Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଓ୍ୱାର୍ଲଡ ୟୁଥ ସ୍କିଲ ଡେ: ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଓ୍ୱାର୍ଲଡ ୟୁଥ୍ ସ୍କିଲ୍ ଡେ ଅବସରରେ ଦେଶବାସୀଙ୍କୁ ଆଜି ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି କେନ୍ଦ୍ର ସରକାରଙ୍କ ସ୍କିଲ୍ ଇଣ୍ଡିଆ ମିଶନକୁ ପାଞ୍ଚ ବର୍ଷ ବି ପୂରୁଛି । ଏହି ଅବସରରେ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରାଳୟ ପକ୍ଷରୁ ଡିଜିଟାଲ କନକ୍ଲେଭର…

ବିଜେପିରେ ମିଶିବି ନାହିଁ, କଂଗ୍ରେସରେ ଅଛି: ସଚିନ ପାଇଲଟ

ଜୟପୁର: ଗେହଲଟ ପ୍ଲେନରୁ ଫାଇଟର୍ ଫାଇଟର୍ ପାଇଲଟ୍ ଆଉଟ୍ ହୋଇଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ ସଚିନ ପାଇଲଟ ବିଦା ହେବା ପରେ ତାଙ୍କ ଗତି କୁଆଡ଼େ ? ତାଙ୍କର ପରବର୍ତ୍ତୀ ନିଷ୍ପତ୍ତି କଣ ? ବିଜେପିରେ ସାମିଲ ହେବେ କି ? ଏଭଳି ଚର୍ଚ୍ଚା ଭିତରେ ସଚିନ ପାଇଲଟ କହିଛନ୍ତି…

୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୯,୪୨୯ ନୂଆ ଆକ୍ରାନ୍ତ: ଦେଶରେ ୯ ଲକ୍ଷ ୩୬ ହଜାର ଟପିଲା କରୋନା ମାମଲା

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଗମ୍ଭୀର ହେଉଛି କରୋନା ସ୍ଥିତି । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ୨୯,୪୨୯ ଜଣ ସଂକ୍ରମିତ ହୋଇଥିବା ବେଳେ ୫୮୨ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯,୩୬,୧୮୧…

ଭାରତ-ଚୀନ୍ ମଧ୍ୟରେ ୧୫ ଘଣ୍ଟାର ମାରାଥନ୍ ଆଲୋଚନା

ନୂଆଦିଲ୍ଲୀ: ଚତୁର୍ଥ ପର୍ଯ୍ୟାୟ ଭାରତ-ଚୀନ କମାଣ୍ଡରସ୍ତରୀୟ ବୈଠକ ବିଳମ୍ବିତ ରାତିରେ ଶେଷ ହୋଇଛି । ପାଖାପାଖି ୧୫ ଘଣ୍ଟା ଧରି ଦୁଇ ଦେଶର କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା ଚାଲିଥିଲା । ଇଷ୍ଟର୍ଣ୍ଣ ଲଦାଖର ଚୁସୁଲରେ ହୋଇଥିଲା ବୈଠକ । ଗତକାଲି ସକାଳ ସାଢ଼େ ୧୧ଟା ବେଳେ ବୈଠକ ଆରମ୍ଭ…

ଜାନୁଆରୀ-ମାର୍ଚ୍ଚ ୨୦୨୦ରେ ଦିଲ୍ଲୀ ସର୍କଲରେ ରିଲାଏନ୍ସ ଜିଓ ୧.୮୨ କୋଟି ଗ୍ରାହକ ଯୋଡିଛି: ଟ୍ରାଇ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ସବୁଠାରୁ ଲୋକପ୍ରିୟ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ | ଏହାର ପ୍ରମାଣ ଟ୍ରାଇ ରିପୋର୍ଟରେ ଦେଖିବାକୁ ମିଳିଛି | ଟ୍ରାଇ ରିପୋର୍ଟ ଅନୁଯାୟୀ, ଜାନୁଆରୀ-ମାର୍ଚ୍ଚ ୨୦୨୦ ରେ ରିଲାଏନ୍ସ ଜିଓ ପ୍ରଥମ ସ୍ଥାନରେ ରହିଲା | ଏହି ସମୟ ମଧ୍ୟରେ କମ୍ପାନୀ ୧.୮୨ କୋଟି…

ଛାତ୍ର ଭିସା ପ୍ରସଙ୍ଗ: ଟ୍ରମ୍ପ ପ୍ରଶାସନ ଉପରେ ଚାପ ପକାଇଲେ ଗୁଗୁଲ ଏବଂ ଫେସବୁକ

ନୂଆଦିଲ୍ଲୀ:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଛାତ୍ର ଭିସା ଉପରେ ପ୍ରତିବନ୍ଧକ ଲଗାଇବା ପରେ ବିରୋଧ ତୀବ୍ର ହେବାରେ ଲାଗିଛି। ନିକଟରେ ଟ୍ରମ୍ପ ସରକାରଙ୍କ ବିରୋଧରେ ବଡ଼ ବଡ଼ ଖ୍ୟାତନାମା ବିଶ୍ୱବିଦ୍ୟାଳୟ ବାହାରକୁ ଆସିବା ପରେ ଗୁଗୁଲ, ଫେସବୁକ ଏବଂ ମାଇକ୍ରୋସଫ୍ଟ ମଧ୍ୟ ଏଥିରେ ସାମିଲ…

ସୋନି ଲଞ୍ଚ କଲା ତିନୋଟି ୱେଆରଲେସ ସ୍ପିକର: ଜାଣନ୍ତୁ ଏହାର ମୂଲ୍ୟ ଏବଂ ଫିଚର୍ସ

ନୂଆଦିଲ୍ଲୀ: ସୋନି ଭାରତରେ ଏହାର ନୂତନ ସ୍ପିକର ର ଲମ୍ଭା ରେଞ୍ଜ ଭେଟିଦେଇଛି | କମ୍ପାନୀର ନୂତନ ଏକ୍ସଟ୍ରା ବ୍ୟାସ୍ ୱେଆରଲେସ ସ୍ପିକରର ପ୍ରାରମ୍ଭିକ ମୂଲ୍ୟ ହେଉଛି ୮୯୯୦ ଟଙ୍କା | ଏହା ଏକ ପୋର୍ଟେବଲ୍ ବ୍ଲୁଟୁଥ୍ ସ୍ପିକର ଯାହା ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଇପାରିବ | ଏହି…

ଡିଜିଟାଲ୍ ଶିକ୍ଷାଦାନ ନେଇ କେନ୍ଦ୍ରର ଗାଇଡଲାଇନ୍

ନୂଆଦିଲ୍ଲୀ: ଅନଲାଇନରେ କେଉଁ ଶ୍ରେଣୀର ପିଲା କେତେ ସମୟ ପାଠ ପଢ଼ିବେ । ଡିଜିଟାଲ ଶିକ୍ଷାଦାନ ନେଇ ଗାଇଡଲାଇନ ଜାରି କରିଛି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ । ଛାତ୍ରଛାତ୍ରୀଙ୍କ ପାଇଁ ନିର୍ଦ୍ଧାରଣ ହୋଇଛି ସ୍କ୍ରିନ୍ ଟାଇମ୍ । ଶିକ୍ଷକ ଶିକ୍ଷୟିତ୍ରୀ ୨ରୁ ୩ ଘଣ୍ଟା ସ୍କ୍ରିନ୍ ଟାଇମରେ…

ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କୁ ହାଇକୋର୍ଟ କହିଲେ, ଫେସବୁକ୍ ଏବଂ ଚାକିରୀରୁ ଗୋଟିଏ ବାଛନ୍ତୁ

ନୂଆଦିଲ୍ଲୀ: ସୁରକ୍ଷା ଦୃଷ୍ଟିକୋଣରୁ ସେନାରେ ୮୯ ଆପ ଉପରେ ବ୍ୟାନ ଲଗାଯାଇଥିଲା । ଏହି ନିଷ୍ପତି ବିରୋଧରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ପିକେ ଚୌଧୁରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମଙ୍ଗଳବାର ୨ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରି ଚୌଧୁରୀଙ୍କୁ ସିଧାସଳଖ କହିଲେ ଦେଶର ସୁରକ୍ଷା ନେଇ କୌଣସି…

ଦେଶରେ କରୋନା ଭ୍ୟାକ୍ସିନ ଟ୍ରାଏଲ ପ୍ରକ୍ରିୟା ମଣିଷଙ୍କ ଉପରେ ଆରମ୍ଭ

ନୂଆଦିଲ୍ଲୀ: କରୋନା ମହାମାରୀ ମୁକାବିଲାରେ ଭାରତକୁ ଆଉ ପାଦେ ଆଗକୁ ବଢ଼ିଛି । ଦେଶରେ ଭାରତ ବାୟୋଟେକ୍ କୋଭାକ୍ସିନ ନାମକ ଭ୍ୟାକ୍ସିନ ମଣିଷ ଶରୀରରେ ପ୍ରୟୋଗ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରିଛି । ପାଟନା ଏମ୍ସରେ ୧୫ରୁ ୧୮ ବର୍ଷ ମଧ୍ୟରେ ୧୦ଜଣ ଲୋକଙ୍କ ଉପରେ ଏହି ଭ୍ୟାକ୍ସିନ ପ୍ରୟୋଗ…