Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପ୍ରେୟସୀଙ୍କ ମୁଦିରେ ସାରା ବ୍ରହ୍ମାଣ୍ଡ ରଖିଦେଲେ ପ୍ରେମିକ; ଫଟୋ ଭାଇରାଲ

ଗହଣା ପୁଣି ୟୁନିକ୍ ଷ୍ଟାଇଲର  । କାହାକୁ ବା ଭଲ ନ ଲାଗିବ ? ବିଶେଷକରି ଡିଜାଇନର ମୁଦି ସମସ୍ତଙ୍କର ପସନ୍ଦ । ଆଉ ସେ ଯଦି ନିର୍ବନ୍ଧ ମୁଦି ହୋଇଥାଏ ତେବେ ତାର ଡିଜାଇନ କେମିତି ହେବ, କେଉଁ ଡାଇମଣ୍ଡ ଲାଗିବ ସେଥିନେଇ ସମସ୍ତଙ୍କର ଉତ୍କଣ୍ଠା ଥାଏ । ସେଥିପାଇଁ ମୁଦିର ଡିଜାଇନ ବାଛିବା ପାଇଁ…

ସାମ୍ନାରେ ଗଜରାଜ, ୮କିମି ପଛୁଆ ବସ୍ ଚଲାଇ ଡ୍ରାଇଭର୍ ପ୍ରଶଂସିତ

କେରଳ: ସାମ୍ନାରେ ଗଜରାଜକୁ ଦେଖି ରାସ୍ତାରୁ ହଟିଗଲେ ବସ୍ ଚାଳକ । ପଶୁ ସୁରକ୍ଷା ହେଉ ଅବା ପଶୁ ଭୟରେ ହେଉ ହାତୀ ଭଳି ବିରାଟକାୟ ପଶୁକୁ ଦେଖିଲେ ଯେକେହି ହଟିବା ପାଇଁ ବାଧ୍ୟ । ଠିକ୍ ତାହାହିଁ କରିଥିଲେ କେରଳର ଜଣେ ବସ ଡ୍ରାଇଭର । ସାମ୍ନାରୁ ହାତୀ ଆସୁଥିବା ଦେଖି ଡ୍ରାଇଭର ଜଣକ ବସ୍ ପଛକୁ…

ପ୍ରଥମ ଘରୋଇ ରକେଟ୍ ‘ବିକ୍ରମ-ଏସ୍’ର ସଫଳ ଉତକ୍ଷେପଣ

ଚେନ୍ନାଇ : ମହାକାଶ ଅଭିଯାନ କ୍ଷେତ୍ରରେ ଭାରତର ଏକ ନୂଆ ଇତିହାସ । ଶ୍ରୀହରିକୋଟା ଇସ୍ରୋ ଲଞ୍ଚ ପ୍ୟାଡରୁ ଉତକ୍ଷେପଣ ହୋଇଛି ଦେଶର ପ୍ରଥମ ଘରୋଇ କମ୍ପାନୀ ନିର୍ମିତ ରକେଟ୍ ବିକ୍ରମ-ଏସ୍ । ୨୦୨୦ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନ୍ତରୀକ୍ଷ ଉଦ୍ୟୋଗକୁ ଘରୋଇ କ୍ଷେତ୍ର ପାଇଁ ଖୋଲାଯାଇଥିଲା ।…

ମର୍ଣ୍ଣିଂ ୱାକରୁ ହେଇଗଲା ପ୍ରେମ: ଏକାଠି ହେଲେ ୧୯ ବର୍ଷର ଝିଅକୁ ୭୦ ବର୍ଷୀୟ ବୃଦ୍ଧ

ସକାଳୁ ସକାଳୁ ଉଭୟେ ଯାଉଥିଲେ ମର୍ଣ୍ଣିଂ ଓ୍ୱାକରେ । ଧୀରେ ଧୀରେ ଆଖିରେ ଆଖି ମିଶିଲା । ପରେ ହୃଦୟ ସହ ହୃଦୟ ଆଉ ତା ପରେ ପ୍ରେମ । କାହାଣୀ ପୂରା ଫିଲ୍ମ ଷ୍ଟାଇଲ ଲଭ୍ ଷ୍ଟୋରୀ କରି । ଘଟଣା ଘଟିଛି ପାକିସ୍ତାନରେ । ତେବେ ଫିଲ୍ମ ଷ୍ଟାଇଲ ଲଭ ଷ୍ଟେରୀ ଏଠି  ଖବରର ଶୀର୍ଷକ ନୁହେଁ ।  ଖବରର…

ଚଳନ୍ତା ଟ୍ରେନରୁ ଯବାନକୁ ଠେଲି ଦେଲେ ଟିଟିଇ

ପାଟନା: ଉତ୍ତର ପ୍ରଦେଶର ବରେଲି ରେଳ ଷ୍ଟେସନରେ ଗତକାଲି ଜଣେ  ଯବାନଙ୍କୁ ଚଳନ୍ତା ଟ୍ରେନରୁ ଟିକେଟ୍ କଲେକ୍ଚର ଧକ୍କା ଦେଇ ବାହାର କରି ଦେଇଛନ୍ତି । ଯାହା ଫଳରେ ଯବାନଙ୍କ ଗୋଟିଏ ଗୋଡ ଟ୍ରେନ ଚକ ତଳେ ଆସି କଟି ଯାଇଛି । ଗୁରୁତର ଅବସ୍ଥାରେ ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।…

କମ୍ପାନୀ ଛାଡ଼ୁଛନ୍ତି କର୍ମଚାରୀ, ଇସ୍ତଫା ପରେ ବନ୍ଦ ରହିଲା ଟୁଇଟର କାର୍ଯ୍ୟାଳୟ

ବଢିଲା ଟୁଇଟର ମାଲିକ ଏଲନ ମସ୍କଙ୍କ ଚିନ୍ତା । ଅଲ୍ଟିମେଟମ ଦେବା ପରେ ବି ଟୁଇଟର କର୍ମଚାରୀମାନେ କମ୍ପାନୀ ଛାଡ଼ି ଦେଉଛନ୍ତି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ କର୍ମଚାରୀମାନେ ଇସ୍ତଫା ଦେବା ପରେ ଟୁଇଟର ଅଫିସକୁ ସୋମବାର ବନ୍ଦ କରି ଦିଆଯାଇଥିଲା । ୱାର୍କ ପ୍ଲେସ ଆପ ବ୍ଲାଇଣ୍ଡର ଏକ…

‘ଭାରତ ଯୋଡ଼ ଯାତ୍ରା’ରେ ରାହୁଲ ଗାନ୍ଧୀଙ୍କୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ

ଇନ୍ଦୋର: ରାହୁଲ ଗାନ୍ଧୀଙ୍କୁ ଧମକ । ବୋମା ପକାଇ ଉଡ଼ାଇ ଦେବାକୁ ଧମକ ଦେଲେ ଅଜଣା ଦୁର୍ବୃତ୍ତ । ଭାରତ ଯୋଡ଼ ଯାତ୍ରାରେ ଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ବୋମା ପକାଇ ଉଡ଼ାଇ ଦେବାକୁ ଚିଠି ଯୋଗେ ଧମକ ଦିଆଯାଇଛି । ମଧ୍ୟପ୍ରଦେଶର ଇନ୍ଦୋରରେ ଭାରତ ଯୋଡ଼ ଯାତ୍ରାରେ ରାହୁଲଙ୍କ ଉପରକୁ…

ଜଳିଗଲା ଘର, ୭ ଶିଶୁ ସମେତ ୨୧ ଜୀବନ୍ତ ଦଗ୍ଧ

ଜାବାଲିଆ (ପାଲେଷ୍ଟାଇନ): ପାଲେଷ୍ଟାଇନ ଜାବା ସହରର ଉତ୍ତର ଭାଗରେ ଥିବା ଏକ ଘରେ ନିଆଁ ଲାଗି ୭ ଶିଶୁଙ୍କ ସମେତ ୨୧ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ପାଲେଷ୍ଟାଇନ ଇନକଲାବକୁ ନିୟନ୍ତ୍ରଣରେ ରଖିଥିବା ହମାସ୍୍ ଇସ୍ଲାମବାଦୀଙ୍କ କହିବା ଅନୁଯାୟୀ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି ।…

ଆମେରିକାର ନିମ୍ନ ସଦନରେ ଟ୍ରମ୍ପଙ୍କ ରିପ୍ଲବିକାନ ପାର୍ଟିର ସଂଖ୍ୟା ଗରିଷ୍ଠତା ହାସଲ

ଓ୍ବାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 2024 ନିର୍ବାଚନ ପାଇଁ ରାଷ୍ଟ୍ରପତି ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି । ଏହାରି ଭିତରେ ଆମେରିକାରେ ହୋଇଥିବା ମିଡଟର୍ମ ନିର୍ବାଚନରେ ଟ୍ରମ୍ପଙ୍କ ଦଳ ରିପବ୍ଲିକାନ ପାର୍ଟି ନିମ୍ନ ସଦନରେ ସଂଖ୍ୟା ଗରିଷ୍ଠତା ହାସଲ…

ନାର୍କୋ ଟେଷ୍ଟର ସାମ୍ନା କରିବ ଜହ୍ଲାଦ ପ୍ରେମିକ ଆଫତାବ

ନୂଆଦିଲ୍ଲୀ: ନାର୍କୋ ଟେଷ୍ଟର ସାମ୍ନା କରିବ ଶ୍ରଦ୍ଧା ଓ୍ୱାକରଙ୍କ ଜହ୍ଲାଦ ପ୍ରେମିକ ଆଫତାବ ପୁନାଓ୍ୱାଲା । ସତ ଓଗାଳିବ ହତ୍ୟାକାରୀ । ନାର୍କୋ ବା ନାର୍କୋଏନାଲିସିସ ଟେଷ୍ଟରେ ଅଭିଯୁକ୍ତକୁ ସୋଡିୟମ ପେଣ୍ଟୋଥାଲ୍ ଇଞ୍ଜେକସନ ଦିଆଯାଏ । ଫଳରେ ସେ ବେହୋସ୍ ଅନୁଭବ କରେ । ଏହି ଅବସ୍ଥାରେ ସେ ସବୁ ସତ…