Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବୁ୍‌ମ୍‌ରା ମଧ୍ୟ ଆହତ ହେବା ପରେ ବଢିଲା ଟିମ୍ ଇଣ୍ଡିଆର ସମସ୍ୟା

ସିଡ୍‌ନି: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଟିମରେ ଆହତ ସମସ୍ୟା ବଢିବାରେ ଲାଗିଛି । ଫାଷ୍ଟ ବୋଲର୍ ଜସପ୍ରୀତ ବୁମରା ମଧ୍ୟ ଆହତ ହେବାରୁ ଟିମ୍‌ର ଚିନ୍ତା ବଢି ଯାଇଛି । ତଳିପେଟର ମାଂସପେଶୀରେ ସମସ୍ୟା ହୋଇଥିବା ଜଣାପଡିଛି । ଏଥିପାଇଁ ସେ ବ୍ରିସବେନରେ ହେବାକୁ ଥିବା ଟେଷ୍ଟ ସିରିଜର…

କରୋନା ଟିକା ଆସିବା ପରେ ବି ହର୍ଡ ଇମ୍ୟୁନିଟିର କୌଣସି ସମ୍ଭାବନା ନାହିଁ; ‘ହୁ’

ନୂଆଦିଲ୍ଲୀ: କରୋନା ମହାମାରୀକୁ ରୋକିବା ପାଇଁ ପୃଥିବୀର ଅନେକ ଦେଶରେ ଟୀକାକରଣ ଆରମ୍ଭ ହୋଇଛି ଏବଂ ଅନେକ ଦେଶରେ ଏହା ଶୁଭାରମ୍ଭ ହେବାକୁ ଯାଉଛି। ଏହି ସମୟରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜଣେ ଅଗ୍ରଣୀ ବୈଜ୍ଞାନିକଙ୍କ କଥା ଲୋକଙ୍କୁ ନିରାଶ କରିପାରେ। ବୈଜ୍ଞାନିକ ଚେତାବନୀ ଦେଇଛନ୍ତି ଯେ…

୭୦,୦୦୦ ରୁ ଅଧିକ ଆକାଉଣ୍ଟ ସସ୍‌ପେଣ୍ଡ୍‌ କଲା ଟ୍ୱିଟର୍‌

ୱାଶିଂଟନ୍: ଆମେରିକାର ରାଜଧାନୀ ୱାଶିଂଟନ୍‌ର କ୍ୟାପିଟଲ ହିଲରେ ହୋଇଥିବା ହିଂସାକୁ ନେଇ ଟ୍ୱିଟର ୭୦,୦୦୦ ରୁ ଅଧିକ ଆକାଉଣ୍ଟକୁ ସ୍ଥଗିତ ରଖିଛି। ଏହି ଆକାଉଣ୍ଟ୍ ସୋସିଆଲ୍ ମିଡିଆରେ QAnon ସହିତ ଜଡିତ ବିଷୟବସ୍ତୁ ସେୟାର୍‌ କରୁଥିଲା। ଟ୍ୱିଟର ଅଫିସିଆଲ୍ ଆକାଉଣ୍ଟରୁ ଏହି ସୂଚନା ଦିଆଯାଇଛି।…

ଆଜି ରାଷ୍ଟ୍ରୀୟ ଯୁବ ସଂସଦ ସମାରୋହ ସମ୍ବୋଧିତ କରିବେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକାଳ ୧୦.୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦ୍ୱିତୀୟ ଜାତୀୟ ଯୁବ ସଂସଦ ମହୋତ୍ସବକୁ ସମ୍ବୋଧିତ କରିବେ। ଜାତୀୟ ଯୁବ ସଂସଦ ପାଇଁ ଜିଲ୍ଲା ତଥା ରାଜ୍ୟ ସ୍ତରରେ ନିର୍ବାଚିତ…

କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୋଆର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀପଦ ନାୟକଙ୍କ ଦାୟିତ୍ୱ ଗ୍ରହଣ କରିବାକୁ ମଙ୍ଗଳବାର ଗୋଆ ଗସ୍ତ କରିବେ। ଗତକାଲି ଏକ ଦୁର୍ଘଟଣାରେ ସେ ଆହତ ହୋଇଛନ୍ତି ଏବଂ ଏହି ଦୁର୍ଘଟଣାରେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଛି। ସେ ଟ୍ୱିଟ୍ କରି କହିଛନ୍ତି,…

ଦେଶରେ ୧୨ ହଜାରକୁ ଖସିଲା ଦୈନିକ କରୋନା ପଜିଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଖସୁଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରେ ୮ ଲକ୍ଷରୁ ଅଧିକ କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୧୨ହଜାର ୫୮୪ ନୂଆ ଆକ୍ରାନ୍ତ । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୪ଲକ୍ଷ ୭୯ହଜାର ୧୭୯କୁ ବୃଦ୍ଧି ପାଇଛି ।…

ସୁପ୍ରିମକୋର୍ଟଙ୍କ ଆଜିର ଶୁଣାଣି ସ୍ଥିର କରିବ କୃଷକ ଆନ୍ଦୋଳନର ଦିଗ!

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ମାମଲାରେ ଆଜି ସୁପ୍ରିମକୋର୍ଟ ତାଙ୍କ ରାୟ ଶୁଣାଇପାରନ୍ତି। ଏହି ପ୍ରକ୍ରିୟାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ କୃଷି ଆଇନଗୁଡ଼ିକର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରାଯାଇଛି, ଅର୍ଥାତ୍ ଯେଉଁମାନେ ଆବେଦନ କରିଛନ୍ତି ସେମାନେ କହିଛନ୍ତି ଯେ ସେମାନେ…

ବିଷାକ୍ତ ମଦ ନେଲା ଜୀବନ; ୧୦ମୃତ ୨୫ରୁ ଉର୍ଦ୍ଧ୍ବ ଗୁରୁତର

ପୁଣେ: ବିଷାକ୍ତ ମଦ ପିଇ ମଧ୍ୟପ୍ରଦେଶର ମୁରୈନା ଜିଲ୍ଲାରେ ପ୍ରାୟ ୧୦ ଜଣ ପ୍ରାଣ ହରାଇବା ସହ ୨୫ରୁ ଅଧିକ ଗୁରୁତର ଥିବା ସୂଚନା ମିଳିଛି । ସ୍ଥାନୀୟ ଅଞ୍ଚଳରେ ଏହା ଭୟର ବାତାବରଣ ସୃଷ୍ଟି କରିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ସହ…

ଦେଶବ୍ୟାପୀ ଟିକା ପରିବହନ, ବିଭିନ୍ନ ରାଜ୍ୟକୁ ପଠାଯାଉଛି ୫୬ଲକ୍ଷ ଡୋଜ୍

ନୂଆଦିଲ୍ଲୀ: ୧୬ ତାରିଖରେ କରୋନା ବିରୋଧୀ ଲଢ଼େଇରେ ମହାଅଭିଯାନ ଆରମ୍ଭ କରିବ ଭାରତ । ଟିକାକରଣ ପୂର୍ବରୁ ଆରମ୍ଭ ହୋଇଛି ଟିକା ପରିବହନ । ଆଜି ଦେଶର ବିଭିନ୍ନ ରାଜ୍ୟକୁ ପରିବହନ ଆରମ୍ଭ ହୋଇଛି । ପୁଣେରୁ ବିମାନ ଯୋଗେ ପଠାଯାଉଛି ୫୬.୫ଲକ୍ଷ ଡୋଜ୍ କରୋନା ଟିକା । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର…

ବାଇଡେନଙ୍କ ଶପଥ ପୂର୍ବରୁ ଆମେରିକାରେ ସଶସ୍ତ୍ର ବିକ୍ଷୋଭ !

ୱାସିଂଟନ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ ପୂର୍ବରୁ ଆମେରିକାରେ ସଶସ୍ତ୍ର ଆନ୍ଦୋଳନ ଦେଖା ଦେଇପାରେ ବୋଲି ଆଶଙ୍କା ପ୍ରକାଶ କରିଛି ଦେଶର ଅଗ୍ରଣୀ ତଦନ୍ତକାରୀ ସଂସ୍ଥା ଫେଡେରାଲ ବ୍ୟୁରୋ ଅପ୍ ଇନଭେଷ୍ଟିଗେସନ (ଏଫବିଆଇ) ଜାନୁଆରି ୨୦ରେ ଜୋ ବାଇଡେନ ଆମେରିକାର…