Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆସାମରେ ବନ୍ୟା ସ୍ଥିତି; ୬ ଲକ୍ଷ ଲୋକ ପ୍ରଭାବିତ

ଗୌହାଟୀ: ଆସାମରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ପ୍ରାୟ ୨୦ ଜିଲ୍ଲାର ୬ ଲକ୍ଷ ବ୍ୟକ୍ତି ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଦୈନିକ ବନ୍ୟା ରିପୋର୍ଟ ଅନୁଯାୟୀ କୋକରାଝର ଓ ଧୁବରି ଅଞ୍ଚଳରେ ୨ ଜଣଙ୍କର ମୃତ୍ୟୁକୁ ମିଶାଇ ମୋଟ୍ ୪୨…

ଥାଇଲାଣ୍ଡରେ ମାଙ୍କଡଙ୍କ ଦ୍ୱାରା ନଡିଆ ତୋଳିବା ନେଇ ବିବାଦ ବଢ଼ିଲା, ବ୍ରିଟେନରେ ଉତ୍ପାଦ ଉପରେ କଟକଣା

ବ୍ୟାଙ୍କକ:ଦକ୍ଷିଣ ଥାଇଲାଣ୍ଡରେ ସ୍ଥାନୀୟ ବାସିନ୍ଦାମାନେ ମାଙ୍କଡଙ୍କୁ ବ୍ୟବହାର କରି ଗଛରୁ ନଡିଆ ତୋଳିଥାନ୍ତି । ଏ ନେଇ ପୂର୍ବରୁ ବାରମ୍ବାର ଅଭିଯୋଗ ଆସୁଥିଲେ ମଧ୍ୟ ସେଠାକାର ଲୋକେ ଏହାକୁ ଗୁରୁତ୍ୱ ଦେଉ ନ ଥିଲେ । ଏବେ ପିପୁଲ୍ସ ଫର ଏଥିକାଲ ଟ୍ରିଟମେଂଟ ଅଫ ଆନିମଲ୍ସ (ପେଟା) ଏ ନେଇ ଏକ…

‘କସୌଟି ଜିନ୍ଦଗୀ କି-୨’ର ଲିଡ୍ ଷ୍ଟାର ପାର୍ଥ ସମଥାନଙ୍କୁ କରୋନା

ମୁମ୍ବାଇ: ଚର୍ଚ୍ଚିତ ଟେଲିଭିଜନ ଶୋ’ ‘କସୌଟି ଜିନ୍ଦଗୀ କି-୨’ର ଲିଡ୍ ଷ୍ଟାର ଅନୁରାଗ ବାସୁ ତଥା ପାର୍ଥ ସମଥାନଙ୍କୁ କରୋନା । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। Hi guys ,I have tested Postive for covid 19 and I would…

ହାଫିଜ ସଇଦଙ୍କ ସମେତ ୫ ଆତଙ୍କବାଦୀଙ୍କ ବ୍ୟାଙ୍କ ଆକାଂଉଟ ଉପରୁ କଟକଣା ଉଠାଇଲା ପାକିସ୍ତାନ ସରକାର

ଲାହୋର: ପାକିସ୍ତାନ ଆତଙ୍କବାଦୀଙ୍କ ଉପରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ କରୁଥିବାର ଆଉ ଏକ ନମୂନା ଦେଖିବାକୁ ମିଳିଛି । ମୁମ୍ୱାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସଇଦଙ୍କ ସମେତ ୫ କୁଖ୍ୟାତ ଆତଙ୍କବାଦୀଙ୍କ ବ୍ୟାଙ୍କ ଆକଂଉଟ ଉପରୁ ପାକିସ୍ତାନ ସରକାର କଟକଣା ଉଠାଇ ଦେଇଛି । ମିଳିତ…

ଗେହଲଟ ସରକାର ଉପରେ ସଙ୍କଟ, ଆସନ୍ତୁ ଜାଣିବା ରାଜସ୍ଥାନ ସିଟ ସଂଖ୍ୟା ଗଣିତ

ଜୟପୁର: ମଧ୍ୟପ୍ରଦେଶରେ ଅପରେଶନ ଲୋଟସ ସଫଳ ହେବା ପରେ ବିଜେପି ଏବେ ରାଜସ୍ଥାନ ଉପରେ ଆଖି ପକାଇଛି । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପରି ସଚିନ ପାଇଲଟଙ୍କ ଉପରେ ସବୁ କିଛି ନିର୍ଭର କରୁଛି । ଆସନ୍ତୁ ରାଜସ୍ଥାନ ସିଟ୍ ସଂଖ୍ୟା ଗଣିତ ଉପରେ ନଜର ପକାଇବା । ରାଜସ୍ଥାନରେ ମୋଟ ସିଟ ସଂଖ୍ୟା ୨୦୦ ।…

ପୂର୍ବତନ କ୍ରିକେଟର ଚେତନ ଚୌହ୍ୱାନ କରୋନା ପଜିଟିଭ

ମୁମ୍ବାଇ:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର ଚେତନ ଚୌହ୍ୱାନ କରୋନା ପଜିଟିଭ ଥିବା ଜଣାପଡିଛି । ଆକାଶ ଚୋପ୍ରା ଓ ଆରପି ସିଂ ଟୁଇଟ କରି ଚୌହ୍ୱାନ କରୋନା ସଂକ୍ରମିତ ହୋଇଥିବା ସୂଚନା ଦେଇଥିଲେ । ତାଙ୍କୁ ଏହା ପରେ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପିଜିଆଇ ଡାକ୍ତରଖାନାରେ ଭର୍ତି କରାଯାଇଛି । ସେ…

ମଧ୍ୟପ୍ରଦେଶ ପରେ ରାଜସ୍ଥାନରେ ରାଜନୈତିକ ସଙ୍କଟ

ଜୟପୁର: ମଧ୍ୟପ୍ରଦେଶ ପରେ ରାଜସ୍ଥାନ ରାଜନୀତି ଏବେ ଟଳମଳ । ରାଜସ୍ଥାନରେ କଂଗ୍ରେସର ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ସୃଷ୍ଟି ହୋଇଛି ବିବାଦ । ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଛି । ଉଭୟଙ୍କ ଝଗଡା ଏବେ ଦିଲ୍ଲୀରେ…

ଐଶ୍ଚର୍ଯ୍ୟା ଓ ଆରାଧ୍ୟା ମଧ୍ୟ କରୋନା ପଜିଟିଭ୍‌

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ବଚ୍ଚନ ପରିବାରର ବୋହୁ ଐଶ୍ଚର୍ଯ୍ୟା ରାୟ ବଚ୍ଚନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କ ଝିଅ ଆରାଧ୍ୟା ମଧ୍ୟ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି । ଗତକାଲି ଉଭୟଙ୍କ ପରୀକ୍ଷା ହୋଇଥିବା ବେଳେ ରିପୋର୍ଟ ନେଗେଟିଭ୍ ଆସିଥିଲା । ଆଜି ଦ୍ୱିତୀୟ ପର୍ଯ୍ୟାୟ…

ଅନୁପମ ଖେରଙ୍କ ମାଆ ଓ ଭାଇଙ୍କ ସମେତ ପରିବାରର ଚାରି ଜଣଙ୍କୁ କରୋନା

ମୁମ୍ୱାଇ: ବଲିଉଡ୍ ଅଭିନେତା ଅନୁପମ ଖେରଙ୍କ ପରିବାରରେ କରୋନା । ତାଙ୍କ ମାଆ ଓ ଭାଇଙ୍କ ସମେତ ପରିବାରର ଚାରି ଜଣଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ବାର୍ତ୍ତାରେ ଏହି ସୂଚନା ଦେଇଛନ୍ତି ଅନୁପମ ଖେର । This is to inform all that my…

ବଢୁଛି ଚିନ୍ତା: ଦେଶରେ ୨୪ ଘଣ୍ଟାରେ ୨୮ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ, ୨୨ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଗମ୍ଭୀର ହେଉଛି କରୋନା ସ୍ଥିତି । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ସର୍ବାଧିକ ୨୮,୬୩୭ ଜଣ ସଂକ୍ରମିତ ହୋଇଥିବା ବେଳେ ୫୫୧ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮,୪୯, ୫୫୩…