Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରିୟାଙ୍କ ଓଡ଼ିଶା ଲିଙ୍କକୁ ନେଇ ମତ ରଖିଲେ ଡିଜିପି

ଭୁବନେଶ୍ୱର: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଓଡ଼ିଶା ଲିଙ୍କକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ରିୟା ଡ୍ରଗ୍ସ କାରବାର ସମ୍ପର୍କରେ କଥା ହେବା ବେଳେ ରାଜଧାନୀ ଭୁବନେଶ୍ୱର କଥା ଉଠାଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ।…

ଟିକଟକର ସିଇଓ କେଭିନ୍ ମେୟରଙ୍କ ଇସ୍ତଫା

ନୂଆଦିଲ୍ଲୀ: ଲୋକପ୍ରିୟ ଚାଇନିଜ ଆପ୍ ଟିକଟକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) କେବିନ ମେୟର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଏନେଇ କମ୍ପାନୀ ପକ୍ଷରୁ ଆଧିକାରୀକ ଭାବେ ସୂଚନା ଦିଆଯାଇଛି । ଟିକଟକର ସିଇଓ ଏକ ପତ୍ରରେ ଲେଖିଛନ୍ତି ଯେ “ମୁଁ ବହୁତ ଦୁଃଖର ସହ ଆପଣମାନଙ୍କୁ କହୁଛି…

ସେପ୍ଟେମ୍ବର ୧ରୁ ଓଲା-ଉବର ଚାଳକଙ୍କ ଧର୍ମଘଟ

ନୂଆଦିଲ୍ଲୀ: ବିଭିନ୍ନ ଦାବି ନେଇ ଟାକ୍ସି ଆଗ୍ରିଗେଟର କମ୍ପାନି  ଓଲା ଓ ଉବର ଚାଳକମାନେ ଆସନ୍ତା ସେପ୍ଟେମ୍ବର ୧ରୁ ସାରା ଦେଶରେ ଧର୍ମଘଟ ଡାକରା ଦେଇଛନ୍ତି । ଏହାର ସିଧାସଳଖ ପ୍ରଭାବ ଯାତ୍ରୀମାନଙ୍କ ଉପରେ ପଡିବ । ସାଧାରଣ ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା କରାଯାଉଛି ।…

ଅଟୋରେ ଚମ୍ପଟ୍ ପ୍ରେମିକା, ପ୍ରେମିକ ପାଇଁ ନାକେଦମ୍ ଅଟୋବାଲା !

ମହାରାଷ୍ଟ୍ର: ପ୍ରେମରେ ମସଗୁଲ ଥିଲେ ପ୍ରେମୀଯୁଗଳ । ହେଲେ ଅଟୋବାଲା ସହ ଚମ୍ପଟ ମାରିଥିଲା ପ୍ରେମିକା । ପ୍ରେମିକା ପାଇଁ ସର୍ବସ୍ୱାନ୍ତ ପ୍ରେମିକ ଶେଷରେ ନେଇଥିଲା ଏକ ଚରମ ନିଷ୍ପତ୍ତି । ହେଲେ ପ୍ରେମିକା ନୁହେଁ ବରଂ ପ୍ରେମିକର ପ୍ରତିଶୋଧର ଶିକାର ହୋଇଥିଲେ ଅଜଣା ଅଟୋବାଲା । ଆସିଫ୍ ଓରଫ…

ବନ୍ଦ ହେଲା ସଲମାନଙ୍କ ବିଗବସ୍‌-୧୪ର ସୁଟିଂ !

ମୁମ୍ବାଇ: ଅଧାରେ ଅଟକିଲା ରିୟଲିଟି ସୋ' ବିଗ୍‌ବସ୍‌-୧୪ । ବନ୍ଦ ହେଲା ସଲମାନଙ୍କ ହୋଷ୍ଟିଂ । ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ହେବନି ବିବାଦୀୟ ସୋ'ର ସୁଟିଂ । ସୁଶାନ୍ତଙ୍କ ମୃତ୍ୟୁ ସହ ଜଡିତ ରହିଛି ଏହି ଘଟଣା ନା କାରଣ ରହିଛି କିଛି ଅଲଗା ? ଛୋଟ ପରଦାର ସବୁଠୁ ପପୁଲାର ରିୟଲିଟି ସୋ'…

ଦକ୍ଷିଣ ଚୀନ ସାଗରରେ ମିସାଇଲ ଟେଷ୍ଟ କଲା ଚୀନ, ଆମେରିକାକୁ ଚ୍ୟାଲେଞ୍ଜ

ବେଜିଂ: ଦକ୍ଷିଣ ଚୀନ ସାଗରରେ ଗୁରୁବାର ଆମେରିକାକୁ ଚ୍ୟାଲେଞ୍ଜ ଦେଇ ଚୀନ ବିବାଦୀୟ ଅଂଚଳରେ ମିସାଇଲ ଟେଷ୍ଟ ଫାୟାର କରିଛି । ଯାହା ଫଳରେ ଉଭୟ ଦେଶ ମଧ୍ୟ ଉତେଜନା ବୃଦ୍ଧି ପାଇଛି । ପୂର୍ବରୁ ଆମେରିକା ବିମାନ ଚୀନ ଅଂଚଳରେ ପ୍ରବେଶ କରି ତଥ୍ୟ ସଂଗ୍ରହ କରୁଥିବା ଡ୍ରାଗନ ଟିମ୍ ଅଭିଯୋଗ କରିଥିଲା ।…

ସୁଶାନ୍ତଙ୍କ ବାପା କହିଲେ ପୁଅକୁ ବିଷ ଦେଉଥିଲେ ରିୟା

ପାଟନା: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ରିୟାଙ୍କ ଗିରଫ ଦାବି କରିଛନ୍ତି ସୁଶାନ୍ତଙ୍କ ବାପା କେ. କେ. ସିଂ । ସେ କହିଛନ୍ତି ରିୟା ତାଙ୍କ ପୁଅକୁ ବହୁ ଦିନରୁ ବିଷ ଦେଇ ଆସୁଥିଲା । ସେ ହିଁ ସୁଶାନ୍ତର ହତ୍ୟାକାରୀ । ରିୟା ଓ ତାଙ୍କ ସହଯୋଗୀଙ୍କୁ ସିବିଆଇ ଗିରଫ କରୁ ବୋଲି ଦାବି…

ଲଗାତାର ହ୍ରାସ ପରେ ପୁଣି ବଢ଼ିଲା ସୁନାଦର: କେତେ ରହିଛି ମୂଲ୍ୟ ଜାଣନ୍ତୁ

ଭୁବନେଶ୍ୱର: ପୁଣି ବଢ଼ିଲା ସୁନା ଦର।‌ ଗତ କିଛି ଦିନ ହେଲାଣି ହ୍ରାସ ପାଉଥିବା ସୁନା ଦାମରେ ଆଜି ପୁଣି ବୃଦ୍ଧି ପାଇଛି। ଭାରତୀୟ ବଜାରରେ ଆଜି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୫୪,୩୯୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୪୯,୮୬୦ ଟଙ୍କାରେ…

ଟଙ୍କା ନଥିବାରୁ ଶ୍ମଶାନରେ ମିିଳିଲାନି ଜାଗା, ରାସ୍ତାରେ ହେଲା ଶବଦାହ

ସୁରତ: କଳାହାଣ୍ଡି ଜିଲ୍ଲାର ଦାନ ମାଝୀଙ୍କ ଭଳି ଗୁଜୁରାଟ ସୁରତରୁ ସାମନାକୁ ଆସିଛି ଏକ ଅଭାବନୀୟ ଘଟଣା । ଗରିବ ଆଦିବାସୀ ପରିବାରର କରୁଣ ଚିତ୍ର ସାରା ଦେଶରେ ଲଜ୍ଜିତ କରିଛି । ଟଙ୍କା ନଥିବାରୁ ଶ୍ମଶାନରେ ବାପାଙ୍କର ଶବ ସତ୍କାର କରି ପାରିଲେ ନାହିଁ ଆଦିବାସୀ ପରିବାର । ଶେଷରେ ରାସ୍ତା ଉପରେ…

ଭାଙ୍ଗିଲା ସବୁ ରେକର୍ଡ: ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୭୫ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ ସଂଖ୍ୟା ଟପିଲା…

ନୂଆଦିଲ୍ଲୀ: ବିଜୁଳି ବେଗରେ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ । ଦେଶର ମାତ୍ର ୨ ଦିନରେ ୧ ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୨୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର…