Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସୌରଜଗତ ବାହାରେ ମହାକାଶରେ ଚିହ୍ନଟ ହେଲାଣି ୫୦୦୦ ଗ୍ରହ !

ନୂଆଦିଲ୍ଲୀ: ମହାକାଶର ରହସ୍ୟ ଜାଣିବା ଏତେ ସହଜ ନୁହେଁ । ବିଭିନ୍ନ ଦେଶର ବୈଜ୍ଞାନିକମାନେ ଏଥି ନିମନ୍ତେ ଯଥାସମ୍ଭବ ଉଦ୍ୟମ ଜାରୀ ରଖିଛନ୍ତି । ନିକଟରେ ନାସା ପକ୍ଷରୁ ଏକ ଅଦ୍ଭୁତପୂର୍ଣ୍ଣ ତଥ୍ୟ ପ୍ରକାଶ କରାଯାଇଛି । ମହାକାଶରେ ସୌରଜଗତ ବାହାରେ ୫୦୦୦ ଗ୍ରହ ବୈଜ୍ଞାନିକମାନେ ଚିହ୍ନଟ କରି…

ଏନଡିଏ ସରକାରରେ ସାମିଲ ହେଲେ ଭିଆଇପିର ୩ ବିଧାୟକ, ଏକୁଟିଆ ପଡିଗଲେ ମୁକେଶ

ପାଟନା: ବିହାର ରାଜନୀତିରେ ଆଜି ଏକ ବଡ ନାଟକୀୟ ପରିବର୍ତନ ଦେଖିବାକୁ ମିଳିଛି । ଏନଡିଏ ସରକାରରେ ସାମିଲ ବିକାଶଶୀଳ ଇନସାନ ପାର୍ଟି (ଭିଆଇପି)ର ୩ ବିଧାୟକ ଦଳ ଛାଡି ବିଜେପିକୁ ସମର୍ଥନ ଦେଇଛନ୍ତି । ବିଧାନସଭା ଅଧ୍ୟକ୍ଷ ବିଜୟ ସିହ୍ନାଙ୍କୁ ରାଜୁ ସିଂ, ସ୍ୱର୍ଣ୍ଣା ସିଂ ଓ ମିଶ୍ରୀ ଲାଲ ଯାଦବ…

ପାକିସ୍ତାନରେ ରାଜନୈତିକ ସଂକଟ: ଦେଶ ଛାଡିଲେ ଇମ୍ରାନଙ୍କ ପ୍ରମୁଖ ପରାମର୍ଶଦାତା

ଲାହୋର:ପାକିସ୍ତାନରେ ରାଜନୈତିକ ସଙ୍କଟ ବୃଦ୍ଧି ପାଇବାରେ ଲାଗିଛି । ୨୫ କିମ୍ବା ୨୮ ମାର୍ଚ୍ଚରେ ଇମ୍ରାନ ଖାଁ ସରକାରଙ୍କ ବିରୋଧରେ ସଂସଦରେ ଅବିଶ୍ୱାସ ପ୍ରସ୍ତାବ ଆସିବ । କେତେକ ରିପୋର୍ଟ ଅନୁସାରେ ଫ୍ଲୋର ଟେଷ୍ଟ ପୂର୍ବରୁ ଇମ୍ରାନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ । ଇତି ମଧ୍ୟରେ…

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କର ସିଂ ଧାମି ଶପଥ ନେଲେ : ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ, ପ୍ରତିରକ୍ଷା…

ଦିଲ୍ଲୀ : ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେଲେ ବୈଜୟନ୍ତ ପଣ୍ଡା । ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ଆଜି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କର ସିଂ ଧାମି ଶପଥ ଗ୍ରହଣ କରିଛନ୍ତିା ପୁଷ୍କର ସିଂ ଧାମି ଦ୍ୱିତୀୟ ଥର…

[ଭିଡିଓ] ୟୁକ୍ରେନ୍ ଅଙ୍ଗରକ୍ଷୀକୁ ସହାୟତା କଲେ ଟଲିଉଡ୍ ସୁପରଷ୍ଟାର୍ ରାମ ଚରଣ

ଭୁବନେଶ୍ୱର: ଋଷିଆର ଆକ୍ରମଣ ପରେ ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି ୟୁକ୍ରେନ୍ ବାସିନ୍ଦା । ଏଭଳି ସ୍ଥିତିରେ ଅନେକ ସେଲିବ୍ରିଟି ୟୁକ୍ରେନ୍‌ରେ ଫଶି ରହିଥିବା ଲୋକଙ୍କୁ ସହାୟତା କରିବା ଲାଗି ଚେଷ୍ଟା ଚଳାଇଛନ୍ତି । ତେବେ ଏହି ଧାରାରେ ଟଲିଉଡ୍ ସୁପରଷ୍ଟାର୍ ରାମଚରଣଙ୍କ ନାଁ ମଧ୍ୟ ସାମ୍ନାକୁ…

ଦେଶରେ ୨୪ ଘଣ୍ଟାରେ ୧,୭୭୮ ଆକ୍ରାନ୍ତ ଚିହ୍ନଟ, ୬୨ ମୃତ

ଦିଲ୍ଲୀ :  ବେଶ୍‌ କିଛି ଦିନ ଧରି ଦେଶରେ କରୋନା ଭାଇରସ୍‌ ଜନିତ ମହାମାରୀ ଦ୍ରୁତ ବେଗରେ ବିସ୍ତାରିତ ହେବା ପରେ ଦୈନିକ ସଂକ୍ରମଣ ସଂଖ୍ୟା କ୍ରମଶଃ ହ୍ରାସ ପାଇଛି । ଏବେ ଦୈନିକ ସଂକ୍ରମଣ ହାର ୨ ହଜାରରୁ କମ୍ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ ବୁଧବାର ସକାଳ ୮ଟା…

ହାଇଦ୍ରାବାଦର ଏକ କବାଡିଆ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, ୧୧ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ: ହାଇଦ୍ରାବାଦର ଏକ କବାଡିଆ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୧୧ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେଠାରୁ ଜଣେ ବ୍ୟକ୍ତିଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ଚାରିଆଡେ ଆତଙ୍କ…

ବାଇଡେନଙ୍କ ବୟାନ, ଖୁବଶୀଘ୍ର ବଦଳିବ ଅନ୍ତର୍ଜାତୀୟ ଦୃଶ୍ୟପଟ୍ଟ

ନ୍ୟୁୟର୍କ: ପୋଲାଣ୍ଡ ଗସ୍ତ ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ବୟାନ ସାରା ବିଶ୍ୱକୁ ସ୍ତବ୍ଧ କରି ଦେଇଛି ।  ଆମେରିକାର ଏହି ୪୬ ତମ ରାଷ୍ଟ୍ରପତି କହିଛନ୍ତି ଯେ ଖୁବ୍ ଶୀଘ୍ର ବଦଳିବ ଅନ୍ତର୍ଜାତୀୟ ଦୃଶ୍ୟପଟ୍ଟ। ଆଉ ଏହାର ନେତୃତ୍ୱ ନେବ ଆମେରିକା । ଏଥିପାଇଁ ଆମେରିକା ବିଶ୍ୱର…

ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି: ଆଗକୁ ଖାଦ୍ୟ ସଙ୍କଟ ନେଇ ସତର୍କ ବାଣୀ

ଦିଲ୍ଲୀ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି । ଏହାରି ଭିତରେ ଯୁଦ୍ଧ ୨୭ଦିନରେ ପହଞ୍ଚିଥିବା ବେଳେ ସପିଂ ମଲରେ କ୍ରେମଲିନ ସେନାର ବୋମାମାଡରେ ୮ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ସତର୍କ କରାଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି । କହିଛନ୍ତି ୟୁକ୍ରେନ ଖାଦ୍ୟଶସ୍ୟ ଉତ୍ପାଦନକାରୀ ରାଷ୍ଟ୍ର…

ହୁତ ହୁତ ହୋଇ ଜଳିଗଲା କାଠ ଗୋଦାମ, ୧୧ ଜୀବନ୍ତଦଗ୍ଧ

ସିକନ୍ଦରାବାଦ: ତେଲେଙ୍ଗାନା ସିକନ୍ଦରାବାଦର ଭୋଇଗୁଡା ଅଞ୍ଚଳରେ ଥିବା ଏକ କାଠ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ପ୍ରାରମ୍ଭିକ ଭାବେ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ଜଣେ ନିଆଁର ଆଁରୁ ବର୍ତ୍ତିଯାଇଥିବା ସୂଚନା ରହିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ…