Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚୀନର ଉହାନ ଲ୍ୟାବ ଯିବ ନାହିଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଟିମ୍ !

କରୋନାର ଉତ୍ପତ୍ତି ସ୍ଥଳ ଓ ଏହା କିଭଳି ପଶୁ ଦେହରୁ ମଣିଷ ଦେହକୁ ବ୍ୟାପିଲା ? ଜାଣିବା ପାଇଁ ଚୀନ୍ ଯାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟିମ୍ । କିନ୍ତୁ ଉହାନର ସନ୍ଦିଗ୍ଧ ଲ୍ୟାବକୁ ଯିବ ନାହିଁ ଦୁଇ ଜଣିଆ ଅନୁସନ୍ଧନକାରୀ ଟିମ୍ । ଯେଉଁଠାରୁ କରୋନା ଭୂତାଣୁ ବ୍ୟାପିଥିବା ଦାବି ହେଉଛି । ଯେଉଁ…

ଗୋଆର ଘରୋଇ ହସ୍ପିଟାଲରେ କୋଭିଡ ଆକ୍ରାନ୍ତଙ୍କ ପାଇଁ ୨୦% ବେଡ୍ ସଂରକ୍ଷିତ

ପାଣାଜୀ: ଗୋଆରେ ସମସ୍ତ ଘରୋଇ ହସ୍ପିଟାଲରେ କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ୨୦ ପ୍ରତିଶତ ବେଡ୍ ସଂରକ୍ଷିତ ରହିବ । ଆଇସିୟୁ ସୁବିଧା ଉପଲବ୍ଧ ଥିବା ହସ୍ପିଟାଲରେ ବେଡ୍ ସଂରକ୍ଷିତ ରଖିବା ବାଧ୍ୟତାମୂଳକ । ଏନେଇ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଗତକାଲି କରୋନା ସ୍ଥିତିର ସମୀକ୍ଷା…

ବିଶାଖାପାଟଣାର ଫାର୍ମାସିଟ୍ୟୁକାଲ୍ କମ୍ପାନୀରେ ଭୟାବହ ଅଗ୍ନିକାଣ୍ଡ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଅନ୍ତର୍ଗତ ଜେଏନ୍ ଫାର୍ମା ସିଟିର ଫାର୍ମା କମ୍ପାନୀରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଜଣେ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି। ଏସମ୍ପର୍କରେ ବିଶାଖାପାଟଣା ଡିସିପି ସୁରେଶ ବାବୁ ଗଣମାଧ୍ୟମକୁ…

ଶକ୍ତିଶାଳୀ ବ୍ୟାଟେରୀ ସହ ଭାରତରେ ଲଞ୍ଚ ହେଲା ସ୍ମାର୍ଟଫୋନ ଟେକ୍ନୋ ସ୍ପାର୍କ ୫ ପ୍ରୋ; ଜାଣନ୍ତୁ କଣ ରହିଛି ମୂଲ୍ୟ,…

ନୂଆଦିଲ୍ଲୀ: ଟେକ୍ନୋ ବ୍ରାଣ୍ଡ ଭାରତରେ ଏଣ୍ଟ୍ରି ଲେଭଲ୍ ମିଡ୍ ରେଞ୍ଜ୍ ସ୍ମାର୍ଟଫୋନ୍ ଟେକ୍ନୋ ସ୍ପାର୍କ ପ୍ରୋ ଲଞ୍ଚ କରିଛି। ଏହି ଫୋନଟି ସିଙ୍ଗଲ୍ ଭାରିଆଣ୍ଟ ୪ ଜିବି ରାମ୍ ଏବଂ ୬୪ ଜିବି ଆଭ୍ୟନ୍ତରୀଣ ଷ୍ଟୋରେଜ୍ ରେ ପରିଚିତ ହୋଇଛି | ଏହି ସ୍ମାର୍ଟଫୋନ ର ପ୍ରାରମ୍ଭିକ ମୂଲ୍ୟ ହେଉଛି ୧୦,୪୯୯…

ଜୁଲାଇ ୧୬ରେ ଭାରତରେ ଲଞ୍ଚ ହେବ ଭିଭୋ ଏକ୍ସ୫୦ ସିରିଜ୍: ଜାଣନ୍ତୁ, ସବିଶେଷ ତଥ୍ୟ

ନୂଆଦିଲ୍ଲୀ:ମୋବାଇଲ ହ୍ୟାଣ୍ଡସେଟ୍ ନିର୍ମାତା କମ୍ପାନୀ ଭିଭୋ ଭାରତରେ ଏହାର ନୂତନ ଭିଭୋ ଏକ୍ସ୫୦ ସିରିଜ୍ ଲଞ୍ଚ କରିବାକୁ ଯାଉଛି । ଭିଭୋ ଟ୍ୱିଟ୍ କରି ଏହାର ଭିଭୋ ଏକ୍ସ୫୦ ସିରିଜର ଲଞ୍ଚ ତାରିଖ ବିଷୟରେ ସୂଚନା ଦେଇଛି । ୧୬ ଜୁଲାଇରେ ଭାରତରେ ଭିଭୋ ଏକ୍ସ୫୦ ସିରିଜ୍ ଲଞ୍ଚ କରିବ। ଭାରତରେ…

୨୪ ଘଣ୍ଟାରେ ୨୮,୪୯୮ ନୂଆ ଆକ୍ରାନ୍ତଙ୍କ ସହ ଦେଶରେ ୯ ଲକ୍ଷ ଟପିଲା କରୋନା ମାମଲା

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଗମ୍ଭୀର ହେଉଛି କରୋନା ସ୍ଥିତି । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ୨୮,୪୯୮ ଜଣ ସଂକ୍ରମିତ ହୋଇଥିବା ବେଳେ ୫୫୩ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯,୦୬,୭୫୨…

ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଶହେ ପ୍ରତିଶତ ମାର୍କ

ଲକ୍ଷ୍ନୌ: ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଅବିଶ୍ୱସନୀୟ ସଫଳତା । ଶହେ ପ୍ରତିଶତ ମାର୍କ ରଖିଲେ ଲକ୍ଷ୍ନୌର ଛାତ୍ରୀ ଦିବ୍ୟାଶୀଂ ଜୈନ୍ । ୬ଶହରୁ ୬ଶହ ମାର୍କ ରଖିଛନ୍ତି । ଦିବ୍ୟାଶୀଂ ଭୂଗୋଳକୁ ଛାଡ଼ିଦେଲେ ଅନ୍ୟ ସବୁ ପେପର ପରୀକ୍ଷା ଦେଇଥିଲେ । କରୋନା ଓ ଲକଡାଉନ ଯୋଗୁ କେବଳ ଭୂଗୋଳ…

ଦିଲ୍ଲୀ ରେଳ ଭବନ ଦୁଇ ଦିନ ପାଇଁ ବନ୍ଦ

ନୂଆଦିଲ୍ଲୀ: ଆଜିଠାରୁ ବନ୍ଦ ରହିବ ଦିଲ୍ଲୀ ସ୍ଥିତ ଭାରତୀୟ ରେଳବାଇର ମୁଖ୍ୟ କାର୍ଯ୍ୟାଳୟ ରେଳ ଭବନ । କିଛି କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ପରେ ଦୁଇ ଦିନ ପାଇଁ ବନ୍ଦ ଘୋଷଣା କରିଛି ରେଲଓ୍ୱେ ବୋର୍ଡ । ଏହି ସମୟରେ ରେଳ ଭବନ ପରିସର ଓ ସମସ୍ତ ଅଫିସକୁ ସାନିଟାଇଜ୍ କରାଯିବ । ରେଳ ଭବନ…

ଆଜି ଭାରତ-ଚୀନ ମିଲିଟାରୀ କମାଣ୍ଡର ସ୍ତରୀୟ ଆଲୋଚନା

ନୂଆଦିଲ୍ଲୀ: ଏଲଏସିର ବିବାଦୀୟ ସ୍ଥାନରୁ ସୈନ୍ୟ ପ୍ରତ୍ୟାହାର କରିଛି ଚୀନ୍ । ସ୍ୱାଭାବିକ ସ୍ଥିତି ଫେରୁଛି । ଆଜି ଚତୁର୍ଥ ଥର ପାଇଁ ଦୁଇ ଦେଶ ମଧ୍ୟରେ ସାମରିକ ସ୍ତରୀୟ ଆଲୋଚନା ହେବ । ଇଷ୍ଟର୍ଣ୍ଣ ଲଦାଖଲ ଚୁସୁଲ ବସିବ କର୍ପସ କମାଣ୍ଡରସ୍ତରୀୟ ବୈଠକ । ପୂର୍ବ ଆଲୋଚନା ଅନୁସାରେ ପ୍ରଥମ…

ଅଛୁଆଁ ହୋଇ ପଡି ରହିଲେ କରୋନା ମୃତକ: ଟ୍ରାକ୍ଟରରେ ମଶାଣିକୁ ବୋହି ନେଲେ ଡାକ୍ତର

ହାଇଦ୍ରାବାଦ: ହଜି ଯାଉଛି ମାନବିକତା । କରୋନା କଷ୍ଟ ଠାରୁ ବଳିଯାଉଛି ଅମାନବିକତାର ଦାରୁଣ ଦୃଶ୍ୟ । ଘଣ୍ଟା ଘଣ୍ଟା ପଡି ରହିଲା କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ ଦେହ । ସଂକ୍ରମଣ ଭୟରେ ମିଳିଲାନି ଚାରି କାନ୍ଧ । ଶେଷରେ ମୃତକଙ୍କୁ ଶ୍ମଶାନ ଯାଏଁ ବୋହି ନେଲେ ଡାକ୍ତର। ଏମିତି ଏକ…