Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଫରିଦାବାଦରେ ପୋଲିସ ପଂହଚିବା ପୂର୍ବରୁ ଖସିଗଲା ବିକାଶ ଦୁବେ

ଫରିଦାବାଦ: ମୋଷ୍ଟ ୱାନଟେଡ ଅପରାଧୀ ବିକାଶ ଦୁବେ ଅଳ୍ପକେ ପୋଲିସ ହାତରୁ ଖସିଯାଇଛି । ରିପୋର୍ଟ ମୁତାବକ ଫରିଦାବାଦ ସେକ୍ଟର-୮୭ରେ ବିକାଶ ଜଣେ ସମ୍ପର୍କୀୟଙ୍କ ଘରେ ଲୁଚି ରହିଥିଲା । ସେଠାରୁ ନିକଟରେ ଥିବା ଏକ ହୋଟେଲରେ ରହୁଥିଲା । ହୋଟେଲରେ ପୋଲିସ ଖବରପାଇ ଆସିଲାବେଳକୁ ବିକାଶ ସେଠାରୁ ଖସି…

୨୪ ଘଣ୍ଟାରେ ରାଜ୍ୟରେ ନୂଆ ୫୨୭ କରୋନା ପଜିଟିଭ୍

ଭୁବନେଶ୍ୱର: ଲଗାତାର ଦ୍ୱିତୀୟ ଦିନ ପାଇଁ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ପାଞ୍ଚ ଶହରୁ ଅଧିକ କରୋନା ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ୨୬ ଜିଲ୍ଲାରୁ ବାହାରିଛି ଆଉ ୫୨୭ ପଜିଟିଭ୍ କେସ୍ । ୩୩୮ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୧୮୯ଟି । ଗଞ୍ଜାମ ଜିଲ୍ଲାରୁ…

ମାସ୍କ ପିନ୍ଧିବା ପରେ ମଧ୍ୟ କେତେ ରହିଛି ସଂକ୍ରମଣର ଆଶଙ୍କା, ଜାଣନ୍ତୁ

ଭୁବନେଶ୍ୱର: ସାରା ବିଶ୍ୱକୁ ଗ୍ରାସିଲାଣି କରୋନା ସଙ୍କଟ । ଏତେ କଟକଣା ଓ ସତର୍କତା ସତ୍ତ୍ୱେ ବି କମିବା ବଦଳରେ ପ୍ରତିଦିନ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାର ପ୍ରତିକାର ପାଇଁ ଏଯାଏଁ କୌଣସି ଔଷଧରେ ବାଜି ନାହିଁ ମୋହର । ଏଭଳି ସମୟରେ ସଚେତନତା ହିଁ ଏହାର ଏକମାତ୍ର ବିକଳ୍ପ…

‘ହୁ’ ରୁ ଓହରିଲା ଆମେରିକା !

ନୂଆଦିଲ୍ଲୀ: କରୋନା ଭାଇରସ ନେଇ ତଥ୍ୟ ଲୁଚାଇଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ 'ହୁ' ରୁ ସମ୍ପୂର୍ଣ୍ଣ ରୂପେ ଓହରିବା ନେଇ ନିଷ୍ପତ୍ତି ନେଇଛି ଆମେରିକା। ପ୍ରାପ୍ତ ସୂଚନା ଅନୁଯାୟୀ, ୨୦୨୧ ଜୁଲାଇ ୬ ତାରିଖରୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନରୁ ଆମେରିକା ଓହରି ଯିବା ନେଇ ରାଷ୍ଟ୍ରପତି ଟ୍ରମ୍ପ୍…

ଦେଶରେ ବଢୁଛି କରୋନା ଚିନ୍ତା: ସାଢ଼େ ୭ ଲକ୍ଷ ପାଖାପାଖି ପହଞ୍ଚିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଗମ୍ଭୀର ହେଉଛି କରୋନା ସ୍ଥିତି । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ୨୨,୬୪,୯୪୪ ଜଣ ସଂକ୍ରମିତ ହୋଇଥିବା ବେଳେ ୪୮୨ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬,୪୨, ୮୩୧…

ଏନକାଉଣ୍ଟରରେ ଟଳିଲା କାନପୁର ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ସହଯୋଗୀ

ଉତ୍ତରପ୍ରଦେଶ: କାନପୁର ଏନକାଉଣ୍ଟରେ କେସରେ ପୋଲିସକୁ ବଡ଼ ସଫଳତା । ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ମୁଖ୍ୟ ସହଯୋଗୀକୁ ଏନକାଉଣ୍ଟର କରିଛି ପୋଲିସ । ତା ନାଁ ଅମର ଦୁବେ । ଆଜି ସକାଳୁ ହମିରପୁରରେ ତାକୁ ଏନକାଉଣ୍ଟର କରିଛି ଉତ୍ତରପ୍ରଦେଶର ଏସଟିଏଫ୍ । ଅମର ଖସି ଯିବାକୁ ଚେଷ୍ଟ କରୁଥିଲା ।…

ବ୍ରାଜିଲ ରାଷ୍ଟ୍ରପତି କରୋନା ପଜିଟିଭ୍

ବ୍ରାଜିଲ ରାଷ୍ଟ୍ରପତି ଜେୟର ବୋଲସୋନାରଙ୍କୁ କରୋନା । ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ନିଜେ ଏହି ସୂଚନା ଦେଇଛନ୍ତି ବ୍ରାଜିଲ ରାଷ୍ଟ୍ରପତି । ଚତୁର୍ଥ ଥର ନୁମନା ପରୀକ୍ଷା ପରେ ରିପୋର୍ଟ ପଜିଟିଭ୍ ବାହାରିଛି । ବୋଲସୋନାରୋ କହିଛନ୍ତି, ସେ ଏବେ ଠିକ୍ ଅଛନ୍ତି । ତାଙ୍କଠାରେ କେବଳ ସାମାନ୍ୟ…

ବିଶ୍ୱର ଅଧିକ ବର୍ଷ ଯାଏ ବଂଚି ରହିଥିବା ଯମଜ ଯୋଡା ଭାଇଙ୍କର ପରଲୋକ

ଡେଟନ: ଆମେରିକାରେ ଉହିଓରେ ରହୁଥିବା ରୋନୀ ଓ ଡୋନୀ ଗେଲନ ଯୋଡାଭାଇଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ସେମାନଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ବିଶ୍ୱରେ ସବୁଠାରୁ ଅଧିକ ବୟସ ବଂଚିବାରେ ଏହି ଯମଜ ଯୋଡା ଭାଇ ରେକର୍ଡ କରିଥିଲେ । ଗୋଟିଏ ପେଟରେ ଦୁଇ ଭାଇଙ୍କ ଶରୀର ଯୋଡି ହୋଇ ରହିଥିଲା । ୨୮…

ଖୁସି ଖବର: ଚଳିତ ମାସରୁ ଉପଲବ୍ଧ ହେବ କରୋନା ଔଷଧ

ନୂଆଦିଲ୍ଲୀ: ଚଳିତ ମାସରୁ ଭାରତରେ ଉପଲବ୍ଧ ହେବ କରୋନା ଔଷଧ । ଏନେଇ ଔଷଧ ତିଆରି କମ୍ପାନି ମାଇଲନ୍ ଏନ୍‌ଭି ଘୋଷଣା କରିଛି । କରୋନା ରୋଗୀଙ୍କୁ ସୁସ୍ଥ କରିବା ପାଇଁ ମାଇଲନ୍ ଏନ୍‌ଭି ରେମଡେସିବିରର ଏକ ଜେନେରିକ୍ ସଂସ୍କରଣ ବଜାରକୁ ଛାଡ଼ିବ । ଏ ନେଇ କମ୍ପାନି ପକ୍ଷରୁ ଘୋଷଣା କରାଯାଇଛି ।…

୩୦% କମିଲା ସିବିଏସ୍‌ଇ ସିଲାବସ୍

ନୂଆଦିଲ୍ଲୀ: କମିଲା ସିବିଏସ୍‌ଇ ସିଲାବସ୍ । ସିବିଏସ୍‌ଇ ପକ୍ଷରୁ ଚଳିତ ଶିକ୍ଷାବର୍ଷ ପାଇଁ ପାଠ୍ୟକ୍ରମ ହ୍ରାସ କରାଯାଇଛି । ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୩୦ ପ୍ରତିଶତ ପାଠ୍ୟକ୍ରମ କମାଇ ଦିଆଯିବ । ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । କରୋନା…