Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଛାବାହାର ରେଳ ପ୍ରୋଜେକ୍ଟରୁ ଭାରତକୁ ବାଦ୍ ଦେଲା ଇରାନ

ନୂଆଦିଲ୍ଲୀ: ଭାରତ ସରକାର ଛାବାହାର ରେଳ ପ୍ରକଳ୍ପ ପାଇଁ ଫଣ୍ଡିଂ କରିବାରେ ବିଳମ୍ବ କରିବାରୁ ଇରାନ୍ ସରକାର ନୂଆଦିଲ୍ଲୀକୁ ଏହି ପ୍ରକଳ୍ପରୁ ଡ୍ରପ୍ କରିଛନ୍ତି । ଭାରତକୁ ଡ୍ରପ୍ କରି ଇରାନ୍ ତା’ର କାମ ଜାରି ରଖିବାକୁ ନିଷ୍ପତ୍ତି ନେଇଛି । ଚାଇନା, ନେପାଳ ପରେ ଏବେ ଇରାନ୍ ଭାରତ ବିରୋଧରେ ବଡ଼…

ଭଲ ଖବର, ଭାରତରେ ଅନାହରଙ୍କ ସଂଖ୍ୟା ୬ କୋଟିକୁ ଖସିଲା

ନୂଆଦିଲ୍ଲୀ:ଭାରତରେ ଅନାହାରଙ୍କ ସଂଖ୍ୟା ୬କୋଟିକୁ ଖସି ଆସିଛି । ସଂଯୁକ୍ତ ରାଷ୍ଟ୍ରର ଏକ ରିପୋର୍ଟ ଅନୁସାରେ ଏବେ ବି ବିଶ୍ୱରେ ୬୯ କୋଟି ଲୋକ ଭୋକିଲା ଏବଂ କୁପୋଷଣର ଶୀକାର ଅଛନ୍ତି । ୨୦୧୮ ତୁଳନାରେ ଏହି ତାଲିକାରେ ୧ କୋଟି ଲୋକଙ୍କ ବୃଦ୍ଧି ଘଟିଛି । ଭାରତରେ ୨୦୦୪ରୁ ୦୬ ମଧ୍ୟରେ ୨୪.୯୪…

ଭାରତ ଆମେରିକାଠାରୁ ୨୦୦ଟି ଆରକ୍ୟୁ-୧୧, ଇସ୍ରାଏଲରୁ ସ୍କାଇକ୍ ଫାୟାରଫ୍ଲାଏ ଆମୁନିସନ କ୍ରୟ କରିବ

ନୂଆଦିଲ୍ଲୀ: ଚୀନର ଦୁଃସାହସ ପରେ ଭାରତ ଏହାର କଡା ମୁକାବିଲା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଆରମ୍ଭ କରିଛି । ଭାରତୀୟସେନା ଏବେ ନିଜର ଆକ୍ରମଣ କ୍ଷମତା ବୃଦ୍ଧି କରିବା ପାଇଁ ବ୍ୟାପକ ପଦକ୍ଷେପ ନେଉଛି । ଏହି କ୍ରମରେ ସିଏ ଆମେରିକା ଠାରୁ ୨୦୦ଟି ଆରକ୍ୟୁ-୧୧ ଚାଳକ ରହିତ ବିମାନ ଏବଂ ଇସ୍ରାଏଲ…

ରାଜସ୍ଥାନ ଉପ-ମୁଖ୍ୟମନ୍ତ୍ରୀ ପଦରୁ ହଟିଲେ ସଚିନ ପାଇଲଟ

ନୂଆଦିଲ୍ଲୀ: କଂଗ୍ରେସ ଦଳ ପକ୍ଷରୁ ସଚିନ ପାଇଲଟଙ୍କୁ ରାଜସ୍ଥାନ ଉପ-ମୁଖ୍ୟମନ୍ତ୍ରୀ ପଦରୁ ମଙ୍ଗଳବାର ଦିନ ହଟାଇ ଦିଆଯାଇଛି। ପ୍ରାପ୍ତ ସୂଚନାନୁଯାୟୀ ତାଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବା ସହ ରାଜସ୍ଥାନ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ମଧ୍ୟ ବାହାର କରି ଦିଆଯାଇଛି । ଦଳ ପକ୍ଷରୁ…

ଶକୁନ୍ତଳା ଦେବୀରେ ବିଦ୍ୟା ବାଲାନ୍‌ଙ୍କ ହଟ୍‌କେ ଅନ୍ଦାଜ !

ଫିଲ୍ମ ଶକୁନ୍ତଳାରେ ମ୍ୟାଥେମାଟିସିଆନ୍ ଭୂମିକାରେ ନଜର ଆସିବେ ବଲିଉଡ ଆକ୍ଟ୍ରେସ୍ ବିଦ୍ୟା ବାଲାନ୍ । ଟ୍ରେଲର ରିିଲିଜ ହେବାର ଗୋଟିଏ ଦିନ ପୂର୍ବରୁ ସେ ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ଟିଜରଟିକୁ ଶେୟାର କରିଛନ୍ତି । View this post on Instagram…

ବିହାର ବିଜେପି କାର୍ଯ୍ୟାଳୟରେ କରୋନା; ୨୪ ନେତା ସଂକ୍ରମିତ

ପାଟନା: ବିହାରରେ କରୋନା ପଜିଟିଭ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ବିହାର ବିଜେପି କାର୍ଯ୍ୟାଳୟରେ ୨୪ ନେତା ସଂକ୍ରମିତ ହୋଇଛନ୍ତି। ଏଏନଆଇ ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ଅନୁଯାୟୀ ଗତକାଲି ପ୍ରାୟ ୧୧୦ ଜଣଙ୍କ କରୋନା ଟେଷ୍ଟ କରାଯାଇଥିଲା । ସେଥିମଧ୍ୟରେ ପାଖାପାଖି ୨୪ ଜଣଙ୍କ ରିପୋର୍ଟ…

ଆସନ୍ତାକାଲି ପ୍ରକାଶ ପାଇବ ସିବିଏସଇ ଦଶମ ରେଜଲ୍ଟ

ନୂଆଦିଲ୍ଲୀ: ଚଳିତ ବର୍ଷ ସିବିଏସଇ ଦଶମ ପରୀକ୍ଷା ଫଳ ବୁଧବାର ଦିନ ପ୍ରକାଶ ପାଇବ । ଏନେଇ ମାନବ ସମ୍ବଳ ବିକାଶ (ଏଚଆରଡି) ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶାଙ୍କ ଆଜି ସୂଚନା ଦେଇଛନ୍ତି। https://twitter.com/DrRPNishank/status/1282931687035412481?s=19 ସିବିଏସଇର ଅଫିସିଆଲ୍…

ଫ୍ରାନ୍ସର ବରଫଆଚ୍ଛାଦିତ ନଦୀରୁ ମିଳିଲା ୫୪ ବର୍ଷ ତଳର ଭାରତ ଖବରକାଗଜ

ଲଣ୍ଡନ:୫୪ ବର୍ଷ ତଳର ଭାରତର ଖବରକାଗଜ ଫ୍ରାନ୍ସର ବରଫ ଆଚ୍ଛାନିତ ନଦୀଗର୍ଭରୁ ମିଳିଛି । ମୋଂଟ ବ୍ଲାଙ୍କ ପର୍ବତଶ୍ରେଣୀର ନିକଟରେ ପ୍ରବାହିତ ହେଉଥିବା ଏହି ନଦୀରୁ ନ୍ୟାଶନାଲ ହେରାଲ୍ଡ, ଇକୋନୋମିକ୍ସ ଟାଇମ୍ସ, ଦି ହିନ୍ଦୁ, ଦି ଷ୍ଟେଟସମ୍ୟାନ ସମେତ ୧୨ ଭାରତୀୟ ଖବରକାଗଜ ମିଳିଥିଲା । ନ୍ୟାଶନାଲ…

ଡବ୍ଲ୍ୟୁଏଚଓର ଚେତାବନୀ; ଅଧିକ ମାରାତ୍ମକ ହେବ କରୋନା ଭାଇରସ

ଜେନେଭା: କରୋନାଭାଇରସ୍ ମହାମାରୀ ସଂକ୍ରମଣ ଅଧିକ ମାରାତ୍ମକ ହେବ ବୋଲି ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚଓ)। ଡବ୍ଲ୍ୟୁଏଚଓର ମହାନିର୍ଦ୍ଦେଶକ ଟେଡ୍ରସ୍ ଅଧାନମ୍ ଘେବ୍ରେୟସ୍ ଜେନେଭାରେ ଏକ ଭର୍ଚୁଆଲ ବ୍ରିଫିଂରେ କହିଛନ୍ତି ଯେ କରୋନା ଭାଇରସ ସଂକ୍ରମଣ ଏବେ ଚିନ୍ତାଜନକ…

ଗ୍ଲି ଅଭିନେତ୍ରୀ ନାଭା ରିଭେରାଙ୍କ ମୃତଦେହ ଉଦ୍ଧାର

ଲସଆଞ୍ଜେଲ୍ସ:ଗ୍ଲି ଫିଲ୍ମର ଅଭିନେତ୍ରୀ ନାୟା ରାଭେରାଙ୍କ ମୃତଦେହ  ସ୍ଥାନୀୟ ପୋଲିସ ଉଦ୍ଧାର କରିଛି । ଗତ ସପ୍ତାହରେ ସେ ତାଙ୍କ ୪ ବର୍ଷର ପୂଅ ସହ ବୋଟ ଟ୍ରିପରେ ଯାଇଥିବା ବେଳେ ନିଖୋଜ ହୋଇ ଯାଇଥିଲେ । ନିଖୋଜ ହେବାର ୬ ଦିନ ପରେ ମୃତଦେହ କାର୍ଲିଫର୍ଣ୍ଣିଆର ପିରୁ ହ୍ରଦ ନିକଟରୁ ମିଳିଛି ।…