Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏୟାରଟେଲ ଏବଂ ଭୋଡାଫୋନ୍-ଆଇଡିଆକୁ ଝଟକା: ହାଇ ସ୍ପିଡ଼ ଇଣ୍ଟରନେଟ ସେବା ଦାବି କରିବା ପଡିଲା ମହଙ୍ଗା

ନୂଆଦିଲ୍ଲୀ: ଗ୍ରାହକଙ୍କୁ ମନଲୋଭା ହାଇସ୍ପୀଡ଼ ଇଣ୍ଟରନେଟ ସହ ମନଲୋଭା ପ୍ଲାନ ପାଇଁ ଏୟାରଟେଲ ଏବଂ ଭୋଡାଫୋନ୍-ଆଇଡିଆ ଆଦି କମ୍ପାନୀ ଉପରେ ଭାରି ପଡିଛି। ଟେଲିକମ୍ ରେଗୁଲେଟର ଅଥରିଟି ଅଫ ଇଣ୍ଡିଆ ବା ଟ୍ରାଇ ଭାରତୀ ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆକୁ ସ୍ୱତନ୍ତ୍ର ଟେଲିକମ୍ ଯୋଜନା ବନ୍ଦ କରିବାକୁ…

ଡାଟସନ୍ ରେଡି-ଗୋ: ଦେଶର ସବୁଠାରୁ ଶସ୍ତା କାର, ଆରମ୍ଭ ମୂଲ୍ୟ ମାତ୍ର ୨.୮୩ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଭାରତୀୟ ବଜାରରେ ହ୍ୟାଚବ୍ୟାକ୍ କାରଗୁଡିକର ଚାହିଦା ଅଧିକ | କମ୍ ମୂଲ୍ୟ, କମ୍ ରକ୍ଷଣାବେକ୍ଷଣ ଏବଂ ଉନ୍ନତ ମାଇଲେଜ୍ ହେତୁ ଏହି କାରଗୁଡିକ ଲୋକମାନେ ଅଧିକ ପସନ୍ଦ କରିଥାନ୍ତି | ସମ୍ପ୍ରତି ଜାପାନର କାର ନିର୍ମାତା ଡାଟସନ ଏହାର ରେଡି-ଗୋ କୁ ନୂତନ ଅପଡେଟ ଇଞ୍ଜିନ୍ ସହିତ ବଜାରରେ…

ଗୁଗୁଲ ଭାରତରେ ୭୫,୦୦୦ କୋଟି ଟଙ୍କା ବିନିଯୋଗ କରିବା ନେଇ ସୁନ୍ଦର ପିଚାଇଙ୍କ ଘୋଷଣା

ନୂଆଦିଲ୍ଲୀ: ବିଶ୍ୱର ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ ଗୁଗୁଲ ଆସନ୍ତା ପାଞ୍ଚ-ସାତ ବର୍ଷ ମଧ୍ୟରେ ଭାରତରେ ୭୫,୦୦୦ କୋଟି ଟଙ୍କା (ପ୍ରାୟ ୧୦ ବିଲିୟନ ଡଲାର) ବିନିଯୋଗ କରିବ। ଗୁଗୁଲର ସିଇଓ ସୁନ୍ଦର ପିଚାଇ ଏବଂ ଏହାର ପ୍ୟାରେଣ୍ଟ୍ କମ୍ପାନୀ ଆଲଫାବେଟ୍ ସୋମବାର ଏହା ଘୋଷଣା କରିଛନ୍ତି। ଏହି ପରିମାଣ…

ଏବେ ଗୁଗୁଲ୍ ଆସିଷ୍ଟାଣ୍ଟ ସାହାଯ୍ୟରେ କରିପାରିବେ ହ୍ଵାଟସଆପ୍ସ ଭିଡିଓ-ଅଡିଓ କଲ; କିପରି ଜାଣନ୍ତୁ

ନୂଆଦିଲ୍ଲୀ: ଟେକ୍ କମ୍ପାନୀ ଗୁଗୁଲ ନିକଟରେ ଘୋଷଣା କରିଛି ଯେ ହ୍ଵାଟସଆପ୍ସ ଆପ୍ ଭିଡିଓ ଏବଂ ଅଡିଓ କଲ୍ ବର୍ତ୍ତମାନ ଗୁଗୁଲ ଆସିଷ୍ଟାଣ୍ଟରୁ ହୋଇପାରିବ। ଏହାର ଅର୍ଥ ହେଉଛି ଯେ ହ୍ଵାଟସଆପ୍ସ ଏବଂ ଏହାର କିଛି ବିକଳ୍ପ ଯେ କୌଣସି ସ୍ମାର୍ଟଫୋନର ହୋମ ସ୍କ୍ରିନରୁ ଗୁଗୁଲ୍ ଆସିଷ୍ଟାଣ୍ଟକୁ ଟ୍ରିଗର…

ଜନସଂଖ୍ୟା ନିୟନ୍ତ୍ରଣରେ କିଭଳି ରହିବ ଭାରତୀୟ ଗଣତନ୍ତ୍ରର ଭୂମିକା: ନବୀନ ଜିନ୍ଦଲଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ : କରୋନା ମହାମାରୀ ମାନବ ସଭ୍ୟତା ପ୍ରତି ବିପଦ ସୃଷ୍ଟି କରିଛି । ବର୍ତ୍ତମାନ ସ୍ଥିତିରେ ଜନସଂଖ୍ୟା ବିସ୍ଫୋରଣ ଓ ସାମାଜିକ ସରଞ୍ଚନା ସମ୍ପର୍କରେ ଆଲୋଚନା କରିବା ଉଚିତ ସମୟ ହୋଇ ନପାରେ । କିନ୍ତୁ ବହୁଳ ଜନସଂଖ୍ୟା ଯୋଗୁ ମହାମାରୀ ଭୟାନକ ରୂପ ନେଉଛି । ତେଣୁ ବର୍ଦ୍ଧିତ ଜନସଂଖ୍ୟା…

ସାରା ଅଲ୍ଲୀ ଖାନଙ୍କ ଡ୍ରାଇଭର କୋଭିଡ ପଜିଟିଭ୍

ମୁମ୍ୱାଇ: ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ଡ୍ରାଇଭରଙ୍କୁ କରୋନା । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ତେବେ ସାରା କହିଛନ୍ତି ତାଙ୍କର, ପରିବାର ସଦସ୍ୟ ଓ ଷ୍ଟାଫମାନଙ୍କର ଟେଷ୍ଟ ରିପୋର୍ଟ ନେଗେଟିଭ୍ । ଏନେଇ ନିଜ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି ସାରା । ସାରା କହିଛନ୍ତି…

ହେମାଙ୍ଗ ଅମୀନ ବିସିସିଆଇର ଅନ୍ତରୀଣ ସିଇଓ ନିଯୁକ୍ତ

ବିସିସିଆଇ ସିଇଓ ପଦରୁ ରାହୁଲ ଜୋହରିଙ୍କ ଇସ୍ତଫା ପରେ ଅନ୍ତରୀଣ ସିଇଓ ହୋଇଛନ୍ତି ହେମାଙ୍ଗ ଅମୀନ । ତାଙ୍କୁ ନିଯୁକ୍ତି ଦେଇଛି ବିସିସିଆଇ । ହେମାଙ୍ଗ ଅମୀନ ଆଇପିଏଲର ଚିଫ୍ ଅପରେଟିଂ ଅଫିସର ବା ସିଓଓ ଅଛନ୍ତି । ନୂଆ ସିଇଓ ନିଯୁକ୍ତି ଯାଏଁ ସେ ଦାୟିତ୍ୱ ତୁଲାଇବେ । ହେମାଙ୍ଗ ଅମୀନ ୨୦୧୭ ଠାରୁ…

ରାଜସ୍ଥାନ ହାଇଡ୍ରାମାରେ କେବେ ଯବନିକା, ଆଜି ପୁଣି ମାନସମନ୍ଥନ

ରାଜସ୍ଥାନ ରାଜନୀତିରେ ସଙ୍କଟ ଟଳିଛି । କିନ୍ତୁ ଯବନିକା ପଡିନି । ନାରାଜ ସଚିନ ପାଇଲଟଙ୍କୁ ମନାଇବାରେ ଏଯାଏ ସଫଳ ହୋଇ ନାହାନ୍ତି କଂଗ୍ରେସର ସଙ୍କଟ ମୋଚକ । ସରକାର ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚାଲିଛି । ଆଜି ସକାଳେ ପୁଣି ବସିବ କଂଗ୍ରେସ ବିଧାୟକ ଦଳ ବୈଠକ । ଏଥିରେ ଯୋଗ ଦେବାକୁ…

ଭାରତରେ ଅଯୋଧ୍ୟା ନକଲି, ନେପାଳରେ ଅସଲି: ନେପାଳ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ: ଶାସନ ଗାଦି ଟଳମଳ ହେଉଥିବା ବେଳେ ନେପାଳ ପ୍ରଧାନମନ୍ତ୍ରୀ କେ. ପି. ଶର୍ମା ଓଲି ବିଚଳିତ ହୋଇ ପଡ଼ିଲେଣି । କେତେବେଳେ କଣ କହିଯାଉଛନ୍ତି । ପୁଣି ଥରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଇଛନ୍ତି । ପ୍ରଭୁ ଶ୍ରୀରାମଙ୍କ ଉପରେ ତାଙ୍କ ମତକୁ ନେଇ ଏବେ ସବୁଠ ଚର୍ଚ୍ଚା । କେ. ପି. ଶର୍ମା ଓଲି…

ପାକିସ୍ତାନରେ ୪୦୮ ହିନ୍ଦୁ ମନ୍ଦିର ଉପରେ ଏବେ ବି କବଜା

ଇସଲାମାବାଦ: ବିଶ୍ୱ ଦରବାର ଅପମାନିତ ହେବା ପରେ ପାକିସ୍ତାନ ନିଜ ଚରିତ୍ରକୁ ଭଲ ଭାବେ ଉପସ୍ଥାପନ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ମଧ୍ୟ ବିଫଳ ହୋଇଛି । ପାକିସ୍ତାନ ରାଜଧାନୀ ଇସଲାମବାଦରେ ହିନ୍ଦୁଙ୍କ ଏକ କୃଷ୍ଣ ମନ୍ଦିର ନିର୍ମାଣ ନେଇ ରାଜନୀତି ଜୋର ଧରିଥିଲା । ତେବେ ଇସଲାମର…