Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଥାଇଲାଣ୍ଡ ଡେ କେୟାରରେ ପୂର୍ବତନ ପୋଲିସ ଅଫିସରଙ୍କ ନାରକୀୟ କାଣ୍ଡ, ୩୪ ମୃତ

ବ୍ୟାଙ୍କକ: ଥାଇଲାଣ୍ଡରେ ଜଣେ ପୂର୍ବତନ ପୋଲିସ ଅଫିସରଙ୍କ ନାରକୀୟ କାଣ୍ଡ ସାରା ବିଶ୍ୱକୁ ସ୍ତବ୍ଧ କରି ଦେଇଛି । ପାନ୍ୟା କାମ୍ରାବ ନାମକ ଏହି ବ୍ୟକ୍ତିଜଣଙ୍କ ଏକ ଡେ କେୟାର ସେଂଟରରେ ପ୍ରବେଶ କରି ମନଇଚ୍ଛା ଗୁଳି ଚାଳନା କରିଥିଲେ । ଏଥିରେ ୨୨ ଶିଶୁଙ୍କ ସମେତ ୩୪ଜଣଙ୍କ ମୃତ୍ୟୁ ଘଟିଥିଲା ।…

ଭସାଣିରେ ଭାସିଗଲେ ୫୦ରୁ ଊର୍ଦ୍ଧ୍ବ ଲୋକ, ୮ ମୃତ

କୋଲକାତା : ମା‘ଙ୍କ ଭସାଣି ସମୟରେ ବଡ଼ ଅଘଟଣ  । ପବିତ୍ର ବିଜୟାଦଶମୀ ଦିନ ଉତ୍ତର ପଶ୍ଚିମବଙ୍ଗର ଜଲପାଇଗୁଡ଼ି ଜିଲ୍ଲାର ମାଲ ନଦୀରେ ଜଗତଜନନୀ ମା’ ଦୁର୍ଗାଙ୍କ ଭସାଣ ହୋଇଥିଲା  । ନଦୀରେ ବୁଡ଼ ପକାଇବା ସମୟରେ ପ୍ରଖର ସ୍ରୋତରେ କିଛି ଲୋକ ଭାସିଯାଇଥିଲେ । ଫଳରେ ମାଲ ନଦୀରେ ୮ ଜଣଙ୍କ…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ କଂଗ୍ରେସ ନେତାଙ୍କ ବିବାଦୀୟ ଟ୍ୱିଟ୍, ବିଜେପିର ବିରୋଧ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗୁଜରାଟ ଗସ୍ତ ପରେ ତାଙ୍କ ବୟାନକୁ ନେଇ କଂଗ୍ରେସ ବିବାଦ ଛିଡ଼ା କରିଛି । କଂଗ୍ରେସ ନେତା ଉଦିତ୍ ରାଜ ଟ୍ୱିଟ୍ କରି ଲେଖିଛନ୍ତି, ‘ଦ୍ରୌପଦୀ ମୁର୍ମୁଙ୍କ ଭଳି ରାଷ୍ଟ୍ରପତି କୌଣସି ଦେଶକୁ ନ ମିଳୁ । ଚାମଚାଗିରିର ମଧ୍ୟ ଏକ ସୀମା ଅଛି । କହୁଛନ୍ତି…

କୁର୍ନୁଲ ବନ୍ନି ଉତ୍ସବରେ ପରସ୍ପରକୁ ଲାଠିମାଡ଼; ୫୦ ଆହତ, ୨ ଗୁରୁତର

କୁର୍ନୁଲ: ଆନ୍ଧ୍ରପ୍ରଦେଶର ଦେବରଗଟ୍ଟୁ ଅଞ୍ଚଳରେ ଦଶହରା କହିଲେ ବନ୍ନି ପର୍ବକୁ ବୁଝାଏ। ଏଠାରେ ପ୍ରସିଦ୍ଧ ଶିବ ଠାକୁରଙ୍କ ପ୍ରତିମାକୁ ସାଙ୍ଗରେ ନେବାକୁ ଭକ୍ତମାନେ ପରସ୍ପରର ମୁଣ୍ଡକୁ ଲାଠିରେ ଆକ୍ରମଣ କରନ୍ତି। ତେବେ ବୁଧବାର ଏହି ବନ୍ନି ଉତ୍ସବରେ ହିଂସାତ୍ମକ ସଂଘର୍ଷ ଘଟିଥିଲା ​​ଯେଉଁଥିରେ…

ବିସର୍ଜନ ବେଳେ ଅଘଟଣ, ୧୩ ଜଣଙ୍କର ମୃତ୍ୟୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବୁଧବାର ଦେବୀ ଦୁର୍ଗାଙ୍କ ମୂର୍ତ୍ତି ଭସାଣିବେଳେ ଅଘଟଣ। ରାଜସ୍ଥାନ ଏବଂ ପଶ୍ଚିମବଙ୍ଗରେ ମୋଟ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ପଶ୍ଚିମବଙ୍ଗର ୭ ଜଣ ଏବଂ ରାଜସ୍ଥାନର ୬ ଜଣ ମେଢ ଭସାଇବାକୁ ଯାଇଥିବା ବେଳେ ବୁଡ଼ିଯିବାରୁ ପ୍ରାଣ ହରାଇଛନ୍ତି। ପଶ୍ଚିମବଙ୍ଗର ଜଲପାଇଗୁଡି…

ଭାରତରେ ତିଆରି କାଶ ସିରଫ ଖାଇ ବିଦେଶରେ ୬୬ ଜଣଙ୍କ ମୃତ୍ୟୁ !

ନୂଆଦିଲ୍ଲୀ: କଫ ସିରଫ ଖାଇ ୬୬ ଜଣଙ୍କ ମୃତ୍ୟୁ। ଆଫ୍ରିକାର ଗାମ୍ବିଆରେ ୬୬ ଶିଶୁ ଭାରତରେ ତିଆରି ଏକ ଔଷଧ ଖାଇବା ପରେ ମୃତ୍ୟୁ ବରଣ କରିଛନ୍ତି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ହୁ' ଦାବି କରିଛି। ହରିଆଣାର ମେଡେନ ଫାର୍ମାସ୍ୟୁଟିକାଲ୍ସ ଲିମିଟିଡେ ରହିଛି ଔଷଧ ନିର୍ମାତା କମ୍ପାନୀର ନାମ।…

ଦଶହରାରେ ଦମ୍ ଦେଖାଇଲେ ସିନ୍ଦେ-ଠାକରେ, ବିଜେପି ଦେଖଣାହାରୀ ସାଜିଲା?

ଓଡ଼ିଶା ସମ୍ବାଦ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ଦଶହରା ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଉଭୟ ଶିବସେନା ଗୋଷ୍ଠୀ ଏହି ସୁଯୋଗର ଫାଇଦା ଉଠାଇବାକୁ ଚେଷ୍ଟା କରିଥିଲେ। ତେବେ ଉଦ୍ଧବ ଠାକରେ ବନାମ ଏକନାଥ ସିନ୍ଦେଙ୍କ ଶକ୍ତି ପ୍ରଦର୍ଶନରେ ରାଜ୍ୟର ସବୁଠାରୁ ବଡ଼ ଦଳ ବିଜେପି ଦର୍ଶକ ଭଳି ଭୂମିକାରେ…

ଦେଖଣାହାରୀଙ୍କ ଉପରେ ପଡ଼ିଗଲା ‘ରାବଣ’; ଅନେକ ଆହତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବିଜୟାଦଶମୀରେ ରାବଣ ପୋଡି ହେବ। ଢୋ, ଢା ଶବ୍ଦରେ ପ୍ରକମ୍ପିତ ହେବ ଖଣ୍ଡ ଅଞ୍ଚଳ। ଦୀର୍ଘ ଦୁଇ ବର୍ଷ ପରେ ରାବଣ ପୋଡି ଅନୁଷ୍ଠିତ ହେଉଥିବାରୁ ଲୋକଙ୍କ ମଧ୍ୟରେ ଅଧିକ ଉତ୍ସାହ ଥିଲା। ତେଣୁ ସାଙ୍ଗ ସାଥୀଙ୍କୁ ଧରି ଏକତ୍ରିତ ହୋଇଥିଲେ ହଜାର ହଜାର ଲୋକ। କିନ୍ତୁ…

ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ଠାକରେଙ୍କ ଟାର୍ଗେଟ: ‘କଟ୍ଟପ୍ପାକୁ କ୍ଷମା ଦେବନି ଶିବସୈନିକ’

ମୁମ୍ବାଇ: ମହାରାଷ୍ଟ୍ରରେ ଗୋଟିଏ ବିଧାନସଭା ଆସନ ପାଇଁ ଉପନିର୍ବାଚନ ବିଗୁଲ ବାଜି ସାରିଛି। ଆଉ ଦଶହରା ଅବସରରେ ଶିବସେନାର ଦୁଇ ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗୋଷ୍ଠୀ ଏହି ଅବସରରେ ନିଜର ଦମ୍ ଦେଖାଇ ଦୁଇଟି ପୃଥକ ପୃଥକ ରାଲି କରି…

ଉଦବୋଧନ ବେଳେ ଅଟକିଲେ ଶାହ… ଲୋକେ ସମର୍ଥନରେ ଦେଲେ ସ୍ଲୋଗାନ

ଶ୍ରୀନଗର: ତିନି ଦିନିଆ ଜମ୍ମୁ କଶ୍ମୀର ଗସ୍ତର ଅନ୍ତିମ ଦିନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉତ୍ତର କଶ୍ମୀରର ବାରମୁଲ୍ଲାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ଏହି ରାଲିରେ ନିକଟସ୍ଥ ମସଜିଦରେ ଆଜାନ ଚାଲିଥିବା ଥିବାବେଳେ ଅମିତ ଶାହା କିଛି ସମୟ ପାଇଁ ତାଙ୍କ ଭାଷଣ ବନ୍ଦ…