Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପ୍ରେମରେ ବାଧକ ସାଜିଲା ଧର୍ମ , ଲାଠି ମାଡ଼ରେ ଚାଲିଗଲା ଯୁବକଙ୍କ ଜୀବନ

ନୂଆଦିଲ୍ଲୀ : ପ୍ରେମ ଏଭଳି ଏକ ଶବ୍ଦ ଯାହାର ତୁଳନା ନାହିଁ  । ପ୍ରେମ କେବେ ଦେଖିନଥାଏ ସ୍ବାର୍ଥ ଟଙ୍କା କି କୌଣସି ଜାତି ଏବଂ ଧର୍ମ । ପ୍ରେମ ସର୍ବଦା ହୃଦୟର ଭାବାବେଗ ସହ ଜଡ଼ିତ ରହିଛି । ଯାହା ମଣିଷକୁ ବଶୀଭୂତ କରିଥାଏ  । ଏହି ପ୍ରେମରେ ଜାତି ଧର୍ମକୁ ନେଇ ମହାରାଷ୍ଟ୍ରର ନାନ୍ଦେଡରୁ ଆସିଛି…

ପରଲୋକରେ ଓସ୍କାର ବିଜେତା ଆଇରିନ୍ କାରା

ନୂଆଦିଲ୍ଲୀ : ଓସ୍କାର ବିଜେତା ଆଇରିନ୍ କାରାଙ୍କ ଦେହାନ୍ତ ହୋଇଛି। ଅଭିନେତ୍ରୀଙ୍କ ପ୍ରକାଶକ ତାଙ୍କ ମୃତ୍ୟୁ ଘୋଷଣା କରିଥିଲେ । ସେ କହିଛନ୍ତି ଯେ ଅଭିନେତ୍ରୀ ଫ୍ଲୋରିଡା ସ୍ଥିତ ତାଙ୍କ ଘରେ ମୃତ୍ୟୁ ବରଣ କରିଛନ୍ତି  । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା  । ଏନେଇ ମୃତ୍ୟୁର କାରଣ…

ମୋଦୀଙ୍କ ‘ମନ୍ କି ବାତ୍’: ଜି-୨୦, ସ୍ପେସ୍ ଷ୍ଟାର୍ଟଅପ୍, ନାଗା ସଂସ୍କୃତି, ଶିକ୍ଷା କୃତୀଙ୍କ ଚର୍ଚ୍ଚା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଛନ୍ତି ମନ୍ କି ବାତ୍। ୯୫ତମ ଏପିସୋଡରେ ମୋଦୀ ଜି-୨୦ ଓ ଏହା ସମ୍ପର୍କିତ ଅନୁଭୂତିକୁ ବଖାଣିଛନ୍ତି । ତେଲେଙ୍ଗାନାରୁ ହରିପ୍ରସାଦ ଗାରୁ ତାଙ୍କୁ ଜି-୨୦ ଲୋଗୋ ନିଜ ହାତରେ ବୁଣି ପଠାଇଛନ୍ତି। ଆଜିର ମନ୍ କି ବାତ୍ କାର୍ଯ୍ୟକ୍ରମରେ ସେ…

ପଣିକିଆ ଭୁଲିଯିବାରୁ ଡ୍ରିଲ ମେସିନ୍‌ରେ ଛାତ୍ରଙ୍କୁ ଲହୁଲୁହାଣ କଲେ ଶିକ୍ଷକ

ନୂଆଦିଲ୍ଲୀ : ଶିକ୍ଷକଙ୍କ ଉନ୍ମୁତକାଣ୍ଡ । ପଣିକିଆ ନ ଡାକିବାରୁ ଛାତ୍ର ହାତରେ ଡ୍ରିଲ ମେସିନ୍‌ ଚଳାଇଦେଲେ ଶିକ୍ଷକ । ଏଭଳି ଅମାନବୀୟ ଦୃଶ୍ୟ ଉତ୍ତରପ୍ରଦେଶର କାନପୁର ଜିଲ୍ଲା ପ୍ରେମନଗରରେ ଥିବା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ଜଣେ ଶିକ୍ଷକ କିଭଳି ଛାତ୍ରଙ୍କୁ ଦଣ୍ଡ ଦେବା…

ଚୀନରେ କୋଭିଡ୍ ସଂକ୍ରମଣର ନୂଆ ରେକର୍ଡ, ତେଜିଲା ‘ଜିରୋ-କୋଭିଡ୍’ ପଲିସି ଦାବି  

ବେଜିଂ: ଚୀନରେ କରୋନା ଭାଇରସ୍ ପୁଣି ସକ୍ରିୟ ହୋଇଛି । ସଂକ୍ରମଣ ଥମିବାର ନାଁ ଧରୁନି । ଗତକାଲି ପ୍ରାୟ ୪୦ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୪ଦିନ ମଧ୍ୟରେ ଏହା ସର୍ବାଧିକ । ସଂକ୍ରମିତଙ୍କ ମଧ୍ୟରୁ ୩,୭୦୯ଜଣ ଲକ୍ଷଣଯୁକ୍ତ ଓ ୩୬,୦୮୨ ଲକ୍ଷଣବିହୀନ ସଂକ୍ରମିତ। ଗତ ୨୪ଘଣ୍ଟା ମଧ୍ୟରେ ଜଣେ…

ଗୁଜରାଟ ନିର୍ବାଚନ ଦାୟିତ୍ୱରେ ଥିବା ପାରାମିଲିଟାରୀ ଯବାନଙ୍କ ଗୁଳିରେ ଟଳିଲେ ୨ ଯବାନ

ପୋରବନ୍ଦର: ଗୁଜରାଟ ନିର୍ବାଚନ ଦାୟିତ୍ୱରେ ନିୟୋଜିତ ପାରାମିଲିଟାରୀ  ଯବାନଙ୍କ କାଣ୍ଡ । ୨ ସହକର୍ମୀଙ୍କୁ ଗୁଳି ମାରି ହତ୍ୟା କଲେ  ଆଉ ଜଣେ ଯବାନ । ଏହି ଘଟଣାରେ ଅନ୍ୟ ୨ ଯବାନ ଗୁରୁତର ହୋଇଛନ୍ତି । ଗୁଜରାଟ ବିଧାନସଭା ନିର୍ବାଚନ ଆସନ୍ତା ମାସରେ ହେବ । ତେଣୁ ଏଠାରେ ସୁରକ୍ଷା ବ୍ୟବସ୍ଥାକୁ…

ବୃଦ୍ଧ ବାପା, ମାଙ୍କୁ କରିପାରିବେନି ହତାଦାର, ମୋଦୀ ସରକାର ଆଣୁଛନ୍ତି ଭରଣ ପୋଷଣ ବିଧେୟକ!

ନୂଆଦିଲ୍ଲୀ: ପୁଅ, ବୋହୂ ଚାକିରିଆ, ନାତି ନାତୁଣୀ ରେସିଡେନସିଆଲ ସ୍କୁଲରେ ନହେଲେ ଅନ୍ ଲାଇନ୍ ପାଠ ପଢୁଛନ୍ତି । ଏପରି ସ୍ଥିତିରେ ଅଧିକାଂଶ ଏବେ ନିଜ ବୃଦ୍ଧ ବାପା- ମାଙ୍କୁ ମଧ୍ୟ ସାଙ୍ଗରେ ରଖିବାକୁ ପସନ୍ଦ କରୁ ନାହାନ୍ତି । ତେଣୁ ପରିଣତ ସମୟରେ ଅନେକ ହଇରାଣ ହରକତ ହେଉଛନ୍ତି ଏମାନେ । ଆଇନ୍…

ନୂଆ ମୋବାଇଲ ଆଣିବା ନେଇ ମୁଣ୍ଡ ଖଟାଉଛନ୍ତି କି ମସ୍କ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟେସଲା ସିଇଓ ଏଲୋନ୍ ମସ୍କ ଶନିବାର କହିଛନ୍ତି ଯେ ଆପଲ୍ ଏବଂ ଗୁଗଲ୍ ଆପ୍ ଷ୍ଟୋରରୁ ଯଦି ଟ୍ୱିଟରକୁ ହଟାଇଦେବେ ତାହେଲେ ସେ ଏକ ବିକଳ୍ପ ସ୍ମାର୍ଟଫୋନ ତିଆରି କରିବେ। ସେ କହିଛନ୍ତି ଯେ ଏହି ସ୍ମାର୍ଟଫୋନ୍ ଆପଲ୍ ଏବଂ ଆଣ୍ଡ୍ରଏଡ୍ ମୋବାଇଲ ସହିତ ପ୍ରତିଦ୍ୱନ୍ଦ୍ୱିତା…

ସୁରଟର ଅର୍ଥନୀତିକୁ ମଜବୁତ କରିବାରେ ଓଡ଼ିଆଙ୍କ ଅବଦାନ ଅତୁଳନୀୟ: ଧର୍ମେନ୍ଦ୍ର ପ୍ରଧାନ

ସୁରଟ: ଗୁଜୁରାଟ ସୁରଟର ଅର୍ଥନୀତିକୁ ମଜବୁତ୍ କରିବାରେ ଓଡ଼ିଆ ଲୋକଙ୍କ ଯୋଗଦାନ ଅତୁଳନୀୟ ବୋଲି ଶନିବାର ଓଡ଼ିଆ ସମୁଦାୟଙ୍କୁ ଭେଟି ଆୟୋଜିତ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସୁରଟର…

ଛୋଟ ଅପରାଧ କରି ଜେଲରେ ଫସିଥିବା ବ୍ୟକ୍ତିଙ୍କ ପାଇଁ ଚିନ୍ତା କରିବାକୁ ଆହ୍ୱାନ କଲେ ମହାମହିମ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଦିନ ସମ୍ବିଧାନ ପ୍ରତିଷ୍ଠା ଦିବସ ଅବସରରେ ଯୋଗ ଦେଇ ନିଜର ଅଭିଭାଷଣ ରଖିଛନ୍ତି। ଯେଉଁଥିରେ ଜେଲରେ ଥିବା ବନ୍ଦୀଙ୍କ ଅଧିକାର ବାବଦରେ ଗୁରୁତ୍ୱ ଦେଇଛନ୍ତି। ଛୋଟ ମୋଟ ଅପରାଧ କରି ଅନେକ ଏବେ ଜେଲରେ ରହିଛନ୍ତି। ସେମାନେ କିନ୍ତୁ ଆଇନକୁ…