Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଦ୍ୟା ବାଲାନ ପିନ୍ଧିଥିବା ଚର୍ଚ୍ଚିତ ସମ୍ବଲପୁରୀ ଗାଣିତିକ ଶାଢୀ କିଣିଲେ ଓଡିଆ ଆଇଆଇଟି ଛାତ୍ରୀ

ଭୁବନେଶ୍ୱର : ନିକଟରେ ରିଲିଜ ହୋଇଥିବା ହିନ୍ଦୀ ଫିଲ୍ମ ‘ଶକୁନ୍ତଳା ଦେବୀ’ର ପ୍ରମୋଶନ ପାଇଁ ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ଗାଣିତିକ ଶାଢୀର ନିଲାମ ହୋଇଛି । ଏହାକୁ ୫୫ ହଜାର ଟଙ୍କା ଡାକି ନିଲାମ ଜିତିଛନ୍ତି ଓଡିଆ ଝିଅ ଦେବାଂଶି ମିଶ୍ର । ୨୦ ବର୍ଷୀୟ ଦେବାଂଶି…

ଅଣାୟତ୍ତ ଭୂତାଣୁ: ୨୯ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, କେତେ ହେଲେଣି ସୁସ୍ଥ, ଜାଣନ୍ତୁ

ନୂଆଦିଲ୍ଲୀ: ବିଜୁଳି ବେଗରେ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ । ଦେଶର ମାତ୍ର ୨ ଦିନରେ ୧ ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୨୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର…

[ଦେଖନ୍ତୁ ଭିଡ଼ିଓ] ଲାଇଭ ସୋ’ ରେ ନ୍ୟୁଜ ଉପସ୍ଥାପିକାଙ୍କର ଗଳି ପଡ଼ିଲା ଦାନ୍ତ, ଆଉ ତା ପରେ…

ଓଡିଶା ସମ୍ବାଦ ବ୍ୟୁରୋ: ଲାଇଭ୍ ଟିଭି ସୋ’ରେ ପଢୁଥିଲେ ନ୍ୟୁଜ୍ । ହଠାତ ପାଟିରୁ ଖସିପଡିଲା ଦାନ୍ତି ।ଆଉ ତାପରେ କଣ ହେଲା? ସୂଚନାଯୋଗ୍ୟ, ଏହି ଦୃଶ୍ୟ ୟୁକ୍ରେନର ଏକ ଟିଭି ସୋ’ର । ଏଥିରେ ଚ୍ୟାନେଲର ଖବର ଉପସ୍ଥାପିକା ମରିକା ପଡଲ୍କୋ ନ୍ୟୁଜ୍ ପଢୁଥିଲେ । ଅଚାନକ୍ ତାଙ୍କ ପାଟିରୁ ଦାନ୍ତ…

ଆମେରିକା ସହ ବିବାଦ ବଢ଼ିବା ପରେ ଇରାନ ଲଂଚ କଲା ୨ଟି ମିଶାଇଲ

ତେହେରାନ୍‌:ଆମେରିକା ଓ ଇରାନ ମଧ୍ୟରେ ଉପୁଜିଥିବା ବିବାଦ କମିବାର ନାମ ଧରୁନି । ଏହି ଅବସରରେ ଗୁରୁବାର ଇରାନ ବିଶ୍ୱକୁ ତାର ସାମରିକ କ୍ଷମତା ଦେଖାଇବା ପାଇଁ ୨ଟି ଶକ୍ତିଶାଳୀ ମିଶାଇଲ ଲଂଚ କରିଛି । ଗତ ବର୍ଷ ଆମେରିକା ଆକ୍ରମଣରେ ମୃତ୍ୟୁବରଣ କରିଥିବା ଜେନେରାଲ କାସିମ ସୁଲେମାନୀ ଓ ଅବୁ…

କେତେ ଆଗେଇଛି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ?

ନୂଆଦିଲ୍ଲୀ: ଆରମ୍ଭ ହୋଇସାରିଛି ବହୁଚର୍ଚ୍ଚିତ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ । ଏଥିପାଇଁ IIT ମାଡ୍ରାସ, L&T ଓ CBRI Roorkeeରୁ ଦକ୍ଷ ଇଂଜିନିଅରଙ୍କୁ ନିୟୋଜିତ କରାଯାଇଛି । ପ୍ରାଥମିକ ସ୍ତରରେ ଇଂଜିନିଅରମାନେ ମନ୍ଦିର ନିର୍ମାଣ ସ୍ଥାନରୁ ମାଟି ସଂଗ୍ରହ କରି ଯାଂଚ କରୁଛନ୍ତି…

ଚୀନର ୭ ବିମାନ ବନ୍ଦର ଉପରେ ଭାରତର କଡା ନଜର

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ଉପୁଜିଥିବା ବିବାଦର ଏ ପର୍ଯ୍ୟନ୍ତ କୌଣସି ସମାଧାନ ବାହାରି ନାହିଁ । ଉଭୟ ଦେଶ ଛକା ପଞ୍ଝା ସ୍ଥିତିରେ ରହିଛନ୍ତି । ପଛରୁ ଛୁରୀ ଭୂଷିବା ଚୀନର ପ୍ରକୃତି ଥିବାରୁ ଭାରତୀୟ ସେନା ସତର୍କ ରହିଛନ୍ତି । ଏହା ବ୍ୟତୀତ ଭାରତ ନିକଟରେ ଥିବା ଚୀନର ୭ ବିମାନ ବନ୍ଦର ଉପରେ…

ପୁତିନଙ୍କୁ ବିରୋଧ କରୁଥିବା ନେତା ନାଭାଲିନୀଙ୍କୁ ବିଷ ଦିଆଯାଇଥିବା ସନ୍ଦେହ, ଅବସ୍ଥା ଗୁରୁତର

ମସ୍କୋ: ରୁଷିଆରେ ଗୁରୁବାର ରାଜନୈତିକ ଝଡ ଦେଖିବାକୁ ମିଳିଛି । ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ନୀତିକୁ ତୀବ୍ର ବିରୋଧ କରୁଥିବା ନେତା ଆଲେକ୍ସଲ ନାଭାଲିନୀଙ୍କୁ ବିଷ ଦିଆଯାଇଥିବା ସନ୍ଦେହ କରାଯାଉଛି । ଏ ନେଇ ଅବଶ୍ୟ ବିଧିବଦ୍ଧ ଭାବେ କୌଣସି ମନ୍ତବ୍ୟ ଦିଆ ଯାଇ ନାହିଁ । ତାଙ୍କ ଅବସ୍ଥା…

ସ୍ୱଚ୍ଛ ସର୍ଭେ: ଓଡ଼ିଶାକୁ ମିଳିଲା ଦୁଇଟି ପୁରସ୍କାର

ନୂଆଦିଲ୍ଲୀ: ସ୍ୱଚ୍ଛ ସର୍ଭେକ୍ଷଣରେ ଓଡ଼ିଶାକୁ ୨ଟି ପୁରସ୍କାର ମିଳିଛି । ସର୍ବଶ୍ରେଷ୍ଠ ଅଗ୍ରଗାମୀ ରାଜ୍ୟ ଭାବେ ପୁରସ୍କୃତ ହୋଇଛି ଓଡ଼ିଶା । ତା’ସହିତ ମଧ୍ୟମ ବର୍ଗରେ ବ୍ରହ୍ମପୁର ଶ୍ରେଷ୍ଠ ସହର ଭାବେ ଚିହ୍ନଟ ହୋଇଛି । ଜାତୀୟ ସ୍ୱଚ୍ଛତା ସର୍ଭେ ‘ସ୍ୱଚ୍ଛ ସର୍ଭେକ୍ଷଣ-୨୦୨୦’ ରେ ପୁଣିଥରେ…

୧୯୮୬ରେ ବାବ୍ରି ମସିଜିଦ୍ ତାଲା ଖୋଲାଯିବା ସମ୍ପର୍କରେ ଜାଣିନଥିଲେ ରାଜୀବ ଗାନ୍ଧୀ!

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଉତ୍ତର ପ୍ରଦେଶର ଅଯୋଧ୍ୟା ସ୍ଥିତ ବାବ୍ରୀ ମସଜିଦ୍ ର ତାଲା ୧୯୮୬ରେ ଖୋଲାଯିବା ନେଇ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଜଣାନଥିଲା । ଏନେଇ ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ୱାଜହତ ହବିବୁଲ୍ଲାଙ୍କ ଦ୍ୱାରା ଲିଖିତ ପୁସ୍ତକରୁ ଜଣାପଡିଛି। ଯିଏକି…

ରାଜନୀତି ପ୍ରତି ଆଗ୍ରହ ରଖୁନଥିବା ରାଜୀବ ଗାନ୍ଧୀ ଖୁବ୍ କମ୍ ବୟସରେ ହୋଇଥିଲେ ଦେଶର ପ୍ରଧାନମନ୍ତ୍ରୀ; ଜନ୍ମଜୟନ୍ତୀ…

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଆଜି ହେଉଛି ୭୬ତମ ଜୟନ୍ତୀ । ଏହି ଅବସରରେ ପୁଅ ରାହୁଲ ଗାନ୍ଧୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଜନ୍ମ ଜୟନ୍ତୀ ଅବସରରେ ଜାଣନ୍ତୁ ରାଜୀବ ଗାନ୍ଧୀଙ୍କ ସମ୍ପର୍କରେ; ଯିଏକି ଖୁବ୍ କମ୍…