Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆମର ସୁରକ୍ଷା ବାହିନୀ ପାଇଁ ଆମେ ଗର୍ବିତ : ପିଏମ ମୋଦୀ

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣର ଦ୍ୱିତୀୟ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଏହି ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କୌଣସି ଭାରତୀୟ ଏହି ଦିନକୁ ଭୁଲି ପାରିବେ ନାହିଁ ବୋଲି ସେ କହିଛନ୍ତି। ଦୁଇ ବର୍ଷ ପୂର୍ବେ, #…

ପୁଲଓ୍ବାମା ଆକ୍ରମଣକୁ ପୂରିଲା ୨ ବର୍ଷ; ଏହି ଦିନରେ ଭାରତ ହରାଇଥିଲା ୪୦ ଯବାନ

ନୂଆଦିଲ୍ଲୀ: ସାରା ଭାରତୀୟ ବାସୀ ଆଜିର ଦିନକୁ କେବେବି ଭୁଲିପାରିବେନି। ୨୦୧୮ ମସିହା ଫେବୃଆରୀ ୧୪ ତାରିଖ ଦିନ ପୁଲୱାମା ବିସ୍ଫୋରଣରେ ସିଆରପିଏଫର ୪୦ ଜଣ ଯବାନ ସହୀଦ ହୋଇଥିଲେ। ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। ଏହି ଆକ୍ରମଣ ଘଟଣାକୁ ୨ ବର୍ଷ ପୂରିଥିବା ବେଳେ ଭାରତୀୟ ସେନା ପକ୍ଷରୁ…

ଟିକାକରଣ ଯୋଗୁ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଛି; ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଶନିବାର ଦିନ କରୋନାଭାଇରସ୍ ବିରୁଦ୍ଧରେ ୮୪,୮୦୦ଟି ଟିକାକରଣ କରାଯାଇଛି। ନିକଟ ଅତୀତରେ ଟିକାକରଣ କରିଥିବା ମୋଟ ତିନି ଜଣଙ୍କର ଗତ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଟିକାକରଣ କରାଯାଇଥିବା ମାମଲାରେ ମୃତ୍ୟୁ ସଂଖ୍ୟା…

ଗ୍ରେଟା ଟୁଲକିଟ୍ ମାମଲା, ବେଙ୍ଗଳୁରୁରୁ ୨୧ ବର୍ଷୀୟା ଜଳବାୟୁ ସଂରକ୍ଷକ ଦିଶା ରବି ଗିରଫ

ନୂଆଦିଲ୍ଲୀ: ଗ୍ରେଟା ଥନବର୍ଗ ଟୁଲକିଟ୍ ମାମଲାରେ ଦିଲ୍ଲୀ ପୋଲିସର ସାଇବର ସେଲ୍ ବେଙ୍ଗଳୁରୁରୁ ଦିଶା ରବିକୁ ଗିରଫ କରିଛି । ୨୧ ବର୍ଷୀୟା ଜଳବାୟୁ ସଂରକ୍ଷକ ଦିଶା ରବିକୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଫ୍ରାଇଡେ ଫର୍ ଫ୍ୟୁଚର କ୍ୟାମ୍ପେନର ପ୍ରତିଷ୍ଠାତା ଦିଶା ରବିଙ୍କୁ ଶନିବାର ଗିରଫ କରାଯାଇଛି…

ନିର୍ବାଚନ ପୂର୍ବରୁ CAAକୁ ନେଇ ରାଜନୀତି, କେରଳରେ ସଂଶୋଧିତ ଆଇନ୍ ଲାଗୁ ହେବନାହିଁ କହିଲେ ବିଜୟନ

ଥିରୁଅନନ୍ତପୁରମ୍: କେରଳରେ ଆଗକୁ ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ପୂର୍ବରୁ ସଂଶୋଧିତ ନାଗରିକତା ଆଇନକୁ ନେଇ ଆରମ୍ଭ ହୋଇଛି ଭୋଟ୍ ରାଜନୀତି । ଗୋଟିଏ ପଟେ କୋଭିଡ୍ ଟିକାକରଣ ସରିବା ପରେ ଦେଶରେ ସଂଶୋଧିତ ନାଗରିକା ଆଇନ୍ ଲାଗୁ ହେବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ।…

ଆଜିଠୁ ଆରମ୍ଭ ହେବ ‘କୁମ୍ଭ ବୈଠକ’

ନୂଆଦିଲ୍ଲୀ: ରବିବାର ଦିନ ବୃନ୍ଦାବନରେ ୪୦ ଦିନିଆ କୁମ୍ଭ ବୈଠକ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଉତ୍ତରପ୍ରଦେଶର ହରିଦ୍ୱାରରେ ଫେବୃଆରୀ ଶେଷରେ ହେବାକୁ ଥିବା ବୃହତ୍‌ କୁମ୍ଭ ମେଳା ଉତ୍ତରାଖଣ୍ଡ ବ୍ରିଜ୍‌ ତିର୍ଥ ବିକାଶ ପରିଷଦ ଦ୍ୱାରା ଏହି ମେଳା ଆୟୋଜିତ ହେଉଛି। ପ୍ରଥମ ଶୁଭ ସ୍ନାନ…

କାବୁ ପାଉଛି କରୋନା: ୨୪ ଘଣ୍ଟାରେ ଦେଶରୁ ୧୨ ହଜାର ପଜିଟିଭ୍, ୧୧ ହଜାର ସୁସ୍ଥ, ୯୨ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ଚେନ୍ ଭାଙ୍ଗୁଛି । ଦୈନିକ ସଂକ୍ରମଣ ଖସୁଛି । ସୁସ୍ଥ ହାର ବଢୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ଆଉ ୧୨ହଜାର ୧୯୪ ଜଣ ନୂଆ ଆକ୍ରାନ୍ତ । ଏହି ସମୟରେ ସୁସ୍ଥ ହୋଇଛନ୍ତି ୧୧ହଜାର ୧୦୬ ସଂକ୍ରମିତ । ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା…

ମାଙ୍କଡ ପାଇଁ ଗଲା ୮ ଦିନର ଶିଶୁ କନ୍ୟାର ଜୀବନ

ନୂଆଦିଲ୍ଲୀ: ଏକ ୮ ଦିନର ଶିଶୁ କନ୍ୟାକୁ ମାଙ୍କଡ ଚୋରି କରି ନେଇଯିବା ପରେ ଶିଶୁ କନ୍ୟାଟିର ମୃତ୍ୟୁ ଘଟିଛି। ନବଜାତ ଶିଶୁର ମାଙ୍କ କହିବାନୁସାରେ, ମାଙ୍କଡମାନେ ଛାତର ଟାଇଲ ବାଟ ଦେ ଘର ଭିତରକୁ ପ୍ରବେଶ କରି ଶିଶୁଟିକୁ ଚୋରି କରିନେଇଥିଲା। ନବଜାତ ଶିଶୁଟିର ମା ଭୁବନେଶ୍ୱରୀ ଅଭିଯୋଗ…

ଉତ୍ତରାଖଣ୍ଡ ପ୍ରଳୟକୁ ସପ୍ତାହେ; ତପୋବନ ସୁଡ଼ଙ୍ଗରୁ ଆଉ ୫ ମୃତଦେହ ଉଦ୍ଧାର, ମୃତ୍ୟୁସଂଖ୍ୟା ୪୩କୁ ବୃଦ୍ଧି

ଡେରାଡୁନ୍: ସପ୍ତାହେ ହେଲା ସ୍ତବ୍ଧ ତପୋବନ । ଚାମୋଲି ଜିଲ୍ଲାରେ ବରଫ ପାହାଡ଼ ଧସିବା ପରେ ସୃଷ୍ଟି ହୋଇଥିଲା ଜଳପ୍ରଳୟ । ପ୍ରକୃତିର କୋପ ଆଗରେ ନିସହାୟ ହୋଇ ଯାଇଥିଲେ ସମସ୍ତେ । ଏହି ଘଟଣାରେ ମୃତ୍ୟୁସଂଖ୍ୟା ୪୩କୁ ବୃଦ୍ଧି ପାଇଛି । ରବିବାର ଉଦ୍ଧାର କାର୍ଯ୍ୟ ବେଳେ ତପୋବନ ସୁଡ଼ଙ୍ଗରୁ ଆଉ ୫…

ପୁଣି ମହାଭିଯୋଗରୁ ବର୍ତ୍ତିଗଲେ ଟ୍ରମ୍ପ, ସପକ୍ଷରେ ଭୋଟ୍ ଦେଲେ ରିପବ୍ଲିକନ ପାର୍ଟିର ୭ ସାଂସଦ

ୱାଶିଂଟନ୍: ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ଲାଗି ମହାଭିଯୋଗରୁ ବଞ୍ଚି ଯାଇଛନ୍ତି ।  କ୍ୟାପିଟାଲ ହିଂସାକୁ ନେଇ ଜାନୁଆରୀ ୬ରେ ସିନେଟ୍ ଟ୍ରମ୍ପଙ୍କୁ ଦୋଷୀ କହିଥିଲା । ଆମେରିକା ସିନେଟରେ ହୋଇଥିବା ଭୋଟିଂରେ ୫୭ ସିନେଟର ଟ୍ରମ୍ପଙ୍କୁ ମହାଭିଯୋଗରେ ଦୋଷୀ ପାଇଥିବା…