ଘଟଣାର…

ଗ୍ରୀସ୍‌ର କ୍ରୀଟେ ଦ୍ବୀପରେ ଭୂକମ୍ପ ଝଟ୍‌କା, ଆସିପାରେ ସୁନାମୀ  

ନୂଆଦିଲ୍ଲୀ : ଭୂକମ୍ପରେ ଥରିଲା ଗ୍ରୀସ୍‌ର କ୍ରୀଟେ ଦ୍ବିପ । ସୋମବାର ସକାଳେ ଏହି ଭୂମିକମ୍ପ ହୋଇଥିବା ସୂଚନା । ରିଟର ସ୍କେଲରେ ଏହାର ତୀବ୍ରତା ୫.୫ ମପାଯାଇଛି  । ତେବେ ଏହି ଭୂକମ୍ପ ଆସିବା ଦ୍ବାରା ସମୁଦ୍ର ଅଶାନ୍ତ ହୋଇପାରେ । ଫଳରେ ସୁନାମୀ ଆସିପାରେ ବୋଲି ଆଶଙ୍କା କରୁଛନ୍ତି ପାଣିପାଗ…

ଆଜି ପ୍ରାକ୍-ବଜେଟ୍ ମିଟିଂ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକବର୍ଷ ପାଇଁ ବଜେଟ୍ ପ୍ରସ୍ତୁତି ଆରମ୍ଭ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ପ୍ରାକ୍-ବଜେଟ୍ ମିଟିଂ କରିବେ । ଏଥିରେ ବିଭିନ୍ନ ଭିତ୍ତିଭୂମି ସମ୍ୱନ୍ଧିତ ଶିଳ୍ପ ମାଲିକ ଓ ବିଶେଷଜ୍ଞ ସାମିଲ ହେବେ । ତେବେ ଏହି ବୈଠକ ଭର୍ଚୁଆଲ ମୋଡରେ ହେବାକୁ ଯାଉଛି । ୨୦୨୩…

ହରୱିନ୍ଦର ପରେ ଇଟାଲୀରେ ଗଡିଲା ହ୍ୟାପୀର ମୁଣ୍ଡ, ଗ୍ୟାଙ୍ଗଷ୍ଟାର ଲଣ୍ଡା ନିଜକୁ ଦାୟୀ କଲା

ଚଣ୍ଡୀଗଡ: ପାକିସ୍ତାନରେ ଆଇଏସଆଇ ସୁରକ୍ଷା ବଳୟ ଭିତରେ ରହିଥିବା ଆତଙ୍କବାଦୀ ହରୱିନ୍ଦର ସିଂ ଓରଫ ରିନ୍ଦାର ମୃତ୍ୟୁ ପରେ ଆଜି କାନାଡାରେ ହରପ୍ରୀତ ସିଂ( ହ୍ୟାପୀ ସଙ୍ଘେଡା)ର ମୁଣ୍ଡ ଗଡିଛି । ରିନ୍ଦା ଓ ହ୍ୟାପୀର ମୃତ୍ୟୁରେ ଭାରତୀୟ ଗୋଇନ୍ଦା ବିଭାଗ ଚୁପ ରହିଛି । ଏହି ଦୁଇ ଆତଙ୍କବାଦୀଙ୍କୁ…

ଟିଭି, ଫ୍ରିଜ୍ ନ କିଣିବା ଲାଗି ଲୋକଙ୍କୁ ସତର୍କ କଲେ ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍

ନୂଆଦିଲ୍ଲୀ: ଲୋକଙ୍କୁ ଆମାଜନ ପ୍ରତିଷ୍ଠାତାଙ୍କ ସତର୍କବାଣୀ । ଏବେ କିଣ ନାହିଁ ଟିଭି, ଫ୍ରିଜ୍ । ଆମାଜନର ପ୍ରତିଷ୍ଠାତା ତଥା ବିଲିଅନାରି ଜେପ୍ ବେଜୋସ୍ ଏବେ କୌଣସି ବଡ଼ ଧରଣର କିଣାକିଣି ନ କରିବା ଲାଗି ଲୋକଙ୍କୁ ଉପେଦଶ ଦେଇଛନ୍ତି । ଛୁଟି ସମୟରେ ଅଧିକ କିଣାକିଣି ଦେଶ ପାଇଁ ମାନ୍ଦାବସ୍ଥା…