Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପ୍ରମାଣ ନଷ୍ଟ ପାଇଁ ୧୪୦ ଫୋନ୍ ବଦଳାଇଛନ୍ତି ସିସୋଦିଆ ଏବଂ ଅନ୍ଯମାନେ: ଇଡି

ନୂଆଦିଲ୍ଲୀ: ଦିଲ୍ଲୀ ସରକାରର ଅବକାରୀ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଇଡି ପୁଣି ଏକ ନୂଆ ଦାବି କରିଛି। ପ୍ରମାଣ ନଷ୍ଟ କରିବାକୁ ଯାଇ ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଅନ୍ୟମାନେ ବାରମ୍ବାର ଫୋନ୍ ଓ ସିମ୍ ବଦଳାଇଛନ୍ତି ବୋଲି ଦାବି କରିଛି…

ଜ୍ଞାନବାପୀରେ ବିଶ୍ବେଶ୍ବରଙ୍କୁ ପୂଜା ହେବ କି ନାହିଁ , ସୁପ୍ରିମ କୋର୍ଟରେ ଆଜି ହେବ ଶୁଣାଣି

ନୂଆଦିଲ୍ଲୀ: ଜ୍ଞାନବାପୀ ମସଜିଦ ପରିସରରେ ଶୃଙ୍ଗାର ଗୈାରୀଙ୍କ ପୂଜା ସହ  ଶିବଲିଙ୍ଗ ପୂଜିବା ପାଇଁ ଆବେଦନ ହୋଇଥିବା ମାମଲାର ଆଜି ସୁପ୍ରିମକୋର୍ଟ ଶୁଣାଣି କରିବେ । ପୂର୍ବରୁ ମା ଗୈାରୀଙ୍କୁ ବର୍ଷକୁ ଥରେ ପୂଜା କରାଯାଉଥିବା ବେଳେ ଏବେ  ବର୍ଷସାରା ମାଙ୍କୁ ପୂଜା କରିବାର ଅଧିକାର ଦାବି…

ଲକ୍ଷେ ସୈନ୍ୟଙ୍କ ମୃତାହତ ପାଇଁ ଚିନ୍ତାରେ ପୁଟିନ!

ମସ୍କୋ: ଋଷ-ୟୁକ୍ରେନ ମଧ୍ୟରେ 8 ମାସର ଯୁଦ୍ଧ ଶେଷ ହେବାକୁ ଯାଉଥିବା ଚର୍ଚା ହେଉଛି ।  ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁସାରେ ଲକ୍ଷାଧିକ ସୈନ୍ୟଙ୍କ ମୃତାହତକୁ ନେଇ ଏବେ ପୁଟିନ ଚିନ୍ତାରେ ଅଛନ୍ତି । ଅଧିକ କ୍ଷତି ହେଉ ତାହା ଚାହୁଁନାହାଁନ୍ତି ପୁଟିନ । ସେପଟେ ଆଲୋଚନା ମାଧ୍ୟମରେ ଯୁଦ୍ଧ ଶେଷ…

ରାଜ୍ୟ ସରକାରମାନଙ୍କୁ ଦୁଇଟି କିସ୍ତିରେ ମିଳିଲା ୧,୧୬,୬୬୫ କୋଟି ଟଙ୍କାର ଟିକସ

ନୂଆଦିଲ୍ଲୀ:  କେନ୍ଦ୍ର ସରକାର ଗୁରୁବାର ଦିନ ଦୁଇଟି କିସ୍ତିରେ ଟିକସ ହସ୍ତାନ୍ତର ଆକାରରେ ୧,୧୬,୬୬୫ କୋଟି ଟଙ୍କା ବିଭିନ୍ନ ରାଜ୍ୟକୁ ହସ୍ତାନ୍ତର କରିଛନ୍ତି । ସାଧାରଣ ମାସିକ ଟିକସ ହସ୍ତାନ୍ତର ପରିମାଣ ୫୮,୩୩୩ କୋଟି ଟଙ୍କା ତୁଳନାରେ ଏହି ଅର୍ଥ ଖୁବ ଅଧିକ  ଥିବା ଜଣାପଡିଛି । ଓଡ଼ିଶାକୁ ଟିକସ…

ଜାରି ହେଲା ଏକ ଲକ୍ଷ ଭିସା: ଆମେରିକୀୟ ଭିସା ଚାହୁଁଥିବା ଭାରତୀୟଙ୍କ ପାଇଁ ଖୁସି ଖବର

ଓ୍ବାଶିଂଟନ: ଆମେରିକାରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଚାଲିଛି । ଆଉ ଏଭଳି ସମୟରେ ଭାରତୀୟ ଛାତ୍ର ଏବଂ ଚାକିରିଆଙ୍କ ପାଇଁ ଏକ ଲକ୍ଷ ଭିସା ସ୍ଲଟ ଜାରି କରିଛି ଆମେରିକା । ଏହା ଦ୍ବାରା ଭାରତରୁ ଆହୁରି ଏକ ଲକ୍ଷ ଭାରତୀୟ ଆମେରିକା ଯାଇପାରିବେ । କରୋନା କଟକଣା ମଧ୍ୟରେ  ଗତ ଦୁଇ ବର୍ଷ ହେଲା…

କୋର୍ଟଙ୍କ ଇଡିକୁ ପ୍ରଶ୍ନ, ଜ୍ୟାକଲିନଙ୍କୁ କାହିଁକି ଗରଫ କରାଯାଉନି ?

ନୂଆଦିଲ୍ଲୀ: ଦିଲ୍ଲୀ ପଟିୟାଲା କୋର୍ଟ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ମାମଲାରେ ଇଡି ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସୁକେଶ ଚନ୍ଦ୍ରଶେଖର ସହ ଜ୍ୟାକଲିନ ୨୦୦ କୋଟି ମନି ଲଣ୍ଡ୍ରିଂ ମାମଲରେ ଫସିଛନ୍ତି । ଯଦି ଜ୍ୟାକଲିନଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ଅଛି ତାହାହେଲେ ତାଙ୍କୁ…

ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ମଲାଇକା ଏବଂ ଅର୍ଜୁନ

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ମଲାଇକା ଆରୋରା । ପୂର୍ବରୁ ମଲାଇକା ଏବଂ ଅର୍ଜୁନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହୁଥିଲେ ପରସ୍ପର । ବର୍ତ୍ତମାନ ଦ୍ବନ୍ଦରେ ପଡ଼ିଛନ୍ତି ଫ୍ୟାନ୍ସ । ବଲିଉଡର ବହୁ ଚର୍ଚ୍ଚିତ ଯୋଡି ମଲାଇକା ଅରୋରା ଏବଂ ଅର୍ଜୁନ କପୂର କରିବେ କି ବିବାହ ? ଯାହାକୁ…

ଗୁଜରାଟ ନିର୍ବାଚନ ପାଇଁ ବିଜେପିର ପ୍ରଥମ ତାଲିକା, କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀଙ୍କୁ ଟିକେଟ୍

ନୂଆଦିଲ୍ଲୀ : ଗୁଜରାଟ ନିର୍ବାଚନ ପାଇଁ ବିଜେପି ଜାରି କରିଛି ପ୍ରଥମ ପ୍ରାର୍ଥୀ ତାଲିକା । ତାଲିକାରେ ରହିଛି ୧୬୦ ଜଣଙ୍କ ନାଁ । କ୍ରିକେଟରଙ୍କ ନାଁ ବି ଏହି ନିର୍ବାଚନରେ ଚର୍ଚ୍ଚା ପାଲଟିଛି । ବିଜେପି ନେତା ହାର୍ଦ୍ଦିକ ପଟେଲ ବିରମଗାଁ ଆସନ ପାଇଁ ଟିକେଟ ପାଇଛନ୍ତି । କ୍ରିକେଟର ରବୀନ୍ଦ୍ର…

ମାଳଦ୍ୱୀପରେ ଅଗ୍ନିକାଣ୍ଡ, ନିଆଁରେ ପୋଡ଼ି ଯାଇ ୯ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମାଳଦ୍ୱୀପ ରାଜଧାନୀ ମାଲେରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ପ୍ରାୟ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେଥିରେ ୯ ଜଣ ଭାରତୀୟ ଥିବା କୁହାଯାଉଛି । ନିଆଁରେ କୋଠାର ଉପର ମହଲା ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି । ତଳେ ଥିବା ବାଇକ୍ ଗ୍ୟାରେଜରୁ ନିଆଁ ଉପରକୁ ବ୍ୟାପି ଯାଇଥିଲା…

ବ୍ଲୋଉକ୍ରାନ୍ସ ବ୍ରିଜ୍‌ ତଳକୁ ଡେଇଁ ରେକର୍ଡ଼ କଲେ ୫୦ ବର୍ଷୀୟା ମହିଳା 

ଓସ୍‌ଲୋ : ଘଣ୍ଟାକୁ ୨୩ ଥର ଡେଇଁ ରେକର୍ଡ ହାସଲ କଲେ ୫୦ ବର୍ଷୀୟା ମହିଳା  । ଦକ୍ଷିଣ ଆଫ୍ରିକାର ଜଣେ ମହିଳା ଏହି ବିରଳ ରେକର୍ଡର ଅଧିକାରିଣୀ ହୋଇଛନ୍ତି । ତେବେ ମହିଳା ଜଣକର ନାଁ ହେଉଛି ଲିମ୍ବା ପୋଟ୍‌ ଗିଟେର । ଦେଶର ସର୍ବୋଚ୍ଚ ସେତୁ ବ୍ଲୋଉକ୍ରାନ୍ସ ବ୍ରିଜ୍‌ ୧ ଘଣ୍ଟାରେ ୨୩ ଥର ଜମ୍ପ…