Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆସନ୍ତୁ ଜାଣିବା ପଦ୍ମନାଭସ୍ୱାମୀ ମନ୍ଦିରର ୭ମ ଦୁଆର ରହସ୍ୟ ସମ୍ପର୍କରେ

ତ୍ରିଭେନ୍ଦ୍ରମ: କେରଳର ପଦ୍ମନାଭସ୍ୱାମୀ ମନ୍ଦିରକୁ ନେଇ ଚାଲିଥିବା ପ୍ରଶାସନ ଓ ପ୍ରବନ୍ଧନ ମଧ୍ୟରେ ବିବାଦ ଇତି ମଧ୍ୟରେ ସମାଧାନ ହୋଇଯାଇଛି । ମାନ୍ୟବର ସୁପ୍ରିମକୋର୍ଟ ତ୍ରାବଣକୋର ପୂର୍ବତନ ରାଜ ପରିବାରକୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି । ପଦ୍ମନାଭସ୍ୱାମୀ ମନ୍ଦିରକୁ ଦେଶର ସବୁଠାରୁ ଧନୀ…

ଦିଲ୍ଲୀ ହିଂସା : ତାହିର ହୁସେନକୁ ଝଟକା, ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଓ ଆଇବି ଅଫିସର ଅଙ୍କିତ ଶର୍ମା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତାହିର ହୁସେନଙ୍କୁ ସୋମବାର ଶକ୍ତ ଧକ୍କା ଲାଗିଛି । କାଡକାକୁଡୁମା କୋର୍ଟ ଆମ ଆଦମୀ ପାର୍ଟିର ଏହି ନିଲମ୍ବିତ ପାର୍ଷଦଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି । ହିଂସାରେ ଗଭୀର ଷଡଯନ୍ତ୍ର ରହିଥିବା…

ଆଫଗାନିସ୍ତାନରେ ତାଲିବାନ ଆକ୍ରମଣ: ୪୦ରୁ ଊର୍ଦ୍ଧ୍ୱ ଆହତ

କାବୁଲ: ଆଫଗାନିସ୍ତାନରେ ଏକ କାରରେ ଆତ୍ମଘାତୀ ବିସ୍ଫୋରଣ ଯୋଗୁ ୪୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି । ଏହି ଆକ୍ରମଣ ତାଲିବାନ ପକ୍ଷରୁ କରାଯାଇଥିବା ଅଲଜଜୀରା ପକ୍ଷରୁ କୁହାଯାଇଛି । ତେବେ ଏଥିନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା ଆଫଗାନ ସରକାରଙ୍କ ପକ୍ଷରୁ କରାଯାଇ ନାହିଁ । ଉତ୍ତର…

ତିରୁପତି ମନ୍ଦିର ହୁଣ୍ଡିଙ୍କୁ ଅଜ୍ଞାତ ଭକ୍ତ ଦାନ କଲେ ୨ କେଜି ସୁନା

ହାଇଦ୍ରାବାଦ: ଜଣେ ଅଜ୍ଞାତ ଭକ୍ତ ତିରୁପତି ମନ୍ଦିର ହୁଣ୍ଡିକୁ ୨ କେଜି ସୁନା ଦାନ ଆକାରରେ ଦେଇଛନ୍ତି । ତିରୁମାଲା ହିଲ୍ସ ସ୍ଥିତ ଭଗବାନ ଭେଙ୍କଟେଶ୍ୱରଙ୍କ ମନ୍ଦିର ହୁଣ୍ଡି ଖୋଲି ଖୋଲାଯିବା ପରେ ତା’ ଭିତରେ ଅନେକ ଗୁଡିଏ ଗୋଲ୍ଡ ବାର୍ ମିଳିଥିଲା । ସେଗୁଡିକ ଦୁଇ କିଲୋ ଓଜନର ଥିଲା ବୋଲି…

ଦୁଇ କର୍ମୀ କରୋନା ପଜିଟିଭ ଚିହ୍ନଟ ପରେ ସଚିନ ପାଇଲଟଙ୍କ ଜୟପୁର ଅଫିସ ସିଲ୍

ରାଜସ୍ଥାନ: ଦୁଇ କର୍ମୀ କରୋନା ପଜିଟିଭ ଚିହ୍ନଟ ପରେ ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟଙ୍କ ଜୟପୁର ଅଫିସକୁ ସିଲ୍ କରାଯାଇଛି।ଏପରିକି ଉକ୍ତ ପଞ୍ଚାୟତ ରାଜ ଏବଂ ଗ୍ରାମ୍ୟ ଉନ୍ନୟନ ମୁଖ୍ୟାଳୟକୁ ମଧ୍ୟ ଜୁଲାଇ ୧୪ ଯାଏଁ ସିଲ୍ କରାଯାଇଛି। ଉଲ୍ଲେଖଯୋଗ୍ୟ, ରାଜସ୍ଥାନରେ ବର୍ତ୍ତମାନ ୨୪…

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ

ଭୁବନେଶ୍ୱର: ଚଳିତ ବର୍ଷ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ସୋମବାର ଦିନ ପ୍ରକାଶ ପାଇଛି । ଭୁବନେଶ୍ୱର ଅଞ୍ଚଳରେ ପାସ୍ ପ୍ରତିଶତ ହେଉଛି ୯୧.୪୬%। ଚଳିତ ବର୍ଷ ୧୧,୯୨,୯୬୧ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବଳେ  ସେମାନଙ୍କ ମଧ୍ୟରୁ ୧୦,୫୯,୦୮୦ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଉତ୍ତିର୍ଣ୍ଣ…

ହଂକଂରେ ସୁରକ୍ଷା ଆଇନକୁ କଡା ବିରୋଧ, ପ୍ରତୀକାତ୍ମକ ପ୍ରତିବାଦ ଭୋଟ ଦେଲେ ଲକ୍ଷାଧିକ ଲୋକ

ହଂକଂ:ଚୀନ ପକ୍ଷରୁ ଜବରଦସ୍ତ ଲାଗୁ କରାଯାଇଥିବା ସୁରକ୍ଷା ଆଇନକୁ ହଂକଂରେ କଡା ବିରୋଧ କରାଯାଇଛି । ସୋମବାର ପ୍ରତୀକାତ୍ମକ ପ୍ରତିବାଦ ଭୋଟରେ ଲକ୍ଷାଧିକ ଭୋଟର ଏହା ବିପକ୍ଷରେ ମତ ଦେଇଥିଲେ । ହଂକଂରେ ଏଥିସହ ଚୀନ ବିରୋଧୀ ଆନ୍ଦୋଳନ ଜୋର ଧରିଛି । ଭୋଟ ଫଳାଫଳ ପରେ ପରବର୍ତୀ ପଦକ୍ଷେପ ଗ୍ରହଣ…

ପଶ୍ଚିମବଙ୍ଗ ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ରହସ୍ୟଜନକ ମୃତ୍ୟୁ

କୋଲକାତା: ପଶ୍ଚିମବଙ୍ଗର ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ରହସ୍ୟଜନକ ମୃତ୍ୟୁ । ଉତ୍ତର ଦିନଜପୁର ଜିଲ୍ଲାର ବନ୍ଦୋଲରେ ଘର ନିକଟରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ମୃତଦେହ । ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ମୃତଦେହକୁ ଜବତ କରି…

ରେକର୍ଡ ଭାଙ୍ଗୁଛି କରୋନା; ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୨୮ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ସୋମବାର ଦିନ ଏହି ସଂଖ୍ୟା ୮,୭୮,୨୫୪କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ଭାରତରେ ଗୋଲଡେନ୍ ଟାଇଗର୍ ! ଦେଖନ୍ତୁ ଫଟୋ

ଆସାମ: ବନ୍ୟପ୍ରାଣୀ ପ୍ରେମୀଙ୍କ ପାଇଁ ଖୁସି ଖବର । ଭାରତରେ ଅଛି ଗୋଟିଏ ଗୋଲଡେନ୍ ଟାଇଗର୍ (ସୁବର୍ଣ୍ଣ ବାଘ) । ଦେଖିବାକୁ ଭାରି କୌତୁକିଆ । ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଆସାମର କାଜିରଙ୍ଗାରେ ରହିଛି ଗୋଲଡେନ୍ ଟାଇଗର୍ ଦୃଶ୍ୟମାନ ହୋଇଛି । କୁହାଯାଉଛି ଇଏ…